Edit 'tn_OBA.tsv' using 'tc-create-app'

This commit is contained in:
Gayatri-Digal 2023-12-19 17:27:42 +00:00
parent 14a48919bb
commit 5a2eca5594
1 changed files with 7 additions and 7 deletions

View File

@ -59,7 +59,7 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:8 g6se rc://*/ta/man/translate/figs-parallelism חֲכָמִים֙ מֵֽ⁠אֱד֔וֹם וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ସମାନ ଅର୍ଥକୁ ଦୁଇଥର ପ୍ରକାଶ କରାଯାଇଛି କିନ୍ତୁ ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ଶବ୍ଦରେ କୁହାଯାଇଛି। ଏଠାରେ, **ଜ୍ଞାନୀ ମନୁଷ୍ୟ** ଏବଂ **ବୁଦ୍ଧି** ଉଭୟ ଜ୍ଞାନୀ ମନୁଷ୍ୟକୁ ବୁଝାଏ ଏବଂ **ଇଦୋମ** ଏବଂ **ଏଷୌର ପର୍ବତ** ଉଭୟ ଇଦୋମ ଦେଶକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାକୁ କେବଳ ଥରେ କହିପାରିବେ, କିମ୍ବା ଅନ୍ୟ ଉପାୟରେ ଅର୍ଥ ଉପରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ଯେଉଁମାନେ ଜ୍ଞାନୀ ଇଦୋମ ଦେଶରୁ ଅଟନ୍ତି”
1:8 jd23 rc://*/ta/man/translate/figs-abstractnouns וּ⁠תְבוּנָ֖ה 1 ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ଏବଂ ଯେଉଁମାନେ ଜାଣନ୍ତି କ’ଣ କରିବା ତାହା”
1:8 z8tf rc://*/ta/man/translate/figs-synecdoche מֵ⁠הַ֥ר עֵשָֽׂו 1 ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି । ଏଷୌର ପର୍ବତଟି ବର୍ତ୍ତମାନ ବୋଜ୍ରା ପର୍ବତ ହୋଇପାରେ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
1:8 gn3t rc://*/ta/man/translate/translate-names עֵשָֽׂו 1 ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା 6 ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
1:8 gn3t rc://*/ta/man/translate/translate-names עֵשָֽׂו 1 ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା [6](../01/06.md) ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
1:9 jd25 rc://*/ta/man/translate/figs-synecdoche וְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן 1 ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସେମାନଙ୍କୁ **ତୈମନ୍** ବୋଲି ସମ୍ବୋଧନ କରିଛନ୍ତି, ଯାହା ସେମାନଙ୍କର ରାଜଧାନୀ ଆଖପାଖ ଅଞ୍ଚଳର ନାମ ଥିଲା। ଇଦୋମର ଏହି ଅଂଶ ବର୍ତ୍ତମାନ ସମଗ୍ର ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନେ, ତୁମ୍ଭମାନଙ୍କର ଶକ୍ତିଶାଳୀ ସେନା ଭୟଭୀତ ହେବେ”
1:9 qvg3 rc://*/ta/man/translate/translate-names תֵּימָ֑ן 1 ଇଦୋମ ଦେଶରେ ଏକ ଅଞ୍ଚଳର ନାମ ତୈମନ୍ ଥିଲା । ସଦାପ୍ରଭୁ ଏହାର ଏକ ଅଂଶ ନାମରେ ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ହେ ଇଦୋମର ଲୋକମାନେ”
1:9 ljv4 rc://*/ta/man/translate/grammar-connect-logic-goal לְמַ֧עַן 1 ଏଠାରେ ଏକ କାରଣ ଏବଂ ପ୍ରଭାବ ସମ୍ପର୍କ ଦେଖିବାକୁ ମିଳେ । ସଦାପ୍ରଭୁ ପଦ 8 ରେ କହିଛନ୍ତି ଯେ ସେ ଇଦୋମର ଜ୍ଞାନୀମାନଙ୍କୁ ବିନାଶ କରିବେ ଏବଂ ଏଠାରେ ପଦ 9 ରେ କହିଛନ୍ତି ଯେ ଇଦୋମର ବୀର ଲୋକମାନେ “ଉଦ୍ବିଗ୍ନ ହେବେ” (ଅର୍ଥାତ୍ ସେମାନେ ଯୁଦ୍ଧ କରିବାକୁ ଚେଷ୍ଟା କରିବେ ନାହିଁ)। ଇଦୋମର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦୁଇ ଗୋଷ୍ଠୀ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସଦାପ୍ରଭୁ ଏହି ଦୁଇ ଗୋଷ୍ଠୀକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ, ଇଦୋମର ଅନ୍ୟ କେହି ମଧ୍ୟ ଆକ୍ରମଣକାରୀ ସେନାଠାରୁ ରକ୍ଷା ପାଇପାରିବେ ନାହିଁ। ବିକଳ୍ପ ଅନୁବାଦ: “ଫଳରେ”
@ -75,11 +75,11 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:10 f8g6 rc://*/ta/man/translate/figs-idiom תְּכַסְּ⁠ךָ֣ בוּשָׁ֑ה 1 କୌଣସି ବିଷୟରେ **ଆଚ୍ଛନ୍ନ** ହେବା ବାକ୍ୟ ସମ୍ପୂର୍ଣ୍ଣ ଅନୁଭବ କରିବାର ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମ୍ପୂର୍ଣ୍ଣ ଲଜ୍ଜିତ ହେବ”
