Edit 'en_tn_64-2JN.tsv' using 'tc-create-app'

This commit is contained in:
Gayatri-Digal 2021-08-15 09:58:44 +00:00
parent 770f9870a2
commit a72c1c3cda
1 changed files with 7 additions and 1 deletions

View File

@ -48,4 +48,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2JN 1 4 w2b6 figs-metaphor περιπατοῦντας ἐν ἀληθείᾳ 1 walking in the truth ଯୋହନ ସାଙ୍କେତିକ ଭାବରେ **ଚାଲିବାର** ଅଭିବ୍ୟକ୍ତି ସହିତ କାହାର ଜୀବନ ଶୈଳି ବୁଝାଏ । ବିକଳ୍ପ ଅନୁବାଦ: "ସତ୍ୟ ଅନୁଯାୟୀ ଆଚରଣ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 4 ddnx figs-abstractnouns ἐν ἀληθείᾳ 1 ଯଦି ଆପଣଙ୍କର ଭାଷା ଏଥିପାଇଁ ଏକ ଗୁଣ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ଧାରଣ କରିଥିବା ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏକ ଉପାୟରେ ଯାହା ଈଶ୍ଵରଙ୍କ ପ୍ରକୃତ ବାର୍ତ୍ତା ସହିତ ସହମତ ଅଟେ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2JN 1 4 w7f1 guidelines-sonofgodprinciples τοῦ Πατρός 1 the Father ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ)
2JN 1 5 r4hx καὶ νῦν 1 ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।
2JN 1 5 r4hx καὶ νῦν 1 ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।
2JN 1 5 xjsu figs-metaphor κυρία 1 lady ଆପଣ ଏହାକୁ <u>ପଦ</u> <u>1</u> ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 6 cl95 figs-you ἠκούσατε…περιπατῆτε 1 you heard…you should walk ଏଠାରେ **ତୁମ୍ଭେ** ଶବ୍ଦ ବହୁବଚନ ଅଟେ, କାରଣ ଯୋହନ ବିଶ୍ଵାସୀମାନଙ୍କ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । 13 ପଦ ବ୍ୟତୀତ ଅନ୍ୟ ସମସ୍ତ ପତ୍ରରେ ମଧ୍ୟ ସମାନ ଅବସ୍ଥା ଅଛି, କାରଣ ସେଠାରେ ଯୋହନ ଏକ ମଣ୍ଡଳୀକୁ ଜଣେ ମହିଳା ଏବଂ ଏହାର ସଦସ୍ୟମାନଙ୍କୁ ଏହାର ସନ୍ତାନ ବୋଲି ଉଲ୍ଲେଖ କରନ୍ତି। [[rc://en/ta/man/translate/figs-you]])ଦେଖନ୍ତୁ)
2JN 1 7 u749 grammar-connect-logic-result ὅτι 1 For ଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା **କାରଣ** ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
2JN 1 7 vqnb figs-explicit οὗτός ἐστιν ὁ πλάνος καὶ ὁ ἀντίχριστος 1 This is the deceiver and the antichrist ଏଠାରେ, **ଏହିର** ଅର୍ଥ: (1) ଅନ୍ୟମାନଙ୍କୁ ପ୍ରତାରଣା କରିବାର କାର୍ଯ୍ୟକଳାପ କିମ୍ବା ଏହି ଲୋକମାନେ ଦେଉଥିବା ଏକ ପ୍ରକାର ଶିକ୍ଷା। ବିକଳ୍ପ ଅନୁବାଦ: "ଏହା ଏକ ପ୍ରତାରଣାକାରୀ, ଜଣେ ଭଣ୍ଡଖ୍ରୀଷ୍ଟ" କିମ୍ବା "ଏପରି ଶିକ୍ଷା ଜଣେ ବ୍ୟକ୍ତିଙ୍କଠାରୁ ଆସିଥାଏ ଯିଏ ପ୍ରତାରଣାକାରୀ ଏବଂ ଭଣ୍ଡଖ୍ରୀଷ୍ଟ ଅଟେ" କିମ୍ବା (2) ପ୍ରତାରଣାକାରୀ ଗୋଷ୍ଠୀର ଏକ ସଦସ୍ୟ । ବିକଳ୍ପ ଅନୁବାଦ: "ଏପରି ଏକ ବ୍ୟକ୍ତି ପ୍ରତାରଣାକାରୀ ଏବଂ ଭଣ୍ଡଖ୍ରୀଷ୍ଟ ଅଟେ" ଯଦି ଏହା ସହାୟକ ହେବ, ତେବେ ଆପଣ ଏହି ଅର୍ଥ ମଧ୍ୟରୁ ଗୋଟିଏ ସ୍ପଷ୍ଟ କରିପାରିବେ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 7 vfdn ὁ πλάνος καὶ ὁ ἀντίχριστος 1 the deceiver and the antichrist ଆପଣଙ୍କ ଅନୁବାଦରେ, **ପ୍ରତାରଣାକାରୀ** ଏବଂ **ଭଣ୍ଡଖ୍ରୀଷ୍ଟ** ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ ।
2JN 1 8 i8n6 figs-explicit ἃ 1 what ପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
Can't render this file because it contains an unexpected character in line 2 and column 2517.