translationCore-Create-BCS_.../en_tn_58-PHM.tsv

34 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2PHMfrontintrosz2w0# ଫିଲୀମୋନ ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

୧. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
୧. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
୧. ଶେଷ କଥା (୧:-୨୫)

### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I

### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ?

ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I

ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା

### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ?

ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I

### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I

## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେମାନେ”

ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧: ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]] ଓ [[rc://or/ta/man/translate/figs-you]])

3PHM11sg4ffigs-you0General Information:ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନିଥର ପରିଚୟ ଦିଅନ୍ତି I ଏହା ସ୍ପଷ୍ଟରୁପେ ଜଣାପଡେ ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା ପ୍ରକାରେ ପତ୍ର ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ସମସ୍ତ ବ୍ୟବହୃତ ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଫିଲୀମୋନ ମୁଖ୍ୟ ବ୍ୟକ୍ତି ଥିଲେ ଯାହାଙ୍କ ନିକଟକୁ ଏହି ପତ୍ର ଲେଖା ଯାଇଥିଲା I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖ ଥିବା ସମସ୍ତ ଶବ୍ଦଗୁଡିକ ତାହାଙ୍କୁ ବୁଝାଏ ଓ ସୂଚାଇ ନଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: [[rc://or/ta/man/translate/figs-you]])
4PHM11niq3figs-exclusiveΠαῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι1Paul, a prisoner of Christ Jesus, and the brother Timothy to Philemonତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ପରିଚୟ ଦେବା ନିମନ୍ତେ କୌଣସି ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ, ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ଏହି ପତ୍ର ଲେଖୁଅଛୁ” (ଦେଖ: [[rc://or/ta/man/translate/figs-exclusive]])
5PHM11cgs4δέσμιος Χριστοῦ Ἰησοῦ1a prisoner of Christ Jesusଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I
6PHM11sv3pὁ ἀδελφὸς1brotherଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I
7PHM11r3l9figs-exclusiveτῷ ἀγαπητῷ ... ἡμῶν1our dear friendଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])
8PHM11ww3lκαὶ ... συνεργῷ1and fellow workerଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି
9PHM12e8sufigs-exclusiveτῇ ἀδελφῇ ... τῷ συνστρατιώτῃ ἡμῶν1our sister ... our fellow soldierଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])
10PHM12zh5ctranslate-namesἈπφίᾳ, τῇ ἀδελφῇ1Apphia our sisterଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://or/ta/man/translate/translate-names]])
11PHM12sq44translate-namesἈρχίππῳ1Archippusଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://or/ta/man/translate/translate-names]])
12PHM12mnn5figs-metaphorτῷ συνστρατιώτῃ ἡμῶν1our fellow soldierପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: [[rc://or/ta/man/translate/figs-metaphor]])
13PHM13r4nqχάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ1May grace be to you and peace from God our Father and the Lord Jesus Christଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଏକ ଆଶୀର୍ବାଦ ଅଟେ I
14PHM13e5z8figs-inclusiveΘεοῦ Πατρὸς ἡμῶν1God our Fatherଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକକୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
15PHM13lh8aguidelines-sonofgodprinciplesΠατρὸς ἡμῶν1our Fatherଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଂଜ୍ଞା ଅଟେ I (ଦେଖ: [[rc://or/ta/man/translate/guidelines-sonofgodprinciples]])
16PHM14kh5lfigs-inclusive0General Information:“ଆମ୍ଭମାନଙ୍କୁ” ଶବ୍ଦ ବହୁବାଚକ ଅଟେ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
17PHM16t54lἡ κοινωνία τῆς πίστεώς σου1the fellowship of your faithଆମ୍ଭମାନଙ୍କ ସହିତ ଏକତ୍ରଭାବେ ତୁମ୍ଭର କର୍ମ
18PHM16pxw1ἐνεργὴς γένηται ἐν ἐπιγνώσει παντὸς ἀγαθοῦ1be effective for the knowledge of everything goodଯାହା ଉତ୍ତମ, ତାହା ଜାଣିବାର ଫଳାଫଳ
19PHM16n25eεἰς Χριστόν1in Christଖ୍ରୀଷ୍ଟଙ୍କ ସକାଶୁ
20PHM17aq4gfigs-metonymyτὰ σπλάγχνα τῶν ἁγίων ἀναπέπαυται διὰ σοῦ1the hearts of the saints have been refreshed by youଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-activepassive]])
21PHM17m5ipσοῦ, ἀδελφέ1you, brotherତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I
22PHM18ayy10Connecting Statement:ପାଉଲ ତାହାଙ୍କ ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I
23PHM18fd84πολλὴν ἐν Χριστῷ παρρησίαν1all the boldness in Christସମ୍ଭାବିତ ଅର୍ଥଗୁଡିକ ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ଅନ୍ୟ ଏକ ଅନୁବାଦରେ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି”
24PHM19l9fhδιὰ τὴν ἀγάπην1yet because of loveସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି”
25PHM110lsr60General Information:ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I
