Edit 'en_tn_64-2JN.tsv' using 'tc-create-app'

This commit is contained in:
Gayatri-Digal 2021-08-15 09:56:13 +00:00
parent c2da7ddda5
commit 770f9870a2
1 changed files with 25 additions and 8 deletions

View File

@ -24,11 +24,28 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2JN 1 9 mn3v πᾶς ὁ προάγων 1 Whoever goes on ahead ଯୋହନ **ଖ୍ରୀଷ୍ଟଙ୍କ ଶିକ୍ଷାକୁ** ସାଙ୍କେତିକ ଭାବରେ ଏକ ସ୍ଥାନ ଯେଉଁଠାରେ ବିଶ୍ଵସ୍ତ ବିଶ୍ଵାସୀମାନେ **ବାସ** କରିବେ ଏବଂ ଆହୁରି ଏକ ସ୍ଥାନ ଯେଉଁଠାରେ ଭଣ୍ଡଶିକ୍ଷକମାନେ ରହିବେ ସୂଚିତ କରନ୍ତି । ଏହି ଅଭିବ୍ୟକ୍ତି ନୂତନ ଏବଂ ମିଥ୍ୟା ବିଷୟଗୁଡ଼ିକ ଶିକ୍ଷା କରିବାକୁ ସୂଚାଇଥାଏ ଯାହାକି ଯୀଶୁ ଶିଖାଇ ନଥିଲେ । ବିକଳ୍ପ ଅନୁବାଦ: "ଯେଉଁମାନେ ଯୀଶୁ ଶିଖାଇ ନଥିବା ବିଷୟକୁ ଶିକ୍ଷା ଦିଅନ୍ତି"
2JN 1 9 xty9 Θεὸν οὐκ ἔχει 1 does not have God **ଈଶ୍ଵରଙ୍କୁ ଖୋଜିବା** ଅର୍ଥ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ସହିତ ସମ୍ପର୍କ ରଖିବା । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କର ନୁହେଁ" କିମ୍ବା "ଈଶ୍ଵରଙ୍କ ସହିତ ପ୍ରକୃତ ସମ୍ପର୍କ ନାହିଁ" । [[rc://en/ta/man/translate/figs-explicit]])
2JN 1 9 x523 ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει 1 The one who remains in the teaching, this one has both the Father and the Son "ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ।"
2JN 1 9 k8cv guidelines-sonofgodprinciples τὸν Πατέρα καὶ τὸν Υἱὸν 1 the Father and the Son ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://en/ta/man/translate/guidelines-sonofgodprinciples]])
2JN 1 10 ls1c λαμβάνετε αὐτὸν εἰς οἰκίαν 1 receive him into your house ଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା ।
2JN 1 11 n7zt κοινωνεῖ τοῖς ἔργοις αὐτοῦ τοῖς πονηροῖς 1 participates in his evil deeds ତାହାଙ୍କ ମନ୍ଦ କାର୍ଯ୍ୟରେ ତାହାଙ୍କ ସହିତ ଅଂଶୀ ହେବା କିମ୍ବା “ତାହାଙ୍କୁ ମନ୍ଦ କାର୍ଯ୍ୟ କରିବାରେ ସାହାଯ୍ୟ କରିବା”
2JN 1 12 nx77 figs-you 0 General Information: ୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:[[rc://en/ta/man/translate/figs-you]])