1:10 a113 rc://*/ta/man/translate/figs-activepassive וְ⁠נִכְרַ֖תָּ 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ କ୍ରିୟା ପଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ”
1:10 jd43 rc://*/ta/man/translate/figs-explicit וְ⁠נִכְרַ֖תָּ 1 ଏଠାରେ କାର୍ଯ୍ୟ କିଏ କରେ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭରର ଶତ୍ରୁମାନେ ତୁମ୍ଭକୁ ଧ୍ୱଂସ କରିବେ”
1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 5 ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 [5](../01/05.md) ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
1:11 w6hj rc://*/ta/man/translate/figs-metaphor עֲמָֽדְ⁠ךָ֣ מִ⁠נֶּ֔גֶד 1 ଏହା ଏକ ଉପମା ଅଟେ ଯାହା ଇଦୋମର ଲୋକମାନଙ୍କୁ ଜଣେ ବ୍ୟକ୍ତି ଭାବରେ ବୁଝାଏ ଯିଏ କେବଳ ଠିଆ ହୋଇ ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ତାହାକୁ ସାହାଯ୍ୟ କରି ନାହଁ।”
1:11 s38y rc://*/ta/man/translate/figs-parallelism שְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅଟେ । ଯିହୁଦା ଏକ ନୈରାଶ୍ୟ ଅବସ୍ଥାରେ ଥିଲା ବୋଲି ଜୋର ଦେବା ପାଇଁ ସେଗୁଡିକ ଏକତ୍ର ବ୍ୟବହୃତ ହୋଇଅଛି । ଆକ୍ରମଣକାରୀ ସେନା ଯିହୁଦାର ସହରଗୁଡ଼ିକୁ ଲୁଣ୍ଠନ କରୁଥିଲେ।
1:11 rtj8 rc://*/ta/man/translate/figs-personification חֵיל֑⁠וֹ & שְׁעָרָ֗יו 1 ଏଠାରେ, **ତାହାର** ପଦ 10 ରେ **ତୁମ୍ଭର ଭାଇ ଯାକୁବଙ୍କୁ** ବୁଝାଏ, ଅର୍ଥାତ୍ ଯିହୁଦାର ଲୋକମାନଙ୍କୁ ବୁଝାଏ ।
1:11 jd46 חֵיל֑⁠וֹ 1 ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ 13 ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
1:11 jd46 חֵיל֑⁠וֹ 1 ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ [ 13](../01/13.md) ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
1:11 jd47 rc://*/ta/man/translate/figs-synecdoche שְׁעָרָ֗יו 1 ଏଠାରେ **ଫାଟକ** “ନଗର” କୁ ବୁଝାଏ । ଫାଟକ, ଏକ ନଗରର ଅଂଶ ଅଟେ ଯେଉଁଥିରେ ଲୋକମାନେ ଯିବା ଆସିବା କରନ୍ତି, ଏଠାରେ ସମଗ୍ର ନଗରକୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିହୁଦାର ସମସ୍ତ ନଗର”
1:11 i8sr rc://*/ta/man/translate/figs-metaphor וְ⁠עַל־יְרוּשָׁלִַ֨ם֙ יַדּ֣וּ גוֹרָ֔ל 1 ଏଠାରେ ଏହାର ଦୁଇଟି ବିଷୟକୁ ବୁଝାଇପାରେ: (1) ଏହା *ବିଦେଶୀମାନେ** **ଯିରୂଶାଲମକୁ** ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ କହିବାର ଏକ ଅଳଙ୍କାରିକ ଉପାୟ ଅଟେ, ଯିରୂଶାଲମକୁ ଏପରି ଚତ୍ରିତ କରାଯାଇଥିଲା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି, କିନ୍ତୁ ଏହାକୁ ଭାଗ କରିହେବ ନାହିଁ, ତେଣୁ ତାହା ପାଇବାକୁ ସେମାନେ ଗୁଲିବାଣ୍ଟ କଲେ । ବିକଳ୍ପ ଅନୁବାଦ: “ସେମାନେ ଯିରୂଶାଲମକୁ ମଧ୍ୟ ଲୁଣ୍ଠନ କଲେ” କିମ୍ବା (2) ନଗରର ନାମ ନଗରର ଧନକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେମାନେ ଯିରୁଶାଲମର ସମ୍ପତ୍ତିକୁ ନିଜ ମଧ୍ୟରେ ଭାଗ କଲେ”
1:11 s4y1 rc://*/ta/man/translate/figs-explicit גַּם־אַתָּ֖ה כְּ⁠אַחַ֥ד מֵ⁠הֶֽם 1 ଇଦୋମର ଲୋକମାନେ **ଅପରିଚିତ** ଓ **ବିଦେଶୀମାନଙ୍କ** ପରି କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେମାନେ ସେମାନଙ୍କ ପରି ଥିଲେ କାରଣ ସେମାନେ ଯିହୁଦାର ଲୋକମାନଙ୍କୁ ସାହାଯ୍ୟ କରିନଥିଲେ, ଯେଉଁମାନେ ସମ୍ପୃକ୍ତ ଲୋକ ସମମୂହ ଥିଲେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏହି ସୂଚନା ଅନ୍ତର୍ଭୁକ୍ତ କରିପାରିବେ ।
@ -87,13 +87,13 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:12 e7cd rc://*/ta/man/translate/figs-explicit וְ⁠אַל־תֵּ֤רֶא 1 ଏଠାରେ, **ତୁମ୍ଭେ ଅନାଇବା ଉଚିତ ନ ଥିଲା** ବାକ୍ୟାଶ ଇଦୋମର ଲୋକମାନେ ଯିହୁଦାର ବିପର୍ଯ୍ୟୟକୁ ଆନନ୍ଦରେ ଦେଖିବାକୁ ବୁଝାଏ । ଏହାକୁ ସ୍ପଷ୍ଟ କରିବାକୁ, ଆପଣ ଅନୁବାଦ କରୁଥିବା ଉପାୟରେ ଏହି ସୂଚନାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ଆନନ୍ଦରେ ଦେଖିବା ଉଚିତ୍ ନୁହେଁ” କିମ୍ବା “ଏହା ଦେଖିବା ଅତ୍ୟନ୍ତ ଭୁଲ ଥିଲା”
