Edit 'tn_OBA.tsv' using 'tc-create-app'

This commit is contained in:
Gayatri-Digal 2023-12-19 17:31:20 +00:00
parent 5a2eca5594
commit d4045c4f1b
1 changed files with 1 additions and 1 deletions

View File

@ -106,7 +106,7 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:15 djk9 rc://*/ta/man/translate/figs-metaphor גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ 1 ଏହା ହେଉଛି ଏକ ରୂପକ ଅଳଙ୍କାର ଅଟେ ଯାହା ଇଦୋମୀୟମାନଙ୍କୁ ଅନ୍ୟମାନଙ୍କ ପ୍ରତି ମନ୍ଦ ବିଷୟକୁ ପଠାଇବାର ଚିତ୍ରଣ କରେ, ଏବଂ ବର୍ତ୍ତମାନ ସେହି ବିଷୟଗୁଡ଼ିକ ପୁନର୍ବାର ଆସି ସେମାନଙ୍କ ମସ୍ତକକୁ ଆଘାତ କରିବ । ବିକଳ୍ପ ଅନୁବାଦ: “ସେହି ସମାନ ବିଷୟ ଶୀଘ୍ର ତୁମ୍ଭ ସହ ଘଟିବ”
1:15 cr3s rc://*/ta/man/translate/figs-synecdoche בְּ⁠רֹאשֶֽׁ⁠ךָ 1 ସମଗ୍ର ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ **ମସ୍ତକ** ଶବ୍ଦ ବ୍ୟବହାର କରାଯାଉଇଛି । ବିକଳ୍ପ ଅନୁବାଦ: “ତୁମ୍ଭକୁ”
1:16 nf6s rc://*/ta/man/translate/figs-explicit כִּ֗י כַּֽ⁠אֲשֶׁ֤ר שְׁתִיתֶם֙ 1 ପଦ ପଦ 15 ର ଆରମ୍ଭରେ ଯେପରି, ଏଠାରେ ମଧ୍ୟ ସଂଯୋଗକାରୀ ଶବ୍ଦ **କାରଣ** ବୁଝାଏ ଯେ ଏହା ଏକ କାରଣ ଅଟେ ଯେଉଁଥିରେ ଇଦୋମବାସୀ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଆକ୍ରମଣରେ ଯୋଗଦେବା ପରିବର୍ତ୍ତେ ସାହାଯ୍ୟ କରିବା ଉଚିତ୍ ଥିଲା । ଏଠାରେ ମଧ୍ୟ ସଦାପ୍ରଭୁ ବର୍ଣ୍ଣନା କରିଛନ୍ତି ଯେ ସେ କିପରି ଅନ୍ୟ ଦେଶମାନଙ୍କ ପ୍ରତି ଶୀଘ୍ର ବ୍ୟବହାର କରିବେ ସେ କିପରି ଶୀଘ୍ର ସମସ୍ତ ଦେଶର ବିଚାର କରିବେ। ଆପଣ ଏହାକୁ କିପରି ସ୍ପଷ୍ଟ କରିପାରିବେ ସେଥିପାଇଁ ଦୁଇଟି ସମ୍ଭାବନା ଅଛି, ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ । ଏହି ସମ୍ଭାବନାଗୁଡ଼ିକ ମଧ୍ୟରେ ବାଛିବା ଉପରେ ନିର୍ଭର କରେ ଯେ ଆପଣ କିପରି **ତୁମ୍ଭେ** ଶବ୍ଦକୁ ବ୍ୟାଖ୍ୟା କରନ୍ତି । **ତୁମ୍ଭେ** ଶବ୍ଦ ଏଠାରେ ପୁରୁଷୋବାଚକ ଏବଂ ବହୁବଚନ ଅଟେ, ପୁସ୍ତକରେ ଏହି ରୂପରେ ପ୍ରଏହା ଥରେମାତ୍ର ବ୍ୟବହାର ହୋଇଅଛି । ଏହି ପୁସ୍ତକରେ, ଇଦୋମର ଦେଶକୁ ପୁରୁଷବାଚକ ଏକବଚନ ଭାବରେ ସମ୍ବୋଧିତ କରାଯାଇଥିଲା । ଏହା ମଧ୍ୟ ପୁସ୍ତକର ଦ୍ୱିତୀୟ ପୁରୁଷର ଶେଷ ଉଲ୍ଲେଖ ଅଟେ । (1) ଏହି ପର୍ଯ୍ୟବେକ୍ଷଣଗୁଡ଼ିକ ହେତୁ, ଏଠାରେ ଏବଂ ବାଇବଲରେ ପାନ କରିବାର ବ୍ୟବହାର ଯନ୍ତ୍ରଣା ଭୋଗିବା ପାଇଁ ଏକ ରୂପକ ଅଳଙ୍କାର ଅଟେ, ଏବଂ ଯିରୂଶାଲମର ସିୟୋନ ପର୍ବତ ଉପରେ ଏହି ଦୁଃଖର ସ୍ଥାନ ଅଟେ, ଏଥିରୁ ଜଣାପଡେ ଯେ ଏଠାରେ ଓବଦୀୟ ଇଦୋମବାସୀଙ୍କୁ ସମ୍ବୋଧନ କରିବା ବନ୍ଦ କରି ଇସ୍ରାଏଲର ଲୋକମାନଙ୍କୁ ସମ୍ବୋଧିତ କରନ୍ତି। ପୁସ୍ତକ ଆରମ୍ଭରେ, ଓବଦୀୟ ଇସ୍ରାଏଲର ଲୋକଙ୍କୁ ଅନ୍ତର୍ଭୁକ୍ତ କରନ୍ତି ଯେତେବେଳେ ସେ କହନ୍ତି, “ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ବାର୍ତ୍ତା ଶୁଣିଅଛୁ।” ବର୍ତ୍ତମାନ, ପୁସ୍ତକ ଶେଷରେ ସେ ପୁନର୍ବାର ସେମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଇଦୋମର ଲୋକମାନେ ଇସ୍ରାଏଲର ଲୋକମାନଙ୍କ ପ୍ରତି ଯାହା କରିଛନ୍ତି ସେଥିପାଇଁ ଦଣ୍ଡିତ ହେବେ। UST ଦେଖନ୍ତୁ । (2) ଏଠାରେ **ତୁମ୍ଭେ** ଶବ୍ଦ ଇଦୋମର ଲୋକମାନଙ୍କୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ଇସ୍ରାଏଲର ଲୋକ ମାନଙ୍କୁ ସାହାଯ୍ୟ କରିବା ଉଚିତ୍, କାରଣ ଯେପରି ତୁମ୍ଭେ ପାନ କରିଥିଲ”
1:16 cr9s rc://*/ta/man/translate/writing-pronouns כַּֽ⁠אֲשֶׁ֤ר שְׁתִיתֶם֙ 1 ଓବଦୀୟ ପୁସ୍ତକରେ, ଇଦୋମ ଦେଶକୁ “ତୁମ୍ଭେ” ଶବ୍ଦର ପୁରୁଷୋ ବାଚକ ଏକବଚନରେ ସମ୍ବୋଧିତ କରାଯାଇଛି । (ପଦ 13 ରେ ଥିବା ଏକ ସ୍ତ୍ରୀ ବାଚକ ବହୁବଚନ ଶବ୍ଦ କେବଳ ଇଦୋମର ସ୍ତ୍ରୀମାନଙ୍କୁ ସମ୍ବୋଧିତ କରେ) । ଏଠାରେ, ତଥାପି, **ତୁମ୍ଭେ** ପୁରୁଷୋ ବାଚକ ବହୁବଚନ ଶବ୍ଦ ଅଟେ । ଏଠାରେ କାହାକୁ ସମ୍ବୋଧିତ କରାଯିବାର ଦୁଇଟି ସମ୍ଭାବନା ଅଛି । (1) ଏହା ଇସ୍ରାଏଲର ଲୋକମାନଙ୍କୁ ବୁଝାଏ । ଏହା ଏକବଚନ ବହୁବଚନକୁ ପରିବର୍ତ୍ତନକୁ ବ୍ୟାଖ୍ୟା କରେ । ଯେପରି ଓବଦୀୟ ଇସ୍ରାଏଲର ଲୋକମାନଙ୍କୁ ପଦ 1 ରେ ବହୁବଚନରେ ସମ୍ବୋଧିତ କରିଥିଲେ, ସେହିପରି ସେ ବର୍ତ୍ତମାନ ବହୁବଚନରେ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ବ୍ୟାଖ୍ୟା