translationCore-Create-BCS_.../tn_OBA.tsv

112 KiB
Raw Blame History

1ReferenceIDTagsSupportReferenceQuoteOccurrenceNote
2front:introjrz80# ଓବଦୀୟର ପରିଚୟ\r\n\n## ଭାଗ 1: ସାଧାରଣ ପରିଚୟ\r\n\n### ଓବଦୀୟ ପୁସ୍ତକର ରୂପରେଖା \r\n1. ସଦାପ୍ରଭୁ ଇଦୋମର ବିଚାର କରିବେ (1:1-16) କ. ସଦାପ୍ରଭୁ ଇଦୋମକୁ ଧ୍ୱଂସ କରିବେ (1:19) । ଖ. ସଦାପ୍ରଭୁ ଇଦୋମକୁ କାହିଁକି ଧ୍ୱଂସ କରିବେ (1:1014)\r\n2. ସଦାପ୍ରଭୁ ଗୋଷ୍ଠୀଗଣମାନଙ୍କର ବିଚାର କରିବେ (1:1516)\r\n3. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ (1:1721)\r\n\n### ଓବଦୀୟ ପୁସ୍ତକ କେଉଁ ବିଷୟରେ ଅଟେ?\r\n\nବାବିଲ ଦେଶ ଯିରୂଶାଲମକୁ ଧ୍ୱଂସ କଲା ପରେ, ଇଦୋମୀୟମାନେ (ପଡୋଶୀ ଦେଶ ଇଦୋମରୁ) ପଳାୟନ କରୁଥିବା ଯିହୁଦୀମାନଙ୍କୁ ବନ୍ଦୀ କଲେ। ଏହା ପରେ ସେମାନେ ଏହି ଯିହୁଦୀମାନଙ୍କୁ ବାବିଲର ଅଧିନତାକୁ ସମର୍ପଣ କଲେ। ସଦାପ୍ରଭୁ ଇଦୋମୀୟମାନଙ୍କୁ ଆପଣା ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ହେତୁ ବିଚାର କରିବା ବିଷୟରେ ଓବଦିୟଙ୍କ ପୁସ୍ତକ ଉଲ୍ଲେଖ କରେ । ଏହି ପୁସ୍ତକ ଯିହୁଦାର ଲୋକମାନଙ୍କୁ ଯେଉଁମାନଙ୍କୁ ବାବିଲରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ କରାଯାଇଥିଲା ସାନ୍ତ୍ୱନା ପ୍ରଦନା କରେ।\r\n\n### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?\r\n\nଏହି ପୁସ୍ତକଟି ପାରମ୍ପାରିକ ଭାବରେ “ଓବଦୀୟର ପୁସ୍ତକ” ବା କେବଳ “ଓବଦୀୟ” ନାମରେ ଅନୁବାଦ କରଯାଇ ପାରିବ । ଅନୁବାଦକମାନେ ଏକ ସ୍ପଷ୍ଟ ନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରନ୍ତି ଯେପରିକି “ଓବଦୀୟଙ୍କ ବିବରଣୀ” । (ଦେଖନ୍ତୁ: [[rc://*/ta/man/translate/translate-names]])\r\n\n### ଓବଦୀୟ ପୁସ୍ତକକୁ କିଏ ଲେଖିଛନ୍ତି?\r\nଭବିଷ୍ୟଦ୍ବକ୍ତା ଓବଦୀୟ ବୋଧହୁଏ ଏହି ପୁସ୍ତକ ଲେଖିଛନ୍ତି। ଆମେ ଓବଦୀୟଙ୍କ ବିଷୟରେ ବିଶେଷ କିଛି ଜାଣି ନାହୁଁ । ଏବ୍ରୀ ଭାଷାରେ ତାଙ୍କ ନାମର ଅର୍ଥ “ସଦାପ୍ରଭୁଙ୍କର ଦାସ” ଅଟେ ।\r\n\n## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଗୁଡିକ\r\n\n### ଇସ୍ରାଏଲ ସହ ଇଦୋମର ସମ୍ପର୍କ କ’ଣ ଥିଲା?\r\nଓବଦିୟ ଇଦୋମକୁ ଇସ୍ରାଏଲର ଭାଇ ବୋଲି ସୂଚାନ୍ତି। କାରଣ ଇଦୋମୀୟମାନେ ଏଷୌର ବଂଶ ଏବଂ ଇସ୍ରାଏଲୀୟମାନେ ଯାକୁବଙ୍କର ବଂଶ ଥିଲେ । ଯାକୁବ ଏବଂ ଏଷୌ ଯାଆଁଳା ଭାଇ ଥିଲେ। ଏହା ଇଦୋମର ଇସ୍ରାଏଲ ପ୍ରତି ବିଶ୍ୱାସଘାତକତାକୁ ଅଧିକ ସାଂଘାତିକ କଲା । ଏହି ଟିପ୍ପଣୀଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଯିହୁଦାର ଲୋକ ବୋଲି ମଧ୍ୟ ଦର୍ଶାଏ । ଯିହୁଦା ଇସ୍ରାଏଲର ଏକ ଅଂଶ ଯାହାକି ଅଶୂର ଦେଶ ଦ୍ୱାରା ପୂର୍ବ ବିନାଶରୁ ଉଦ୍ଧାର ପାଇଥିଲା ଏବଂ ପରେ ବାବିଲ ଦେଶ ଦ୍ୱାରା ଆକ୍ରମଣ କରାଯାଇଥିଲା ଯେତେବେଳେ ଇଦୋମ ଦେଶ ସେମାନଙ୍କୁ ସାହାଯ୍ୟ କରି ନ ଥିଲା।\r\n\n## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ\r\n\n### ମୁଁ “ଗର୍ବ” ଶବ୍ଦକୁ କିପରି ଅନୁବାଦ କରି ପାରିବି?\r\nଓବଦିୟ ପୁସ୍ତକ ଇଦୋମର ଗର୍ବ ବିଷୟରେ ଉଲ୍ଲେଖ କରେ। ଏହାର ଅର୍ଥ ଇଦୋମୀୟମାନେ ବିଚାର କଲେ ଯେ ସେମାନଙ୍କର ଶତ୍ରୁ କିମ୍ବା ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ। (ଦେଖନ୍ତୁ: [[rc://*/tw/dict/bible/other/proud]])\r\n\n### ଯେତେବେଳେ ଓବଦୀୟ ଇଦୋମକୁ ସମ୍ବୋଧିତ କରୁଛନ୍ତି, ସେତେବେଳେ ମୁଁ “ତୁମ୍ଭେ” ଶବ୍ଦକୁ ଏକବଚନରେ ନା ବହୁବଚନରେ ଅନୁବାଦ କରିବା ଉଚିତ?\r\n\nଯେହେତୁ ଓବଦୀୟ ଇଦୋମର ଲୋକମାନଙ୍କୁ ସାଙ୍କେତିକ ଅର୍ଥରେ ଇଦୋମର ଗୋଷ୍ଠୀଗଣ ଭାବରେ ସମ୍ବୋଧିତ କରିଥିଲେ, ତେଣୁ ସେ ମୂଳ ଭାଷାରେ ଏକବଚନ ଶବ୍ଦକୁ ବ୍ୟବହାର କରିଥିଲେ । କିନ୍ତୁ ଯଦି ଆପଣ ଅଧିକ ସରଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କର ଅନୁବାଦ ସ୍ପଷ୍ଟ କରେ ଯେ ଏହା ଇଦୋମର ଲୋକମାନଙ୍କୁ ବୁଝାଏ, ତେବେ ଆପଣ ଏକ ବହୁବଚନ ଶବ୍ଦ ବ୍ୟବହାର କରିପାରିବେ ।\r\n
31:1xm1wrc://*/ta/man/translate/figs-metaphorחֲז֖וֹן עֹֽבַדְיָ֑ה1ଏହା ପୁସ୍ତକର ନାମ ଅଟେ । ଓବଦୀୟ କିପରି ଯିହୋବାଙ୍କଠାରୁ ବାର୍ତ୍ତା ଗ୍ରହଣ କଲେ ତାହା ସୂଚାଇବା ପରିବର୍ତ୍ତେ ଏଠାରେ **ଦର୍ଶନ** ଯିହୋବାଙ୍କଠାରୁ ଏକ ସନ୍ଦେଶର ସାଧାରଣ ଅର୍ଥରେ ବ୍ୟବହୃତ ହୋଇଅଛି । ଈଶ୍ବର ଲୋକମାନଙ୍କୁ ଜ୍ଞାନ ପ୍ରଦାନ କରୁଥିବା ଉପାୟ ପାଇଁ ଏଠାରେ **ଦର୍ଶନ** ଏକ ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଈଶ୍ବର ଓବଦୀୟଙ୍କୁ ଦେଇଥିବା ବାର୍ତ୍ତା” କିମ୍ବା “ଓବଦୀୟର ଭବିଷ୍ୟବାଣୀ”
41:1jdr1rc://*/ta/man/translate/translate-namesעֹֽבַדְיָ֑ה1କେତେକ ଇଂରାଜୀ ଅନୁବାଦ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଅବଦିଆସ ବୋଲି କହନ୍ତି, କିନ୍ତୁ ସାଧାରଣତ ଇଂରାଜୀରେ ଓବଦୀୟ ଭାବରେ ବ୍ୟବହୃତ ହୁଏ । ଆପଣଙ୍କର ଉତ୍ସ ଭାଷାରେ ବ୍ୟବହୃତ ଶବ୍ଦ କିମ୍ବା ଆପଣଙ୍କ ଭାଷାର ନାମ ପରି ଏହି ଶବ୍ଦକୁ ଅନୁବାଦ କରନ୍ତୁ ।
51:1sv9xrc://*/ta/man/translate/writing-quotationsכֹּֽה־אָמַר֩ אֲדֹנָ֨⁠י יְהוִ֜ה1ଏହା ପୁସ୍ତକକୁ ଈଶ୍ଵରଙ୍କ ବାର୍ତ୍ତା ଭାବରେ ପରିଚିତ କରେ । ଏଠାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ପରିଚିତ କରିବା ପାଇଁ ସ୍ୱାଭାବିକ ଅଟେ ।
61:1s7ifrc://*/ta/man/translate/translate-namesיְהוִ֜ה1ଏହା ଶ୍ବରଙ୍କ ନାମ ଅଟେ ଯାହାକି ସେ ଆପଣା ଲୋକମାନଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ ।
71:1jdr3rc://*/ta/man/translate/figs-metonymyלֶ⁠אֱד֗וֹם1ଏଠାରେ ଲୋକମାନଙ୍କୁ **ଇଦୋମ** ସହିତ ଜଡିତ ଥିବା ନାମ ସହିତ ବର୍ଣ୍ଣନା କରାଯାଉଛି, ଯାହା ସେମାନେ ରହୁଥିବା ଭୂମି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହି ବାର୍ତ୍ତା ଲୋକମାନଙ୍କ ବିଷୟରେ ଅଟେ, ଏହା ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନଙ୍କ ବିଷୟରେ।”
81:1jdr5rc://*/ta/man/translate/figs-exclusiveשָׁמַ֜עְנוּ1ଇଦୋମର ଚତୁର୍ଦ୍ଦିଗରେ ଥିବା ଲୋକମାନଙ୍କ ମଧ୍ୟରେ ଓବଦୀୟ ଜଣେ ବ୍ୟକ୍ତି ଭାବରେ କହୁଛନ୍ତି, ଯେଉଁମାନେ ଇସ୍ରାଏଲର ଲୋକମାନଙ୍କ ସମେତ ଯିହୋବାଙ୍କ ବାର୍ତ୍ତା ଶୁଣିଛନ୍ତି। ଯଦି ଆପଣଙ୍କ ଭାଷାରେ **ଆମ୍ଭେମାନେ** ଶବ୍ଦ ପାଇଁ ଏକ ଅନ୍ତର୍ଭୂକ୍ତ ଶବ୍ଦ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ ।
91:1c8w8rc://*/ta/man/translate/figs-exclusiveשָׁמַ֜עְנוּ1ଓବଦିୟ ଯିହୁଦାର ଲୋକମାନଙ୍କୁ ଇଦୋମର ଲୋକମାନଙ୍କ ବିଷୟରେ କହୁଛନ୍ତି। ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ ଶବ୍ଦ ଅଟେ; ଯିହୁଦାର ଅନ୍ୟମାନେ ମଧ୍ୟ ଦେଶଗୁଡ଼ିକୁ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆହ୍ୱାନ ଶୁଣିଛନ୍ତି କିମ୍ବା ବର୍ତ୍ତମାନ ଶୁଣୁଛନ୍ତି।
101:1jdr7rc://*/ta/man/translate/figs-activepassiveוְ⁠צִיר֙ & שֻׁלָּ֔ח1ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ଅଟେ, ଆପଣ କ୍ରିୟା ପଦର କର୍ତ୍ତୃବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ସଦାପ୍ରଭୁ, ଏକ ଦୂତ ପଠାଇଆଛି”
111:1r27rrc://*/ta/man/translate/figs-explicitוְ⁠צִיר֙ & שֻׁלָּ֔ח1ଦୂତ କିଏ ପଠାଇଲେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ସଦାପ୍ରଭୁ ଏକ ଦୂତ ପଠାଇଛନ୍ତି”
121:1jdr9rc://*/ta/man/translate/figs-quotationsק֛וּמוּ וְ⁠נָק֥וּמָה עָלֶי⁠הָ לַ⁠מִּלְחָמָֽה1ପଦର ଶେଷକୁ ନିଜେ ଓବଦୀୟ କହି ନାହାଁନ୍ତି । ବରଂ, ଏଗୁଡ଼ିକ ସଦାପ୍ରଭୁଙ୍କ ଦୂତଙ୍କ ବାକ୍ୟ ଅଟେ । ସେଗୁଡିକ ଏକ ପ୍ରାରମ୍ଭିକ ସୂତ୍ରରେ ଏକ ଉଦ୍ଧୃତି ଭାବରେ ଉପସ୍ଥାପନ କରାଯାଇ ପାରିବ ଯେପରିକି “କହି”, କିମ୍ବା UST ପରି ପରୋକ୍ଷ ଉଦ୍ଧୃତି ଭାବରେ ପ୍ରକାଶ କରାଯାଇ ପାରିବ।
131:1pez6rc://*/ta/man/translate/figs-idiomק֛וּמוּ1ଏହି ବାକ୍ୟାଂଶ ଲୋକଙ୍କୁ ପ୍ରସ୍ତୁତ ହେବାକୁ କହିବା ପାଇଁ ବ୍ୟବହୃତ, ଏହି କ୍ଷେତ୍ରରେ ଇଦୋମ ଉପରେ ଆକ୍ରମଣ କରିବାକୁ ବ୍ୟବହୃତ । ବିକଳ୍ପ ଅନୁବାଦ: “ପ୍ରସ୍ତୁତ ହୁଅ”
141:1iaokrc://*/ta/man/translate/figs-idiomוְ⁠נָק֥וּמָה עָלֶי⁠הָ1ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ରାଷ୍ଟ୍ରକୁ ହିଂସାତ୍ମକ ଭାବରେ ବିରୋଧ କରିବା ଅଟେ । ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମ ବିରୁଦ୍ଧରେ ଆମ୍ଭର ସେନା ସଂଗ୍ରହ କରିବା”
151:1c9e2rc://*/ta/man/translate/figs-metonymyוְ⁠נָק֥וּמָה עָלֶי⁠הָ1ଏଠାରେ, **ତାହାର** ଇଦୋମ ଦେଶକୁ ବୁଝାଏ, ଯାହାକି ଇଦୋମର ଲୋକମାନଙ୍କୁ ପାଇଁ ପୁନର୍ବାର ବୁଝାଏ। ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମର ଲୋକମାନଙ୍କ ବିରୁଦ୍ଧରେ ଉଠିବା”
161:1jd1rrc://*/ta/man/translate/figs-abstractnounsלַ⁠מִּלְחָמָֽה1ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଯଦି ଆପଣଙ୍କର ଭାଷା **ଯୁଦ୍ଧ** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାକୁ ଆକ୍ରମଣ କରିବାକୁ”