2JN 1 12 y4gw 0 Connecting Statement: ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ ।
2JN 1 12 gq26 οὐκ ἐβουλήθην διὰ χάρτου καὶ μέλανος 1 I did not wish to write them with paper and ink ଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ ।
2JN 1 12 v4v2 figs-idiom στόμα πρὸς στόμα λαλῆσαι 1 speak face to face "ଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:[[rc://en/ta/man/translate/figs-idiom]])
2JN 1 13 fh6j figs-metaphor τὰ τέκνα τῆς ἀδελφῆς σου τῆς ἐκλεκτῆς 1 The children of your chosen sister ଏଠାରେ ଯୋହନ ଅନ୍ୟ ମଣ୍ଡଳୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେଗୁଡ଼ିକ ଏହି ପତ୍ରର ପାଠକମାନଙ୍କ ମଣ୍ଡଳୀର ଜଣେ ଭଗିନୀ ଥିଲେ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଥିଲେ ଯେପରିକି ସେମାନେ ସେହି ମଣ୍ଡଳୀର ସନ୍ତାନଗଣ ଥିଲେ । ଏହା ଗୁରୁତ୍ବାରୋପ କରେ ଯେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି. (ଦେଖ:[[rc://en/ta/man/translate/figs-metaphor]])"
2JN 1 9 k8cv guidelines-sonofgodprinciples τὸν Πατέρα καὶ τὸν Υἱὸν 1 the Father and the Son ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଆଖ୍ୟାଗୁଡ଼ିକୁ କ୍ରମାଗତ ଏବଂ ସଠିକ୍ ଭାବରେ ଉଲ୍ଲେଖ କରନ୍ତୁ ।[[rc://en/ta/man/translate/guidelines-sonofgodprinciples]]) ଦେଖନ୍ତୁ)
2JN 1 10 ls1c λαμβάνετε αὐτὸν εἰς οἰκίαν 1 receive him into your house ଯୋହନ ଚାହାଁନ୍ତି ନାହିଁ ଯେ ବିଶ୍ଵାସୀମାନେ ଜଣେ ମିଥ୍ୟା ଶିକ୍ଷକଙ୍କୁ ସେମାନଙ୍କ ଘରେ ଗ୍ରହଣ କରନ୍ତୁ ଏବଂ ଫଳସ୍ୱରୂପ, ତାଙ୍କର ମିଥ୍ୟା ଶିକ୍ଷାକୁ ସମର୍ଥନ କରନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କର ଆବଶ୍ୟକତା ପୂରଣ କରନ୍ତୁ । ବିକଳ୍ପ ଅନୁବାଦ: "ତୁମ୍ଭ ଗୃହରେ ତାଙ୍କୁ ସ୍ୱାଗତ କରି ତାଙ୍କୁ ସମର୍ଥନ କର ନାହିଁ କିମ୍ବା ଉତ୍ସାହିତ କର ନାହିଁ" [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 11 n7zt κοινωνεῖ τοῖς ἔργοις αὐτοῦ τοῖς πονηροῖς 1 participates in his evil deeds ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକଙ୍କ **କାର୍ଯ୍ୟକଳାପ**କୁ ଆଗକୁ ନେବାରେ ସାହାଯ୍ୟ କରିବାର ସଂକଳ୍ପକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ତାଙ୍କର ମନ୍ଦ କାର୍ଯ୍ୟରେ ଅଂଶଗ୍ରହଣ କରେ" କିମ୍ବା "ତାଙ୍କୁ ତାଙ୍କର ମନ୍ଦ କାର୍ଯ୍ୟରେ ସାହାଯ୍ୟ କରେ" ।
