Edit 'en_tn_64-2JN.tsv' using 'tc-create-app'

This commit is contained in:
Gayatri-Digal 2021-08-15 09:44:08 +00:00
parent 12ae95b215
commit c2da7ddda5
1 changed files with 1 additions and 1 deletions

View File

@ -23,7 +23,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2JN 1 8 eu46 μισθὸν πλήρη 1 full reward
2JN 1 9 mn3v πᾶς ὁ προάγων 1 Whoever goes on ahead ଯୋହନ **ଖ୍ରୀଷ୍ଟଙ୍କ ଶିକ୍ଷାକୁ** ସାଙ୍କେତିକ ଭାବରେ ଏକ ସ୍ଥାନ ଯେଉଁଠାରେ ବିଶ୍ଵସ୍ତ ବିଶ୍ଵାସୀମାନେ **ବାସ** କରିବେ ଏବଂ ଆହୁରି ଏକ ସ୍ଥାନ ଯେଉଁଠାରେ ଭଣ୍ଡଶିକ୍ଷକମାନେ ରହିବେ ସୂଚିତ କରନ୍ତି । ଏହି ଅଭିବ୍ୟକ୍ତି ନୂତନ ଏବଂ ମିଥ୍ୟା ବିଷୟଗୁଡ଼ିକ ଶିକ୍ଷା କରିବାକୁ ସୂଚାଇଥାଏ ଯାହାକି ଯୀଶୁ ଶିଖାଇ ନଥିଲେ । ବିକଳ୍ପ ଅନୁବାଦ: "ଯେଉଁମାନେ ଯୀଶୁ ଶିଖାଇ ନଥିବା ବିଷୟକୁ ଶିକ୍ଷା ଦିଅନ୍ତି"
2JN 1 9 xty9 Θεὸν οὐκ ἔχει 1 does not have God **ଈଶ୍ଵରଙ୍କୁ ଖୋଜିବା** ଅର୍ଥ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ସହିତ ସମ୍ପର୍କ ରଖିବା । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କର ନୁହେଁ" କିମ୍ବା "ଈଶ୍ଵରଙ୍କ ସହିତ ପ୍ରକୃତ ସମ୍ପର୍କ ନାହିଁ" । [[rc://en/ta/man/translate/figs-explicit]])
2JN 1 9 x523 ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει 1 The one who remains in the teaching, this one has both the Father and the Son ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି
2JN 1 9 x523 ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει 1 The one who remains in the teaching, this one has both the Father and the Son "ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ।"
2JN 1 9 k8cv guidelines-sonofgodprinciples τὸν Πατέρα καὶ τὸν Υἱὸν 1 the Father and the Son ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://en/ta/man/translate/guidelines-sonofgodprinciples]])
2JN 1 10 ls1c λαμβάνετε αὐτὸν εἰς οἰκίαν 1 receive him into your house ଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା ।
2JN 1 11 n7zt κοινωνεῖ τοῖς ἔργοις αὐτοῦ τοῖς πονηροῖς 1 participates in his evil deeds ତାହାଙ୍କ ମନ୍ଦ କାର୍ଯ୍ୟରେ ତାହାଙ୍କ ସହିତ ଅଂଶୀ ହେବା କିମ୍ବା “ତାହାଙ୍କୁ ମନ୍ଦ କାର୍ଯ୍ୟ କରିବାରେ ସାହାଯ୍ୟ କରିବା”

Can't render this file because it contains an unexpected character in line 2 and column 2517.