171:2cc3hrc://*/ta/man/translate/writing-quotationsהִנֵּ֥ה קָטֹ֛ן נְתַתִּ֖י⁠ךָ1ଏଠାରେ ପ୍ରାପକ ପରିବର୍ତ୍ତନ ହୁଏ । ଆଉ ଯିହୋବା ଯିହୁଦା ସହ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ଦୂତ ଅନ୍ୟ ଦେଶମାନଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ବର୍ତ୍ତମାନ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରୁଛନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏଠାରେ ଏକ ଉଦ୍ଧରଣ ପରିଚୟ ଯୋଡିପାରିବେ ।
181:2npn6הִנֵּ֥ה1ଏହା ପରବର୍ତ୍ତୀ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଇଦୋମର ଲୋକମାନଙ୍କୁ ସତର୍କ କରାଏ । ଆପଣଙ୍କ ଭାଷାରେ କାହାର ଧ୍ୟାନ ପାଇବା ପାଇଁ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଦେଖ” କିମ୍ବା “ମୁଁ ଯାହା କହିବାକୁ ଯାଉଛି ସେଥିପ୍ରତି ଧ୍ୟାନ ଦିଅ”
191:2l6dcrc://*/ta/man/translate/figs-parallelismקָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם בָּז֥וּי אַתָּ֖ה מְאֹֽד1ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଇଦୋମ ଆପଣା ଗୁରୁତ୍ୱପୂର୍ଣ୍ଣ ସ୍ଥିତି ହରାଇବ ଏହି ବିଷୟକୁ ବୁଝାଇବାକୁ ଏକତ୍ର ବ୍ୟବହାର କରାଯାଇଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ UST ପରି ସେଗୁଡିକୁ ଏକତ୍ର ଅନୁବାଦ କରିପାରିବେ ।
201:2ec8mrc://*/ta/man/translate/figs-metaphorקָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם1କୌଣସି ଅର୍ଥହୀନ ବିଷୟକୁ ସାଙ୍କେତିକ ଭାବରେ କୁହାଯାଏ ଯେପରି ଏହାର ଆକାର ଛୋଟ ଏବଂ ସହଜରେ ଅଣଦେଖା କରାଯାଇପାରେ । ବିକଳ୍ପ ଅନୁବାଦ: “ଦେଶମାନଙ୍କ ମଧ୍ୟରେ କ୍ଷୁଦ୍ର”
211:2ch1urc://*/ta/man/translate/figs-activepassiveבָּז֥וּי אַתָּ֖ה מְאֹֽד1ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ”
221:3kjbtrc://*/ta/man/translate/figs-personificationזְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ1ଏଠାରେ, **ଅହଙ୍କାର** ସାଙ୍କେତିକ ଭାବରେ କୁହାଯାଇଛି ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ କାହାକୁ ପ୍ରତାରଣା କରିପାରେ । ଯଦି ଏହା ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଅତ୍ୟଧିକ ଗର୍ବିତ, ତୁମ୍ଭେମାନେ ନିଜକୁ ପ୍ରତାରଣା କରିଅଛ”
231:3hzdkrc://*/ta/man/translate/figs-youcrowdזְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ1ଏଠାରେ, **ତୁମ୍ଭେ** ଏକବଚନ ଅଟେ, ଯେହେତୁ ଏହା ଇଦୋମର ଲୋକମାନଙ୍କୁ ଏକ ଦେଶ ଭାବରେ ସୂଚିତ କରେ, କିନ୍ତୁ ଯଦି ଏହା ଆପଣଙ୍କର ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏଠାରେ ଏବଂ ଏହି ପୁସ୍ତକରେ “ତୁମ୍ଭେ” ର ବହୁବଚନ ଶବ୍ଦ ବ୍ୟବହାର କରିପାରିbe ।
241:3kcc3rc://*/ta/man/translate/figs-abstractnounsזְד֤וֹן לִבְּ⁠ךָ֙1ଯଦି ଆପଣଙ୍କର ଭାଷା **ଅହଙ୍କାର** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଗର୍ବିତ” ଭଳି ବିଶେଷଣ ସହ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ”
251:3qpw7rc://*/ta/man/translate/figs-metaphorזְד֤וֹן לִבְּ⁠ךָ֙1ଏଠାରେ, ମନୁଷ୍ୟର ଭାବନା ଏବଂ ଅନୁଭବକୁ ସୂଚାଇବା ପାଇଁ **ହୃଦୟ** ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ”
261:3k9swrc://*/ta/man/translate/figs-123personשֹׁכְנִ֥י בְ⁠חַגְוֵי־סֶּ֖לַע1ଏଠାରେ, ସର୍ବନାମ **ତୁମ୍ଭଠାରୁ** ଶବ୍ଦରୁ **ସେ** ଶବ୍ଦକୁ ପରିବର୍ତ୍ତନ କରେ ଯଦିଓ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଲାପ କରୁଛନ୍ତି । ଯଦି ଏହା ଆପଣଙ୍କର ଭାଷାରେ ବିଭ୍ରାନ୍ତିକର ହୁଏ, ତେବେ ଆପଣ **ତୁମ୍ଭେ** ଶବ୍ଦକୁ ବ୍ୟବହାର ଜାରି ରଖି ପାରିବ, କାରଣ ଏହା ଇଦୋମବାସୀଙ୍କ ପାଇଁ ସଦାପ୍ରଭୁଙ୍କ ଜାରି ଥିବା ବାର୍ତ୍ତାର ଏକ ଅଂଶ ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେ ଯେଉଁମାନେ ଶୈଳ କନ୍ଦରରେ ବାସକର”
271:3q6szבְ⁠חַגְוֵי־סֶּ֖לַע1ଏହାର ଅର୍ଥ ଏକ ସ୍ଥାନ ବୁଝାଏ ଯାହାକି ସୁରକ୍ଷିତ ଅଟେ କାରଣ ଏହା ପଥର ଦ୍ୱାରା ଘେରି ରହିଛି ।
281:3r5zjrc://*/ta/man/translate/figs-123personאֹמֵ֣ר בְּ⁠לִבּ֔⁠וֹ1ଏଠାରେ **ସେ** ଏବଂ **ଆପଣା** ଶବ୍ଦ ଯେପରି ସଦାପ୍ରଭୁ ଇଦୋମ ଅପେକ୍ଷା ଇଦୋମ ବିଷୟରେ ଉଚ୍ଚ ସ୍ୱରରେ କହିବାକୁ ବୁଝାଏ, କିନ୍ତୁ ଏହା ଲୋକମାନଙ୍କ ସହ ସଦାପ୍ରଭୁଙ୍କ ଅବିରତ ବାର୍ତ୍ତାଳାପର ଅଂଶ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ନିଜ ହୃଦୟରେ କୁହ” କିମ୍ବା “ତୁମ୍ଭେ ଯିଏ ନିଜକୁ କୁହ”
291:3jd3rrc://*/ta/man/translate/figs-metaphorאֹמֵ֣ר בְּ⁠לִבּ֔⁠וֹ1ଏଠାରେ, ମନୁଷ୍ୟର ଭାବନା ଏବଂ ବିଚାରକୁ ସୂଚାଇବା ପାଇଁ ହୃଦୟ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ନିଜକୁ କହେ” କିମ୍ବା “ତୁମ୍ଭେମାନେ ଯିଏ ବିଚାର କର”
301:3i2hxrc://*/ta/man/translate/figs-rquestionמִ֥י יוֹרִדֵ֖⁠נִי אָֽרֶץ1ଇଦୋମୀୟମାନେ କେତେ ଗର୍ବିତ ଏବଂ ସେମାନେ କେତେ ସୁରକ୍ଷିତ ଅନୁଭବ କରୁଥିଲେ ସେହି ବିଷୟକୁ ଏହି ଆଳଙ୍କାରିକ ପ୍ରଶ୍ନ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋତେ ଭୂମିକୁ କେହି ଆଣି ପାରିବେ ନାହିଁ” କିମ୍ବା “ମୁଁ ସମସ୍ତ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ”
311:4xn9frc://*/ta/man/translate/figs-parallelismאִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ1ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । କୌଣସି ଏକ ବିଷୟକୁ ସାମାନ୍ୟ ଭିନ୍ନ ଉପରେ ଏକାଧିକ ଥର କହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝାଇବାର ଏହା ଏକ ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ରୁହ, କିମ୍ବା ତାରାଗଣ ମଧ୍ୟରେ ମଧ୍ୟ ଉର୍ଦ୍ଧରେ ରୁହ”
321:4jd5rrc://*/ta/man/translate/figs-hyperboleאִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ1ଇଦୋମର ଲୋକମାନେ ବିଚାର କରୁଥିଲେ ଯେ ସେମାନେ ନିରାପଦରେ ଅଛନ୍ତି କାରଣ ସେମାନେ ପର୍ବତରେ ଉଚ୍ଚ ସ୍ଥାନରେ ବାସ କରନ୍ତି । ସଦାପ୍ରଭୁ କହନ୍ତି ଯେ ଯଦିଓ ସେମାନେ ମନୁଷ୍ୟର ବାସ ସ୍ଥାନଠାରୁ ଅଧିକ ଉଚ୍ଚ ସ୍ଥାନରେ ବାସ କରନ୍ତି ସେମାନେ ନିରାପଦରେ ରହିବେ ନାହିଁ। ବିକଳ୍ପ ଅନୁବାଦ: “ଏବଂ ମୁଁ ତୁମ୍ଭମାନଙ୍କୁ କହେ ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ଉଡ଼, କିମ୍ବା ତୁମ୍ଭେମାନେ ତାରାଗଣ ମଧ୍ୟରେ ତୁମ୍ଭର ବାସସ୍ଥାନ କର”
331:4jd7rrc://*/ta/man/translate/figs-activepassiveשִׂ֣ים קִנֶּ֑⁠ךָ1ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିbe । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ଆପଣା ଗୃହ ପ୍ରସ୍ତୁତ କରିପାରିବ”
341:4bbu3rc://*/ta/man/translate/figs-metaphorמִ⁠שָּׁ֥ם אוֹרִֽידְ⁠ךָ֖1ଏଠାରେ, **ତୁମ୍ଭକୁ ଓହ୍ଳାଇ ଆଣିବା** ବାକ୍ୟର ଅର୍ଥ “ତୁମ୍ଭକୁ ନମ୍ର କରିବା” କିମ୍ବା “ତୁମ୍ଭକୁ ପରାସ୍ତ କରିବା” ଅଟେ। ଏହା ଏକ ସ୍ଥାନିକ ରୂପକକୁ ବୁଝାଏ । ଏହା ଇଦୋମୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିକ୍ରିୟା ଅଟେ ଯାହା ତାଙ୍କ ବିଚାର ଏବଂ ଦଣ୍ଡରୁ ସେମାନେ ମୁକ୍ତ ନ ହେବାକୁ ବୁଝାଏ। ବିକଳ୍ପ ଅନୁବାଦ: “ମୁଁ ପ୍ରେରଣ କରିଥିବା ଆକ୍ରମଣକାରୀମାନଙ୍କଠାରୁ ତୁମ୍ଭେମାନେ ତଥାପି ସୁରକ୍ଷିତ ରହିବ ନାହିଁ”
351:4ce6erc://*/ta/man/translate/writing-quotationsנְאֻם־יְהוָֽה1ଏହି ବାକ୍ୟ ପାଠକମାନଙ୍କୁ ସ୍ମରଣ କରାଏ ଯେ ଏହି ପୁସ୍ତକର ସମ୍ପୂର୍ଣ୍ଣ ବାର୍ତ୍ତା ସିଧାସଳଖ ସଦାପ୍ରଭୁଙ୍କଠାରୁ ଆସିଅଛି । ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ କରୁଥିବା ଉଦ୍ଧୃତିକ୍ ବ୍ୟବାହାର କରନ୍ତୁ ।
361:4fycorc://*/ta/man/translate/figs-abstractnounsנְאֻם־יְהוָֽה1ଯଦି ଆପଣଙ୍କର ଭାଷା **ଘୋଷଣା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଏହା ଏହା ଘୋଷଣା କରନ୍ତି।”
371:5w86vrc://*/ta/man/translate/figs-doubletאִם־גַּנָּבִ֤ים בָּאֽוּ־לְ⁠ךָ֙ אִם־שׁ֣וֹדְדֵי לַ֔יְלָה1ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥକୁ ପ୍ରକାଶ କରେ । ପୁନରାବୃତ୍ତିକୁ ବ୍ୟବହାର କରି ସେମାନେ ପ୍ରକାଶ କରୁଥିବା ଧାରଣାକୁ ଗୁରୁତ୍ୱ ଦିଆଯାଇ ଅଛି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ କିମ୍ବା UST ପରି ଆପଣ ସେଗୁଡିକୁ ଏକତ୍ର ପ୍ରକାଶ କରି ପାରିବେ ।
381:5b93frc://*/ta/man/translate/figs-activepassiveאֵ֣יךְ נִדְמֵ֔יתָה1ଆପଣ କ୍ରିୟାର କର୍ମବାଚ୍ୟ ବ୍ୟବହାର କରିପାରିବେ, ଏବଂ କିଏ କାର୍ଯ୍ୟ କରେ ତାହା ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆକ୍ରମଣକାରୀମାନେ କିପରି ତୁମ୍ଭମାନଙ୍କୁ ବିନାଶ କରିବେ”
391:5jd9rrc://*/ta/man/translate/figs-exclamationsאֵ֣יךְ נִדְמֵ֔יתָה1ସଦାପ୍ରଭୁ ଅନ୍ୟ ବାକ୍ୟର ମଧ୍ୟ ଭାଗରେ ଏହି ବାକ୍ୟାଂଶ ଯୋଡି ଇଦୋମର ଦଣ୍ଡ ଆଶ୍ଚର୍ଯ୍ୟଜନକ ଅଟେ ବୋଲି ପ୍ରକାଶ କରନ୍ତି । ଚୋର ଏବଂ ଦ୍ରାକ୍ଷାଫଳ ସଞ୍ଚୟକାରୀ-ମାନେ ପରି, ଯେଉଁମାନେ ଇଦୋମ ଉପରେ ଆକ୍ରମଣ କରନ୍ତି ସେମାନେ ସମସ୍ତ ବିଷୟକୁ ନାଶ କରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ବାକ୍ୟାଂଶକୁ ପଦର ଶେଷରେ ଉଲ୍ଲେଖ କରି ପାରିବେ ଏବଂ ଏହାକୁ ନିଜସ୍ୱ ବାକ୍ୟରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଆକ୍ରମଣକାରୀମାନେ ତୁମ୍ଭକୁ ସଂପୂର୍ଣ୍ଣ ଧ୍ୱଂସ କରିବେ”
401:5q1pgrc://*/ta/man/translate/figs-rquestionהֲ⁠ל֥וֹא יִגְנְב֖וּ דַּיָּ֑⁠ם1ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ଏହି ପ୍ରଶ୍ନକୁ ବ୍ୟବହାର କରି ଏକ ଦୃଢ଼ ବିଷୟକୁ ପ୍ରକାଶ କରାଯାଇ ଅଛି । ଯଦି ଆପଣ ଆପଣଙ୍କର ଭାଷାରେ ଏହିପରି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି ନାହିଁ, ଆପଣ ଏଠାରେ ଏକ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ଚାହାଁନ୍ତି ତାହା ଚୋରି କରିବେ”
411:5k12crc://*/ta/man/translate/figs-rquestionאִם־בֹּֽצְרִים֙ בָּ֣אוּ לָ֔⁠ךְ הֲ⁠ל֖וֹא יַשְׁאִ֥ירוּ עֹלֵלֽוֹת1ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ଏହି ପ୍ରଶ୍ନକୁ ବ୍ୟବହାର କରି ଏକ ଦୃଢ଼ ବିଷୟକୁ ପ୍ରକାଶ କରାଯାଇ ଅଛି । ଯଦି ଆପଣ ଆପଣଙ୍କର ଭାଷାରେ ଏହିପରି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି ନାହିଁ, ଆପଣ ଏଠାରେ ଏକ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଅଳ୍ପମାତ୍ର ଦ୍ରାକ୍ଷାଫଳ ଛାଡ଼ିବେ”
421:6gpm5rc://*/ta/man/translate/figs-exclamationsאֵ֚יךְ1ଏଠାରେ, **କିପରି** ଶବ୍ଦ ଇଦୋମର ଲୁଟ୍‌ପାଟ୍ ଏତେ ଚରମ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିବା ପାଇଁ ଏକ ବିସ୍ମୟ ସୂଚକ ଅବ୍ୟୟ ଅଟେ । ଏହାକୁ ପ୍ରକାଶ କରିବାକୁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏକ ଅତ୍ୟନ୍ତ ଉପାୟରେ” କିମ୍ବା “ସଂପୂର୍ଣ୍ଣ ଭାବରେ”
431:6zsf7rc://*/ta/man/translate/figs-activepassiveאֵ֚יךְ נֶחְפְּשׂ֣וּ עֵשָׂ֔ו1ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ, ଏବଂ କାର୍ଯ୍ୟ କାର୍ଯ୍ୟ କିଏ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆକ୍ରମଣକାରୀମାନେ କିପରି ଇଦୋମ ଦେଶକୁ ଲୁଣ୍ଠନ କରିବେ”
441:6m9p3rc://*/ta/man/translate/figs-personificationעֵשָׂ֔ו1ଏଠାରେ, **ଏଷୌ** ନାମ ଇଦୋମର ଲୋକମାନଙ୍କୁ ବୁଝାଏ । ସେମାନେ ଏଷୌର ବଂଶଧର ଥିଲେ। ଇଦୋମର ସମସ୍ତ ଲୋକମାନଙ୍କୁ ଏପରି ଚିତ୍ରିତ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି ଯିଏ ସେମାନଙ୍କର ପୂର୍ବଜ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ଆପଣ UST ପରି ଏହା ବଦଳରେ ଲୋକଙ୍କୁ ସୂଚାଇ କରିପାରିବେ ।
451:6lf9tנֶחְפְּשׂ֣וּ1ଏଠାରେ, **ଲୁଣ୍ଠନ କରିବା** ବାକ୍ୟର ଅର୍ଥ ଶତ୍ରୁମାନେ ଲୋକମାନଙ୍କର ସମସ୍ତ ବିଷୟକୁ ଅନ୍ୱେଷଣ କରିଛନ୍ତି, ସମସ୍ତ ମୂଲ୍ୟବାନ ବସ୍ତୁ ନେଇଛନ୍ତି, ଏବଂ ଅନ୍ୟ ସମସ୍ତ ଜିନିଷକୁ ନଷ୍ଟ କରିଛନ୍ତି ।
461:6w96yrc://*/ta/man/translate/figs-activepassiveנִבְע֖וּ מַצְפֻּנָֽי⁠ו1ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ, ଏବଂ କାର୍ଯ୍ୟ କିଏ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ତାଙ୍କର ସମସ୍ତ ଲୁକ୍କାୟିତ ଧନ ଅନ୍ୱେଷଣ କରିବେ”
471:7yoberc://*/ta/man/translate/figs-explicitעַֽד־הַ⁠גְּב֣וּל שִׁלְּח֗וּ⁠ךָ כֹּ֚ל אַנְשֵׁ֣י בְרִיתֶ֔⁠ךָ1ଯଦି ଆପଣଙ୍କର ଭାଷାରେ ଏହା ଜଣେ ବ୍ୟକ୍ତି **ମିତ୍ର** କିମ୍ବା ଚୁକ୍ତି ସ୍ଥାପନ କରିଥିବା ବ୍ୟକ୍ତିକୁ ଆକ୍ରମଣ କିମ୍ବା ବିଶ୍ୱାସଘାତକତା କରିବାକୁ ବୁଝାଏ ନାହିଁ ତେବେ ଆପଣ UST ଭଳି ଏହାକୁ ପ୍ରକାଶ କରି ପାରିବେ ।
481:7n3t6rc://*/ta/man/translate/figs-youcrowdבְרִיתֶ֔⁠ךָ1ସଦାପ୍ରଭୁ ଏପର୍ଯ୍ୟନ୍ତ ଇଦୋମର ଲୋକମାନଙ୍କୁ ସମ୍ବୋଧିତ କରୁଛନ୍ତି, ତେଣୁ **ତୁମ୍ଭର** ଶବ୍ଦ ସେମାନଙ୍କୁ ବୁଝାଏ ।
491:7cr88עַֽד־הַ⁠גְּב֣וּל שִׁלְּח֗וּ⁠ךָ1ଏଠାରେ, **ସୀମା** ଅର୍ଥ ବୁଯାଇପାରେ: (1) ଏହା ଇଦୋମ ଦେଶର ସୀମାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭକୁ ତୁମ୍ଭ ଦେଶରୁ ବାହାରି ଯିବାକୁ ବାଧ୍ୟ କରିବ” କିମ୍ବା (2) ଏହା ଏକ ପୂର୍ବ ବନ୍ଧୁତ୍ୱପୂର୍ଣ୍ଣ ଦେଶର ସୀମାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: “ଆପଣା ଦେଶରେ ଆଶ୍ରୟ ନେବାକୁ ତୁମ୍ଭକୁ ପ୍ରତ୍ୟାଖ୍ୟାନ କରିବ”
501:7a612rc://*/ta/man/translate/figs-parallelismכֹּ֚ל אַנְשֵׁ֣י בְרִיתֶ֔⁠ךָ & אַנְשֵׁ֣י שְׁלֹמֶ֑⁠ךָ לַחְמְ⁠ךָ֗1ଏହି ତିନୋଟି ବାକ୍ୟାଂଶ ଇଦୋମର ସହଯୋଗୀମାନଙ୍କୁ ବୁଝାଏ । ସଦାପ୍ରଭୁ ଏକାଧିକ ଥର ଏହି ବାକ୍ୟାଂଶକୁ କହି ଏହାର ଗୁରୁତ୍ୱପୂର୍ଣ୍ଣକୁ ପ୍ରକାଶ କରନ୍ତି ।
511:7jd15rc://*/ta/man/translate/figs-ellipsisלַחְמְ⁠ךָ֗ יָשִׂ֤ימוּ מָזוֹר֙ תַּחְתֶּ֔י⁠ךָ1ଏବ୍ରୀ ସାଧାରଣତଃ **ତୁମ୍ଭର ଅନ୍ନ** କୁହନ୍ତି । ଏହି କାବ୍ୟଛନ୍ଦରେ ଶ୍ରୋତା ଏବଂ ପାଠକମାନେ ଏହାର ଅର୍ଥ ବୁଝି ପାରିବେ ଏବଂ ଉଲ୍ଲେଖ ନ ଥିବା ଶବ୍ଦଗୁଡିକୁ ପୂର୍ବ ଦୁଇ ବାକ୍ୟାଂଶରେ ଉଲ୍ଲେଖ ଥିବା **ମନୁଷ୍ୟମାନେ** କେଉଁଠାରୁ ଆସଥିଲେ ଜାଣି ପାରିବେ ।
521:7rc1irc://*/ta/man/translate/figs-asideאֵ֥ין תְּבוּנָ֖ה בּֽ⁠וֹ1ଏହି ବାକ୍ୟର ଅର୍ଥ ହୋଇପାରେ: (1) ଇଦୋମର ଲୋକମାନଙ୍କ ପ୍ରତି ସଦାପ୍ରଭୁ ଆପଣା ମୂଲ୍ୟାଙ୍କନ ପ୍ରକାଶ କରିବା ପାଇଁ ଏହାକୁ ଏକ ପୃଥକ ଭାବରେ ବ୍ୟବହାର କରିଥାଇ ପାରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନ ହୁଏ, ଆପଣ UST ପରି ଦ୍ୱିତୀୟ ପୁରୁଷରେ ଇଦୋମକୁ ସୂଚାଇ ପାରିବେ । (2) ପୂର୍ବ ସହଯୋଗୀମାନେ ଇଦୋମ ବିଷୟରେ ଏହା କହିପାରନ୍ତି । ବିକଳ୍ପ ଅନୁବାଦ: “ତା’ପରେ ସେମାନେ ତୁମ୍ଭକୁ କହିବେ, ତୁମ୍ଭେ ସେତିକି ଚତୁର ନୁହଁ ଯେତିକି ତୁମ୍ଭେ ଭାବିଥିଲ (3) ଏହା କେବଳ ଉଲ୍ଲେଖ କରାଯାଇଥିବା ଫାନ୍ଦ ବିଷୟରେ ସୂଚାଇପାରେ । ବିକଳ୍ପ ଅନୁବାଦ: “ଏବଂ ଏହାର କୌଣସି ଅନୁଭୂତି ନାହିଁ” (4) ଏହା ଇଦୋମର ସହଯୋଗୀମାନଙ୍କ ଦ୍ୱାରା ବିଶ୍ୱାସଘାତକତା ହେବାର ଆଶ୍ଚର୍ଯ୍ୟଜନକ ପରିସ୍ଥିତିକୁ ସୂଚାଇପାରେ । ବିକଳ୍ପ ଅନୁବାଦ: “ଏହାର କୌଣସି ଧାରଣା ନାହିଁ”
531:7jd17rc://*/ta/man/translate/figs-abstractnounsאֵ֥ין תְּבוּנָ֖ה בּֽ⁠וֹ1ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ କିଛି ବୁଝେ ନାହିଁ”
541:7jd19rc://*/ta/man/translate/figs-personificationבּֽ⁠וֹ1ଏଠାରେ, **ତାହାର** ବୋଧହୁଏ ଇଦୋମକୁ ବୁଝାଏ, ଯାହା ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନଙ୍କ ମଧ୍ୟରେ”
551:8i4rgrc://*/ta/man/translate/figs-rquestionהֲ⁠ל֛וֹא בַּ⁠יּ֥וֹם הַ⁠ה֖וּא & וְ⁠הַאֲבַדְתִּ֤י חֲכָמִים֙ מֵֽ⁠אֱד֔וֹם1ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ସଦାପ୍ରଭୁ ନିଶ୍ଚିତ ଭାବରେ ଏହା କରିବେ ବୋଲି ଜୋର ଦେବା ପାଇଁ ଏଠାରେ ଏହି ପ୍ରଶ୍ନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ସେହିଦିନ… ମୁଁ ନିଶ୍ଚିତ ଭାବରେ ଇଦୋମରୁ ଜ୍ଞାନୀମାନଙ୍କୁ ବିନାଶ କରିବି”
561:8jd21rc://*/ta/man/translate/figs-explicitוְ⁠הַאֲבַדְתִּ֤י חֲכָמִים֙ מֵֽ⁠אֱד֔וֹם1ସମ୍ଭବତଃ ମୂଳ ପାଠକ ଜାଣିଥିଲେ ଯେ ଇଦୋମ ଏହାର ଜ୍ଞାନ ପାଇଁ ପ୍ରସିଦ୍ଧ ଥିଲା । ତେଣୁ ଏହାର ଅର୍ଥ ସେମାନଙ୍କର ପ୍ରସିଦ୍ଧ ଜ୍ଞାନ ମଧ୍ୟ ସେମାନଙ୍କୁ ସଦାପ୍ରଭୁଙ୍କ ବିନାଶରୁ ରକ୍ଷା କରିପାରିବ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏହି ସୂଚନା ସୂଚାଇ ପାରିବେ ।
571:8i6ryrc://*/ta/man/translate/figs-rquestionוּ⁠תְבוּנָ֖ה מֵ⁠הַ֥ר עֵשָֽׂו1ଏହା ଆଳଙ୍କାରିକା ପ୍ରଶ୍ନର ଦ୍ୱିତୀୟ ଭାଗ ଅଟେ । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ । ସେ ନିଶ୍ଚିତ ଭାବରେ ଏହା କରିବେ ବୋଲି ଜୋର ଦେବା ପାଇଁ ଏଠାରେ ପ୍ରଶ୍ନବାଚ୍ୟ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ମୁଁ ନିଶ୍ଚିତ ଭାବରେ ସେମାନଙ୍କର ବୁଦ୍ଧି ନଷ୍ଟ କରିଦେବି” କିମ୍ବା “ସେହି ଦିନ ମୁଁ ନିଶ୍ଚିତ ଭାବରେ ଏଷୌର ପର୍ବତରୁ ବୁଦ୍ଧି ଅପସାରଣ କରିବି”
581:8muparc://*/ta/man/translate/figs-explicitוּ⁠תְבוּנָ֖ה מֵ⁠הַ֥ר עֵשָֽׂו1ଏହି କାବ୍ୟଛନ୍ଦରେ, ପାଠକମାନେ **ସେଦିନ ଆମ୍ଭେ କି ବିନଷ୍ଟ କରିବା ନାହିଁ** ଶବ୍ଦଗୁଡିକୁ ବୁଝିବା ନିମନ୍ତେ ପ୍ରଥମ ଆଳଙ୍କାରିକ ପ୍ରଶ୍ନରୁ ବ୍ୟବହାର କରିବେ ବୋଲି ଆଶା କରାଯାଏ । ଯଦି ତାହା ଆପଣଙ୍କର ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ସେହି ଶବ୍ଦଗୁଡ଼ିକୁ ଏଠାରେ ପୁନରାବୃତ୍ତି କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ସେଦିନ ଏଷୌର ପର୍ବତରୁ ବୁଦ୍ଧି ନଷ୍ଟ କରିବା ନାହିଁ କି?”