2JN 1 12 nx77 figs-you 0 General Information: ଯୋହନ କହୁ ନାହାଁନ୍ତି ଯେ ସେ **କାଗଜ ଏବଂ କାଳି** ବ୍ୟତୀତ ଅନ୍ୟ କୌଣସି ବିଷୟକୁ ଲେଖିବେ । ଏହା ପରିବର୍ତ୍ତେ, ସେ ସାଧାରଣତଃ ଲେଖାକୁ ପ୍ରତିନିଧିତ୍ବ କରିବା ପାଇଁ ସେହି ଲେଖାଗୁଡ଼ିକ ବିଷୟରେ ସାଙ୍କେତିକ ଭାବରେ କହୁଛନ୍ତି । ତାଙ୍କର ଅର୍ଥ ଏହା ଯେ ସେ ବିଶ୍ଵାସୀଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଏବଂ ସେମାନଙ୍କ ସହ ସିଧାସଳଖ ବାର୍ତ୍ତାଳାପ ଜାରି ରଖିବାକୁ ଚାହୁଁଛନ୍ତି । ବିକଳ୍ପ ଅନୁବାଦ: "ଏହି ବିଷୟଗୁଡ଼ିକୁ ଲିଖିତ ଭାବରେ ପ୍ରକାଶ କରିବାକୁ"[[rc://en/ta/man/translate/figs-you]])ଦେଖନ୍ତୁ)
2JN 1 12 y4gw 0 Connecting Statement:
2JN 1 12 gq26 οὐκ ἐβουλήθην διὰ χάρτου καὶ μέλανος 1 I did not wish to write them with paper and ink ଏଠାରେ ଯୋହନ କେତେକ ଶବ୍ଦକୁ ଛାଡିଛନ୍ତି ଯାହା ଏକାଧିକ ଭାଷାରେ ଏକ ବାକ୍ୟ ସମାପ୍ତ କରିବାକୁ ଆବଶ୍ୟକ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ବାକ୍ୟ ପୂର୍ବରୁ ପଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ଏହି ବିଷୟଗୁଡ଼ିକୁ କାଗଜ ଏବଂ କାଳିରେ ଲେଖିବାକୁ ଚାହୁଁନାହିଁ" [[rc://en/ta/man/translate/figs-ellipsis]])ଦେଖନ୍ତୁ)
2JN 1 12 v4v2 figs-idiom στόμα πρὸς στόμα λαλῆσαι 1 speak face to face **ସିଧାସଳଖ** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କହିବା । ଆପଣଙ୍କ ଭାଷାରେ ସମାନ ଅର୍ଥ ଥିବା ରୂଢ଼ି ବ୍ୟବହାର କରନ୍ତୁ, କିମ୍ବା କେବଳ ଅର୍ଥକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: "ମୁହାଁମୁହିଁ କଥା ହେବା" କିମ୍ବା "ବ୍ୟକ୍ତିଗତ ଭାବରେ ତୁମ୍ଭ ସହିତ କଥାହେବି" ।[[rc://en/ta/man/translate/figs-idiom]])ଦେଖନ୍ତୁ)
2JN 1 13 fh6j figs-metaphor τὰ τέκνα τῆς ἀδελφῆς σου τῆς ἐκλεκτῆς 1 The children of your chosen sister ଏହାର ଅର୍ଥ: (1) ଏହା ଏକ ରୂପକ ଅଟେ । ଯେହେତୁ ଯୋହନ “ମନୋନୀତ ମହିଳା” ଶବ୍ଦକୁ ବିଶ୍ଵାସୀମାନଙ୍କ ଗୋଷ୍ଠୀ ପାଇଁ ଏକ ସାଙ୍କେତିକ ଅଭିବ୍ୟକ୍ତି ଭାବରେ ବ୍ୟବହାର କରନ୍ତି ଏବଂ ସେ ସେହି ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ “ତାଙ୍କ ସନ୍ତାନ” ଶବ୍ଦ ବ୍ୟବହାର କରନ୍ତି, ଏଠାରେ ମଧ୍ୟ ଯୋହନ ସାଙ୍କେତିକ ଭାବରେ ନିଜ ଗୋଷ୍ଠୀକୁ ବର୍ଣ୍ଣନା କରୁଛନ୍ତି । ବିଶ୍ଵାସୀମାନେ ସେହି ଗୋଷ୍ଠୀର **ମନୋନୀତ ଭଉଣୀ** ଏବଂ ସେହି ଗୋଷ୍ଠୀର ସଦସ୍ୟମାନେ ଏହି ଭଉଣୀର **ସନ୍ତାନ** ଭାବରେ ଉଲ୍ଲେଖିତ । ବିକଳ୍ପ ଅନୁବାଦ: "ଏଠାରେ ବିଶ୍ଵାସୀମାନଙ୍କର ଏକ ମନୋନୀତ ଗୋଷ୍ଠୀର ସଦସ୍ୟ" ଯଦି ଆପଣ ଉପମାକୁ ପାଠ୍ୟରେ ରଖିବାକୁ ପସନ୍ଦ କରନ୍ତି, ତେବେ ଆପଣ ଏକ ପାଦଟିକାରେ ଏହାର ଅର୍ଥର ଅନ୍ତର୍ଭୂକ୍ତ କରିପାରିବେ । (2) ଏହା ଏକ ନିର୍ଦ୍ଦିଷ୍ଟ ମହିଳାଙ୍କ ପିଲାମାନଙ୍କୁ ସୂଚାଇପାରେ ଯିଏ ଅନ୍ୟ ଏକ ନିର୍ଦ୍ଦିଷ୍ଟ ମହିଳା ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି । (3) ଯୋହନ ଆତ୍ମିକ ଅର୍ଥରେ **ଭଉଣୀ** ଏବଂ **ପିଲାମାନଙ୍କ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରିପାରନ୍ତି, କିନ୍ତୁ ସେ ଜଣେ ମହିଳା ଏବଂ ଅନ୍ୟ ଲୋକଙ୍କୁ ବୁଝାଇବା ପାଇଁ ଯେଉଁମାନଙ୍କୁ ସେ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ କଡେଇ ଆଣିଛନ୍ତି ।[[rc://en/ta/man/translate/figs-metaphor]])" ଦେଖନ୍ତୁ)
2JN 1 1 uspy figs-123person ὁ πρεσβύτερος 1 The elder ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ନିଜକୁ ତୃତୀୟ ବ୍ୟକ୍ତି ଭାବରେ ପ୍ରଥମେ ନିଜ ନାମ ଉଲ୍ଲେଖ କରନ୍ତି । ଯଦି ତାହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏଠାରେ ପ୍ରଥମ ବ୍ୟକ୍ତିଙ୍କୁ ବ୍ୟବହାର କରିପାରିବେ । କିମ୍ବା ଯଦି ଆପଣଙ୍କର ଭାଷାରେ ଏକ ପତ୍ରର ଲେଖକଙ୍କୁ ପରିଚିତ କରିବାର ଏକ ବିଶେଷ ଉପାୟ ଅଛି, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ମୁଁ, ପ୍ରାଚୀନ, ଏହି ପତ୍ର ଲେଖୁଛି"  [[rc://en/ta/man/translate/figs-123person]])ଦେଖନ୍ତୁ)
2JN 1 1 a9w3 figs-metaphor ἐκλεκτῇ κυρίᾳ 1 to the chosen lady ଏଠାରେ, **ମନୋନୀତ ମହିଳାଙ୍କର** ଅର୍ଥ: (1) ଯୋହନ ଏକ ମଣ୍ଡଳୀକୁ ଲେଖୁଛନ୍ତି ଏବଂ ବିଶ୍ଵାସୀମାନଙ୍କ ଗୋଷ୍ଠୀକୁ ଜଣେ **ମହିଳା** ଭାବରେ ବର୍ଣ୍ଣନା କରୁଛନ୍ତି । (ଗ୍ରୀକ୍ ଭାଷାରେ, "ମଣ୍ଡଳୀ" ସ୍ତ୍ରୀଲିଙ୍ଗ ବାଚକ ଅଟେ) (2) ଯୋହନ ହୁଏତ ଏକ ନିର୍ଦ୍ଦିଷ୍ଟ ମହିଳାଙ୍କୁ ଲେଖୁଛନ୍ତି ଏବଂ ତାଙ୍କୁ ସମ୍ମାନର ସହିତ **ମହିଳା** ଭାବରେ ଦର୍ଶାଉଛନ୍ତି। ବିକଳ୍ପ ଅନୁବାଦ: "ମନୋନୀତ ମଣ୍ଡଳୀକୁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 1 ueev figs-idiom ἐκλεκτῇ κυρίᾳ 1 to the chosen lady ଏହି ପରିପ୍ରେକ୍ଷୀରେ, **ମନୋନୀତ** ଶବ୍ଦ ପରିତ୍ରାଣ ପାଇବାକୁ ଈଶ୍ଵର ବାଛିଥିବା ବ୍ୟକ୍ତି ବା ଗୋଷ୍ଠୀକୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ଉଦ୍ଧାର କରିଥିବା ମଣ୍ଡଳୀକୁ"  [[rc://en/ta/man/translate/figs-idiom]])ଦେଖନ୍ତୁ)
2JN 1 1 axty figs-metaphor καὶ τοῖς τέκνοις αὐτῆς 1 and her children ଏଠାରେ, ତାଙ୍କର **ସନ୍ତାନମାନେ** ଏହାର ଅର୍ଥ: (1) ଯେପରି “ମନୋନୀତ ମହିଳା” ସାଙ୍କେତିକ ଭାବରେ ଏକ ମଣ୍ଡଳୀକୁ ବୁଝାଏ, ଏଠାରେ ଥିବା ତାଙ୍କ **ସନ୍ତାନମାନେ** ସାଙ୍କେତିକ ଭାବରେ ସେହି ମଣ୍ଡଳୀର ଅଂଶ ଅଟନ୍ତି । ବିକଳ୍ପ ଅନୁବାଦ: "ଏବଂ ସେହି ବିଶ୍ଵାସୀମାନଙ୍କ ଗୋଷ୍ଠୀକୁ" (2) ଯଦି ପତ୍ରଟି ପ୍ରକୃତ ମହିଳାଙ୍କୁ ସମ୍ବୋଧିତ ହୋଇଥିଲା, ତେବେ ଏହା ତାଙ୍କ ନିଜ ସନ୍ତାନମାନଙ୍କୁ ସୂଚାଇପାରେ, କିମ୍ବା (3) ଏହା ସାଙ୍କେତିକ ଭାବରେ ସେହିମାନଙ୍କୁ ସୂଚାଇପାରେ ଯେଉଁମାନଙ୍କୁ ସେହି ମହିଳା  ବିଶ୍ଵାସରେ କଡ଼େଇ ନେଇଥିଲେ ।  [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 1 src4 figs-abstractnouns ἀγαπῶ ἐν ἀληθείᾳ 1 love in the truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ସମାନ ଅଭିବ୍ୟକ୍ତି ସହିତ ଗୁଣ ବାଚକ ବିଶେଷ୍ୟ **ସତ୍ୟ** ପଛର ଧାରଣା ପ୍ରକାଶ କରିପାରିବେ । ଏହାର ଅର୍ଥ: (1) ଯୋହନ କିପରି ପ୍ରେମ କରନ୍ତି **ସତ୍ୟ** ବାକ୍ୟାଂଶ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ପ୍ରକୃତ ପ୍ରେମ" (2) **ପ୍ରକୃତ** ବାକ୍ୟ ଯୋହନଙ୍କ ପ୍ରେମର କାରଣ ପ୍ରଦାନ କରେ । ବିକଳ୍ପ ଅନୁବାଦ: "ପ୍ରେମ କରୁ କାରଣ ଆମ୍ଭେ ଦୁହେଁ ସତ୍ୟକୁ ଜାଣୁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2JN 1 1 a50f figs-hyperbole πάντες οἱ ἐγνωκότες τὴν ἀλήθειαν 1 all who have known the truth ଯୋହନ ସେହି ବାକ୍ୟକୁ ବ୍ୟବହାର କରନ୍ତି **ଯେଉଁମାନେ ସତ୍ୟକୁ ଜାଣନ୍ତି**, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ବାର୍ତ୍ତା ଜାଣନ୍ତି ଓ ଗ୍ରହଣ କରନ୍ତି, ସେହି ବିଶ୍ୱାସୀମାନଙ୍କୁ ବୁଝାଏ । ଯୋହନ ସମ୍ଭବତଃ **ସମସ୍ତ** ଶବ୍ଦକୁ ଏକ ସାଧାରଣକରଣ ଭାବରେ ବ୍ୟବହାର କରୁଛନ୍ତି ଯେଉଁମାନେ ତାଙ୍କ ସହିତ ଅଛନ୍ତି ଏବଂ ଯେଉଁମାନେ ଏହି ମଣ୍ଡଳୀର ଲୋକମାନଙ୍କୁ ଜାଣନ୍ତି । ବିକଳ୍ପ ଅନୁବାଦ: "ଯେଉଁମାନେ ମୋ ସହିତ ଅଛନ୍ତି ଏବଂ ଯେଉଁମାନେ ସତ୍ୟକୁ ଜାଣନ୍ତି ଏବଂ ସତ୍ୟକୁ ଗ୍ରହଣ କରନ୍ତି" [[rc://en/ta/man/translate/figs-hyperbole]])ଦେଖନ୍ତୁ)