1:12 xhd0 rc://*/ta/man/translate/figs-hendiadys בְ⁠יוֹם־אָחִ֨י⁠ךָ֙ בְּ⁠י֣וֹם נָכְר֔⁠וֹ 1 **ତୁମ୍ଭର ଭ୍ରାତାର ଦିନରେ** ଏବଂ **ତାହାର ଦୁର୍ଦ୍ଦଶାର ଦିନ** ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ ଅର୍ଥାତ୍ “ତୁମ୍ଭର ଭାଇର ଦୁର୍ଦ୍ଦଶା ଦିନ” । ଯଦି ଦୁଇଟି ବାକ୍ୟାଂଶଗୁଡିକ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ UST ପରି ଏକ ବାକ୍ୟାଂଶରେ ପ୍ରକାଶ କରିପାରିବେ ।
1:12 crs3 rc://*/ta/man/translate/figs-idiom בְ⁠יוֹם 1 ଏଠାରେ, **ଦିନରେ** ଏକ ରୂଢ଼ି ଅଟେ ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯାହା ଏକ ଦିନରୁ ବହୁତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ବିକଳ୍ପ ଅନୁବାଦ: “ସେହି ସମୟରେ”
1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 10 ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 [ 10](../01/10.md) ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
1:12 f7lt rc://*/ta/man/translate/figs-gendernotations לִ⁠בְנֵֽי־יְהוּדָ֖ה 1 ଏଠାରେ, **ସନ୍ତାନ** ଶବ୍ଦ କେବଳ ପୁରୁଷମାନଙ୍କୁ ବୁଝାଏ ନାହିଁ । ଏହା ଯାକୁବଙ୍କ ସନ୍ତାନ ଯିହୁଦାର ସମସ୍ତ ବଂଶଧରଙ୍କୁ ଏବଂ ଇସ୍ରାଏଲର ବିଭିନ୍ନ ଜାତିକୁ ବୁଝାଏ ଯେଉଁମାନେ ଏହି ସମୟରେ ଯିହୁଦା ରାଜ୍ୟରେ ବାସ କରିବାକୁ ଆସିଥିଲେ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଉପରେ”
1:12 lxg7 rc://*/ta/man/translate/figs-idiom וְ⁠אַל־תַּגְדֵּ֥ל פִּ֖י⁠ךָ 1 ଏହି ବାକ୍ୟାଂଶ ଅହଙ୍କାର କରିବା କିମ୍ବା ପରିହାସ କରିବା ପାଇଁ ଏକ ରୂଢ଼ି ଅଟେ । ଅନ୍ୟର ଦୁର୍ଦ୍ଦଶାକୁ ଦେଖିବା ପରିପ୍ରେକ୍ଷୀରେ, ପରିହାସ କରିବା ଉତ୍ତମ ଅର୍ଥ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ପରିହାସ କରିବା ଉଚିତ୍ ନୁହେଁ”
1:13 dwn2 rc://*/ta/man/translate/figs-parallelism בְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ 1 ଏହି କବିତା ଶୈଳୀରେ **ଦୁର୍ଦ୍ଦଶା** କେତେ ଭୟଙ୍କର ତାହା ଉପରେ ଜୋର ଦେବା ପାଇଁ ପ୍ରତ୍ୟେକ ଧାଡି ଶେଷରେ ସମାନ ବାକ୍ୟାଂଶ ବ୍ୟବହୃତ ହୋଇଅଛି । ଯଦି ଏହି ଶୈଳୀ ଏକ ବର୍ଦ୍ଧିତ ଗୁରୁତ୍ୱକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ବ୍ୟବହୃତ ନାହିଁ, ତେବେ ଆପଣ ତିନୋଟି ଘଟଣାକୁ ଗୋଟିଏରେ ପ୍ରକାଶ କରିପାରିବେ ଯେପରି UST ପ୍ରକାଶ କରେ।
1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ପଦ 10 ଦେଖନ୍ତୁ) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ଦେଖନ୍ତୁ [ପଦ 10](../01/10.md)) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
1:13 f9q3 rc://*/ta/man/translate/figs-exclamations גַם־אַתָּ֛ה 1 ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ସିଧାସଳଖ ଅଭିହିତ କରୁଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେବା ପାଇଁ ସେ ଏହି ବିସ୍ମୟ ସୂଚକ ଅବ୍ୟୟ ଯୋଡିଛନ୍ତି। ଏହି ଉଦ୍ବେଗ କ୍ରୋଧ ପ୍ରକାଶ କରେ, ସେମାନଙ୍କ ଧ୍ୟାନ ଆବଶ୍ୟକ କରେ, ଏବଂ ଏହା ମଧ୍ୟ ଏକ ଚେତାବନୀ ହୋଇପାରେ ଯେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିପାରିବେ ନାହିଁ । ଯଦି ଏହା ଅନ୍ୟ ବାକ୍ୟର ମଧ୍ୟରେ ଉଲ୍ଲେଖ କରିବା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟ କରିପାରିବେ ଯାହାକି ବର୍ତ୍ତମାନର ବାକ୍ୟ ପୂର୍ବରୁ କିମ୍ବା ପରେ ଏକ ବିସ୍ମୟ ଚିହ୍ନରେ ଶେଷ ହେବ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସହ କହୁଛି”
1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ପଦ 12 ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି [ପଦ 12](../01/12.md) ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
1:13 jz38 rc://*/ta/man/translate/figs-you וְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ 1 ଏଠାରେ, **ତୁମ୍ଭେ** ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଭାବରେ ଅନୁବାଦିତ ଶବ୍ଦ ଅଟେ । ଓବଦୀୟ ପୁସ୍ତକର ଅନ୍ୟ ସ୍ଥାନରେ ଏହା ପୁରୁଷୋ ବାଚକ ଏବଂ ଏକବଚନ ଅଟେ । ହୁଏତ ଈଶ୍ବର ଏଠାରେ ଥିବା ସ୍ତ୍ରୀମାନଙ୍କୁ ବିଶେଷ ଭାବରେ ସମ୍ବୋଧିତ କରୁଛନ୍ତି କାରଣ ସେମାନେ ଭାବନ୍ତି ଯେ ସେମାନେ ମଧ୍ୟ ଦୋଷୀ ନୁହଁନ୍ତି । ତେଣୁ ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ, କିମ୍ବା ଏହାକୁ ଅନ୍ୟ ଉପାୟରେ ଚିହ୍ନିତ କରନ୍ତୁ ଯାହା ଦ୍ବାରା ଏହାର ଅର୍ଥ “ତୁମ୍ଭେ ସ୍ତ୍ରୀଗଣ।”
