Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:08:26 +00:00
parent e7a23aba35
commit 847a53315d
1 changed files with 9 additions and 9 deletions

View File

@ -165,15 +165,15 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 intro b39h 0 # **1** **ତୀମଥି** **04** **ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ପାଉଲ [4:14](https://create.translationcore.com/04/14.md)ରେ ଭବିଷ୍ୟବାଣୀ କହନ୍ତି । ଏକ "ଭବିଷ୍ୟବାଣୀ" ଏକ ବାର୍ତ୍ତା ଅଟେ ଯାହା ଈଶ୍ଵର କାହା ମାଧ୍ୟମରେ ଲୋକମାନଙ୍କୁ ଜଣାନ୍ତି ଯାହାଙ୍କୁ ସେ ଏହି ବାର୍ତ୍ତା ଶୁଣିବା ଏବଂ ପ୍ରକାଶ କରିବା ପାଇଁ ଏକ ବିଶେଷ ଉପହାର ଦେଇଛନ୍ତି । ପାଉଲଙ୍କ ଦ୍ୱାରା ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ ତୀମଥି କିପରି ମଣ୍ଡଳୀର ଜଣେ ପ୍ରଭାବଶାଳୀ ନେତା ହେବେ ତାହା ପ୍ରକାଶ କରେ । [[rc://en/tw/dict/bible/kt/prophet]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ସାଂସ୍କୃତିକ ଅଭ୍ୟାସଗୁଡ଼ିକ

ପଦ 14ରେ, ପାଉଲ ତୀମଥିଙ୍କ ଉପରେ ମଣ୍ଡଳୀର ନେତାମାନ ହାତ ରଖିବା ବିଷୟରେ ଉଲ୍ଲେଖ  କରନ୍ତି । ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରେ ନେତୃତ୍ୱ ପଦରେ ରଖାଗଲା ବୋଲି ସୂଚାଇବାର ଏହା ଏକ ଉପାୟ ଥିଲା । [[rc://en/tw/dict/bible/kt/lastday]])ଦେଖନ୍ତୁ)

