Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:00:08 +00:00
parent 89cfe17a89
commit e7a23aba35
1 changed files with 6 additions and 6 deletions

View File

@ -159,12 +159,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 16 gm36 figs-activepassive ἐδικαιώθη ἐν Πνεύματι 1 was vindicated by the Spirit ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ପବିତ୍ର ଆତ୍ମା ​​ପ୍ରମାଣ କଲେ ଯେ ସେ ଯିଏ ବୋଲି କହିଥିଲେ ସେ, ସେ ହିଁ ଥିଲେ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 fn1k figs-activepassive ὤφθη ἀγγέλοις 1 was seen by angels ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଦୂତମାନେ ତାଙ୍କୁ ଦେଖିଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 c3wx figs-activepassive ἐκηρύχθη ἐν ἔθνεσιν 1 was proclaimed among nations ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଅନେକ ଦେଶରେ ଲୋକମାନେ ଅନ୍ୟମାନଙ୍କୁ ତାଙ୍କ ବିଷୟରେ କହିଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 h9mb figs-activepassive ἐπιστεύθη ἐν κόσμῳ 1 was believed on in the world ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଜଗତର ଅନେକ ଅଂଶରେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 16 jz11 figs-activepassive ἀνελήμφθη ἐν δόξῃ 1 was taken up in glory ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପିତା ଈଶ୍ବର ତାହାଙ୍କୁ ଗୌରବରେ ସ୍ବର୍ଗକୁ ନେଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 16 mr3a ἐν δόξῃ 1 in glory ଏହାର ଅର୍ଥ ହେଉଛି ସେ ପିତା ଈଶ୍ବରଙ୍କଠାରୁ ପରାକ୍ରମ ଗ୍ରହଣ କଲେ ଓ ସେ ସମ୍ମାନର ଯୋଗ୍ୟ ଅଟନ୍ତି I
1TI 4 intro b39h 0 # ୧ ତୀମଥି ୦୪ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

[୧ ତୀମଥି ୪:୧](../04/01.md) ଗୋଟିଏ ଭାବବାଣୀ I (ଦେଖ: [[rc://en/tw/dict/bible/kt/prophet]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଉତ୍ତର କାଳ
ଏହା ଶେଷ ଦିନକୁ ଉଲ୍ଲେଖ କରିବାର ଆଉ ଏହା ମାର୍ଗ I (ଦେଖ: [[rc://en/tw/dict/bible/kt/lastday]])

1TI 4 1 gyd8 0 Connecting Statement: ପାଉଲ ତୀମଥିଙ୍କୁ କହୁଛନ୍ତି ଯେ ଯାହା ଆତ୍ମା କହୁଛନ୍ତି, ତାହା ଘଟିବ ଓ ସେ କଅଣ ଶିକ୍ଷାଦେବା ଉଚିତ, ସେ ବିଷୟରେ ତାହାଙ୍କୁ ଉତ୍ସାହ ଦେଉଛନ୍ତି I
1TI 4 1 jzr9 δὲ 1 Now ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ପାଉଲ ଶିକ୍ଷାର ଗୋଟିଏ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I
1TI 3 16 h9mb figs-activepassive ἐπιστεύθη ἐν κόσμῳ 1 was believed on in the world ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ସମଗ୍ର ବିଶ୍ୱରେ ଲୋକମାନେ ତାଙ୍କ ଉପରେ ବିଶ୍ୱାସ କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 jz11 figs-activepassive ἀνελήμφθη ἐν δόξῃ 1 was taken up in glory ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର ତାଙ୍କୁ ମହିମାରେ ସ୍ୱର୍ଗକୁ ନେଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 mr3a ἐν δόξῃ 1 in glory ଏହି ଗୁଣ ବାଚକ ବିଶେଷ୍ୟ **ଗୌରବକୁ** ବୁଝାଏ ଯେ ଯୀଶୁ କିପରି ପିତା ଈଶ୍ଵରଙ୍କଠାରୁ ଶକ୍ତି ଗ୍ରହଣ କରନ୍ତି ଏବଂ ସମ୍ମାନର ଯୋଗ୍ୟ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ, ତେବେ ଆପଣ “ଶକ୍ତିଶାଳୀ” ଭଳି ବିଶେଷଣ ଏବଂ “ପ୍ରଶଂସା” ପରି କ୍ରିୟା ଶବ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର ତାଙ୍କୁ ସ୍ୱର୍ଗକୁ ନେଲେ, ତାଙ୍କୁ ଶକ୍ତିଶାଳୀ କଲେ ଏବଂ ସମସ୍ତଙ୍କୁ ତାଙ୍କୁ ପ୍ରଶଂସା କରିବାକୁ ପ୍ରେରଣା ଦେଲେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 4 intro b39h 0 # **1** **ତୀମଥି** **04** **ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ପାଉଲ [4:14](https://create.translationcore.com/04/14.md)ରେ ଭବିଷ୍ୟବାଣୀ କହନ୍ତି । ଏକ "ଭବିଷ୍ୟବାଣୀ" ଏକ ବାର୍ତ୍ତା ଅଟେ ଯାହା ଈଶ୍ଵର କାହା ମାଧ୍ୟମରେ ଲୋକମାନଙ୍କୁ ଜଣାନ୍ତି ଯାହାଙ୍କୁ ସେ ଏହି ବାର୍ତ୍ତା ଶୁଣିବା ଏବଂ ପ୍ରକାଶ କରିବା ପାଇଁ ଏକ ବିଶେଷ ଉପହାର ଦେଇଛନ୍ତି । ପାଉଲଙ୍କ ଦ୍ୱାରା ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ ତୀମଥି କିପରି ମଣ୍ଡଳୀର ଜଣେ ପ୍ରଭାବଶାଳୀ ନେତା ହେବେ ତାହା ପ୍ରକାଶ କରେ । [[rc://en/tw/dict/bible/kt/prophet]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ସାଂସ୍କୃତିକ ଅଭ୍ୟାସଗୁଡ଼ିକ

ପଦ 14ରେ, ପାଉଲ ତୀମଥିଙ୍କ ଉପରେ ମଣ୍ଡଳୀର ନେତାମାନ ହାତ ରଖିବା ବିଷୟରେ ଉଲ୍ଲେଖ  କରନ୍ତି । ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରେ ନେତୃତ୍ୱ ପଦରେ ରଖାଗଲା ବୋଲି ସୂଚାଇବାର ଏହା ଏକ ଉପାୟ ଥିଲା । [[rc://en/tw/dict/bible/kt/lastday]])ଦେଖନ୍ତୁ)

### ନାମଗୁଡ଼ିକରେ ପାର୍ଥକ୍ୟ

ଏହି ଅଧ୍ୟାୟରେ, ପାଉଲ ମଣ୍ଡଳୀର ନେତାମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନଙ୍କୁ "ପ୍ରାଚୀନ" ବୋଲି କୁହାଯାଏ । ସେ ଅଧ୍ୟାୟ 3 ରେ "ଅଧ୍ୟକ୍ଷ" ବୋଲି ଦର୍ଶାଉଥିବା ନେତାଙ୍କ ପରି ଏହି ନେତାମାନେ ମନେହୁଅନ୍ତି ।
1TI 4 1 gyd8 0 Connecting Statement:
1TI 4 1 jzr9 δὲ 1 Now ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ​​ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ ।
1TI 4 1 b739 ἐν ὑστέροις καιροῖς 1 in later times ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ମୃତ୍ୟୁପରର ସମୟକୁ ବୁଝାଏ କିମ୍ବା ) ଏହା ପାଉଲଙ୍କ ଜୀବନର ଶେଷ ପର୍ଯ୍ୟାୟର ସମୟକୁ ବୁଝାଏ I
1TI 4 1 b931 figs-metaphor ἀποστήσονταί ... τῆς πίστεως 1 leave the faith ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ବନ୍ଦ କରିଦେଇଥବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ଗୋଟିଏ ସ୍ଥାନ ବା ପଦାର୍ଥକୁ ଛାଡିଦେଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସ କରିବା ପରିତ୍ୟାଗ କରିବେ” (ଦେଖ: [[rc://en/ta/man/translate/figs-metaphor]])
1TI 4 1 q13m προσέχοντες 1 and pay attention ଆଉ ମନଯୋଗ କରିବେ କିମ୍ବା “କାରଣ ସେମାନେ ଧ୍ୟାନ ଦେଉଛନ୍ତି”

Can't render this file because it contains an unexpected character in line 2 and column 7882.