ଏଠାରେ ଏବଂ ବାଇବଲରେ ବ୍ୟବହୃତ ହୋଇଥିବା ରୂପକ ଅଳଙ୍କାର ସହିତ ମଧ୍ୟ ବୁଝାଏ ଯାହା ଯନ୍ତ୍ରଣା ଏବଂ ଈଶ୍ୱରୀୟ ଦଣ୍ଡକୁ ଏପରି କିଛି ପାନ କରିବା ପରି ଚିତ୍ର କରେ ଯାହା ମଣିଷକୁ ବିଚଳିତ କରାଏ, ତଳକୁ ଖସିଏ ଏବଂ ମୃତ୍ୟୁକୁ ଆଣେ । ଯେତେବେଳେ ନଗର ଧ୍ୱଂସ ହେଲା ସେତେବେଳେ ଇସ୍ରାଏଲର ଲୋକମାନେ ଯିରୂଶାଲମରେ ଦୁଃଖ ଭୋଗିଲେ। ଏହା ମଧ୍ୟ ଏହି ପଦରେ ଥିବା ତୁଳନାକୁ ପୂର୍ବ ପଦରେ ଥିବା ଧାରଣାକୁ ବୁଝାଏ ଯେ ଇଦୋମ ସେହିଭଳି ଯନ୍ତ୍ରଣା ଭୋଗିବେ ଯେପରି ସେମାନେ ଇସ୍ରାଏଲକୁ କଷ୍ଟ ଦେଇଥିଲେ । UST ଦେଖନ୍ତୁ । (2) ଏହା ଇଦୋମର ଲୋକମାନଙ୍କୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଯିରୂଶାଲମର ବିନାଶ ଉତ୍ସବରେ ଇଦୋମର ଲୋକମାନେ କିପରି ଭାବରେ ଦ୍ରାକ୍ଷା ପାନ କଲେ ଏବଂ ଜାତିମାନେ କିପରି ଈଶ୍ଵଙ୍କ ଦଣ୍ଡକୁ ପାନ କଲେ ତୁଳନା କରେ । ତାହା କିମ୍ବା କ୍ରିୟା ଭବିଷ୍ୟତର ଅର୍ଥରେ ବାଧ୍ୟ ହେବା ଆବଶ୍ୟକତାକୁ ବୁଝାଏ, ଏବଂ ଯିରୂଶାଲମରେ ଇଦୋମର ଲୋକମାନଙ୍କୁ ଈଶ୍ବର କିପରି ଦଣ୍ଡ ଦେବେ ଏବଂ ଈଶ୍ବର କିପରି ସମସ୍ତ ଦେଶକୁ ଦଣ୍ଡ ଦେବେ ତୁଳନା କରେ। ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମ୍ଭକୁ ଦଣ୍ଡ ଦେବି”
1:16 cr9s rc://*/ta/man/translate/writing-pronouns כַּֽ⁠אֲשֶׁ֤ר שְׁתִיתֶם֙ 1 ଓବଦୀୟ ପୁସ୍ତକରେ, ଇଦୋମ ଦେଶକୁ “ତୁମ୍ଭେ” ଶବ୍ଦର ପୁରୁଷୋ ବାଚକ ଏକବଚନରେ ସମ୍ବୋଧିତ କରାଯାଇଛି । (ପଦ [13](../01/13.md) ରେ ଥିବା ଏକ ସ୍ତ୍ରୀ ବାଚକ ବହୁବଚନ ଶବ୍ଦ କେବଳ ଇଦୋମର ସ୍ତ୍ରୀମାନଙ୍କୁ ସମ୍ବୋଧିତ କରେ) । ଏଠାରେ, ତଥାପି, **ତୁମ୍ଭେ** ପୁରୁଷୋ ବାଚକ ବହୁବଚନ ଶବ୍ଦ ଅଟେ । ଏଠାରେ କାହାକୁ ସମ୍ବୋଧିତ କରାଯିବାର ଦୁଇଟି ସମ୍ଭାବନା ଅଛି । (1) ଏହା ଇସ୍ରାଏଲର ଲୋକମାନଙ୍କୁ ବୁଝାଏ । ଏହା ଏକବଚନ ବହୁବଚନକୁ ପରିବର୍ତ୍ତନକୁ ବ୍ୟାଖ୍ୟା କରେ । ଯେପରି ଓବଦୀୟ ଇସ୍ରାଏଲର ଲୋକମାନଙ୍କୁ ପଦ [1](../01/01.md) ରେ ବହୁବଚନରେ ସମ୍ବୋଧିତ କରିଥିଲେ, ସେହିପରି ସେ ବର୍ତ୍ତମାନ ବହୁବଚନରେ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ବ୍ୟାଖ୍ୟା