591:8g6serc://*/ta/man/translate/figs-parallelismחֲכָמִים֙ מֵֽ⁠אֱד֔וֹם וּ⁠תְבוּנָ֖ה מֵ⁠הַ֥ר עֵשָֽׂו1ଏହି କାବ୍ୟଛନ୍ଦରେ, ସମାନ ଅର୍ଥକୁ ଦୁଇଥର ପ୍ରକାଶ କରାଯାଇଛି କିନ୍ତୁ ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ଶବ୍ଦରେ କୁହାଯାଇଛି। ଏଠାରେ, **ଜ୍ଞାନୀ ମନୁଷ୍ୟ** ଏବଂ **ବୁଦ୍ଧି** ଉଭୟ ଜ୍ଞାନୀ ମନୁଷ୍ୟକୁ ବୁଝାଏ ଏବଂ **ଇଦୋମ** ଏବଂ **ଏଷୌର ପର୍ବତ** ଉଭୟ ଇଦୋମ ଦେଶକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାକୁ କେବଳ ଥରେ କହିପାରିବେ, କିମ୍ବା ଅନ୍ୟ ଉପାୟରେ ଅର୍ଥ ଉପରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ଯେଉଁମାନେ ଜ୍ଞାନୀ ଇଦୋମ ଦେଶରୁ ଅଟନ୍ତି”
601:8jd23rc://*/ta/man/translate/figs-abstractnounsוּ⁠תְבוּנָ֖ה1ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ଏବଂ ଯେଉଁମାନେ ଜାଣନ୍ତି କ’ଣ କରିବା ତାହା”
611:8z8tfrc://*/ta/man/translate/figs-synecdocheמֵ⁠הַ֥ר עֵשָֽׂו1ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି । ଏଷୌର ପର୍ବତଟି ବର୍ତ୍ତମାନ ବୋଜ୍ରା ପର୍ବତ ହୋଇପାରେ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
621:8gn3trc://*/ta/man/translate/translate-namesעֵשָֽׂו1ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା [6](../01/06.md) ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
631:9jd25rc://*/ta/man/translate/figs-synecdocheוְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן1ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସେମାନଙ୍କୁ **ତୈମନ୍** ବୋଲି ସମ୍ବୋଧନ କରିଛନ୍ତି, ଯାହା ସେମାନଙ୍କର ରାଜଧାନୀ ଆଖପାଖ ଅଞ୍ଚଳର ନାମ ଥିଲା। ଇଦୋମର ଏହି ଅଂଶ ବର୍ତ୍ତମାନ ସମଗ୍ର ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନେ, ତୁମ୍ଭମାନଙ୍କର ଶକ୍ତିଶାଳୀ ସେନା ଭୟଭୀତ ହେବେ”
641:9qvg3rc://*/ta/man/translate/translate-namesתֵּימָ֑ן1ଇଦୋମ ଦେଶରେ ଏକ ଅଞ୍ଚଳର ନାମ ତୈମନ୍ ଥିଲା । ସଦାପ୍ରଭୁ ଏହାର ଏକ ଅଂଶ ନାମରେ ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ହେ ଇଦୋମର ଲୋକମାନେ”
651:9ljv4rc://*/ta/man/translate/grammar-connect-logic-goalלְמַ֧עַן1ଏଠାରେ ଏକ କାରଣ ଏବଂ ପ୍ରଭାବ ସମ୍ପର୍କ ଦେଖିବାକୁ ମିଳେ । ସଦାପ୍ରଭୁ ପଦ 8 ରେ କହିଛନ୍ତି ଯେ ସେ ଇଦୋମର ଜ୍ଞାନୀମାନଙ୍କୁ ବିନାଶ କରିବେ ଏବଂ ଏଠାରେ ପଦ 9 ରେ କହିଛନ୍ତି ଯେ ଇଦୋମର ବୀର ଲୋକମାନେ “ଉଦ୍ବିଗ୍ନ ହେବେ” (ଅର୍ଥାତ୍ ସେମାନେ ଯୁଦ୍ଧ କରିବାକୁ ଚେଷ୍ଟା କରିବେ ନାହିଁ)। ଇଦୋମର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦୁଇ ଗୋଷ୍ଠୀ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସଦାପ୍ରଭୁ ଏହି ଦୁଇ ଗୋଷ୍ଠୀକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ, ଇଦୋମର ଅନ୍ୟ କେହି ମଧ୍ୟ ଆକ୍ରମଣକାରୀ ସେନାଠାରୁ ରକ୍ଷା ପାଇପାରିବେ ନାହିଁ। ବିକଳ୍ପ ଅନୁବାଦ: “ଫଳରେ”
661:9jd27rc://*/ta/man/translate/figs-metaphorיִכָּֽרֶת־אִ֛ישׁ1ଏଠାରେ, **ଉଚ୍ଛିନ୍ନ ହେବେ** ହତ୍ୟା ପାଇଁ ଏକ ରୂପକ ଅଟେ । ଇଦୋମୀୟମାନେ ସେମାନେ ରହୁଥିବା ପର୍ବତର ଏକ ଅଂଶ ଭାବରେ ଚିତ୍ରିତ ହୋଇଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ପର୍ବତରୁ କାଟି ଦିଆଯାଇଥିବା ପରି ଚିତ୍ରିତ ହୋଇଛି । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
671:9q6s7rc://*/ta/man/translate/figs-activepassiveיִכָּֽרֶת־אִ֛ישׁ1ଆପଣ ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ, ଏବଂ କାର୍ଯ୍ୟ କିଏ କରେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
681:9jd31rc://*/ta/man/translate/figs-idiomאִ֛ישׁ1ଏଠାରେ, **ପ୍ରତ୍ୟେକ ଜଣ** ଏକ ରୂଢ଼ି ଅଟେ ଯାହାର ଅର୍ଥ “ପ୍ରତ୍ୟେକ ବ୍ୟକ୍ତି” ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମସ୍ତେ”
691:9jd35rc://*/ta/man/translate/figs-synecdocheמֵ⁠הַ֥ר עֵשָׂ֖ו1ଯେପରି ପଦ 8 ରେ, ସଦାପ୍ରଭୁ ଏହାର ଏକ ଅଞ୍ଚଳକୁ ସୂଚାଇ ସମଗ୍ର ଅଞ୍ଚଳକୁ ସୂଚିତ କରୁଛନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
701:9jd37rc://*/ta/man/translate/figs-abstractnounsמִ⁠קָּֽטֶל1ଏଠାରେ ଗୁଣବାଚକ ବିଶେଷ୍ୟ **ହତ୍ୟା** କିମ୍ବା ** ଉଚ୍ଛିନ୍ନ** ହେବାର ଧାରଣାକୁ ତୀବ୍ର କରେ । ଯଦି ଆପଣଙ୍କର ଭାଷା **ହତ୍ୟା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ହିଂସାତ୍ମକ ଭାବରେ”
711:9hsy2rc://*/ta/man/translate/figs-abstractnounsמִ⁠קָּֽטֶל1କେତେକ ବାଇବଲ ଅନୁବାଦ ଏହି ଶବ୍ଦକୁ 9 ପଦ ପରିବର୍ତ୍ତେ 10 ପଦରେ ଉଲ୍ଲେଖ କରେ, ଯଦି ଆପଣ ତାହା କରନ୍ତି, ତେବେ ପଦ 9, “…ଏଷୌର ପର୍ବତରୁ” ଶେଷ ହେବ । ପଦ 10ରେ “ହତ୍ୟା ହେତୁ, ହିଂସା ହେତୁ…” ଆରମ୍ଭ ହେବ ।
721:10jd39rc://*/ta/man/translate/figs-metonymyאָחִ֥י⁠ךָ1ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
731:10ui6grc://*/ta/man/translate/figs-personificationיַעֲקֹ֖ב1ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
741:10jd41rc://*/ta/man/translate/figs-abstractnounsתְּכַסְּ⁠ךָ֣ בוּשָׁ֑ה1ଯଦି ଆପଣଙ୍କର ଭାଷା **ଲଜ୍ଜା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅପମାନିତ ହେବ”
751:10f8g6rc://*/ta/man/translate/figs-idiomתְּכַסְּ⁠ךָ֣ בוּשָׁ֑ה1କୌଣସି ବିଷୟରେ **ଆଚ୍ଛନ୍ନ** ହେବା ବାକ୍ୟ ସମ୍ପୂର୍ଣ୍ଣ ଅନୁଭବ କରିବାର ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମ୍ପୂର୍ଣ୍ଣ ଲଜ୍ଜିତ ହେବ”
761:10a113rc://*/ta/man/translate/figs-activepassiveוְ⁠נִכְרַ֖תָּ1ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ କ୍ରିୟା ପଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ”
771:10jd43rc://*/ta/man/translate/figs-explicitוְ⁠נִכְרַ֖תָּ1ଏଠାରେ କାର୍ଯ୍ୟ କିଏ କରେ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭରର ଶତ୍ରୁମାନେ ତୁମ୍ଭକୁ ଧ୍ୱଂସ କରିବେ”
781:10jd45rc://*/ta/man/translate/figs-idiomוְ⁠נִכְרַ֖תָּ1[5](../01/05.md) ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
791:11w6hjrc://*/ta/man/translate/figs-metaphorעֲמָֽדְ⁠ךָ֣ מִ⁠נֶּ֔גֶד1ଏହା ଏକ ଉପମା ଅଟେ ଯାହା ଇଦୋମର ଲୋକମାନଙ୍କୁ ଜଣେ ବ୍ୟକ୍ତି ଭାବରେ ବୁଝାଏ ଯିଏ କେବଳ ଠିଆ ହୋଇ ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ତାହାକୁ ସାହାଯ୍ୟ କରି ନାହଁ।”
801:11s38yrc://*/ta/man/translate/figs-parallelismשְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו1ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅଟେ । ଯିହୁଦା ଏକ ନୈରାଶ୍ୟ ଅବସ୍ଥାରେ ଥିଲା ବୋଲି ଜୋର ଦେବା ପାଇଁ ସେଗୁଡିକ ଏକତ୍ର ବ୍ୟବହୃତ ହୋଇଅଛି । ଆକ୍ରମଣକାରୀ ସେନା ଯିହୁଦାର ସହରଗୁଡ଼ିକୁ ଲୁଣ୍ଠନ କରୁଥିଲେ।
811:11rtj8rc://*/ta/man/translate/figs-personificationחֵיל֑⁠וֹ & שְׁעָרָ֗יו1ଏଠାରେ, **ତାହାର** ପଦ 10 ରେ **ତୁମ୍ଭର ଭାଇ ଯାକୁବଙ୍କୁ** ବୁଝାଏ, ଅର୍ଥାତ୍ ଯିହୁଦାର ଲୋକମାନଙ୍କୁ ବୁଝାଏ ।
821:11jd46חֵיל֑⁠וֹ1ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ [ 13](../01/13.md) ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
831:11jd47rc://*/ta/man/translate/figs-synecdocheשְׁעָרָ֗יו1ଏଠାରେ **ଫାଟକ** “ନଗର” କୁ ବୁଝାଏ । ଫାଟକ, ଏକ ନଗରର ଅଂଶ ଅଟେ ଯେଉଁଥିରେ ଲୋକମାନେ ଯିବା ଆସିବା କରନ୍ତି, ଏଠାରେ ସମଗ୍ର ନଗରକୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିହୁଦାର ସମସ୍ତ ନଗର”
841:11i8srrc://*/ta/man/translate/figs-metaphorוְ⁠עַל־יְרוּשָׁלִַ֨ם֙ יַדּ֣וּ גוֹרָ֔ל1ଏଠାରେ ଏହାର ଦୁଇଟି ବିଷୟକୁ ବୁଝାଇପାରେ: (1) ଏହା *ବିଦେଶୀମାନେ** **ଯିରୂଶାଲମକୁ** ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ କହିବାର ଏକ ଅଳଙ୍କାରିକ ଉପାୟ ଅଟେ, ଯିରୂଶାଲମକୁ ଏପରି ଚତ୍ରିତ କରାଯାଇଥିଲା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି, କିନ୍ତୁ ଏହାକୁ ଭାଗ କରିହେବ ନାହିଁ, ତେଣୁ ତାହା ପାଇବାକୁ ସେମାନେ ଗୁଲିବାଣ୍ଟ କଲେ । ବିକଳ୍ପ ଅନୁବାଦ: “ସେମାନେ ଯିରୂଶାଲମକୁ ମଧ୍ୟ ଲୁଣ୍ଠନ କଲେ” କିମ୍ବା (2) ନଗରର ନାମ ନଗରର ଧନକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେମାନେ ଯିରୁଶାଲମର ସମ୍ପତ୍ତିକୁ ନିଜ ମଧ୍ୟରେ ଭାଗ କଲେ”
