translationCore-Create-BCS_.../en_tn_64-2JN.tsv

48 KiB

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
22JN11ma4cfigs-you0General Information:ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://en/ta/man/translate/figs-you]] ଏବଂ[[rc://en/ta/man/translate/figs-inclusive]])
32JN11z9f1ὁ πρεσβύτερος1the elder
42JN13vpl9guidelines-sonofgodprinciplesΠατρός ... Υἱοῦ1Father ... Son**ପିତା** ଏବଂ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହାକି ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ସେଗୁଡ଼ିକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରିବାକୁ ନିଶ୍ଚିତ ହୁଅନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ)
52JN17u3vi0Connecting Statement:
62JN17f9e2πολλοὶ πλάνοι1many deceivers
72JN17wbp6οὗτός ἐστιν ὁ πλάνος καὶ ὁ ἀντίχριστος1This is the deceiver and the antichrist
82JN18b91rἀπολέσητε ἃ1lose the things
92JN18eu46μισθὸν πλήρη1full reward
102JN19x523ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει1The one who remains in the teaching, this one has both the Father and the Sonଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ।
112JN19k8cvguidelines-sonofgodprinciplesτὸν Πατέρα καὶ τὸν Υἱὸν1the Father and the Sonଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଆଖ୍ୟାଗୁଡ଼ିକୁ କ୍ରମାଗତ ଏବଂ ସଠିକ୍ ଭାବରେ ଉଲ୍ଲେଖ କରନ୍ତୁ ।[[rc://en/ta/man/translate/guidelines-sonofgodprinciples]]) ଦେଖନ୍ତୁ)
122JN112y4gw0Connecting Statement:
132JN12et6bfigs-exclusiveἡμῖν…ἡμῶν1us … usଯଦି ଆପଣଙ୍କ ଭାଷା ଏହି ପାର୍ଥକ୍ୟକୁ ଚିହ୍ନିତ କରେ, ସର୍ବନାମ **ଆମେ** ଏଠାରେ ଏବଂ ପତ୍ରରେ ଅନ୍ତର୍ଭୂକ୍ତ କରନ୍ତୁ, ଯେହେତୁ ଯୋହନ ଏହାକୁ ଉଭୟ ନିଜେ ଏବଂ ପତ୍ରରର ପ୍ରାପ୍ତକର୍ତ୍ତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣ ଆପଣଙ୍କ ଅନୁବାଦରେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, “ଆମେ” ଉଚ୍ଚାରଣ ମଧ୍ୟ ସମାନ କାରଣ ପାଇଁ ଅନ୍ତର୍ଭୂକ୍ତ ହେବ । [[rc://en/ta/man/translate/figs-exclusive]])ଦେଖନ୍ତୁ)
142JN12a7rmfigs-idiomεἰς τὸν αἰῶνα1to the ageଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ସବୁ ସମୟ ପାଇଁ” [[rc://en/ta/man/translate/figs-idiom]])ଦେଖନ୍ତୁ)
152JN13zfgrἔσται μεθ’ ἡμῶν χάρις, ἔλεος, εἰρήνη1Grace, mercy, and peace will be with usଏହି ସଂସ୍କୃତିରେ, ପତ୍ରର ଲେଖକମାନେ ସାଧାରଣତଃ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କୁ ଶୁଭେଚ୍ଛା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଠାରେ ଆଶୀର୍ବାଦ ବଦଳରେ ଯୋହନ ଏକ ଘୋଷଣାକାରୀ ବକ୍ତବ୍ୟ ଉଲ୍ଲେଖ କରନ୍ତି । ଏହା ବୋଧହୁଏ ତାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲା ​​ଯେ ଈଶ୍ଵର ଯେପରି ପ୍ରତିଜ୍ଞା କରିଥିଲେ ତାହା କରିବେ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ମଧ୍ୟ ଏହି ବିଶ୍ୱାସକୁ ପ୍ରକାଶ କରେ ।
162JN14ajlfgrammar-connect-logic-resultἐχάρην λείαν1ଯଦି ପ୍ରଥମେ ଏହାର କାରଣ ଉଲ୍ଲେଖ କରିବା ଏବଂ ତା’ପରେ ଆପଣଙ୍କ ଭାଷାରେ ଫଳାଫଳ ଉଲ୍ଲେଖ କରିବା ଅଧିକ ସ୍ଵାଭାବିକ, ତେବେ ଆପଣ UST ପରି ଉଲ୍ଲେଖ କରିପାରିବେ “ମୁଁ ତୁମ୍ଭରର କେତେକ ପିଲାମାନଙ୍କୁ ସତ୍ୟରେ ଆଚରଣ କରୁଥିବାର ଦେଖିଲି।” [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
172JN14w7f1guidelines-sonofgodprinciplesτοῦ Πατρός1the Fatherଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ)
182JN15r4hxκαὶ νῦν1ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।
192JN15xjsufigs-metaphorκυρία1ladyଆପଣ ଏହାକୁ <u>ପଦ</u> <u>1</u> ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://en/ta/man/translate/figs-metaphor]])ଦେଖନ୍ତୁ)
202JN16cl95figs-youἠκούσατε…περιπατῆτε1you heard…you should walkଏଠାରେ **ତୁମ୍ଭେ** ଶବ୍ଦ ବହୁବଚନ ଅଟେ, କାରଣ ଯୋହନ ବିଶ୍ଵାସୀମାନଙ୍କ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । 13 ପଦ ବ୍ୟତୀତ ଅନ୍ୟ ସମସ୍ତ ପତ୍ରରେ ମଧ୍ୟ ସମାନ ଅବସ୍ଥା ଅଛି, କାରଣ ସେଠାରେ ଯୋହନ ଏକ ମଣ୍ଡଳୀକୁ ଜଣେ ମହିଳା ଏବଂ ଏହାର ସଦସ୍ୟମାନଙ୍କୁ ଏହାର ସନ୍ତାନ ବୋଲି ଉଲ୍ଲେଖ କରନ୍ତି। [[rc://en/ta/man/translate/figs-you]])ଦେଖନ୍ତୁ)
212JN17u749grammar-connect-logic-resultὅτι1Forଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା **କାରଣ** ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
222JN17vfdnὁ πλάνος καὶ ὁ ἀντίχριστος1the deceiver and the antichristଆପଣଙ୍କ ଅନୁବାଦରେ, **ପ୍ରତାରଣାକାରୀ** ଏବଂ **ଭଣ୍ଡଖ୍ରୀଷ୍ଟ** ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ ।
232JN18i8n6figs-explicit1whatପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://en/ta/man/translate/figs-explicit]])ଦେଖନ୍ତୁ)