1:14 ixs7 rc://*/ta/man/translate/translate-unknown הַ⁠פֶּ֔רֶק 1 ଏକ **ଚୌମୁହାଣି** ଏକ ସ୍ଥାନ ଯେଉଁଠାରେ ଦୁଇଟି ରାସ୍ତା ଏକାଠି ହୁଏ ।
1:14 p7i1 rc://*/ta/man/translate/figs-metaphor לְ⁠הַכְרִ֖ית 1 ଏଠାରେ, **ଛେଦନ କରିବା** ଏକ ରୂପକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ବଧ କରିବା” ଅଟେ। ଅମଳ ସମୟରେ ଧାନ କାଟିବା ସହିତ ଏହା ଏକ ତୁଳନାତ୍ମକ ବାକ୍ୟାଂଶ ଅଟେ । ଆପଣ କିପରି ଏହି ସମାନ ରୂପକୁ [ପଦ 9](../01/09.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ
@ -146,7 +146,7 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:20 u5t1 rc://*/ta/man/translate/grammar-collectivenouns וְ⁠גָלֻ֥ת יְרוּשָׁלִַ֖ם 1 ଏଠାରେ, **ନିର୍ବାସନ** ଶବ୍ଦ ଏକ ସାମୂହିକ ଏକବଚନ ବିଶେଷ୍ୟ ଅଟେ ଯେଉଁଥିରେ ଯିରୂଶାଲମରେ ବନ୍ଦୀ ହୋଇ ସେମାନଙ୍କ ଗୃହରୁ ନିଆଯାଇଥିବା ସମସ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ବନ୍ଦୀ ହୋଇ ଯିରୂଶାଲମରେ ନିଜ ଘରୁ ନିଆଯାଇଥିଲେ”
1:20 x6yt rc://*/ta/man/translate/translate-names בִּ⁠סְפָרַ֑ד 1 **ସାରିଫତ** ଏକ ସ୍ଥାନର ନାମ ଅଟେ, ଯାହାର ଅବସ୍ଥାନ ଆଧୁନିକ ବିଦ୍ବାନମାନେ ଜାଣନ୍ତି ନାହିଁ । କେତେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହା ଲୁଦ୍‍ ଅଞ୍ଚଳର ସାର୍ଦ୍ଦୀର ନଗରକୁ ଦର୍ଶାଏ । ଏହା ଇସ୍ରାଏଲର ଉତ୍ତର-ପଶ୍ଚିମ ଏସିଆ ମହାଦେଶରେ ବର୍ତ୍ତମାନ ତୁର୍କୀର ଦେଶ ଅଟେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ସାରିଫତରେ ବାସ କର”
1:20 cr39 rc://*/ta/man/translate/figs-explicit יִֽרְשׁ֕וּ 1 **ନେଗେଭ୍ ନଗରଗୁଡ଼ିକୁ** ଜୟ କରିବାକୁ, ଏହି ନିର୍ବାସିତମାନେ ପ୍ରଥମେ ସେମାନେ ରହୁଥିବା ଦୂର ଦେଶରୁ ଫେରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ଫେରି ଆସି ଜିତିବେ”
1:20 cr41 rc://*/ta/man/translate/translate-names הַ⁠נֶּֽגֶב 1 **ନେଗେଭ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ। 19 ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ: “ଦକ୍ଷିଣ ଯିହୁଦା ପ୍ରାନ୍ତର”
1:20 cr41 rc://*/ta/man/translate/translate-names הַ⁠נֶּֽגֶב 1 **ନେଗେଭ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ। [ 19](../01/19.md) ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ: “ଦକ୍ଷିଣ ଯିହୁଦା ପ୍ରାନ୍ତର”
1:21 j7nf rc://*/ta/man/translate/figs-metonymy וְ⁠עָל֤וּ מֽוֹשִׁעִים֙ בְּ⁠הַ֣ר צִיּ֔וֹן לִ⁠שְׁפֹּ֖ט אֶת־הַ֣ר עֵשָׂ֑ו 1 ଯଦିଓ **ସିୟୋନ ପର୍ବତ** ଯିରୂଶାଲମ ପାଇଁ ଏକ ସାଙ୍କେତିକ ନାମ ଅଟେ, ଯିରୂଶାଲମରେ ଏହି ଉଚ୍ଚ ସ୍ଥାନର ଚିତ୍ର ରଖିବା ସମ୍ଭବ, ଯେଉଁଠାରେ ଈଶ୍ବରଙ୍କ ମନ୍ଦିର ଥିଲା । ଏହା ମଧ୍ୟ **ଏଷୌର ପର୍ବତ** ସହିତ ତୁଳନା କରିବାକୁ ଅନୁମତି ଦିଏ । ଇଦୋମ ଗର୍ବିତ ଥିଲା ଯେ ଏହା ଉଚ୍ଚ ଥିଲା ଏବଂ ଏହାକୁ କେହି ତଳକୁ ଆଣି ପାରିବେ ନାହିଁ । କିନ୍ତୁ ଏହି ସାଙ୍କେତିକ ଚିତ୍ରଗୁଡ଼ିକ ସହିତ ସଦାପ୍ରଭୁ କହୁଛନ୍ତି ଯେ ସେ ଏହାକୁ ତଳକୁ ଆଣିବେ ଏବଂ ଏହା ବଦଳରେ ନିଜ ଲୋକମାନଙ୍କୁ ଉଚ୍ଚରେ ରଖିବେ । ଯଦି ଆପଣ ପୁସ୍ତକକୁ ଅନୁବାଦ କରନ୍ତି ଏବଂ ସିୟୋନର ପର୍ବତକୁ ଭୁଲ ବୁଝାଯିବ ତେବେ ଆପଣ ମଧ୍ୟ ଏହି ଅର୍ଥକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ତ୍ରାଣକର୍ତ୍ତା ଯିରୂଶାଲମକୁ ଯିବେ ଏବଂ ଇଦୋମ ଉପରେ ଶାସନ କରିବେ, ଯିଏ ବିଚାର କରିଥିଲା ଯେ ଯେ ସେମାନେ ସେଠାରୁ ଏତେ ଉଚ୍ଚରେ ଅବସ୍ଥିତ ଅଟନ୍ତି,”
1:21 hyg2 מֽוֹשִׁעִים֙ 1 ଏଠାରେ, **ତ୍ରାଣକର୍ତ୍ତାମାନେ** ଇସ୍ରାଏଲର ସାମରିକ ନେତାମାନଙ୍କୁ ବୁଝାଏ, ଯାହାଙ୍କୁ ଇଦୋମ ଦେଶକୁ ପରାସ୍ତ କରିବାକୁ ଈଶ୍ଵର ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ଯେଉଁ ନେତାମାନେ ଇସ୍ରାଏଲକୁ ଉଦ୍ଧାର କରିଛନ୍ତି”