851:11s4y1rc://*/ta/man/translate/figs-explicitגַּם־אַתָּ֖ה כְּ⁠אַחַ֥ד מֵ⁠הֶֽם1ଇଦୋମର ଲୋକମାନେ **ଅପରିଚିତ** ଓ **ବିଦେଶୀମାନଙ୍କ** ପରି କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେମାନେ ସେମାନଙ୍କ ପରି ଥିଲେ କାରଣ ସେମାନେ ଯିହୁଦାର ଲୋକମାନଙ୍କୁ ସାହାଯ୍ୟ କରିନଥିଲେ, ଯେଉଁମାନେ ସମ୍ପୃକ୍ତ ଲୋକ ସମମୂହ ଥିଲେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏହି ସୂଚନା ଅନ୍ତର୍ଭୁକ୍ତ କରିପାରିବେ ।
861:12crs1rc://*/ta/man/translate/figs-litanyוְ⁠אַל & וְ⁠אַל & וְ⁠אַל1ଇଦୋମର ଲୋକମାନେ ଯିହୁଦାର ଲୋକମାନଙ୍କ ପ୍ରତି କେତେ ମନ୍ଦ ବ୍ୟବହାର କରିଛନ୍ତି ତାହା ଦେଖାଇବା ପାଇଁ ସଦାପ୍ରଭୁ 12 14 ପଦରେ ଏକ ପୁନରାବୃତ୍ତି ବାକ୍ୟ ବ୍ୟବହାର କରନ୍ତି । କଥାବାର୍ତ୍ତା କିମ୍ବା ଲେଖିବାର ଏହି ପୁନରାବୃତ୍ତି ଶୈଳୀକୁ **ଉପାସନାପଦ୍ଧତି** କୁହାଯାଏ । ଇଦୋମର ଲୋକମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଏହା ଏକ ତାଲିକା ଅଟେ । ସଦାପ୍ରଭୁ 15 ଏବଂ 16 ପଦରେ କହନ୍ତି ଯେ ସେ ସେମାନଙ୍କୁ ଏହି ସମସ୍ତ ଦୋଷରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ସେ ସେମାନଙ୍କୁ ଦଣ୍ଡ ଦେବେ। ଆପଣଙ୍କ ଭାଷାରେ ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହାକୁ ଲୋକେ ଭୁଲ ବିଷୟକୁ ତାଲିକାଭୁକ୍ତ କରିବାକୁ ବ୍ୟବହାର କରନ୍ତି ।
871:12e7cdrc://*/ta/man/translate/figs-explicitוְ⁠אַל־תֵּ֤רֶא1ଏଠାରେ, **ତୁମ୍ଭେ ଅନାଇବା ଉଚିତ ନ ଥିଲା** ବାକ୍ୟାଶ ଇଦୋମର ଲୋକମାନେ ଯିହୁଦାର ବିପର୍ଯ୍ୟୟକୁ ଆନନ୍ଦରେ ଦେଖିବାକୁ ବୁଝାଏ । ଏହାକୁ ସ୍ପଷ୍ଟ କରିବାକୁ, ଆପଣ ଅନୁବାଦ କରୁଥିବା ଉପାୟରେ ଏହି ସୂଚନାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ଆନନ୍ଦରେ ଦେଖିବା ଉଚିତ୍ ନୁହେଁ” କିମ୍ବା “ଏହା ଦେଖିବା ଅତ୍ୟନ୍ତ ଭୁଲ ଥିଲା”
881:12xhd0rc://*/ta/man/translate/figs-hendiadysבְ⁠יוֹם־אָחִ֨י⁠ךָ֙ בְּ⁠י֣וֹם נָכְר֔⁠וֹ1**ତୁମ୍ଭର ଭ୍ରାତାର ଦିନରେ** ଏବଂ **ତାହାର ଦୁର୍ଦ୍ଦଶାର ଦିନ** ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ ଅର୍ଥାତ୍ “ତୁମ୍ଭର ଭାଇର ଦୁର୍ଦ୍ଦଶା ଦିନ” । ଯଦି ଦୁଇଟି ବାକ୍ୟାଂଶଗୁଡିକ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ UST ପରି ଏକ ବାକ୍ୟାଂଶରେ ପ୍ରକାଶ କରିପାରିବେ ।
891:12crs3rc://*/ta/man/translate/figs-idiomבְ⁠יוֹם1ଏଠାରେ, **ଦିନରେ** ଏକ ରୂଢ଼ି ଅଟେ ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯାହା ଏକ ଦିନରୁ ବହୁତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ବିକଳ୍ପ ଅନୁବାଦ: “ସେହି ସମୟରେ”
901:12q8mdrc://*/ta/man/translate/figs-personificationאָחִ֨י⁠ךָ֙1[ 10](../01/10.md) ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
911:12f7ltrc://*/ta/man/translate/figs-gendernotationsלִ⁠בְנֵֽי־יְהוּדָ֖ה1ଏଠାରେ, **ସନ୍ତାନ** ଶବ୍ଦ କେବଳ ପୁରୁଷମାନଙ୍କୁ ବୁଝାଏ ନାହିଁ । ଏହା ଯାକୁବଙ୍କ ସନ୍ତାନ ଯିହୁଦାର ସମସ୍ତ ବଂଶଧରଙ୍କୁ ଏବଂ ଇସ୍ରାଏଲର ବିଭିନ୍ନ ଜାତିକୁ ବୁଝାଏ ଯେଉଁମାନେ ଏହି ସମୟରେ ଯିହୁଦା ରାଜ୍ୟରେ ବାସ କରିବାକୁ ଆସିଥିଲେ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଉପରେ”
921:12lxg7rc://*/ta/man/translate/figs-idiomוְ⁠אַל־תַּגְדֵּ֥ל פִּ֖י⁠ךָ1ଏହି ବାକ୍ୟାଂଶ ଅହଙ୍କାର କରିବା କିମ୍ବା ପରିହାସ କରିବା ପାଇଁ ଏକ ରୂଢ଼ି ଅଟେ । ଅନ୍ୟର ଦୁର୍ଦ୍ଦଶାକୁ ଦେଖିବା ପରିପ୍ରେକ୍ଷୀରେ, ପରିହାସ କରିବା ଉତ୍ତମ ଅର୍ଥ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ପରିହାସ କରିବା ଉଚିତ୍ ନୁହେଁ”
931:13dwn2rc://*/ta/man/translate/figs-parallelismבְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ1ଏହି କବିତା ଶୈଳୀରେ **ଦୁର୍ଦ୍ଦଶା** କେତେ ଭୟଙ୍କର ତାହା ଉପରେ ଜୋର ଦେବା ପାଇଁ ପ୍ରତ୍ୟେକ ଧାଡି ଶେଷରେ ସମାନ ବାକ୍ୟାଂଶ ବ୍ୟବହୃତ ହୋଇଅଛି । ଯଦି ଏହି ଶୈଳୀ ଏକ ବର୍ଦ୍ଧିତ ଗୁରୁତ୍ୱକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ବ୍ୟବହୃତ ନାହିଁ, ତେବେ ଆପଣ ତିନୋଟି ଘଟଣାକୁ ଗୋଟିଏରେ ପ୍ରକାଶ କରିପାରିବେ ଯେପରି UST ପ୍ରକାଶ କରେ।
941:13wg54rc://*/ta/man/translate/figs-personificationאֵידָ֔⁠ם & אֵיד֑⁠וֹ & אֵידֽ⁠וֹ1ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ଦେଖନ୍ତୁ [ପଦ 10](../01/10.md)) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
951:13f9q3rc://*/ta/man/translate/figs-exclamationsגַם־אַתָּ֛ה1ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ସିଧାସଳଖ ଅଭିହିତ କରୁଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେବା ପାଇଁ ସେ ଏହି ବିସ୍ମୟ ସୂଚକ ଅବ୍ୟୟ ଯୋଡିଛନ୍ତି। ଏହି ଉଦ୍ବେଗ କ୍ରୋଧ ପ୍ରକାଶ କରେ, ସେମାନଙ୍କ ଧ୍ୟାନ ଆବଶ୍ୟକ କରେ, ଏବଂ ଏହା ମଧ୍ୟ ଏକ ଚେତାବନୀ ହୋଇପାରେ ଯେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିପାରିବେ ନାହିଁ । ଯଦି ଏହା ଅନ୍ୟ ବାକ୍ୟର ମଧ୍ୟରେ ଉଲ୍ଲେଖ କରିବା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟ କରିପାରିବେ ଯାହାକି ବର୍ତ୍ତମାନର ବାକ୍ୟ ପୂର୍ବରୁ କିମ୍ବା ପରେ ଏକ ବିସ୍ମୟ ଚିହ୍ନରେ ଶେଷ ହେବ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସହ କହୁଛି”
961:13crs5rc://*/ta/man/translate/figs-idiomאַל־תֵּ֧רֶא1ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି [ପଦ 12](../01/12.md) ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
971:13jz38rc://*/ta/man/translate/figs-youוְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ1ଏଠାରେ, **ତୁମ୍ଭେ** ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଭାବରେ ଅନୁବାଦିତ ଶବ୍ଦ ଅଟେ । ଓବଦୀୟ ପୁସ୍ତକର ଅନ୍ୟ ସ୍ଥାନରେ ଏହା ପୁରୁଷୋ ବାଚକ ଏବଂ ଏକବଚନ ଅଟେ । ହୁଏତ ଈଶ୍ବର ଏଠାରେ ଥିବା ସ୍ତ୍ରୀମାନଙ୍କୁ ବିଶେଷ ଭାବରେ ସମ୍ବୋଧିତ କରୁଛନ୍ତି କାରଣ ସେମାନେ ଭାବନ୍ତି ଯେ ସେମାନେ ମଧ୍ୟ ଦୋଷୀ ନୁହଁନ୍ତି । ତେଣୁ ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ, କିମ୍ବା ଏହାକୁ ଅନ୍ୟ ଉପାୟରେ ଚିହ୍ନିତ କରନ୍ତୁ ଯାହା ଦ୍ବାରା ଏହାର ଅର୍ଥ “ତୁମ୍ଭେ ସ୍ତ୍ରୀଗଣ।”
981:14ixs7rc://*/ta/man/translate/translate-unknownהַ⁠פֶּ֔רֶק1ଏକ **ଚୌମୁହାଣି** ଏକ ସ୍ଥାନ ଯେଉଁଠାରେ ଦୁଇଟି ରାସ୍ତା ଏକାଠି ହୁଏ ।
991:14p7i1rc://*/ta/man/translate/figs-metaphorלְ⁠הַכְרִ֖ית1ଏଠାରେ, **ଛେଦନ କରିବା** ଏକ ରୂପକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ବଧ କରିବା” ଅଟେ। ଅମଳ ସମୟରେ ଧାନ କାଟିବା ସହିତ ଏହା ଏକ ତୁଳନାତ୍ମକ ବାକ୍ୟାଂଶ ଅଟେ । ଆପଣ କିପରି ଏହି ସମାନ ରୂପକୁ [ପଦ 9](../01/09.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ
1001:14qdx9rc://*/ta/man/translate/figs-explicitוְ⁠אַל־תַּסְגֵּ֥ר שְׂרִידָ֖י⁠ו1ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ସ୍ପଷ୍ଟ କରି ପାରିବେ ଯେ ଇଦୋମୀୟମାନେ ଯିହୁଦାର ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାହାକୁ ସମର୍ପଣ କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାବୁ କରି ଶତ୍ରୁ ସେନା ନିକଟରେ ସମର୍ପଣ କରିବା ଉଚିତ୍ ନ ଥିଲା”
1011:15fa9mכִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם כַּ⁠אֲשֶׁ֤ר עָשִׂ֨יתָ֙ יֵעָ֣שֶׂה לָּ֔⁠ךְ גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ1ବାଇବଲର ବିଦ୍ବାନମାନେ ନିଶ୍ଚିତ ନୁହଁନ୍ତି ଯେ ପଦ 15 ପୂର୍ବ ବିଭାଗର ଶେଷ ଭାବରେ 14 ପଦ ସହିତ ସମ୍ପୃକ୍ତ କି ନୁହେଁ, ଏହା ନୂତନ ବିଭାଗର ଆରମ୍ଭ ଭାବରେ 16 ପଦ ସହ ସମ୍ପୃକ୍ତ କି ନୁହେଁ? ଅନେକ ବାଇବଲ 15 ପଦ ପୂର୍ବରୁ ଏକ ବିଭାଗ ବନ୍ଧନୀ ଏବଂ ଏକ ଶିର୍ଷକ ବ୍ୟବହାର କରେ, ଯେପରିକି “ଈଶ୍ବର ଜାତିମାନଙ୍କର ବିଚାର କରିବେ।”