2JN 1 2 spdg figs-abstractnouns τὴν ἀλήθειαν 1 the truth ଖ୍ରୀଷ୍ଟିଆନମାନେ ବିଶ୍ଵାସ କରୁଥିବା **ସତ୍ୟ** ବାର୍ତ୍ତାକୁ ସୂଚାଇବା ପାଇଁ ଯୋହନ ଗୁଣ ବାଚକ ବିଶେଷ୍ୟ ସତ୍ୟ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ଶବ୍ଦ ପଛର ଥିବା ଧାରଣାକୁ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ପ୍ରକୃତ ବାର୍ତ୍ତା" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2JN 1 2 et6b figs-exclusive ἡμῖν…ἡμῶν 1 us … us ଯଦି ଆପଣଙ୍କ ଭାଷା ଏହି ପାର୍ଥକ୍ୟକୁ ଚିହ୍ନିତ କରେ, ସର୍ବନାମ **ଆମେ** ଏଠାରେ ଏବଂ ପତ୍ରରେ ଅନ୍ତର୍ଭୂକ୍ତ କରନ୍ତୁ, ଯେହେତୁ ଯୋହନ ଏହାକୁ ଉଭୟ ନିଜେ ଏବଂ ପତ୍ରରର ପ୍ରାପ୍ତକର୍ତ୍ତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣ ଆପଣଙ୍କ ଅନୁବାଦରେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, “ଆମେ” ଉଚ୍ଚାରଣ ମଧ୍ୟ ସମାନ କାରଣ ପାଇଁ ଅନ୍ତର୍ଭୂକ୍ତ ହେବ । [[rc://en/ta/man/translate/figs-exclusive]])ଦେଖନ୍ତୁ)
2JN 1 2 a7rm figs-idiom εἰς τὸν αἰῶνα 1 to the age ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ସବୁ ସମୟ ପାଇଁ” [[rc://en/ta/man/translate/figs-idiom]])ଦେଖନ୍ତୁ)
2JN 1 3 gad9 figs-abstractnouns ἔσται μεθ’ ἡμῶν χάρις, ἔλεος, εἰρήνη, παρὰ Θεοῦ Πατρός καὶ παρὰ Ἰησοῦ Χριστοῦ 1 Grace, mercy, and peace will be with us from God the Father and from Jesus Christ ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଗୁଣ ବାଚକ ବିଶେଷ୍ୟ **ଅନୁଗ୍ରହ****,** **ଦୟା** ଏବଂ **ଶାନ୍ତି** ପଛର ଥିବା ଧାରଣାକୁ, ଯାହା **ପିତା ଈଶ୍ଵର** ଏବଂ **ଯୀଶୁ ଖ୍ରୀଷ୍ଟଙ୍କୁ** କର୍ତ୍ତା ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ଆମ ଉପରେ ଦୟା କରନ୍ତୁ, ଆମ ଉପରେ ଅନୁଗ୍ରହ କରନ୍ତୁ ଏବଂ ଆମକୁ ଶାନ୍ତିରେ ରହିବାକୁ ସକ୍ଷମ କରନ୍ତୁ" [[rc://en/ta/man/translate/figs-abstractnouns]]) ଦେଖନ୍ତୁ)
2JN 1 3 zfgr ἔσται μεθ’ ἡμῶν χάρις, ἔλεος, εἰρήνη 1 Grace, mercy, and peace will be with us ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ସାଧାରଣତଃ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କୁ ଶୁଭେଚ୍ଛା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଠାରେ ଆଶୀର୍ବାଦ ବଦଳରେ ଯୋହନ ଏକ ଘୋଷଣାକାରୀ ବକ୍ତବ୍ୟ ଉଲ୍ଲେଖ କରନ୍ତି । ଏହା ବୋଧହୁଏ ତାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲା ​​ଯେ ଈଶ୍ଵର ଯେପରି ପ୍ରତିଜ୍ଞା କରିଥିଲେ ତାହା କରିବେ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ମଧ୍ୟ ଏହି ବିଶ୍ୱାସକୁ ପ୍ରକାଶ କରେ ।