1:21 cr43 rc://*/ta/man/translate/figs-metonymy בְּ⁠הַ֣ר צִיּ֔וֹן 1 ସଦାପ୍ରଭୁ ଯିରୂଶାଲମକୁ ସାଙ୍କେତିକ ଭାବରେ ଏହା ସହ ଜଡିତ କିଛି ନାମ, ନଗର ଉପରେ ନିର୍ମିତ ପର୍ବତ ନାମରେ ଉଲ୍ଲେଖ କରୁଛନ୍ତି । 16 ଏବଂ 17 ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିରୂଶାଲମକୁ”

1 Reference ID Tags SupportReference Quote Occurrence Note
59 1:8 g6se rc://*/ta/man/translate/figs-parallelism חֲכָמִים֙ מֵֽ⁠אֱד֔וֹם וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ସମାନ ଅର୍ଥକୁ ଦୁଇଥର ପ୍ରକାଶ କରାଯାଇଛି କିନ୍ତୁ ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ଶବ୍ଦରେ କୁହାଯାଇଛି। ଏଠାରେ, **ଜ୍ଞାନୀ ମନୁଷ୍ୟ** ଏବଂ **ବୁଦ୍ଧି** ଉଭୟ ଜ୍ଞାନୀ ମନୁଷ୍ୟକୁ ବୁଝାଏ ଏବଂ **ଇଦୋମ** ଏବଂ **ଏଷୌର ପର୍ବତ** ଉଭୟ ଇଦୋମ ଦେଶକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାକୁ କେବଳ ଥରେ କହିପାରିବେ, କିମ୍ବା ଅନ୍ୟ ଉପାୟରେ ଅର୍ଥ ଉପରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ଯେଉଁମାନେ ଜ୍ଞାନୀ ଇଦୋମ ଦେଶରୁ ଅଟନ୍ତି”
60 1:8 jd23 rc://*/ta/man/translate/figs-abstractnouns וּ⁠תְבוּנָ֖ה 1 ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ଏବଂ ଯେଉଁମାନେ ଜାଣନ୍ତି କ’ଣ କରିବା ତାହା”
61 1:8 z8tf rc://*/ta/man/translate/figs-synecdoche מֵ⁠הַ֥ר עֵשָֽׂו 1 ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି । ଏଷୌର ପର୍ବତଟି ବର୍ତ୍ତମାନ ବୋଜ୍ରା ପର୍ବତ ହୋଇପାରେ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
62 1:8 gn3t rc://*/ta/man/translate/translate-names עֵשָֽׂו 1 ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା 6 ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା [6](../01/06.md) ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
63 1:9 jd25 rc://*/ta/man/translate/figs-synecdoche וְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן 1 ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସେମାନଙ୍କୁ **ତୈମନ୍** ବୋଲି ସମ୍ବୋଧନ କରିଛନ୍ତି, ଯାହା ସେମାନଙ୍କର ରାଜଧାନୀ ଆଖପାଖ ଅଞ୍ଚଳର ନାମ ଥିଲା। ଇଦୋମର ଏହି ଅଂଶ ବର୍ତ୍ତମାନ ସମଗ୍ର ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନେ, ତୁମ୍ଭମାନଙ୍କର ଶକ୍ତିଶାଳୀ ସେନା ଭୟଭୀତ ହେବେ”
64 1:9 qvg3 rc://*/ta/man/translate/translate-names תֵּימָ֑ן 1 ଇଦୋମ ଦେଶରେ ଏକ ଅଞ୍ଚଳର ନାମ ତୈମନ୍ ଥିଲା । ସଦାପ୍ରଭୁ ଏହାର ଏକ ଅଂଶ ନାମରେ ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ହେ ଇଦୋମର ଲୋକମାନେ”
65 1:9 ljv4 rc://*/ta/man/translate/grammar-connect-logic-goal לְמַ֧עַן 1 ଏଠାରେ ଏକ କାରଣ ଏବଂ ପ୍ରଭାବ ସମ୍ପର୍କ ଦେଖିବାକୁ ମିଳେ । ସଦାପ୍ରଭୁ ପଦ 8 ରେ କହିଛନ୍ତି ଯେ ସେ ଇଦୋମର ଜ୍ଞାନୀମାନଙ୍କୁ ବିନାଶ କରିବେ ଏବଂ ଏଠାରେ ପଦ 9 ରେ କହିଛନ୍ତି ଯେ ଇଦୋମର ବୀର ଲୋକମାନେ “ଉଦ୍ବିଗ୍ନ ହେବେ” (ଅର୍ଥାତ୍ ସେମାନେ ଯୁଦ୍ଧ କରିବାକୁ ଚେଷ୍ଟା କରିବେ ନାହିଁ)। ଇଦୋମର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦୁଇ ଗୋଷ୍ଠୀ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସଦାପ୍ରଭୁ ଏହି ଦୁଇ ଗୋଷ୍ଠୀକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ, ଇଦୋମର ଅନ୍ୟ କେହି ମଧ୍ୟ ଆକ୍ରମଣକାରୀ ସେନାଠାରୁ ରକ୍ଷା ପାଇପାରିବେ ନାହିଁ। ବିକଳ୍ପ ଅନୁବାଦ: “ଫଳରେ”
75 1:10 f8g6 rc://*/ta/man/translate/figs-idiom תְּכַסְּ⁠ךָ֣ בוּשָׁ֑ה 1 କୌଣସି ବିଷୟରେ **ଆଚ୍ଛନ୍ନ** ହେବା ବାକ୍ୟ ସମ୍ପୂର୍ଣ୍ଣ ଅନୁଭବ କରିବାର ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମ୍ପୂର୍ଣ୍ଣ ଲଜ୍ଜିତ ହେବ”
76 1:10 a113 rc://*/ta/man/translate/figs-activepassive וְ⁠נִכְרַ֖תָּ 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ କ୍ରିୟା ପଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ”