1021:15e5t7rc://*/ta/man/translate/figs-explicitכִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם1ଏଠାରେ ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ଏକ କାରଣ ପ୍ରକାଶ କରନ୍ତି ଯେ ସେମାନେ 11-14 ପଦରେ ତାଲିକାଭୁକ୍ତ ଇସ୍ରାଏଲୀୟମାନଙ୍କ ପ୍ରତି କରିଥିବା ସମସ୍ତ ମନ୍ଦ କାର୍ଯ୍ୟ କରିବା ଉଚିତ୍ ନ ଥିଲା ଏବଂ ଏହା ବଦଳରେ ସେମାନଙ୍କୁ ସାହାଯ୍ୟ କରିବାର ଥିଲା। ଏହାର କାରଣ ସଦାପ୍ରଭୁ ଶୀଘ୍ର ଅନ୍ୟ ଦେଶମାନଙ୍କ ପ୍ରତି ବିଚାର କରିବେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ କରିପାରିବେ ।
1031:15crs7rc://*/ta/man/translate/figs-idiomיוֹם־יְהוָ֖ה1ଏଠାରେ **ସଦାପ୍ରଭୁଙ୍କ ଦିନ** ଏକ ଅଭିବ୍ୟକ୍ତି ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯେତେବେଳେ ଈଶ୍ବର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ଦେବେ । ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ, ସଦାପ୍ରଭୁ , ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବି ଏବଂ ଦଣ୍ଡ ଦେବି”
1041:15crs9קָר֥וֹב1ଏହି ପ୍ରସଙ୍ଗରେ, **ସନ୍ନିକଟ** ଶବ୍ଦର ଅର୍ଥ “ସମୟ ନିକଟତର” ଅଟେ । ବିକଳ୍ପ ଅନୁବାଦ: “ଶୀଘ୍ର ଘଟିବ”
1051:15rd8grc://*/ta/man/translate/figs-activepassiveיֵעָ֣שֶׂה לָּ֔⁠ךְ1ଯଦି ଆପଣ ଏକ ସକ୍ରିୟ କ୍ରିୟାକୁ ବ୍ୟବହାର କରିବେ ତେବେ ଆପଣ ଏଠାରେ ଗୋଟିଏ ବ୍ୟବହାର କରିପାରିବେ ଏବଂ ଏହି କାର୍ଯ୍ୟ କିଏ କରିବ ତାହା ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପାଇଁ ସେହି ସମାନ କାର୍ଯ୍ୟ କରିବି”
1061:15djk9rc://*/ta/man/translate/figs-metaphorגְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ1ଏହା ହେଉଛି ଏକ ରୂପକ ଅଳଙ୍କାର ଅଟେ ଯାହା ଇଦୋମୀୟମାନଙ୍କୁ ଅନ୍ୟମାନଙ୍କ ପ୍ରତି ମନ୍ଦ ବିଷୟକୁ ପଠାଇବାର ଚିତ୍ରଣ କରେ, ଏବଂ ବର୍ତ୍ତମାନ ସେହି ବିଷୟଗୁଡ଼ିକ ପୁନର୍ବାର ଆସି ସେମାନଙ୍କ ମସ୍ତକକୁ ଆଘାତ କରିବ । ବିକଳ୍ପ ଅନୁବାଦ: “ସେହି ସମାନ ବିଷୟ ଶୀଘ୍ର ତୁମ୍ଭ ସହ ଘଟିବ”
1071:15cr3src://*/ta/man/translate/figs-synecdocheבְּ⁠רֹאשֶֽׁ⁠ךָ1ସମଗ୍ର ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ **ମସ୍ତକ** ଶବ୍ଦ ବ୍ୟବହାର କରାଯାଉଇଛି । ବିକଳ୍ପ ଅନୁବାଦ: “ତୁମ୍ଭକୁ”
1081:16nf6src://*/ta/man/translate/figs-explicitכִּ֗י כַּֽ⁠אֲשֶׁ֤ר שְׁתִיתֶם֙1ପଦ ପଦ 15 ର ଆରମ୍ଭରେ ଯେପରି, ଏଠାରେ ମଧ୍ୟ ସଂଯୋଗକାରୀ ଶବ୍ଦ **କାରଣ** ବୁଝାଏ ଯେ ଏହା ଏକ କାରଣ ଅଟେ ଯେଉଁଥିରେ ଇଦୋମବାସୀ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଆକ୍ରମଣରେ ଯୋଗଦେବା ପରିବର୍ତ୍ତେ ସାହାଯ୍ୟ କରିବା ଉଚିତ୍ ଥିଲା । ଏଠାରେ ମଧ୍ୟ ସଦାପ୍ରଭୁ ବର୍ଣ୍ଣନା କରିଛନ୍ତି ଯେ ସେ କିପରି ଅନ୍ୟ ଦେଶମାନଙ୍କ ପ୍ରତି ଶୀଘ୍ର ବ୍ୟବହାର କରିବେ ସେ କିପରି ଶୀଘ୍ର ସମସ୍ତ ଦେଶର ବିଚାର କରିବେ। ଆପଣ ଏହାକୁ କିପରି ସ୍ପଷ୍ଟ କରିପାରିବେ ସେଥିପାଇଁ ଦୁଇଟି ସମ୍ଭାବନା ଅଛି, ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ । ଏହି ସମ୍ଭାବନାଗୁଡ଼ିକ ମଧ୍ୟରେ ବାଛିବା ଉପରେ ନିର୍ଭର କରେ ଯେ ଆପଣ କିପରି **ତୁମ୍ଭେ** ଶବ୍ଦକୁ ବ୍ୟାଖ୍ୟା କରନ୍ତି । **ତୁମ୍ଭେ** ଶବ୍ଦ ଏଠାରେ ପୁରୁଷୋବାଚକ ଏବଂ ବହୁବଚନ ଅଟେ, ପୁସ୍ତକରେ ଏହି ରୂପରେ ପ୍ରଏହା ଥରେମାତ୍ର ବ୍ୟବହାର ହୋଇଅଛି । ଏହି ପୁସ୍ତକରେ, ଇଦୋମର ଦେଶକୁ ପୁରୁଷବାଚକ ଏକବଚନ ଭାବରେ ସମ୍ବୋଧିତ କରାଯାଇଥିଲା । ଏହା ମଧ୍ୟ ପୁସ୍ତକର ଦ୍ୱିତୀୟ ପୁରୁଷର ଶେଷ ଉଲ୍ଲେଖ ଅଟେ । (1) ଏହି ପର୍ଯ୍ୟବେକ୍ଷଣଗୁଡ଼ିକ ହେତୁ, ଏଠାରେ ଏବଂ ବାଇବଲରେ ପାନ କରିବାର ବ୍ୟବହାର ଯନ୍ତ୍ରଣା ଭୋଗିବା ପାଇଁ ଏକ ରୂପକ ଅଳଙ୍କାର ଅଟେ, ଏବଂ ଯିରୂଶାଲମର ସିୟୋନ ପର୍ବତ ଉପରେ ଏହି ଦୁଃଖର ସ୍ଥାନ ଅଟେ, ଏଥିରୁ ଜଣାପଡେ ଯେ ଏଠାରେ ଓବଦୀୟ ଇଦୋମବାସୀଙ୍କୁ ସମ୍ବୋଧନ କରିବା ବନ୍ଦ କରି ଇସ୍ରାଏଲର ଲୋକମାନଙ୍କୁ ସମ୍ବୋଧିତ କରନ୍ତି। ପୁସ୍ତକ ଆରମ୍ଭରେ, ଓବଦୀୟ ଇସ୍ରାଏଲର ଲୋକଙ୍କୁ ଅନ୍ତର୍ଭୁକ୍ତ କରନ୍ତି ଯେତେବେଳେ ସେ କହନ୍ତି, “ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ବାର୍ତ୍ତା ଶୁଣିଅଛୁ।” ବର୍ତ୍ତମାନ, ପୁସ୍ତକ ଶେଷରେ ସେ ପୁନର୍ବାର ସେମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଇଦୋମର ଲୋକମାନେ ଇସ୍ରାଏଲର ଲୋକମାନଙ୍କ ପ୍ରତି ଯାହା କରିଛନ୍ତି ସେଥିପାଇଁ ଦଣ୍ଡିତ ହେବେ। UST ଦେଖନ୍ତୁ । (2) ଏଠାରେ **ତୁମ୍ଭେ** ଶବ୍ଦ ଇଦୋମର ଲୋକମାନଙ୍କୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ଇସ୍ରାଏଲର ଲୋକ ମାନଙ୍କୁ ସାହାଯ୍ୟ କରିବା ଉଚିତ୍, କାରଣ ଯେପରି ତୁମ୍ଭେ ପାନ କରିଥିଲ”
1091:16cr9src://*/ta/man/translate/writing-pronounsכַּֽ⁠אֲשֶׁ֤ר שְׁתִיתֶם֙1ଓବଦୀୟ ପୁସ୍ତକରେ, ଇଦୋମ ଦେଶକୁ “ତୁମ୍ଭେ” ଶବ୍ଦର ପୁରୁଷୋ ବାଚକ ଏକବଚନରେ ସମ୍ବୋଧିତ କରାଯାଇଛି । (ପଦ [13](../01/13.md) ରେ ଥିବା ଏକ ସ୍ତ୍ରୀ ବାଚକ ବହୁବଚନ ଶବ୍ଦ କେବଳ ଇଦୋମର ସ୍ତ୍ରୀମାନଙ୍କୁ ସମ୍ବୋଧିତ କରେ) । ଏଠାରେ, ତଥାପି, **ତୁମ୍ଭେ** ପୁରୁଷୋ ବାଚକ ବହୁବଚନ ଶବ୍ଦ ଅଟେ । ଏଠାରେ କାହାକୁ ସମ୍ବୋଧିତ କରାଯିବାର ଦୁଇଟି ସମ୍ଭାବନା ଅଛି । (1) ଏହା ଇସ୍ରାଏଲର ଲୋକମାନଙ୍କୁ ବୁଝାଏ । ଏହା ଏକବଚନ ବହୁବଚନକୁ ପରିବର୍ତ୍ତନକୁ ବ୍ୟାଖ୍ୟା କରେ । ଯେପରି ଓବଦୀୟ ଇସ୍ରାଏଲର ଲୋକମାନଙ୍କୁ ପଦ [1](../01/01.md) ରେ ବହୁବଚନରେ ସମ୍ବୋଧିତ କରିଥିଲେ, ସେହିପରି ସେ ବର୍ତ୍ତମାନ ବହୁବଚନରେ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ବ୍ୟାଖ୍ୟା ଏଠାରେ ଏବଂ ବାଇବଲରେ ବ୍ୟବହୃତ ହୋଇଥିବା ରୂପକ ଅଳଙ୍କାର ସହିତ ମଧ୍ୟ ବୁଝାଏ ଯାହା ଯନ୍ତ୍ରଣା ଏବଂ ଈଶ୍ୱରୀୟ ଦଣ୍ଡକୁ ଏପରି କିଛି ପାନ କରିବା ପରି ଚିତ୍ର କରେ ଯାହା ମଣିଷକୁ ବିଚଳିତ କରାଏ, ତଳକୁ ଖସିଏ ଏବଂ ମୃତ୍ୟୁକୁ ଆଣେ । ଯେତେବେଳେ ନଗର ଧ୍ୱଂସ ହେଲା ସେତେବେଳେ ଇସ୍ରାଏଲର ଲୋକମାନେ ଯିରୂଶାଲମରେ ଦୁଃଖ ଭୋଗିଲେ। ଏହା ମଧ୍ୟ ଏହି ପଦରେ ଥିବା ତୁଳନାକୁ ପୂର୍ବ ପଦରେ ଥିବା ଧାରଣାକୁ ବୁଝାଏ ଯେ ଇଦୋମ ସେହିଭଳି ଯନ୍ତ୍ରଣା ଭୋଗିବେ ଯେପରି ସେମାନେ ଇସ୍ରାଏଲକୁ କଷ୍ଟ ଦେଇଥିଲେ । UST ଦେଖନ୍ତୁ । (2) ଏହା ଇଦୋମର ଲୋକମାନଙ୍କୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଯିରୂଶାଲମର ବିନାଶ ଉତ୍ସବରେ ଇଦୋମର ଲୋକମାନେ କିପରି ଭାବରେ ଦ୍ରାକ୍ଷା ପାନ କଲେ ଏବଂ ଜାତିମାନେ କିପରି ଈଶ୍ଵଙ୍କ ଦଣ୍ଡକୁ ପାନ କଲେ ତୁଳନା କରେ । ତାହା କିମ୍ବା କ୍ରିୟା ଭବିଷ୍ୟତର ଅର୍ଥରେ ବାଧ୍ୟ ହେବା ଆବଶ୍ୟକତାକୁ ବୁଝାଏ, ଏବଂ ଯିରୂଶାଲମରେ ଇଦୋମର ଲୋକମାନଙ୍କୁ ଈଶ୍ବର କିପରି ଦଣ୍ଡ ଦେବେ ଏବଂ ଈଶ୍ବର କିପରି ସମସ୍ତ ଦେଶକୁ ଦଣ୍ଡ ଦେବେ ତୁଳନା କରେ। ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମ୍ଭକୁ ଦଣ୍ଡ ଦେବି”
1101:16cr7src://*/ta/man/translate/figs-metaphorשְׁתִיתֶם֙1ପାନ କରିବାର ଚିତ୍ର ବାଇବଲରେ ଅନେକ ସମୟରେ ଯନ୍ତ୍ରଣା କିମ୍ବା ଈଶ୍ଵରଙ୍କ ଦ୍ୱାରା ଦଣ୍ଡିତ ହେବାର ରୂପକ ଅଳଙ୍କାର ଭାବରେ ବ୍ୟବହୃତ ହୁଏ । ବିକଳ୍ପ ଅନୁବାଦ: “ତୁମ୍ଭେ ଯନ୍ତ୍ରଣା ଭୋଗିଲ” କିମ୍ବା “ମୁଁ ତୁମ୍ଭକୁ ଦଣ୍ଡ ଦେଲି”
1111:16ujj9rc://*/ta/man/translate/figs-metonymyעַל־הַ֣ר קָדְשִׁ֔⁠י1ଏଠାରେ **ଆମ୍ଭର ପବିତ୍ର ପର୍ବତରେ** ସିୟୋନ ପର୍ବତକୁ ବୁଝାଏ ତେଣୁ ଏହା ଯିରୂଶାଲମ ନଗରକୁ ବୁଝାଏ । ତେଣୁ ଏଠାରେ ଯିରୂଶାଲମକୁ ଏହା ସହ ଜଡିତ କିଛି ବିଷୟ ନାମରେ ନାମିତ କରାଯାଉଛି, ଯାହା ନଗର ଉପରେ ନିର୍ମିତ ହୋଇଅଛି । ବିକଳ୍ପ ଅନୁବାଦ: “ମୋର ପବିତ୍ର ନଗର, ଯିରୂଶାଲମରେ”
1121:16qz7prc://*/ta/man/translate/figs-metaphorיִשְׁתּ֥וּ כָֽל־הַ⁠גּוֹיִ֖ם תָּמִ֑יד1ଏଠାରେ “ଯନ୍ତ୍ରଣା” କିମ୍ବା “ଦଣ୍ଡିତ” ବୁଝାଇବାକୁ **ପାନ** ଶବ୍ଦକୁ ରୂପକ ଅଳଙ୍କାର ଭାବରେ ବ୍ୟବହାର କରାଯାଅଛି । ବିକଳ୍ପ ଅନୁବାଦ: “ମୁଁ ନିରନ୍ତର ଭାବରେ ସମସ୍ତ ଦେଶକୁ ଦଣ୍ଡ ଦେବି”
1131:16a8v3rc://*/ta/man/translate/figs-doubletוְ⁠שָׁת֣וּ וְ⁠לָע֔וּ1ଏଠାରେ ଅନୁବାଦିତ ଶବ୍ଦ **ପାନ** ଏବଂ **ଗିଳିବା** ର ଅର୍ଥ ବହୁତ ସମାନ ବିଷୟ ଅଟେ ଏବଂ ଗୋଟିଏ ଅର୍ଥକୁ ତୀବ୍ର କରିବା ପାଇଁ ଏକତ୍ର ବ୍ୟବହୃତ ହୁଏ । ଯଦି ଆପଣଙ୍କର ଭାଷାରେ ଏହିପରି ଦୁଇଟି ସମାନ ଶବ୍ଦ ନାହିଁ, ଆପଣ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ ଏବଂ ଅର୍ଥକୁ ଅନ୍ୟ ଉପାୟରେ ତୀବ୍ର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏସବୁକୁ ପାନ କରିବେ”
1141:16vcverc://*/ta/man/translate/figs-metaphorוְ⁠שָׁת֣וּ וְ⁠לָע֔וּ1ଏଠାରେ ଦୁଃଖ କିମ୍ବା ଦଣ୍ଡ ପାଇଁ ଚିତ୍ର ଭାବରେ **ପାନ** ଏବଂ **ଗିଳିବା** ଶବ୍ଦକୁ ରୂପକ ଅଳଙ୍କାର ଭାବରେ ବ୍ୟବହାର କରାଯାଇଛି । ବିକଳ୍ପ ଅନୁବାଦ: “ମୁଁ ସେମାନଙ୍କୁ ବହୁତ କଷ୍ଟ ଦେବି”
1151:17cc36rc://*/ta/man/translate/figs-abstractnounsוּ⁠בְ⁠הַ֥ר צִיּ֛וֹן תִּהְיֶ֥ה פְלֵיטָ֖ה1ଏଠାରେ **ରକ୍ଷାପ୍ରାପ୍ତ** ଗୁଣବାଚକ ବିଶେଷ୍ୟ ପଳାୟନ ଇସ୍ରାଏଲର ଲୋକମାନଙ୍କୁ ବୁଝାଏ , ଯେଉଁମାନେ ସଦାପ୍ରଭୁ ଅନ୍ୟ ଦେଶମାନଙ୍କୁ ଦଣ୍ଡ ଦେବା ପରେ ଯିରୂଶାଲମରେ ଜୀବିତ ରହିବେ । ଯେପରି 1:16 ରେ ଉଲ୍ଲେଖ ଅଛି, ସେହି ଅନ୍ୟ ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ, କିନ୍ତୁ ଯାକୁବର ବଂଶଧରମାନେ ଜୀବିତ ରହିବେ । ବିକଳ୍ପ ଅନୁବାଦ: “କିନ୍ତୁ ଯିରୂଶାଲମରେ କିଛି ଲୋକ ରହିବେ”
1161:17y9pzrc://*/ta/man/translate/figs-metonymyוּ⁠בְ⁠הַ֥ר צִיּ֛וֹן1ଏହା ଏକ ବକ୍ତବ୍ୟର ଚିତ୍ର ଯାହା ଯିରୂଶାଲମକୁ ଏହା ସହିତ ଜଡିତ କିଛି ନାମ, ନଗର ଉପରେ ନିର୍ମିତ ପର୍ବତ ନାମରେ ବୁଝାଏ । ବିକଳ୍ପ ଅନୁବାଦ: “କିନ୍ତୁ ଯିରୂଶାଲମରେ”
1171:17b4shrc://*/ta/man/translate/figs-abstractnounsוְ⁠הָ֣יָה קֹ֑דֶשׁ1ଯଦି ଆପଣଙ୍କର ଭାଷା ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ଏକ ବିଶେଷଣ ବ୍ୟବହାର କରି **ପବିତ୍ରତା** ଶବ୍ଦକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏହା ଏକ ପବିତ୍ର ସ୍ଥାନ ହେବ”
1181:17cr13rc://*/ta/man/translate/figs-idiomבֵּ֣ית יַֽעֲקֹ֔ב1ଏଠାରେ, **ଯାକୁବଙ୍କ ଗୃହ** ଏକ ରୂଢ଼ି ଅଟେ ଯାହା “ଯାକୁବର ବଂଶଧର” ଏବଂ ସମ୍ପ୍ରସାରଣ ଦ୍ୱାରା, ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନେ”
1191:17f4urאֵ֖ת מוֹרָֽשֵׁי⁠הֶם1ଏଠାରେ, **ଅଧିକାର** ସେହି ଭୂମିକୁ ବୁଝାଏ ଯାହାକି ଇସ୍ରାଏଲର ପ୍ରତ୍ୟେକ ପରିବାର ଏବଂ ପିଢି ପର୍ଯ୍ୟନ୍ତ ଦିଆଯିବା ଉଚିତ୍ । ଯଦି ବହୁବଚନ ଶବ୍ଦ ବ୍ୟବହାର କରିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏହାକୁ ଏକବଚନ ଶବ୍ଦରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେହି ଭୂମି ଯାହା ପ୍ରତ୍ୟେକଙ୍କର ଅଟେ”
1201:18rm2erc://*/ta/man/translate/figs-parallelismוְ⁠הָיָה֩ בֵית־יַעֲקֹ֨ב אֵ֜שׁ וּ⁠בֵ֧ית יוֹסֵ֣ף לֶהָבָ֗ה1ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । ସଦାପ୍ରଭୁ ଦର୍ଶାଉଛନ୍ତି ତାହାରାତ୍ ଗୁରୁତ୍ୱପୂର୍ଣ୍ଣକୁ ସେ ଏକାଧିକ ଥର କହି ପ୍ରକାଶ କରନ୍ତି । **ଯାକୁବଙ୍କ ଗୃହ** ଓ **ଯୋଷେଫଙ୍କ ଗୃହ** ସମସ୍ତ ଇସ୍ରାଏଲୀୟମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଇସ୍ରାଏଲୀୟମାନେ ଅଗ୍ନି ସଦୃଶ ହେବେ। ହଁ, ସେମାନେ ଏକ ଜ୍ୱଳନ୍ତ ସଦୃଶ ହେବେ ”ଯଦି ଏହାକୁ ଦୁଇଥର କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ UST ପରି ଏକ ଅଭିବ୍ୟକ୍ତିରେ ପ୍ରକାଶ କରି ପାରିବେ ।
1211:18cr15rc://*/ta/man/translate/figs-metonymyבֵית־יַעֲקֹ֨ב1ଏଠାରେ, **ଗୃହ** ଶବ୍ଦର ଅର୍ଥ ସମସ୍ତ ଲୋକ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ବଂଶଧର ଅଟନ୍ତି । ଯାକୁବର ସମସ୍ତ ବଂଶଧରମାନେ ସାଙ୍କେତିକ ଭାବରେ ବର୍ଣ୍ଣନା କରାଯାଉଛନ୍ତି ଯେପରି ସେମାନେ ଏକ ପରିବାର ଏକତ୍ର ବାସ କରନ୍ତି । ବିକଳ୍ପ ଅନୁବାଦ: “ଇସ୍ରାଏଲୀୟମାନେ”
1221:18cr17rc://*/ta/man/translate/figs-synecdocheוּ⁠בֵ֧ית יוֹסֵ֣ף1ଯୋଷେଫଙ୍କ ବଂଶଧରମାନେ ମଧ୍ୟ ଗୋଟିଏ ପରିବାର ପରି ସାଙ୍କେତିକ ଭାବରେ ବର୍ଣ୍ଣନା କରାଯାଇଛନ୍ତି। ଯୋଷେଫ ଯାକୁବର ସନ୍ତାନ ଥିଲେ ଏବଂ ତାଙ୍କର ବଂଶଧରମାନେ ଇସ୍ରାଏଲର ଏକ ବଡ଼ ଅଂଶ ଗଠନ କଲେ। ତେଣୁ ସଦାପ୍ରଭୁ ତାଙ୍କର ବଂଶଧରମାନଙ୍କୁ ସମଗ୍ର ଜାତିର ପ୍ରତିନିଧିତ୍ୱ କରିବାକୁ ବ୍ୟବହାର କରୁଛନ୍ତି।
1231:18yt8jrc://*/ta/man/translate/figs-metonymyוּ⁠בֵ֤ית עֵשָׂו֙ & לְ⁠בֵ֣ית עֵשָׂ֔ו1ଏଷୌ (ଇଦୋମ) ର ବଂଶଧରମାନେ ମଧ୍ୟ ଏକ ଗୃହ ଭଳି ବର୍ଣ୍ଣନାତ୍ମକ ଭାବରେ ବର୍ଣ୍ଣନା କରା ଯାଇଛନ୍ତି । ବିକଳ୍ପ ଅନୁବାଦ: “ଇଦୋମର ଲୋକ”
1241:18cr19rc://*/ta/man/translate/figs-metaphorאֵ֜שׁ & לֶהָבָ֗ה & לְ⁠קַ֔שׁ1ଏହି ରୂପକରେ, ସଦାପ୍ରଭୁ କହୁଛନ୍ତି ଯେ ଇସ୍ରାଏଲୀୟମାନେ ଅଗ୍ନି ସଦୃଶ ହେବେ, ଇଦୋମର ଲୋକମାନେ ଶୁଖିଲା ଘାସ ପରି ହେବେ ଏବଂ ଘାସ ଶୁଖାଇବା ପାଇଁ ଅଗ୍ନି ଇଦୋମୀୟମାନଙ୍କ ପ୍ରତି ଇସ୍ରାଏଲୀୟମାନେ ହେବେ। ଅନ୍ୟ ଅର୍ଥରେ, ଯେପରି ଅଗ୍ନି ଏବଂ ନିଆଁ ଶୁଖିଲା ଘାସକୁ ପୋଡି ଦିଏ, ସେପରି ସମସ୍ତ ଇସ୍ରାଏଲୀୟମାନେ ଇଦୋମକୁ ପରାସ୍ତ କରିବେ । ଯଦି ଆପଣଙ୍କର ଭାଷାରେ ଏହି ରୂପକର ଅର୍ଥ ସ୍ପଷ୍ଟ ନୁହେଁ, ଆପଣ ଏହାକୁ UST ପରି ଏକ ସରଳ ଅର୍ଥରେ ପ୍ରକାଶ କରିପାରେ ।
1251:18hj8xrc://*/ta/man/translate/translate-unknownלְ⁠קַ֔שׁ1ଏଠାରେ **ନଡ଼ା** ଶବ୍ଦର ଅର୍ଥ ଗଛର ଶୁଖିଲା ଖଣ୍ଡ ଯାହାକି ଡାଳ କାଟିବା ପରେ ଭୂମିରେ ଛାଡି ଦିଆଯାଏ । ବିକଳ୍ପ ଅନୁବାଦ: “ଶୁଖିଲା ଘାସ ପରି”
1261:18cr23rc://*/ta/man/translate/figs-doubletוְ⁠דָלְק֥וּ בָ⁠הֶ֖ם וַ⁠אֲכָל֑וּ⁠ם1ଏଠାରେ **ଜଳିବା** ଏବଂ **ଗ୍ରାସିତ** ଶବ୍ଦର ଅର୍ଥ ପ୍ରାୟ ସମାନ ଅର୍ଥକୁ ପ୍ରକାଶ କରେ । ଏଠାରେ ଅର୍ଥକୁ ତୀବ୍ର କରିବା ପାଇଁ ସଦାପ୍ରଭୁ ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷାରେ ଦୁଇଟି ସମାନ ଶବ୍ଦ ନାହିଁ କିମ୍ବା ଯଦି ଏହା ଦୁଇଥର କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ସେଗୁଡ଼ିକୁ ଗୋଟିଏ ବାକ୍ୟରେ ମିଶାଇ ଅନ୍ୟ ଉପାୟରେ ଅର୍ଥକୁ ତୀବ୍ର କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ସେମାନେ ସମସ୍ତେ ଜଳିଯିବା ପର୍ଯ୍ୟନ୍ତ ସେଗୁଡ଼ିକୁ ପୋଡ଼ି ଦେବେ” କିମ୍ବା “ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ଜଳିଯିବେ”
1271:18amumrc://*/ta/man/translate/figs-explicitכִּ֥י1ଏଠାରେ, **କାରଣ** ସୂଚାଏ ଯେ ଯାହା ଘଟିଯାଇଛି ତାହାର କାରଣ ଏହା ଅଟେ । ସଦାପ୍ରଭୁ ପାଠକମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଏହିସବୁ ଘଟଣା ନିଶ୍ଚିତ ଭାବରେ ଘଟିବ, କାରଣ ଏହି ବାର୍ତ୍ତା ତାଙ୍କଠାରୁ ଆସିଛି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, UST ପରି ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ ।
1281:18c5jrrc://*/ta/man/translate/figs-123personכִּ֥י יְהוָ֖ה דִּבֵּֽר1ସଦାପ୍ରଭୁ ଏଠାରେ ନିଜକୁ ତୃତୀୟ ବ୍ୟକ୍ତି ଭାବରେ ପ୍ରକାଶ କରନ୍ତି । ଯଦି ତାହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର ହୁଏ, ଆପଣ ଏହାକୁ UST ପରି ପ୍ରଥମ ପୁରୁଷରେ ପ୍ରକାଶ କରି ପାରିବେ।
1291:19cr25וְ⁠יָרְשׁ֨וּ1ଏହି ପଦଟି ସମୁଦାୟ ଭାବରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବାସ କରୁଥିବା ଲୋକମାନଙ୍କୁ ବର୍ଣ୍ଣନା କରେ ଯିଏ ସେମାନଙ୍କ ଆଖପାଖରେ ଥିବା ଅଞ୍ଚଳଗୁଡ଼ିକୁ ପରାସ୍ତ କରି ନିଜ ଅଧିନରେ କରନ୍ତି । ବିକଳ୍ପ ଅନୁବାଦ: “ଅଧିକାର କରିବେ”
1301:19zu8prc://*/ta/man/translate/figs-metonymyהַ⁠נֶּ֜גֶב1**ନେଗେବ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ । ସେଠାରେ ରହୁଥିବା ଲୋକମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଏହା ବ୍ୟବହୃତ ହୋଇଅଛି । ଲୋକମାନଙ୍କୁ ସେମାନଙ୍କ ସହିତ ଘନିଷ୍ଠ ଥିବା ଜିନିଷର ନାମ ଦ୍ୱାରା ବର୍ଣ୍ଣନା କରାଯାଉଛି, ଯେଉଁ ଦେଶରେ ସେମାନେ ବାସ କରନ୍ତି। ବିକଳ୍ପ ଅନୁବାଦ: “ନେଗେଭରେ ରହୁଥିବା ଇସ୍ରାଏଲୀୟମାନେ”
1311:19cr27rc://*/ta/man/translate/figs-synecdocheהַ֣ר עֵשָׂ֗ו1ଏହା ଇଦୋମର ଏକ ପର୍ବତ ଥିଲା। କିପରି ଆପଣ ଏହାକୁ ପଦ 8 ଏବଂ 9 ରେ ଅନୁବାଦ କରିଛନ୍ତି ଦେଖନ୍ତୁ, ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚିତ କରୁଛନ୍ତି । ବିକଳ୍ପ ଅନୁବାଦ: “ଇଦୋମର ଦେଶ”
1321:19m7qkrc://*/ta/man/translate/figs-metonymyוְ⁠הַ⁠שְּׁפֵלָה֙1ଇସ୍ରାଏଲ ଦେଶରେ ପଶ୍ଚିମ ପାଦଦେଶର ନାମ **ସେଫଦ୍** ଅଟେ । ସେହି ସ୍ଥାନଟି ସେଠାରେ ରହୁଥିବା ଲୋକମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ଲୋକମାନଙ୍କୁ ସେମାନଙ୍କ ସହିତ ଘନିଷ୍ଠ ଥିବା ଜିନିଷର ନାମରେ ବର୍ଣ୍ଣନା କରାଯାଉଛି, ଯେଉଁ ଦେଶରେ ସେମାନେ ବାସ କରନ୍ତି। ବିକଳ୍ପ ଅନୁବାଦ: “ପଶ୍ଚିମ ପାଦଦେଶରେ ବାସ କରୁଥିବା ଇସ୍ରାଏଲୀୟମାନେ।”
1331:19dew4rc://*/ta/man/translate/figs-ellipsisוְ⁠הַ⁠שְּׁפֵלָה֙ אֶת־פְּלִשְׁתִּ֔ים1ଏଠାରେ, ପାଠକ ପୂର୍ବ ଧାରା ଅନୁଯାୟୀ **ଅଧିକାର କରିବେ** କ୍ରିୟା ପ୍ରଦାନ କରିବେ ବୋଲି ଆଶା କରାଯାଏ । ବିକଳ୍ପ ଅନୁବାଦ: “ଏବଂ ସେଫଦ୍ରେ ବାସ କରୁଥିବା ଇସ୍ରାଏଲୀୟମାନେ ପଲେଷ୍ଟିୟମାନଙ୍କ ଦେଶ ଅଧିକାର କରିବେ”