2JN 1 4 ajlf grammar-connect-logic-result ἐχάρην λείαν 1 ଯଦି ପ୍ରଥମେ ଏହାର କାରଣ ଉଲ୍ଲେଖ କରିବା ଏବଂ ତା’ପରେ ଆପଣଙ୍କ ଭାଷାରେ ଫଳାଫଳ ଉଲ୍ଲେଖ କରିବା ଅଧିକ ସ୍ଵାଭାବିକ, ତେବେ ଆପଣ UST ପରି ଉଲ୍ଲେଖ କରିପାରିବେ “ମୁଁ ତୁମ୍ଭରର କେତେକ ପିଲାମାନଙ୍କୁ ସତ୍ୟରେ ଆଚରଣ କରୁଥିବାର ଦେଖିଲି।” [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
2JN 1 4 a3vs figs-metaphor τῶν τέκνων σου 1 your children <u>1: 1</u> ରେ ଆପଣ କିପରି **ସନ୍ତାନ** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ଏହାର ଅର୍ଥ: (1) ଏହା ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀର ଲୋକମାନଙ୍କୁ ସୂଚାଏ । (2) ଯଦି ଏହି ପତ୍ରକୁ ପ୍ରକୃତ ମହିଳାଙ୍କୁ ସମ୍ବୋଧିତ କରାଯାଇଥିଲା, ଏହାର ଅର୍ଥ ହୁଏତ ତାଙ୍କର ନିଜ ସନ୍ତାନ କିମ୍ବା (3) ତାଙ୍କର ଆତ୍ମିକ ସନ୍ତାନ ହୋଇପାରେ । ବିକଳ୍ପ ଅନୁବାଦ: "ତୁମ୍ଭ ଗୋଷ୍ଠୀରେ ବିଶ୍ଵାସୀଗଣ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 4 w2b6 figs-metaphor περιπατοῦντας ἐν ἀληθείᾳ 1 walking in the truth ଯୋହନ ସାଙ୍କେତିକ ଭାବରେ **ଚାଲିବାର** ଅଭିବ୍ୟକ୍ତି ସହିତ କାହାର ଜୀବନ ଶୈଳି ବୁଝାଏ । ବିକଳ୍ପ ଅନୁବାଦ: "ସତ୍ୟ ଅନୁଯାୟୀ ଆଚରଣ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 4 ddnx figs-abstractnouns ἐν ἀληθείᾳ 1 ଯଦି ଆପଣଙ୍କର ଭାଷା ଏଥିପାଇଁ ଏକ ଗୁଣ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ଧାରଣ କରିଥିବା ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏକ ଉପାୟରେ ଯାହା ଈଶ୍ଵରଙ୍କ ପ୍ରକୃତ ବାର୍ତ୍ତା ସହିତ ସହମତ ଅଟେ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2JN 1 4 w7f1 guidelines-sonofgodprinciples τοῦ Πατρός 1 the Father ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ)
2JN 1 5 r4hx καὶ νῦν 1 ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।
Can't render this file because it contains an unexpected character in line 2 and column 2517.