ଏଠାରେ ଏବଂ ବାଇବଲରେ ବ୍ୟବହୃତ ହୋଇଥିବା ରୂପକ ଅଳଙ୍କାର ସହିତ ମଧ୍ୟ ବୁଝାଏ ଯାହା ଯନ୍ତ୍ରଣା ଏବଂ ଈଶ୍ୱରୀୟ ଦଣ୍ଡକୁ ଏପରି କିଛି ପାନ କରିବା ପରି ଚିତ୍ର କରେ ଯାହା ମଣିଷକୁ ବିଚଳିତ କରାଏ, ତଳକୁ ଖସିଏ ଏବଂ ମୃତ୍ୟୁକୁ ଆଣେ । ଯେତେବେଳେ ନଗର ଧ୍ୱଂସ ହେଲା ସେତେବେଳେ ଇସ୍ରାଏଲର ଲୋକମାନେ ଯିରୂଶାଲମରେ ଦୁଃଖ ଭୋଗିଲେ। ଏହା ମଧ୍ୟ ଏହି ପଦରେ ଥିବା ତୁଳନାକୁ ପୂର୍ବ ପଦରେ ଥିବା ଧାରଣାକୁ ବୁଝାଏ ଯେ ଇଦୋମ ସେହିଭଳି ଯନ୍ତ୍ରଣା ଭୋଗିବେ ଯେପରି ସେମାନେ ଇସ୍ରାଏଲକୁ କଷ୍ଟ ଦେଇଥିଲେ । UST ଦେଖନ୍ତୁ । (2) ଏହା ଇଦୋମର ଲୋକମାନଙ୍କୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଯିରୂଶାଲମର ବିନାଶ ଉତ୍ସବରେ ଇଦୋମର ଲୋକମାନେ କିପରି ଭାବରେ ଦ୍ରାକ୍ଷା ପାନ କଲେ ଏବଂ ଜାତିମାନେ କିପରି ଈଶ୍ଵଙ୍କ ଦଣ୍ଡକୁ ପାନ କଲେ ତୁଳନା କରେ । ତାହା କିମ୍ବା କ୍ରିୟା ଭବିଷ୍ୟତର ଅର୍ଥରେ ବାଧ୍ୟ ହେବା ଆବଶ୍ୟକତାକୁ ବୁଝାଏ, ଏବଂ ଯିରୂଶାଲମରେ ଇଦୋମର ଲୋକମାନଙ୍କୁ ଈଶ୍ବର କିପରି ଦଣ୍ଡ ଦେବେ ଏବଂ ଈଶ୍ବର କିପରି ସମସ୍ତ ଦେଶକୁ ଦଣ୍ଡ ଦେବେ ତୁଳନା କରେ। ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମ୍ଭକୁ ଦଣ୍ଡ ଦେବି”
1:16 cr7s rc://*/ta/man/translate/figs-metaphor שְׁתִיתֶם֙ 1 ପାନ କରିବାର ଚିତ୍ର ବାଇବଲରେ ଅନେକ ସମୟରେ ଯନ୍ତ୍ରଣା କିମ୍ବା ଈଶ୍ଵରଙ୍କ ଦ୍ୱାରା ଦଣ୍ଡିତ ହେବାର ରୂପକ ଅଳଙ୍କାର ଭାବରେ ବ୍ୟବହୃତ ହୁଏ । ବିକଳ୍ପ ଅନୁବାଦ: “ତୁମ୍ଭେ ଯନ୍ତ୍ରଣା ଭୋଗିଲ” କିମ୍ବା “ମୁଁ ତୁମ୍ଭକୁ ଦଣ୍ଡ ଦେଲି”
1:16 ujj9 rc://*/ta/man/translate/figs-metonymy עַל־הַ֣ר קָדְשִׁ֔⁠י 1 ଏଠାରେ **ଆମ୍ଭର ପବିତ୍ର ପର୍ବତରେ** ସିୟୋନ ପର୍ବତକୁ ବୁଝାଏ ତେଣୁ ଏହା ଯିରୂଶାଲମ ନଗରକୁ ବୁଝାଏ । ତେଣୁ ଏଠାରେ ଯିରୂଶାଲମକୁ ଏହା ସହ ଜଡିତ କିଛି ବିଷୟ ନାମରେ ନାମିତ କରାଯାଉଛି, ଯାହା ନଗର ଉପରେ ନିର୍ମିତ ହୋଇଅଛି । ବିକଳ୍ପ ଅନୁବାଦ: “ମୋର ପବିତ୍ର ନଗର, ଯିରୂଶାଲମରେ”