1341:19cr29rc://*/ta/man/translate/figs-metonymyפְּלִשְׁתִּ֔ים1**ପଲେଷ୍ଟିୟମାନେ** ଇସ୍ରାଏଲର ପଶ୍ଚିମ ଦିଗରେ ଥିବା ଅଞ୍ଚଳ ଅଧିକାର କରିଥିଲେ। ଏଠାରେ, ଲୋକମାନେ ସେହି ଅଞ୍ଚଳକୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି, ଯାହା ସୁରଫୈନୀକୀୟା ଅଞ୍ଚଳ ଭାବରେ ମଧ୍ୟ ଜଣାଶୁଣା । ବିକଳ୍ପ ଅନୁବାଦ: “ପଲେଷ୍ଟିୟମାନଙ୍କ ଅଞ୍ଚଳ”
1351:19app9וְ⁠יָרְשׁוּ֙1ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନେ ଅଧିକାର କରିବେ”
1361:19vmfwrc://*/ta/man/translate/figs-synecdocheאֶת־שְׂדֵ֣ה אֶפְרַ֔יִם וְ⁠אֵ֖ת שְׂדֵ֣ה שֹׁמְר֑וֹן1ଏଠାରେ, **ଭୂମି** ଏକ ବୃହତ, ଖୋଲା ଅଞ୍ଚଳକୁ ବୁଝାଏ ଏବଂ **ଇଫ୍ରୟିମ** ବଂଶର ଏବଂ ସମଗ୍ର ଶମରୀୟା ଚତୁର୍ଦ୍ଦିଗରେ ଥିବା ସମଗ୍ର ଅଞ୍ଚଳକୁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: “ସମସ୍ତ ଅଞ୍ଚଳ ଯାହା ଇଫ୍ରୟିମ ଏବଂ ଶମରୀୟାର ସମସ୍ତ ଅଞ୍ଚଳ ଥିଲା”
1371:19gup4rc://*/ta/man/translate/figs-personificationוּ⁠בִנְיָמִ֖ן1ଏଠାରେ, **ବିନ୍ୟାମୀନ** ବିନ୍ୟାମୀନ ଗୋଷ୍ଠୀର ଲୋକମାନଙ୍କୁ ବୁଝାଏ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଏବଂ ସେମାନଙ୍କର ପୂର୍ବଜ ସେ ଅଟନ୍ତି। UST ଦେଖନ୍ତୁ ।
1381:19czq7rc://*/ta/man/translate/figs-ellipsisוּ⁠בִנְיָמִ֖ן אֶת־הַ⁠גִּלְעָֽד1ଏଠାରେ, ପାଠକ ପୂର୍ବ ଧାରା ଅନୁଯାୟୀ କ୍ରିୟା **ଅଧିକାର କରିବେ**ବୁଝି ପାରିବେ ବୋଲି ଆଶା କରାଯାଏ । ବିକଳ୍ପ ଅନୁବାଦ: “ଏବଂ ବିନ୍ୟାମୀନ ବଂଶର ଲୋକମାନେ ଗିଲୀୟଦର ଭୂମି ଅଧିକାର କରିବେ”
1391:19cr31rc://*/ta/man/translate/figs-synecdocheהַ⁠גִּלְעָֽד1**ଗିଲୀୟଦ** ଇସ୍ରାଏଲର ପୂର୍ବ ଦିଗରେ, ଯର୍ଦ୍ଦନ ନଦୀ ପାର୍ଶ୍ୱରେ ଅବସ୍ଥିତ ଅଟେ। ଏହା ପୂର୍ବ ଦିଗକୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । UST ଦେଖନ୍ତୁ ।
1401:20xw8xrc://*/ta/man/translate/grammar-collectivenounsוְ⁠גָלֻ֣ת הַֽ⁠חֵל־הַ֠⁠זֶּה1ଏଠାରେ, **ନିର୍ବାସନ** ଏକ ସାମୂହିକ ଏକବଚନ ବିଶେଷ୍ୟ ଅଟେ ଯେଉଁଥିରେ ନିର୍ବାସିତ ହୋଇଥିବା ସମସ୍ତ ଲୋକ ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ସମସ୍ତ ବୃହତ ଗୋଷ୍ଠୀ ଯେଉଁମାନେ ବନ୍ଦୀ କରାଯାଇଥିଲେ ଏବଂ ସେମାନଙ୍କ ଗୃହରୁ ନିଆଯାଇଥିଲେ”
1411:20t8hmהַֽ⁠חֵל1ଏଠାରେ, **ସେନା** ଭାବରେ ଅନୁବାଦିତ ଶବ୍ଦର ଅର୍ଥ ମଧ୍ୟ “ବହୁ ସଂଖ୍ୟକ ଲୋକ” ହୋଇପାରେ । ଏହି ପରିପ୍ରେକ୍ଷୀରେ, ବହୁ ସଂଖ୍ୟକ ଲୋକମାନଙ୍କୁ ଅଞ୍ଚଳ ଅକ୍ତିଆର କରିବା ଭଳି ବର୍ଣ୍ଣନା କରାଯାଇଛି, ତେଣୁ ସେମାନେ ଏକ ସେନା ଭାବରେ କାର୍ଯ୍ୟ କରିବେ । ଯଦି ଆପଣଙ୍କର ଏକ ଶବ୍ଦ ଅଛି ଯାହା ଏହି ଦୁଇଟି ବିଷୟର ଅର୍ଥ ବୁଯାଇପାରେ, ଏହାକୁ ଏଠାରେ ବ୍ୟବହାର କରନ୍ତୁ । ଯଦି ନୁହେଁ, ତେବେ ଅନ୍ୟ ଏକ ସର୍ବୋତ୍ତମ ଶବ୍ଦ ବାଛନ୍ତୁ ।
1421:20cr35rc://*/ta/man/translate/figs-metaphorלִ⁠בְנֵ֨י יִשְׂרָאֵ֤ל1ଏଠାରେ, **ଇସ୍ରାଏଲର ସନ୍ତାନମାନଙ୍କ** ବାକ୍ୟାଂଶର ଦୁଇଟି ସମ୍ଭାବନା ଅର୍ଥ ଅଛି: (1) ଏହି ପ୍ରସଙ୍ଗରେ, **ଇସ୍ରାଏଲକୁ** ଉତ୍ତରରେ ଅକ୍ତିଆର କରୁଥିବା ଅଞ୍ଚଳ ଭାବରେ ଚିହ୍ନିତ କରାଯାଇଛି ଏବଂ **ଯିରୂଶାଲମର** ବିପରୀତ ଅଟେ, ତେଣୁ ଏହା ଜଣାପଡୁଛି ଯେ **ଇସ୍ରାଏଲର ସନ୍ତାନମାନେ** ଲୋକମାନଙ୍କୁ ବୁଝାଏ; ସେମାନେ ଇସ୍ରାଏଲର ଉତ୍ତର ରାଜ୍ୟରୁ ଆସିଛନ୍ତି। ବିକଳ୍ପ ଅନୁବାଦ: “ଉତ୍ତର ଇସ୍ରାଏଲରୁ” (2) ଏହା ଇସ୍ରାଏଲର ସମସ୍ତ ବଂଶକୁ ସୂଚାଇପାରେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କ”
1431:20cr37rc://*/ta/man/translate/figs-metonymyאֲשֶֽׁר־כְּנַעֲנִים֙1କିଣାନ ଦେଶରେ ଇସ୍ରାଏଲର ଲୋକମାନେ ନିର୍ବାସିତ ହେବା ପୂର୍ବରୁ ବାସ କରୁଥିଲେ। ତେଣୁ ଲୋକମାନେ ଯେଉଁଠାରେ ରହୁଥିଲେ ଏବଂ କେଉଁଠାରେ ପୁନର୍ବାର ରହିବେ ସେହି ନାମରେ ନାମିତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ କିଣାନ ଦେଶରେ ବାସ କରୁଥିଲେ”
1441:20r8cnrc://*/ta/man/translate/translate-namesעַד־צָ֣רְפַ֔ת1ସାରିଫତ ସୋର ଓ ସୀଦୋନ ମଧ୍ୟରେ ଭୂମଧ୍ୟସାଗର ଉପକୂଳରେ ଇସ୍ରାଏଲର ଉତ୍ତରରେ ଏକ ସୁରଫୈନୀକୀୟା ନଗରରେ ଅବସ୍ଥିତ ଥିଲା । ବିକଳ୍ପ ଅନୁବାଦ: “ସାରିଫତର ଉତ୍ତର ପର୍ଯ୍ୟନ୍ତ”
1451:20zdk5rc://*/ta/man/translate/figs-ellipsisעַד־צָ֣רְפַ֔ת1ପାଠକଗଣ ପୂର୍ବ ବାକ୍ୟରୁ “ଅଧିକାର କରିବେ” କିମ୍ବା “ଧାରଣ କରିବେ” କ୍ରିୟାକୁ ବୁଝି ପାରିବେ ବୋଲି ଆଶା କରାଯାଏ । ବିକଳ୍ପ ଅନୁବାଦ: “ସାରିଫତ ପର୍ଯ୍ୟନ୍ତ ଉତ୍ତରରେ ଥିବା ଅଞ୍ଚଳକୁ ଅଧିକାର କରିବେ”
1461:20u5t1rc://*/ta/man/translate/grammar-collectivenounsוְ⁠גָלֻ֥ת יְרוּשָׁלִַ֖ם1ଏଠାରେ, **ନିର୍ବାସନ** ଶବ୍ଦ ଏକ ସାମୂହିକ ଏକବଚନ ବିଶେଷ୍ୟ ଅଟେ ଯେଉଁଥିରେ ଯିରୂଶାଲମରେ ବନ୍ଦୀ ହୋଇ ସେମାନଙ୍କ ଗୃହରୁ ନିଆଯାଇଥିବା ସମସ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ବନ୍ଦୀ ହୋଇ ଯିରୂଶାଲମରେ ନିଜ ଘରୁ ନିଆଯାଇଥିଲେ”
1471:20x6ytrc://*/ta/man/translate/translate-namesבִּ⁠סְפָרַ֑ד1**ସାରିଫତ** ଏକ ସ୍ଥାନର ନାମ ଅଟେ, ଯାହାର ଅବସ୍ଥାନ ଆଧୁନିକ ବିଦ୍ବାନମାନେ ଜାଣନ୍ତି ନାହିଁ । କେତେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହା ଲୁଦ୍‍ ଅଞ୍ଚଳର ସାର୍ଦ୍ଦୀର ନଗରକୁ ଦର୍ଶାଏ । ଏହା ଇସ୍ରାଏଲର ଉତ୍ତର-ପଶ୍ଚିମ ଏସିଆ ମହାଦେଶରେ ବର୍ତ୍ତମାନ ତୁର୍କୀର ଦେଶ ଅଟେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ସାରିଫତରେ ବାସ କର”
1481:20cr39rc://*/ta/man/translate/figs-explicitיִֽרְשׁ֕וּ1**ନେଗେଭ୍ ନଗରଗୁଡ଼ିକୁ** ଜୟ କରିବାକୁ, ଏହି ନିର୍ବାସିତମାନେ ପ୍ରଥମେ ସେମାନେ ରହୁଥିବା ଦୂର ଦେଶରୁ ଫେରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ଫେରି ଆସି ଜିତିବେ”
1491:20cr41rc://*/ta/man/translate/translate-namesהַ⁠נֶּֽגֶב1**ନେଗେଭ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ। [ 19](../01/19.md) ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ: “ଦକ୍ଷିଣ ଯିହୁଦା ପ୍ରାନ୍ତର”
1501:21j7nfrc://*/ta/man/translate/figs-metonymyוְ⁠עָל֤וּ מֽוֹשִׁעִים֙ בְּ⁠הַ֣ר צִיּ֔וֹן לִ⁠שְׁפֹּ֖ט אֶת־הַ֣ר עֵשָׂ֑ו1ଯଦିଓ **ସିୟୋନ ପର୍ବତ** ଯିରୂଶାଲମ ପାଇଁ ଏକ ସାଙ୍କେତିକ ନାମ ଅଟେ, ଯିରୂଶାଲମରେ ଏହି ଉଚ୍ଚ ସ୍ଥାନର ଚିତ୍ର ରଖିବା ସମ୍ଭବ, ଯେଉଁଠାରେ ଈଶ୍ବରଙ୍କ ମନ୍ଦିର ଥିଲା । ଏହା ମଧ୍ୟ **ଏଷୌର ପର୍ବତ** ସହିତ ତୁଳନା କରିବାକୁ ଅନୁମତି ଦିଏ । ଇଦୋମ ଗର୍ବିତ ଥିଲା ଯେ ଏହା ଉଚ୍ଚ ଥିଲା ଏବଂ ଏହାକୁ କେହି ତଳକୁ ଆଣି ପାରିବେ ନାହିଁ । କିନ୍ତୁ ଏହି ସାଙ୍କେତିକ ଚିତ୍ରଗୁଡ଼ିକ ସହିତ ସଦାପ୍ରଭୁ କହୁଛନ୍ତି ଯେ ସେ ଏହାକୁ ତଳକୁ ଆଣିବେ ଏବଂ ଏହା ବଦଳରେ ନିଜ ଲୋକମାନଙ୍କୁ ଉଚ୍ଚରେ ରଖିବେ । ଯଦି ଆପଣ ପୁସ୍ତକକୁ ଅନୁବାଦ କରନ୍ତି ଏବଂ ସିୟୋନର ପର୍ବତକୁ ଭୁଲ ବୁଝାଯିବ ତେବେ ଆପଣ ମଧ୍ୟ ଏହି ଅର୍ଥକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ତ୍ରାଣକର୍ତ୍ତା ଯିରୂଶାଲମକୁ ଯିବେ ଏବଂ ଇଦୋମ ଉପରେ ଶାସନ କରିବେ, ଯିଏ ବିଚାର କରିଥିଲା ଯେ ଯେ ସେମାନେ ସେଠାରୁ ଏତେ ଉଚ୍ଚରେ ଅବସ୍ଥିତ ଅଟନ୍ତି,”
1511:21hyg2מֽוֹשִׁעִים֙1ଏଠାରେ, **ତ୍ରାଣକର୍ତ୍ତାମାନେ** ଇସ୍ରାଏଲର ସାମରିକ ନେତାମାନଙ୍କୁ ବୁଝାଏ, ଯାହାଙ୍କୁ ଇଦୋମ ଦେଶକୁ ପରାସ୍ତ କରିବାକୁ ଈଶ୍ଵର ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ଯେଉଁ ନେତାମାନେ ଇସ୍ରାଏଲକୁ ଉଦ୍ଧାର କରିଛନ୍ତି”
1521:21cr43rc://*/ta/man/translate/figs-metonymyבְּ⁠הַ֣ר צִיּ֔וֹן1ସଦାପ୍ରଭୁ ଯିରୂଶାଲମକୁ ସାଙ୍କେତିକ ଭାବରେ ଏହା ସହ ଜଡିତ କିଛି ନାମ, ନଗର ଉପରେ ନିର୍ମିତ ପର୍ବତ ନାମରେ ଉଲ୍ଲେଖ କରୁଛନ୍ତି । 16 ଏବଂ 17 ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିରୂଶାଲମକୁ”
1531:21cr45rc://*/ta/man/translate/figs-synecdocheהַ֣ר עֵשָׂ֑ו1ଏହି ବାକ୍ୟାଂଶ ପାର୍ବତ୍ୟ ଅଞ୍ଚଳକୁ ବୁଝାଏ ଯେଉଁଠାରେ ଯାକୁବର ଭାଇ ତଥା ଇଦୋମୀୟମାନଙ୍କ ପୂର୍ବଜ ଏଷୌ ଯାଇ ସେଠାରେ ବସବାସ କରିଥିଲେ। ତେଣୁ ଏହାର ଅର୍ଥ “ପାହାଡ ଦେଶ ଅଟେ ଯାହା ଏଷୌ ଏବଂ ତାଙ୍କର ବଂଶଧରମାନଙ୍କର ଥିଲା।” ଆପଣ କିପରି 8, 9, ଏବଂ 19 ପଦରେ ଅନୁବାଦ କରିଛନ୍ତି, ଦେଖନ୍ତୁ ବିକଳ୍ପ ବିକଳ୍ପ: “ଇଦୋମର ଦେଶ”
1541:21wy7xוְ⁠הָיְתָ֥ה לַֽ⁠יהוָ֖ה הַ⁠מְּלוּכָֽה1ଏହି ବାକ୍ୟଟି ଜୋର ଦେଇଥାଏ ଯେ ସଦାପ୍ରଭୁ ଇଦୋମ ଉପରେ ଶାସନ କରୁଥିବାବେଳେ ବ୍ୟକ୍ତିଗତ ଭାବରେ ଇସ୍ରାଏଲ ରାଜ୍ୟ ଉପରେ ଶାସନ କରିବେ। ବିକଳ୍ପ ଅନୁବାଦ: “ସଦାପ୍ରଭୁ ସମସ୍ତଙ୍କ ଉପରେ ରାଜା ହେବେ”