### ନାମଗୁଡ଼ିକରେ ପାର୍ଥକ୍ୟ

ଏହି ଅଧ୍ୟାୟରେ, ପାଉଲ ମଣ୍ଡଳୀର ନେତାମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନଙ୍କୁ "ପ୍ରାଚୀନ" ବୋଲି କୁହାଯାଏ । ସେ ଅଧ୍ୟାୟ 3 ରେ "ଅଧ୍ୟକ୍ଷ" ବୋଲି ଦର୍ଶାଉଥିବା ନେତାଙ୍କ ପରି ଏହି ନେତାମାନେ ମନେହୁଅନ୍ତି ।
1TI 4 1 gyd8 0 Connecting Statement:
1TI 4 1 jzr9 δὲ 1 Now ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ​​ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ ।
1TI 4 1 b739 ἐν ὑστέροις καιροῖς 1 in later times ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ମୃତ୍ୟୁପରର ସମୟକୁ ବୁଝାଏ କିମ୍ବା ) ଏହା ପାଉଲଙ୍କ ଜୀବନର ଶେଷ ପର୍ଯ୍ୟାୟର ସମୟକୁ ବୁଝାଏ I
1TI 4 1 b931 figs-metaphor ἀποστήσονταί ... τῆς πίστεως 1 leave the faith ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ବନ୍ଦ କରିଦେଇଥବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ଗୋଟିଏ ସ୍ଥାନ ବା ପଦାର୍ଥକୁ ଛାଡିଦେଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସ କରିବା ପରିତ୍ୟାଗ କରିବେ” (ଦେଖ: [[rc://en/ta/man/translate/figs-metaphor]])
1TI 4 1 q13m προσέχοντες 1 and pay attention ଆଉ ମନଯୋଗ କରିବେ କିମ୍ବା “କାରଣ ସେମାନେ ଧ୍ୟାନ ଦେଉଛନ୍ତି”
1TI 4 1 ae5w πνεύμασι πλάνοις καὶ διδασκαλίαις δαιμονίων 1 deceitful spirits and the teachings of demons ଆତ୍ମାମାନେ ଯେଉଁମାନେ ଲୋକମାନଙ୍କୁ ଭ୍ରାନ୍ତିରେ ପକାନ୍ତି ଓ ସେହି ସବୁ ବିଷୟ ଯାହା ଭୂତମାନେ ଶିକ୍ଷା ଦିଅନ୍ତି
1TI 4 2 pw29 ἐν ὑποκρίσει ψευδολόγων 1 in lying hypocrisy ଏହାକୁ ଗୋଟିଏ ପୃଥକ୍ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଲୋକମାନେ କପଟୀ ହୋଇ ମିଥ୍ୟା କହିବେ”
1TI 4 2 u2f4 figs-metaphor κεκαυστηριασμένων τὴν ἰδίαν συνείδησιν 1 Their own consciences will be branded ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ମନ୍ଦ କରୁଛନ୍ତି ବୋଲି ଆଉ ନ କହିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏକ ଉତ୍ତପ୍ତ ଲୁହା ଦ୍ବାରା ଚର୍ମକୁ ନଷ୍ଟ କଲା ପରି ସେମାନଙ୍କର ମନ ଭ୍ରଷ୍ଟ ହୋଇଅଛି କିମ୍ବା ) ପାଉଲ ଏହି ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହି ଲୋକମାନଙ୍କ ଉପରେ ଶୟତାନ ଏକ ଉତ୍ତପ୍ତ ଲୁହା ଦ୍ବାରା ଗୋଟିଏ ଚିହ୍ନ ଦେଇଛି ଯେ ସେମାନେ ତାହାର ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 4 3 k4db κωλυόντων 1 They will ଏହି ଲୋକମାନେ
1TI 4 3 wd2l figs-explicit κωλυόντων γαμεῖν 1 forbid to marry ଏହା ସୂଚାଉଅଛି ଯେ ସେମାନେ ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରନ୍ତି” (ଦେଖ: [[rc://en/ta/man/translate/figs-explicit]])
1TI 4 3 m1d6 figs-explicit ἀπέχεσθαι βρωμάτων 1 to receive foods ଏହା ସୂଚାଉଅଛି ଯେ ସେମାନେ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ” କିମ୍ବା “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ଅନୁମତି ଦେବେ ନାହିଁ” (ଦେଖ: [[rc://en/ta/man/translate/figs-explicit]])
1TI 4 1 b739 ἐν ὑστέροις καιροῖς 1 in later times ଏହି ଅଭିବ୍ୟକ୍ତି ଏକ ସମୟକୁ ବୁଝାଏ ଯେତେବେଳେ ଇତିହାସରେ ଈଶ୍ଵରଙ୍କ ଉଦ୍ଦେଶ୍ୟ ସେମାନଙ୍କର ଚରମ ସୀମାରେ ନିକଟତର ହୁଏ ଏବଂ ତେଣୁ ସେମାନଙ୍କ ପ୍ରତି ମନ୍ଦତାର ବିରୋଧ ବୃଦ୍ଧି ହୁଏ । ପାଉଲ ବୋଧହୁଏ ଯୀଶୁଙ୍କ ପୁନରୁତ୍ଥାନ ଏବଂ ତାଙ୍କର ଦ୍ୱିତୀୟ ଆଗମନର ସମୟକୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଏହି ଦିନଗୁଡ଼ିକରେ ଈଶ୍ଵରଙ୍କର ଉଦ୍ଦେଶ୍ୟ ବୃଦ୍ଧିହେବ" [[rc://en/ta/man/translate/figs-idiom]])ଦେଖନ୍ତୁ)