26PHM110m6fwfigs-metaphorτοῦ ἐμοῦ τέκνου ... Ὀνήσιμον1my child Onesimusମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://or/ta/man/translate/figs-metaphor]])
27PHM110dj9htranslate-namesὈνήσιμον1Onesimus“ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]])
28PHM110mui3figs-metaphorὃν ἐγέννησα ἐν τοῖς δεσμοῖς1whom I have fathered in my chainsଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]])
29PHM110nx1pfigs-metonymyἐν τοῖς δεσμοῖς1in my chainsବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
30PHM112t1kpὃν ἀνέπεμψά σοι1I have sent him back to youପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I
31PHM112h9qvfigs-metonymyτοῦτ’ ἔστιν τὰ ἐμὰ σπλάγχνα1who is my very heartଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-metaphor]])
32PHM113t4xlἵνα ὑπὲρ σοῦ μοι διακονῇ1so he could serve me for youତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ”
33PHM113bb3tfigs-metonymyἐν τοῖς δεσμοῖς1while I am in chainsବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
34PHM113iwa8figs-explicitτοῦ εὐαγγελίου1for the sake of the gospelପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://or/ta/man/translate/figs-explicit]])
35PHM114g9wpfigs-doublenegativesχωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι1But I did not want to do anything without your consentପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://or/ta/man/translate/figs-doublenegatives]])
36PHM114jxi7ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον1I did not want your good deed to be from necessity but from good willମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର
37PHM114ngg8ἀλλὰ κατὰ ἑκούσιον1but from good willକାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ
38PHM115q1drfigs-activepassiveτάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα1Perhaps for this he was separated from you for a time, so thatଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://or/ta/man/translate/figs-activepassive]])
39PHM115fp5vπρὸς ὥραν1for a timeଏହି ସମୟରେ
40PHM116l3e4ὑπὲρ δοῦλον1better than a slaveଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ
41PHM116f8tzἀδελφὸν ἀγαπητόν1a beloved brotherଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା”
42PHM116f38vπόσῳ δὲ μᾶλλον σοὶ1much more so to youସେ ତୁମ୍ଭ ପ୍ରତି ଆହୁରି ଉପକାରୀ
43PHM116yub9figs-metaphorκαὶ ἐν σαρκὶ1in both the fleshଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])
44PHM116scj1ἐν Κυρίῳ1in the Lordପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”
45PHM117e1j2εἰ ... με ἔχεις κοινωνόν1if you have me as a partnerଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର
46PHM118u5m1τοῦτο ἐμοὶ ἐλλόγα1charge that to meକହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ
47PHM119wb53ἐγὼ Παῦλος ἔγραψα τῇ ἐμῇ χειρί1I, Paul, write this with my own handମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I
48PHM119gn6cfigs-ironyἵνα μὴ λέγω σοι1not to mentionମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]])
49PHM119st7efigs-explicitσεαυτόν μοι προσοφείλεις1you owe me your own selfତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]])
50PHM120j8lhfigs-metaphorἀνάπαυσόν μου τὰ σπλάγχνα ἐν Χριστῷ1refresh my heart in Christଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]])
51PHM121am1efigs-you0General Information:ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])
52PHM121xpn60Connecting Statement:ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
53PHM121g6fxπεποιθὼς τῇ ὑπακοῇ σου1Confident about your obedienceକାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
54PHM122bx62ἅμα1At the same timeଆହୁରି ମଧ୍ୟ
55PHM122akw1καὶ ἑτοίμαζέ μοι ξενίαν1prepare a guest room for meତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I
56PHM122ctr4χαρισθήσομαι ὑμῖν1I will be given back to youଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I
57PHM123x2d8translate-namesἘπαφρᾶς1Epaphrasଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://or/ta/man/translate/translate-names]])
58PHM123khx1ὁ συναιχμάλωτός μου ἐν Χριστῷ Ἰησοῦ1my fellow prisoner in Christ Jesusଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି
59PHM124si6pΜᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου1So do Mark, Aristarchus, Demas, and Luke, my fellow workersମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି
60PHM124i5gctranslate-namesΜᾶρκος, Ἀρίσταρχος, Δημᾶς, Λουκᾶς1Mark ... Aristarchus ... Demas ... Lukeଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://or/ta/man/translate/translate-names]])
61PHM124gf6eοἱ συνεργοί μου1my fellow workersଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”
62PHM125gq7pfigs-youἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν1May the grace of our Lord Jesus Christ be with your spiritଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://or/ta/man/translate/figs-you]] ଓ [[rc://or/ta/man/translate/figs-synecdoche]])