77 1:10 jd43 rc://*/ta/man/translate/figs-explicit וְ⁠נִכְרַ֖תָּ 1 ଏଠାରେ କାର୍ଯ୍ୟ କିଏ କରେ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭରର ଶତ୍ରୁମାନେ ତୁମ୍ଭକୁ ଧ୍ୱଂସ କରିବେ”
78 1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 5 ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ” [5](../01/05.md) ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
79 1:11 w6hj rc://*/ta/man/translate/figs-metaphor עֲמָֽדְ⁠ךָ֣ מִ⁠נֶּ֔גֶד 1 ଏହା ଏକ ଉପମା ଅଟେ ଯାହା ଇଦୋମର ଲୋକମାନଙ୍କୁ ଜଣେ ବ୍ୟକ୍ତି ଭାବରେ ବୁଝାଏ ଯିଏ କେବଳ ଠିଆ ହୋଇ ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ତାହାକୁ ସାହାଯ୍ୟ କରି ନାହଁ।”
80 1:11 s38y rc://*/ta/man/translate/figs-parallelism שְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅଟେ । ଯିହୁଦା ଏକ ନୈରାଶ୍ୟ ଅବସ୍ଥାରେ ଥିଲା ବୋଲି ଜୋର ଦେବା ପାଇଁ ସେଗୁଡିକ ଏକତ୍ର ବ୍ୟବହୃତ ହୋଇଅଛି । ଆକ୍ରମଣକାରୀ ସେନା ଯିହୁଦାର ସହରଗୁଡ଼ିକୁ ଲୁଣ୍ଠନ କରୁଥିଲେ।
81 1:11 rtj8 rc://*/ta/man/translate/figs-personification חֵיל֑⁠וֹ & שְׁעָרָ֗יו 1 ଏଠାରେ, **ତାହାର** ପଦ 10 ରେ **ତୁମ୍ଭର ଭାଇ ଯାକୁବଙ୍କୁ** ବୁଝାଏ, ଅର୍ଥାତ୍ ଯିହୁଦାର ଲୋକମାନଙ୍କୁ ବୁଝାଏ ।
82 1:11 jd46 חֵיל֑⁠וֹ 1 ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ 13 ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ । ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ [ 13](../01/13.md) ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
83 1:11 jd47 rc://*/ta/man/translate/figs-synecdoche שְׁעָרָ֗יו 1 ଏଠାରେ **ଫାଟକ** “ନଗର” କୁ ବୁଝାଏ । ଫାଟକ, ଏକ ନଗରର ଅଂଶ ଅଟେ ଯେଉଁଥିରେ ଲୋକମାନେ ଯିବା ଆସିବା କରନ୍ତି, ଏଠାରେ ସମଗ୍ର ନଗରକୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିହୁଦାର ସମସ୍ତ ନଗର”
84 1:11 i8sr rc://*/ta/man/translate/figs-metaphor וְ⁠עַל־יְרוּשָׁלִַ֨ם֙ יַדּ֣וּ גוֹרָ֔ל 1 ଏଠାରେ ଏହାର ଦୁଇଟି ବିଷୟକୁ ବୁଝାଇପାରେ: (1) ଏହା *ବିଦେଶୀମାନେ** **ଯିରୂଶାଲମକୁ** ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ କହିବାର ଏକ ଅଳଙ୍କାରିକ ଉପାୟ ଅଟେ, ଯିରୂଶାଲମକୁ ଏପରି ଚତ୍ରିତ କରାଯାଇଥିଲା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି, କିନ୍ତୁ ଏହାକୁ ଭାଗ କରିହେବ ନାହିଁ, ତେଣୁ ତାହା ପାଇବାକୁ ସେମାନେ ଗୁଲିବାଣ୍ଟ କଲେ । ବିକଳ୍ପ ଅନୁବାଦ: “ସେମାନେ ଯିରୂଶାଲମକୁ ମଧ୍ୟ ଲୁଣ୍ଠନ କଲେ” କିମ୍ବା (2) ନଗରର ନାମ ନଗରର ଧନକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେମାନେ ଯିରୁଶାଲମର ସମ୍ପତ୍ତିକୁ ନିଜ ମଧ୍ୟରେ ଭାଗ କଲେ”
85 1:11 s4y1 rc://*/ta/man/translate/figs-explicit גַּם־אַתָּ֖ה כְּ⁠אַחַ֥ד מֵ⁠הֶֽם 1 ଇଦୋମର ଲୋକମାନେ **ଅପରିଚିତ** ଓ **ବିଦେଶୀମାନଙ୍କ** ପରି କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେମାନେ ସେମାନଙ୍କ ପରି ଥିଲେ କାରଣ ସେମାନେ ଯିହୁଦାର ଲୋକମାନଙ୍କୁ ସାହାଯ୍ୟ କରିନଥିଲେ, ଯେଉଁମାନେ ସମ୍ପୃକ୍ତ ଲୋକ ସମମୂହ ଥିଲେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏହି ସୂଚନା ଅନ୍ତର୍ଭୁକ୍ତ କରିପାରିବେ ।
87 1:12 e7cd rc://*/ta/man/translate/figs-explicit וְ⁠אַל־תֵּ֤רֶא 1 ଏଠାରେ, **ତୁମ୍ଭେ ଅନାଇବା ଉଚିତ ନ ଥିଲା** ବାକ୍ୟାଶ ଇଦୋମର ଲୋକମାନେ ଯିହୁଦାର ବିପର୍ଯ୍ୟୟକୁ ଆନନ୍ଦରେ ଦେଖିବାକୁ ବୁଝାଏ । ଏହାକୁ ସ୍ପଷ୍ଟ କରିବାକୁ, ଆପଣ ଅନୁବାଦ କରୁଥିବା ଉପାୟରେ ଏହି ସୂଚନାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ଆନନ୍ଦରେ ଦେଖିବା ଉଚିତ୍ ନୁହେଁ” କିମ୍ବା “ଏହା ଦେଖିବା ଅତ୍ୟନ୍ତ ଭୁଲ ଥିଲା”
88 1:12 xhd0 rc://*/ta/man/translate/figs-hendiadys בְ⁠יוֹם־אָחִ֨י⁠ךָ֙ בְּ⁠י֣וֹם נָכְר֔⁠וֹ 1 **ତୁମ୍ଭର ଭ୍ରାତାର ଦିନରେ** ଏବଂ **ତାହାର ଦୁର୍ଦ୍ଦଶାର ଦିନ** ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ ଅର୍ଥାତ୍ “ତୁମ୍ଭର ଭାଇର ଦୁର୍ଦ୍ଦଶା ଦିନ” । ଯଦି ଦୁଇଟି ବାକ୍ୟାଂଶଗୁଡିକ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ UST ପରି ଏକ ବାକ୍ୟାଂଶରେ ପ୍ରକାଶ କରିପାରିବେ ।