1TI 4 1 b931 figs-metaphor ἀποστήσονταί ... τῆς πίστεως 1 leave the faith ପାଉଲ ଲୋକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ଛାଡିଦେବେ ସତେ ଯେପରି ସେମାନେ ଶାରୀରିକ ଭାବରେ ଏକ ସ୍ଥାନ ଛାଡି ଯାଉଅଛନ୍ତି । ବିକଳ୍ପ ଅନୁବାଦ: "କେତେକ ଲୋକ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ବନ୍ଦ କରିବେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 1 q13m προσέχοντες 1 and pay attention ବିକଳ୍ପ ଅନୁବାଦ: "ଏବଂ ସେମାନଙ୍କର ଧ୍ୟାନ ପରିବର୍ତ୍ତନ କରିବେ" କିମ୍ବା "କାରଣ ସେମାନେ ଧ୍ୟାନ ଦେଉଅଛନ୍ତି"
1TI 4 1 ae5w πνεύμασι πλάνοις καὶ διδασκαλίαις δαιμονίων 1 deceitful spirits and the teachings of demons ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପାଉଲ ହୁଏତ ସେ ବିଷୟଗୁଡ଼ିକୁ ଗୁରୁତ୍ଵ ଦେବାକୁ ଏକତ୍ର ବ୍ୟବହାର କରୁଥିଲେ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଅନୁବାଦରେ ଉଭୟ ବାକ୍ୟାଂଶ ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ତେବେ ଆପଣ ସେଗୁଡ଼ିକୁ ଏକ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ମନ୍ଦ ଆତ୍ମାମାନେ ଲୋକଙ୍କୁ ପ୍ରତାରଣା କରିବାକୁ କହନ୍ତି"[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 4 2 pw29 ἐν ὑποκρίσει ψευδολόγων 1 in lying hypocrisy ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏଠାରେ ଏକ ପୃଥକ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ଏହିସବୁ ଶିକ୍ଷା ଦିଅନ୍ତି ସେମାନେ କପଟୀ ଅଟନ୍ତି ଏବଂ ସେମାନେ ମିଛ କହନ୍ତି"
1TI 4 2 u2f4 figs-metaphor κεκαυστηριασμένων τὴν ἰδίαν συνείδησιν 1 Their own consciences will be branded ପାଉଲ ଏହି ଲୋକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହୁଛନ୍ତି ଯେପରି ସେମାନଙ୍କର ଭଲ ଏବଂ ଭୁଲର ଭାବନା ଚର୍ମ ପରି ନଷ୍ଟ ହୋଇଯାଇଛି ଯାହାକୁ କେହି ଜଣେ ଗରମ ଲୁହା ଦ୍ୱାରା ପୋଡି ଦେଇଅଛି । ବିକଳ୍ପ ଅନୁବାଦ: "ସେମାନଙ୍କର ଆଉ ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଦେଖିବେ ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 3 k4db κωλυόντων 1 They will
1TI 4 3 wd2l figs-explicit κωλυόντων γαμεῖν 1 forbid to marry ଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 3 m1d6 figs-explicit ἀπέχεσθαι βρωμάτων 1 to receive foods ଏହି ବାକ୍ୟାଂଶର ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ କେବଳ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ବାରଣ କରିବେ ଏବଂ ସେମାନେ ବିଶ୍ଵାସୀମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବେ । ବିକଳ୍ପ ଅନୁବାଦ: "ସେମାନେ ବିଶ୍ଵାସୀମାନଙ୍କୁ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ଖାଇବାକୁ ବାରଣ କରିବେ।" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 4 dv4s figs-activepassive πᾶν κτίσμα Θεοῦ καλόν 1 everything created by God is good ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉତ୍ତମ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 4 a15j figs-activepassive οὐδὲν ἀπόβλητον μετὰ εὐχαριστίας λαμβανόμενον 1 Nothing that we take with thanksgiving is to be rejected ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 y2lc figs-hendiadys ἁγιάζεται ... διὰ λόγου Θεοῦ καὶ ἐντεύξεως 1 it is sanctified by the word of God and prayer ଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://en/ta/man/translate/figs-hendiadys]])

Can't render this file because it contains an unexpected character in line 2 and column 7882.