1:16 qz7p rc://*/ta/man/translate/figs-metaphor יִשְׁתּ֥וּ כָֽל־הַ⁠גּוֹיִ֖ם תָּמִ֑יד 1 ଏଠାରେ “ଯନ୍ତ୍ରଣା” କିମ୍ବା “ଦଣ୍ଡିତ” ବୁଝାଇବାକୁ **ପାନ** ଶବ୍ଦକୁ ରୂପକ ଅଳଙ୍କାର ଭାବରେ ବ୍ୟବହାର କରାଯାଅଛି । ବିକଳ୍ପ ଅନୁବାଦ: “ମୁଁ ନିରନ୍ତର ଭାବରେ ସମସ୍ତ ଦେଶକୁ ଦଣ୍ଡ ଦେବି”

1 Reference ID Tags SupportReference Quote Occurrence Note
106 1:15 djk9 rc://*/ta/man/translate/figs-metaphor גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ 1 ଏହା ହେଉଛି ଏକ ରୂପକ ଅଳଙ୍କାର ଅଟେ ଯାହା ଇଦୋମୀୟମାନଙ୍କୁ ଅନ୍ୟମାନଙ୍କ ପ୍ରତି ମନ୍ଦ ବିଷୟକୁ ପଠାଇବାର ଚିତ୍ରଣ କରେ, ଏବଂ ବର୍ତ୍ତମାନ ସେହି ବିଷୟଗୁଡ଼ିକ ପୁନର୍ବାର ଆସି ସେମାନଙ୍କ ମସ୍ତକକୁ ଆଘାତ କରିବ । ବିକଳ୍ପ ଅନୁବାଦ: “ସେହି ସମାନ ବିଷୟ ଶୀଘ୍ର ତୁମ୍ଭ ସହ ଘଟିବ”
107 1:15 cr3s rc://*/ta/man/translate/figs-synecdoche בְּ⁠רֹאשֶֽׁ⁠ךָ 1 ସମଗ୍ର ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ **ମସ୍ତକ** ଶବ୍ଦ ବ୍ୟବହାର କରାଯାଉଇଛି । ବିକଳ୍ପ ଅନୁବାଦ: “ତୁମ୍ଭକୁ”
108 1:16 nf6s rc://*/ta/man/translate/figs-explicit כִּ֗י כַּֽ⁠אֲשֶׁ֤ר שְׁתִיתֶם֙ 1 ପଦ ପଦ 15 ର ଆରମ୍ଭରେ ଯେପରି, ଏଠାରେ ମଧ୍ୟ ସଂଯୋଗକାରୀ ଶବ୍ଦ **କାରଣ** ବୁଝାଏ ଯେ ଏହା ଏକ କାରଣ ଅଟେ ଯେଉଁଥିରେ ଇଦୋମବାସୀ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଆକ୍ରମଣରେ ଯୋଗଦେବା ପରିବର୍ତ୍ତେ ସାହାଯ୍ୟ କରିବା ଉଚିତ୍ ଥିଲା । ଏଠାରେ ମଧ୍ୟ ସଦାପ୍ରଭୁ ବର୍ଣ୍ଣନା କରିଛନ୍ତି ଯେ ସେ କିପରି ଅନ୍ୟ ଦେଶମାନଙ୍କ ପ୍ରତି ଶୀଘ୍ର ବ୍ୟବହାର କରିବେ ସେ କିପରି ଶୀଘ୍ର ସମସ୍ତ ଦେଶର ବିଚାର କରିବେ। ଆପଣ ଏହାକୁ କିପରି ସ୍ପଷ୍ଟ କରିପାରିବେ ସେଥିପାଇଁ ଦୁଇଟି ସମ୍ଭାବନା ଅଛି, ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ । ଏହି ସମ୍ଭାବନାଗୁଡ଼ିକ ମଧ୍ୟରେ ବାଛିବା ଉପରେ ନିର୍ଭର କରେ ଯେ ଆପଣ କିପରି **ତୁମ୍ଭେ** ଶବ୍ଦକୁ ବ୍ୟାଖ୍ୟା କରନ୍ତି । **ତୁମ୍ଭେ** ଶବ୍ଦ ଏଠାରେ ପୁରୁଷୋବାଚକ ଏବଂ ବହୁବଚନ ଅଟେ, ପୁସ୍ତକରେ ଏହି ରୂପରେ ପ୍ରଏହା ଥରେମାତ୍ର ବ୍ୟବହାର ହୋଇଅଛି । ଏହି ପୁସ୍ତକରେ, ଇଦୋମର ଦେଶକୁ ପୁରୁଷବାଚକ ଏକବଚନ ଭାବରେ ସମ୍ବୋଧିତ କରାଯାଇଥିଲା । ଏହା ମଧ୍ୟ ପୁସ୍ତକର ଦ୍ୱିତୀୟ ପୁରୁଷର ଶେଷ ଉଲ୍ଲେଖ ଅଟେ । (1) ଏହି ପର୍ଯ୍ୟବେକ୍ଷଣଗୁଡ଼ିକ ହେତୁ, ଏଠାରେ ଏବଂ ବାଇବଲରେ ପାନ କରିବାର ବ୍ୟବହାର ଯନ୍ତ୍ରଣା ଭୋଗିବା ପାଇଁ ଏକ ରୂପକ ଅଳଙ୍କାର ଅଟେ, ଏବଂ ଯିରୂଶାଲମର ସିୟୋନ ପର୍ବତ ଉପରେ ଏହି ଦୁଃଖର ସ୍ଥାନ ଅଟେ, ଏଥିରୁ ଜଣାପଡେ ଯେ ଏଠାରେ ଓବଦୀୟ ଇଦୋମବାସୀଙ୍କୁ ସମ୍ବୋଧନ କରିବା ବନ୍ଦ କରି ଇସ୍ରାଏଲର ଲୋକମାନଙ୍କୁ ସମ୍ବୋଧିତ କରନ୍ତି। ପୁସ୍ତକ ଆରମ୍ଭରେ, ଓବଦୀୟ ଇସ୍ରାଏଲର ଲୋକଙ୍କୁ ଅନ୍ତର୍ଭୁକ୍ତ କରନ୍ତି ଯେତେବେଳେ ସେ କହନ୍ତି, “ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ବାର୍ତ୍ତା ଶୁଣିଅଛୁ।” ବର୍ତ୍ତମାନ, ପୁସ୍ତକ ଶେଷରେ ସେ ପୁନର୍ବାର ସେମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଇଦୋମର ଲୋକମାନେ ଇସ୍ରାଏଲର ଲୋକମାନଙ୍କ ପ୍ରତି ଯାହା କରିଛନ୍ତି ସେଥିପାଇଁ ଦଣ୍ଡିତ ହେବେ। UST ଦେଖନ୍ତୁ । (2) ଏଠାରେ **ତୁମ୍ଭେ** ଶବ୍ଦ ଇଦୋମର ଲୋକମାନଙ୍କୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ଇସ୍ରାଏଲର ଲୋକ ମାନଙ୍କୁ ସାହାଯ୍ୟ କରିବା ଉଚିତ୍, କାରଣ ଯେପରି ତୁମ୍ଭେ ପାନ କରିଥିଲ”
109 1:16 cr9s rc://*/ta/man/translate/writing-pronouns כַּֽ⁠אֲשֶׁ֤ר שְׁתִיתֶם֙ 1 ଓବଦୀୟ ପୁସ୍ତକରେ, ଇଦୋମ ଦେଶକୁ “ତୁମ୍ଭେ” ଶବ୍ଦର ପୁରୁଷୋ ବାଚକ ଏକବଚନରେ ସମ୍ବୋଧିତ କରାଯାଇଛି । (ପଦ 13 ରେ ଥିବା ଏକ ସ୍ତ୍ରୀ ବାଚକ ବହୁବଚନ ଶବ୍ଦ କେବଳ ଇଦୋମର ସ୍ତ୍ରୀମାନଙ୍କୁ ସମ୍ବୋଧିତ କରେ) । ଏଠାରେ, ତଥାପି, **ତୁମ୍ଭେ** ପୁରୁଷୋ ବାଚକ ବହୁବଚନ ଶବ୍ଦ ଅଟେ । ଏଠାରେ କାହାକୁ ସମ୍ବୋଧିତ କରାଯିବାର ଦୁଇଟି ସମ୍ଭାବନା ଅଛି । (1) ଏହା ଇସ୍ରାଏଲର ଲୋକମାନଙ୍କୁ ବୁଝାଏ । ଏହା ଏକବଚନ ବହୁବଚନକୁ ପରିବର୍ତ୍ତନକୁ ବ୍ୟାଖ୍ୟା କରେ । ଯେପରି ଓବଦୀୟ ଇସ୍ରାଏଲର ଲୋକମାନଙ୍କୁ ପଦ 1 ରେ ବହୁବଚନରେ ସମ୍ବୋଧିତ କରିଥିଲେ, ସେହିପରି ସେ ବର୍ତ୍ତମାନ ବହୁବଚନରେ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ବ୍ୟାଖ୍ୟା ଏଠାରେ ଏବଂ ବାଇବଲରେ ବ୍ୟବହୃତ ହୋଇଥିବା ରୂପକ ଅଳଙ୍କାର ସହିତ ମଧ୍ୟ ବୁଝାଏ ଯାହା ଯନ୍ତ୍ରଣା ଏବଂ ଈଶ୍ୱରୀୟ ଦଣ୍ଡକୁ ଏପରି କିଛି ପାନ କରିବା ପରି ଚିତ୍ର କରେ ଯାହା ମଣିଷକୁ ବିଚଳିତ କରାଏ, ତଳକୁ ଖସିଏ ଏବଂ ମୃତ୍ୟୁକୁ ଆଣେ । ଯେତେବେଳେ ନଗର ଧ୍ୱଂସ ହେଲା ସେତେବେଳେ ଇସ୍ରାଏଲର ଲୋକମାନେ ଯିରୂଶାଲମରେ ଦୁଃଖ ଭୋଗିଲେ। ଏହା ମଧ୍ୟ ଏହି ପଦରେ ଥିବା ତୁଳନାକୁ ପୂର୍ବ ପଦରେ ଥିବା ଧାରଣାକୁ ବୁଝାଏ ଯେ ଇଦୋମ ସେହିଭଳି ଯନ୍ତ୍ରଣା ଭୋଗିବେ ଯେପରି ସେମାନେ ଇସ୍ରାଏଲକୁ କଷ୍ଟ ଦେଇଥିଲେ । UST ଦେଖନ୍ତୁ । (2) ଏହା ଇଦୋମର ଲୋକମାନଙ୍କୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଯିରୂଶାଲମର ବିନାଶ ଉତ୍ସବରେ ଇଦୋମର ଲୋକମାନେ କିପରି ଭାବରେ ଦ୍ରାକ୍ଷା ପାନ କଲେ ଏବଂ ଜାତିମାନେ କିପରି ଈଶ୍ଵଙ୍କ ଦଣ୍ଡକୁ ପାନ କଲେ ତୁଳନା କରେ । ତାହା କିମ୍ବା କ୍ରିୟା ଭବିଷ୍ୟତର ଅର୍ଥରେ ବାଧ୍ୟ ହେବା ଆବଶ୍ୟକତାକୁ ବୁଝାଏ, ଏବଂ ଯିରୂଶାଲମରେ ଇଦୋମର ଲୋକମାନଙ୍କୁ ଈଶ୍ବର କିପରି ଦଣ୍ଡ ଦେବେ ଏବଂ ଈଶ୍ବର କିପରି ସମସ୍ତ ଦେଶକୁ ଦଣ୍ଡ ଦେବେ ତୁଳନା କରେ। ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମ୍ଭକୁ ଦଣ୍ଡ ଦେବି” ଓବଦୀୟ ପୁସ୍ତକରେ, ଇଦୋମ ଦେଶକୁ “ତୁମ୍ଭେ” ଶବ୍ଦର ପୁରୁଷୋ ବାଚକ ଏକବଚନରେ ସମ୍ବୋଧିତ କରାଯାଇଛି । (ପଦ [13](../01/13.md) ରେ ଥିବା ଏକ ସ୍ତ୍ରୀ ବାଚକ ବହୁବଚନ ଶବ୍ଦ କେବଳ ଇଦୋମର ସ୍ତ୍ରୀମାନଙ୍କୁ ସମ୍ବୋଧିତ କରେ) । ଏଠାରେ, ତଥାପି, **ତୁମ୍ଭେ** ପୁରୁଷୋ ବାଚକ ବହୁବଚନ ଶବ୍ଦ ଅଟେ । ଏଠାରେ କାହାକୁ ସମ୍ବୋଧିତ କରାଯିବାର ଦୁଇଟି ସମ୍ଭାବନା ଅଛି । (1) ଏହା ଇସ୍ରାଏଲର ଲୋକମାନଙ୍କୁ ବୁଝାଏ । ଏହା ଏକବଚନ ବହୁବଚନକୁ ପରିବର୍ତ୍ତନକୁ ବ୍ୟାଖ୍ୟା କରେ । ଯେପରି ଓବଦୀୟ ଇସ୍ରାଏଲର ଲୋକମାନଙ୍କୁ ପଦ [1](../01/01.md) ରେ ବହୁବଚନରେ ସମ୍ବୋଧିତ କରିଥିଲେ, ସେହିପରି ସେ ବର୍ତ୍ତମାନ ବହୁବଚନରେ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ବ୍ୟାଖ୍ୟା ଏଠାରେ ଏବଂ ବାଇବଲରେ ବ୍ୟବହୃତ ହୋଇଥିବା ରୂପକ ଅଳଙ୍କାର ସହିତ ମଧ୍ୟ ବୁଝାଏ ଯାହା ଯନ୍ତ୍ରଣା ଏବଂ ଈଶ୍ୱରୀୟ ଦଣ୍ଡକୁ ଏପରି କିଛି ପାନ କରିବା ପରି ଚିତ୍ର କରେ ଯାହା ମଣିଷକୁ ବିଚଳିତ କରାଏ, ତଳକୁ ଖସିଏ ଏବଂ ମୃତ୍ୟୁକୁ ଆଣେ । ଯେତେବେଳେ ନଗର ଧ୍ୱଂସ ହେଲା ସେତେବେଳେ ଇସ୍ରାଏଲର ଲୋକମାନେ ଯିରୂଶାଲମରେ ଦୁଃଖ ଭୋଗିଲେ। ଏହା ମଧ୍ୟ ଏହି ପଦରେ ଥିବା ତୁଳନାକୁ ପୂର୍ବ ପଦରେ ଥିବା ଧାରଣାକୁ ବୁଝାଏ ଯେ ଇଦୋମ ସେହିଭଳି ଯନ୍ତ୍ରଣା ଭୋଗିବେ ଯେପରି ସେମାନେ ଇସ୍ରାଏଲକୁ କଷ୍ଟ ଦେଇଥିଲେ । UST ଦେଖନ୍ତୁ । (2) ଏହା ଇଦୋମର ଲୋକମାନଙ୍କୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଯିରୂଶାଲମର ବିନାଶ ଉତ୍ସବରେ ଇଦୋମର ଲୋକମାନେ କିପରି ଭାବରେ ଦ୍ରାକ୍ଷା ପାନ କଲେ ଏବଂ ଜାତିମାନେ କିପରି ଈଶ୍ଵଙ୍କ ଦଣ୍ଡକୁ ପାନ କଲେ ତୁଳନା କରେ । ତାହା କିମ୍ବା କ୍ରିୟା ଭବିଷ୍ୟତର ଅର୍ଥରେ ବାଧ୍ୟ ହେବା ଆବଶ୍ୟକତାକୁ ବୁଝାଏ, ଏବଂ ଯିରୂଶାଲମରେ ଇଦୋମର ଲୋକମାନଙ୍କୁ ଈଶ୍ବର କିପରି ଦଣ୍ଡ ଦେବେ ଏବଂ ଈଶ୍ବର କିପରି ସମସ୍ତ ଦେଶକୁ ଦଣ୍ଡ ଦେବେ ତୁଳନା କରେ। ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମ୍ଭକୁ ଦଣ୍ଡ ଦେବି”
110 1:16 cr7s rc://*/ta/man/translate/figs-metaphor שְׁתִיתֶם֙ 1 ପାନ କରିବାର ଚିତ୍ର ବାଇବଲରେ ଅନେକ ସମୟରେ ଯନ୍ତ୍ରଣା କିମ୍ବା ଈଶ୍ଵରଙ୍କ ଦ୍ୱାରା ଦଣ୍ଡିତ ହେବାର ରୂପକ ଅଳଙ୍କାର ଭାବରେ ବ୍ୟବହୃତ ହୁଏ । ବିକଳ୍ପ ଅନୁବାଦ: “ତୁମ୍ଭେ ଯନ୍ତ୍ରଣା ଭୋଗିଲ” କିମ୍ବା “ମୁଁ ତୁମ୍ଭକୁ ଦଣ୍ଡ ଦେଲି”
111 1:16 ujj9 rc://*/ta/man/translate/figs-metonymy עַל־הַ֣ר קָדְשִׁ֔⁠י 1 ଏଠାରେ **ଆମ୍ଭର ପବିତ୍ର ପର୍ବତରେ** ସିୟୋନ ପର୍ବତକୁ ବୁଝାଏ ତେଣୁ ଏହା ଯିରୂଶାଲମ ନଗରକୁ ବୁଝାଏ । ତେଣୁ ଏଠାରେ ଯିରୂଶାଲମକୁ ଏହା ସହ ଜଡିତ କିଛି ବିଷୟ ନାମରେ ନାମିତ କରାଯାଉଛି, ଯାହା ନଗର ଉପରେ ନିର୍ମିତ ହୋଇଅଛି । ବିକଳ୍ପ ଅନୁବାଦ: “ମୋର ପବିତ୍ର ନଗର, ଯିରୂଶାଲମରେ”
112 1:16 qz7p rc://*/ta/man/translate/figs-metaphor יִשְׁתּ֥וּ כָֽל־הַ⁠גּוֹיִ֖ם תָּמִ֑יד 1 ଏଠାରେ “ଯନ୍ତ୍ରଣା” କିମ୍ବା “ଦଣ୍ଡିତ” ବୁଝାଇବାକୁ **ପାନ** ଶବ୍ଦକୁ ରୂପକ ଅଳଙ୍କାର ଭାବରେ ବ୍ୟବହାର କରାଯାଅଛି । ବିକଳ୍ପ ଅନୁବାଦ: “ମୁଁ ନିରନ୍ତର ଭାବରେ ସମସ୍ତ ଦେଶକୁ ଦଣ୍ଡ ଦେବି”