89 1:12 crs3 rc://*/ta/man/translate/figs-idiom בְ⁠יוֹם 1 ଏଠାରେ, **ଦିନରେ** ଏକ ରୂଢ଼ି ଅଟେ ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯାହା ଏକ ଦିନରୁ ବହୁତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ବିକଳ୍ପ ଅନୁବାଦ: “ସେହି ସମୟରେ”
90 1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 10 ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ । [ 10](../01/10.md) ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
91 1:12 f7lt rc://*/ta/man/translate/figs-gendernotations לִ⁠בְנֵֽי־יְהוּדָ֖ה 1 ଏଠାରେ, **ସନ୍ତାନ** ଶବ୍ଦ କେବଳ ପୁରୁଷମାନଙ୍କୁ ବୁଝାଏ ନାହିଁ । ଏହା ଯାକୁବଙ୍କ ସନ୍ତାନ ଯିହୁଦାର ସମସ୍ତ ବଂଶଧରଙ୍କୁ ଏବଂ ଇସ୍ରାଏଲର ବିଭିନ୍ନ ଜାତିକୁ ବୁଝାଏ ଯେଉଁମାନେ ଏହି ସମୟରେ ଯିହୁଦା ରାଜ୍ୟରେ ବାସ କରିବାକୁ ଆସିଥିଲେ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଉପରେ”
92 1:12 lxg7 rc://*/ta/man/translate/figs-idiom וְ⁠אַל־תַּגְדֵּ֥ל פִּ֖י⁠ךָ 1 ଏହି ବାକ୍ୟାଂଶ ଅହଙ୍କାର କରିବା କିମ୍ବା ପରିହାସ କରିବା ପାଇଁ ଏକ ରୂଢ଼ି ଅଟେ । ଅନ୍ୟର ଦୁର୍ଦ୍ଦଶାକୁ ଦେଖିବା ପରିପ୍ରେକ୍ଷୀରେ, ପରିହାସ କରିବା ଉତ୍ତମ ଅର୍ଥ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ପରିହାସ କରିବା ଉଚିତ୍ ନୁହେଁ”
93 1:13 dwn2 rc://*/ta/man/translate/figs-parallelism בְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ 1 ଏହି କବିତା ଶୈଳୀରେ **ଦୁର୍ଦ୍ଦଶା** କେତେ ଭୟଙ୍କର ତାହା ଉପରେ ଜୋର ଦେବା ପାଇଁ ପ୍ରତ୍ୟେକ ଧାଡି ଶେଷରେ ସମାନ ବାକ୍ୟାଂଶ ବ୍ୟବହୃତ ହୋଇଅଛି । ଯଦି ଏହି ଶୈଳୀ ଏକ ବର୍ଦ୍ଧିତ ଗୁରୁତ୍ୱକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ବ୍ୟବହୃତ ନାହିଁ, ତେବେ ଆପଣ ତିନୋଟି ଘଟଣାକୁ ଗୋଟିଏରେ ପ୍ରକାଶ କରିପାରିବେ ଯେପରି UST ପ୍ରକାଶ କରେ।
94 1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ପଦ 10 ଦେଖନ୍ତୁ) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ । ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ଦେଖନ୍ତୁ [ପଦ 10](../01/10.md)) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
95 1:13 f9q3 rc://*/ta/man/translate/figs-exclamations גַם־אַתָּ֛ה 1 ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ସିଧାସଳଖ ଅଭିହିତ କରୁଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେବା ପାଇଁ ସେ ଏହି ବିସ୍ମୟ ସୂଚକ ଅବ୍ୟୟ ଯୋଡିଛନ୍ତି। ଏହି ଉଦ୍ବେଗ କ୍ରୋଧ ପ୍ରକାଶ କରେ, ସେମାନଙ୍କ ଧ୍ୟାନ ଆବଶ୍ୟକ କରେ, ଏବଂ ଏହା ମଧ୍ୟ ଏକ ଚେତାବନୀ ହୋଇପାରେ ଯେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିପାରିବେ ନାହିଁ । ଯଦି ଏହା ଅନ୍ୟ ବାକ୍ୟର ମଧ୍ୟରେ ଉଲ୍ଲେଖ କରିବା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟ କରିପାରିବେ ଯାହାକି ବର୍ତ୍ତମାନର ବାକ୍ୟ ପୂର୍ବରୁ କିମ୍ବା ପରେ ଏକ ବିସ୍ମୟ ଚିହ୍ନରେ ଶେଷ ହେବ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସହ କହୁଛି”
96 1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ପଦ 12 ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ” ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି [ପଦ 12](../01/12.md) ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
97 1:13 jz38 rc://*/ta/man/translate/figs-you וְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ 1 ଏଠାରେ, **ତୁମ୍ଭେ** ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଭାବରେ ଅନୁବାଦିତ ଶବ୍ଦ ଅଟେ । ଓବଦୀୟ ପୁସ୍ତକର ଅନ୍ୟ ସ୍ଥାନରେ ଏହା ପୁରୁଷୋ ବାଚକ ଏବଂ ଏକବଚନ ଅଟେ । ହୁଏତ ଈଶ୍ବର ଏଠାରେ ଥିବା ସ୍ତ୍ରୀମାନଙ୍କୁ ବିଶେଷ ଭାବରେ ସମ୍ବୋଧିତ କରୁଛନ୍ତି କାରଣ ସେମାନେ ଭାବନ୍ତି ଯେ ସେମାନେ ମଧ୍ୟ ଦୋଷୀ ନୁହଁନ୍ତି । ତେଣୁ ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ, କିମ୍ବା ଏହାକୁ ଅନ୍ୟ ଉପାୟରେ ଚିହ୍ନିତ କରନ୍ତୁ ଯାହା ଦ୍ବାରା ଏହାର ଅର୍ଥ “ତୁମ୍ଭେ ସ୍ତ୍ରୀଗଣ।”
98 1:14 ixs7 rc://*/ta/man/translate/translate-unknown הַ⁠פֶּ֔רֶק 1 ଏକ **ଚୌମୁହାଣି** ଏକ ସ୍ଥାନ ଯେଉଁଠାରେ ଦୁଇଟି ରାସ୍ତା ଏକାଠି ହୁଏ ।
99 1:14 p7i1 rc://*/ta/man/translate/figs-metaphor לְ⁠הַכְרִ֖ית 1 ଏଠାରେ, **ଛେଦନ କରିବା** ଏକ ରୂପକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ବଧ କରିବା” ଅଟେ। ଅମଳ ସମୟରେ ଧାନ କାଟିବା ସହିତ ଏହା ଏକ ତୁଳନାତ୍ମକ ବାକ୍ୟାଂଶ ଅଟେ । ଆପଣ କିପରି ଏହି ସମାନ ରୂପକୁ [ପଦ 9](../01/09.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ
146 1:20 u5t1 rc://*/ta/man/translate/grammar-collectivenouns וְ⁠גָלֻ֥ת יְרוּשָׁלִַ֖ם 1 ଏଠାରେ, **ନିର୍ବାସନ** ଶବ୍ଦ ଏକ ସାମୂହିକ ଏକବଚନ ବିଶେଷ୍ୟ ଅଟେ ଯେଉଁଥିରେ ଯିରୂଶାଲମରେ ବନ୍ଦୀ ହୋଇ ସେମାନଙ୍କ ଗୃହରୁ ନିଆଯାଇଥିବା ସମସ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ବନ୍ଦୀ ହୋଇ ଯିରୂଶାଲମରେ ନିଜ ଘରୁ ନିଆଯାଇଥିଲେ”
147 1:20 x6yt rc://*/ta/man/translate/translate-names בִּ⁠סְפָרַ֑ד 1 **ସାରିଫତ** ଏକ ସ୍ଥାନର ନାମ ଅଟେ, ଯାହାର ଅବସ୍ଥାନ ଆଧୁନିକ ବିଦ୍ବାନମାନେ ଜାଣନ୍ତି ନାହିଁ । କେତେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହା ଲୁଦ୍‍ ଅଞ୍ଚଳର ସାର୍ଦ୍ଦୀର ନଗରକୁ ଦର୍ଶାଏ । ଏହା ଇସ୍ରାଏଲର ଉତ୍ତର-ପଶ୍ଚିମ ଏସିଆ ମହାଦେଶରେ ବର୍ତ୍ତମାନ ତୁର୍କୀର ଦେଶ ଅଟେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ସାରିଫତରେ ବାସ କର”
148 1:20 cr39 rc://*/ta/man/translate/figs-explicit יִֽרְשׁ֕וּ 1 **ନେଗେଭ୍ ନଗରଗୁଡ଼ିକୁ** ଜୟ କରିବାକୁ, ଏହି ନିର୍ବାସିତମାନେ ପ୍ରଥମେ ସେମାନେ ରହୁଥିବା ଦୂର ଦେଶରୁ ଫେରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ଫେରି ଆସି ଜିତିବେ”
149 1:20 cr41 rc://*/ta/man/translate/translate-names הַ⁠נֶּֽגֶב 1 **ନେଗେଭ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ। 19 ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ: “ଦକ୍ଷିଣ ଯିହୁଦା ପ୍ରାନ୍ତର” **ନେଗେଭ୍** ଯିହୁଦାର ଦକ୍ଷିଣ ଅଞ୍ଚଳର ନାମ ଅଟେ ଯାହା ଶୁଷ୍କ, ପଥର ଏବଂ ବନ୍ଧ୍ୟା ଅଟେ। [ 19](../01/19.md) ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ: “ଦକ୍ଷିଣ ଯିହୁଦା ପ୍ରାନ୍ତର”
150 1:21 j7nf rc://*/ta/man/translate/figs-metonymy וְ⁠עָל֤וּ מֽוֹשִׁעִים֙ בְּ⁠הַ֣ר צִיּ֔וֹן לִ⁠שְׁפֹּ֖ט אֶת־הַ֣ר עֵשָׂ֑ו 1 ଯଦିଓ **ସିୟୋନ ପର୍ବତ** ଯିରୂଶାଲମ ପାଇଁ ଏକ ସାଙ୍କେତିକ ନାମ ଅଟେ, ଯିରୂଶାଲମରେ ଏହି ଉଚ୍ଚ ସ୍ଥାନର ଚିତ୍ର ରଖିବା ସମ୍ଭବ, ଯେଉଁଠାରେ ଈଶ୍ବରଙ୍କ ମନ୍ଦିର ଥିଲା । ଏହା ମଧ୍ୟ **ଏଷୌର ପର୍ବତ** ସହିତ ତୁଳନା କରିବାକୁ ଅନୁମତି ଦିଏ । ଇଦୋମ ଗର୍ବିତ ଥିଲା ଯେ ଏହା ଉଚ୍ଚ ଥିଲା ଏବଂ ଏହାକୁ କେହି ତଳକୁ ଆଣି ପାରିବେ ନାହିଁ । କିନ୍ତୁ ଏହି ସାଙ୍କେତିକ ଚିତ୍ରଗୁଡ଼ିକ ସହିତ ସଦାପ୍ରଭୁ କହୁଛନ୍ତି ଯେ ସେ ଏହାକୁ ତଳକୁ ଆଣିବେ ଏବଂ ଏହା ବଦଳରେ ନିଜ ଲୋକମାନଙ୍କୁ ଉଚ୍ଚରେ ରଖିବେ । ଯଦି ଆପଣ ପୁସ୍ତକକୁ ଅନୁବାଦ କରନ୍ତି ଏବଂ ସିୟୋନର ପର୍ବତକୁ ଭୁଲ ବୁଝାଯିବ ତେବେ ଆପଣ ମଧ୍ୟ ଏହି ଅର୍ଥକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ତ୍ରାଣକର୍ତ୍ତା ଯିରୂଶାଲମକୁ ଯିବେ ଏବଂ ଇଦୋମ ଉପରେ ଶାସନ କରିବେ, ଯିଏ ବିଚାର କରିଥିଲା ଯେ ଯେ ସେମାନେ ସେଠାରୁ ଏତେ ଉଚ୍ଚରେ ଅବସ୍ଥିତ ଅଟନ୍ତି,”
151 1:21 hyg2 מֽוֹשִׁעִים֙ 1 ଏଠାରେ, **ତ୍ରାଣକର୍ତ୍ତାମାନେ** ଇସ୍ରାଏଲର ସାମରିକ ନେତାମାନଙ୍କୁ ବୁଝାଏ, ଯାହାଙ୍କୁ ଇଦୋମ ଦେଶକୁ ପରାସ୍ତ କରିବାକୁ ଈଶ୍ଵର ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ଯେଉଁ ନେତାମାନେ ଇସ୍ରାଏଲକୁ ଉଦ୍ଧାର କରିଛନ୍ତି”
152 1:21 cr43 rc://*/ta/man/translate/figs-metonymy בְּ⁠הַ֣ר צִיּ֔וֹן 1 ସଦାପ୍ରଭୁ ଯିରୂଶାଲମକୁ ସାଙ୍କେତିକ ଭାବରେ ଏହା ସହ ଜଡିତ କିଛି ନାମ, ନଗର ଉପରେ ନିର୍ମିତ ପର୍ବତ ନାମରେ ଉଲ୍ଲେଖ କରୁଛନ୍ତି । 16 ଏବଂ 17 ପଦରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିରୂଶାଲମକୁ”