translationCore-Create-BCS_.../en_tn_55-1TI.tsv

197 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
21TI1introa4v20# ତୀମଥି 01 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

ପାଉଲ 1-2 ପଦରେ ଔପଚାରିକଭାବରେ ପତ୍ରର ପରିଚୟ ପ୍ରଦାନ କରନ୍ତି I ପ୍ରାଚୀନ ମଧ୍ୟପୂର୍ବର ଲେଖକମାନେ ପ୍ରାୟତଃ ଏହି ଶୈଳୀରେ ପତ୍ରର ଆରମ୍ଭ କରୁଥିଲେ I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

## ଆତ୍ମିକ ସନ୍ତାନ

ଏହି ଅଧ୍ୟାୟରେ, ପାଉଲ ତୀମଥିଙ୍କୁ ଜଣେ “ପୁତ୍ର” ଓ ଆପଣା “ସନ୍ତାନ” ବୋଲି ଉଲ୍ଲେଖ କରନ୍ତି I ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଏବଂ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ତାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକୁ ହୁଏତ କଢାଇ ନେଇଥିବେ, ତେଣୁ, ପାଉଲ ତୀମଥିଙ୍କୁ “ବିଶ୍ଵାସରେ ପୁତ୍ର” ତାଙ୍କର ପୁତ୍ର ବୋଲି ଉଲ୍ଲେଖ କରିଥିଲେ I [[rc://en/tw/dict/bible/kt/disciple]], [[rc://en/tw/dict/bible/kt/faith]] ଓ [[rc://en/tw/dict/bible/kt/spirit]] ଓ [[rc://en/ta/man/translate/figs-metaphor]])

### ଉପମା

ଯେଉଁମାନେ ସେମାନଙ୍କର ବିଶ୍ୱାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି ସେମାନେ “ଲକ୍ଷ୍ୟ ହରାଇଛନ୍ତି” ଯେପରି ସେମାନେ ଭୁଲ୍ ମାର୍ଗରେ “ବନ୍ଦ ହୋଇଯାଇଛନ୍ତି” ଏବଂ ସତେ ଯେପରି ସେମାନେ “ଧ୍ୱଂସପ୍ରାପ୍ତ ହୋଇଛନ୍ତି” ବୋଲି ଏହି ଅଧ୍ୟାୟରେ ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I ଯୀଶୁଙ୍କୁ ଅନୁସରଣ କରିବା “ ଏକ ଉତ୍ତମ ସଂଘର୍ଷ କରିବା” ବୋଲି  ସେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I
31TI11u1g9figs-inclusive0General Information:
41TI13k35afigs-you0General Information:ଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହିତ, ଶବ୍ଦଗୁଡ଼ିକ **ତୁମକୁ****,** **ତୁମର** ଏବଂ **ତୁମେନିଜେ** ତୀମଥିଙ୍କୁ ସୂଚିତ କରେ ଏବଂ ସେଥିପାଇଁ ସେଗୁଡ଼ିକ ଏକବଚନ ଅଟେ I 6:21 ରେ ଏକ ବ୍ୟତିକ୍ରମ ବିଷୟରେ ଟିପ୍ପଣୀରେ ଉଲ୍ଲେଖ ଅଛି I [[rc://en/ta/man/translate/figs-you]])ଦେଖନ୍ତୁ)
51TI13k4tm0Connecting Statement:ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମକୁ କହିଥିଲି”
61TI13l4brκαθὼς παρεκάλεσά σε1As I urged you
71TI13amp4προσμεῖναι ἐν Ἐφέσῳ1remain in Ephesusଏଫିସ ନଗରରେ ମୋତେ ଅପେକ୍ଷା କର।
81TI14ecf5figs-ellipsisμηδὲ προσέχειν1Neither should they pay attention
91TI15myi5δὲ1Nowପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥିଙ୍କୁ ସେ ଯେଉଁ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରିବ I ଆପଣ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଆପଣଙ୍କର ଭାଷାରେ ଅନୁବାଦ କରିପାରିବେ ଯାହା ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ I
101TI15l7unπαραγγελίας1the commandmentପାଉଲ ତୀମଥିଙ୍କୁ  1:3 and ଏବଂ 1:4 ରେ ଦେଇଥିବା ନିର୍ଦ୍ଦେଶକୁ ସୂଚିତ କରେ I
111TI17v28uνομοδιδάσκαλοι1teachers of the lawଏଠାରେ, **ବ୍ୟବସ୍ଥା** ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାକୁ ସୂଚିତ କରେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ I [[rc://en/ta/man/translate/figs-explicit]])ଦେଖନ୍ତୁ)
121TI17j2hcπερὶ τίνων διαβεβαιοῦνται1what they so confidently affirm
131TI19ci94figs-activepassiveκεῖται1It is made
141TI111mg4tτὸ εὐαγγέλιον τῆς δόξης τοῦ μακαρίου Θεοῦ1the glorious gospel of the blessed God
151TI112pha50Connecting Statement:
161TI114zp83δὲ ἡ χάρις1But the grace
171TI114d9m7figs-metaphorτῆς ἐν Χριστῷ Ἰησοῦ1that is in Christ Jesus
181TI117g4jqτῷ ... Βασιλεῖ τῶν αἰώνων1the king of the ages
191TI120pv7ftranslate-namesὙμέναιος ... Ἀλέξανδρος1Hymenaeus ... Alexanderଏଗୁଡ଼ିକ ଦୁଇ ବ୍ୟକ୍ତିଙ୍କର ନାମ ଅଟେ । [[rc://en/ta/man/translate/translate-names]])ଦେଖନ୍ତୁ)
201TI2introc6rf0# 1 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I
211TI21z2xx0Connecting Statement:
221TI21iag7παρακαλῶ1I urgeବିକଳ୍ପ ଅନୁବାଦ: ମୁଁ ନିବେଦନ  କିମ୍ବା “ମୁଁ ଅନୁରୋଧ କରୁଛି”
231TI28r6wx0Connecting Statement:
241TI29au5cfigs-doubletμετὰ αἰδοῦς καὶ σωφροσύνης-1with modesty and self-control
251TI212e2hgγυναικὶ οὐκ ἐπιτρέπω1I do not permit a woman
261TI215dcf3figs-idiomμετὰ σωφροσύνης1with soundness of mindଏହି ଅଭିବ୍ୟକ୍ତିର ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) “ଉତ୍ତମ ବିଚାରରେ”, (2) “ଭଦ୍ରତାରେ” କିମ୍ବା (3) “ସ୍ୱଚ୍ଛ ଚିନ୍ତାଧାରାରେ” [[rc://en/ta/man/translate/figs-idiom]])ଦେଖନ୍ତୁ)
271TI215zr4bfigs-abstractnounsσωφροσύνης1soundness of mind
281TI31rwi80Connecting Statement:
291TI34m8a5πάσης σεμνότητος1all respect
301TI35n8ziεἰ( δέ τις ... προστῆναι οὐκ οἶδεν1For if a man does not know how to manage
311TI38z1gd0Connecting Statement:
321TI310m5arδοκιμαζέσθωσαν1be approved
331TI311xyc9γυναῖκας ὡσαύτως1Women in the same wayଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ବିକଳ୍ପ ଅନୁବାଦ: “ଦିକନଙ୍କ’ ପତ୍ନୀ” (2) ବିକଳ୍ପ ଅନୁବାଦ: “ମହିଳା ଦିକନ” ।
341TI313s9siἑαυτοῖς ... περιποιοῦνται1acquire for themselves
351TI313cv34figs-explicitβαθμὸν ... καλὸν1a good standingଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହେଇପାରେ । ବିକଳ୍ପ ଅନୁବାଦ: (1) “ଏକ ସମ୍ମାନଜନକ ପଦ” କିମ୍ବା (2) “ଏକ ଉତ୍ତମ ପ୍ରତିଷ୍ଠା” ।
361TI314s4p20Connecting Statement:
371TI316ak8wὁμολογουμένως1We all agree
381TI316y8spwriting-poetryὃς ἐφανερώθη ... ἀνελήμφθη ἐν δόξῃ1He appeared ... up in gloryବୋଧହୁଏ ଏହା ଏକ ଗୀତ ବା କବିତା ଯାହା ପାଉଲ ଉଦ୍ଧୃତ କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ଏହା ଏକ କବିତା ବୋଲି  ସୂଚାଇବାକୁ ଏକ ଉପାୟ ଅଛି ଯେପରିକି ଏକ କର୍ମଧାରାରେ ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । [[rc://en/ta/man/translate/writing-poetry]])ଦେଖନ୍ତୁ)
391TI41gyd80Connecting Statement:
401TI41jzr9δὲ1Nowପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ​​ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ ।
411TI43k4dbκωλυόντων1They will
421TI43wd2lfigs-explicitκωλυόντων γαμεῖν1forbid to marryଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://en/ta/man/translate/figs-explicit]])ଦେଖନ୍ତୁ)
431TI44dv4sfigs-activepassiveπᾶν κτίσμα Θεοῦ καλόν1everything created by God is goodଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉତ୍ତମ ଅଟେ” (ଦେଖ: [[rc://en/ta/man/translate/figs-activepassive]])
441TI44a15jfigs-activepassiveοὐδὲν ἀπόβλητον μετὰ εὐχαριστίας λαμβανόμενον1Nothing that we take with thanksgiving is to be rejectedଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: [[rc://en/ta/man/translate/figs-activepassive]])
451TI45y2lcfigs-hendiadysἁγιάζεται ... διὰ λόγου Θεοῦ καὶ ἐντεύξεως1it is sanctified by the word of God and prayerଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://en/ta/man/translate/figs-hendiadys]])
461TI45m5mbfigs-activepassiveἁγιάζεται1it is sanctifiedଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହାକୁ ପବିତ୍ର କରୁଅଛୁ” କିମ୍ବା “ଆମ୍ଭେମାନେ ଏହାକୁ ପୃଥକ୍ କରିଅଛୁ” (ଦେଖ: [[rc://en/ta/man/translate/figs-activepassive]])
471TI45fhd6figs-metonymyλόγου Θεοῦ1word of Godଏଠାରେ “ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବା ସେ ପ୍ରକାଶ କରିଥିବା ବିଷୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
481TI46ks5xfigs-metaphorταῦτα ὑποτιθέμενος τοῖς ἀδελφοῖς1If you place these things before the brothersପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ, ଯାହା ଶାରୀରିକ ଭାବରେ ବିଶ୍ବାସୀମାନଙ୍କୁ ଦିଆଯାଇପାରିବ I ଏଠାରେ, ଶିକ୍ଷା ଦେବାର ଅର୍ଥ ପରାମର୍ଶ ଦେବା ବା ସ୍ମରଣ କରାଇବା I ବିକଳ୍ପ ଅନୁବାଦ: “ଯଦି ତୁମେ ବିଶ୍ବାସୀମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରିବାକୁ ସାହାଯ୍ୟ କର” (ଦେଖ: [[rc://en/ta/man/translate/figs-metaphor]])
491TI46hfx3ταῦτα1these thingsଏହା [୧ ତୀମଥି ୩”୧୬](../03/16.md)ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ବୁଝାଏ I
501TI46h6qrfigs-gendernotationsτοῖς ἀδελφοῖς1the brothersଏହା ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-gendernotations]])
511TI46f8vsfigs-metaphorἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας1you are being nourished by the words of faith and by the good teaching that you have followedପାଉଲ ଈଶ୍ବରଙ୍କ ବାକ୍ୟ ଓ ତାହାର ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ତୀମଥିଙ୍କୁ ଶାରୀରିକ ଭାବରେ ଭୋଜନ କରାଇ ତାହାଙ୍କୁ ପରିପୁଷ୍ଟ କରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ପାଳନ କରୁଥିବା ବିଶ୍ବାସର ବାକ୍ୟ ଓ ଉତ୍ତମ ଶିକ୍ଷା ତୁମ୍ଭକୁ ଅଧିକ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ଦେଉଅଛି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
521TI46ny78λόγοις τῆς πίστεως1words of faithଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ବାକ୍ୟ
531TI47th4iβεβήλους καὶ γραώδεις μύθους1worldly stories loved by old womenଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ [୧ ତୀମଥି ୧:୪](../01/04.md)ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I 1TI 4 7 elk7 figs-metaphor καὶ γραώδεις 1 loved by old women ଏହା ସମ୍ଭବତଃ ଏହି ଭାବ ଯାହାର ଅର୍ଥ “ନିର୍ବୋଧତା” ବା “ଅଯୌକ୍ତିକ” ଅଟେ I ପାଉଲ “ବୃଦ୍ଧା ସ୍ତ୍ରୀ”ବୋଲି ଉଲ୍ଲେଖକରି ଇଚ୍ଛାକୃତଭାବରେ ସ୍ତ୍ରୀମାନଙ୍କୁ ଅପମାନିତ କରୁନାହାନ୍ତି I ତା’ ପରିବର୍ତ୍ତେ, ସେ ଓ ତାହାଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ କମ୍ ବୟସରେ ମୃତ୍ୟୁଭୋଗ କରନ୍ତି I ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଛନ୍ତି, ଯେଉଁମାନଙ୍କର ମନ ବୟସାଧିକ ସକାଶୁ ଦୁର୍ବଳ ଅଟେ I (ଦେଖ: [[rc://en/ta/man/translate/figs-metaphor]]) 1TI 4 7 sea5 γύμναζε ... σεαυτὸν πρὸς εὐσέβειαν 1 train yourself in godliness ଈଶ୍ବରଙ୍କୁ ସମ୍ମାନ ଦେବା ସକାଶୁ ଆପଣାକୁ ତାଲିମ ଦିଅ କିମ୍ବା “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ମାର୍ଗରେ ଆପଣାକୁ ତାଲିମ ଦିଅ”
541TI48i6rhγὰρ “ σωματικὴ γυμνασία1bodily trainingଶାରୀରିକ ବ୍ୟାୟାମ
551TI48df19ἐπαγγελίαν ἔχουσα ζωῆς1holds promise for this lifeଏହି ଜୀବନପାଇଁ ଉପକାରୀ
561TI49hc1tπάσης ἀποδοχῆς ἄξιος1worthy of full acceptanceତୁମ୍ଭର ପୂର୍ଣ୍ଣ ବିଶ୍ବାସ ନିମନ୍ତେ ଯୋଗ୍ୟ କିମ୍ବା “ତୁମ୍ଭର ପୂର୍ଣ୍ଣ ଭରସାପାଇଁ ଯୋଗ୍ୟ”
571TI410l2ylεἰς τοῦτο γὰρ1For it is for thisଏହି ଉଦ୍ଦେଶ୍ୟରେ
581TI410c9dbfigs-doubletκοπιῶμεν καὶ ἀγωνιζόμεθα1struggle and work very hard“ପରିଶ୍ରମ” ଓ “ପ୍ରାଣପଣ” ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ I ସେମାନେ ଯେଉଁ ଉତ୍ସର୍ଗ ସହିତ ଈଶ୍ବରଙ୍କ ସେବା କରୁଥିଲେ, ତାକୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]] ଓ [[rc://en/ta/man/translate/figs-metaphor]])
591TI410qmj6ἠλπίκαμεν ἐπὶ Θεῷ ζῶντι1we have hope in the living Godଏଠାରେ “ଜୀବିତ ଈଶ୍ବର”ର ଅର୍ଥ ସମ୍ଭବତଃ “ସମସ୍ତ ବିଷୟକୁ ଜୀବିତ କରୁଥିବା ଈଶ୍ବର”
601TI410dsz3figs-ellipsisμάλιστα πιστῶν1but especially of believersବୁଝିହେଉଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶେଷ କରି, ସେ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କର ତ୍ରାଣକର୍ତ୍ତା” (ଦେଖ: [[rc://en/ta/man/translate/figs-ellipsis]])
611TI411lg9hπαράγγελλε ταῦτα καὶ δίδασκε1Proclaim and teach these thingsଆଜ୍ଞାଦେଇ ଏହିସବୁ ବିଷୟ ଶିକ୍ଷା ଦିଅ କିମ୍ବା “ମୁଁ ଏବେ ଉଲ୍ଲେଖ କରିଥିବା ବିଷୟକୁ ଆଜ୍ଞାଦେଇ ଶିକ୍ଷା ଦିଅ”
621TI412qi8lμηδείς σου τῆς νεότητος καταφρονείτω1Let no one despise your youthତୁମ୍ଭେ ଯୁବକ ବୋଲି କେହି ତୁମ୍ଭକୁ ଗୁରୁତ୍ବହୀନ ମନେ ନ କରୁ
631TI413kky7figs-abstractnounsπρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ1attend to the reading, to the exhortation, and to the teaching“ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନ”କୁ କ୍ରିୟାବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ଅନୁବାଦରେ ଅନ୍ତର୍ନିହିତ ସୂଚନାକୁ ଯୋଡାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଶାସ୍ତ୍ରପାଠ କରି ଶୁଣାଅ, ଲୋକମାନଙ୍କୁ ଉପଦେଶ ଦିଅ ଓ ଲୋକମାନଙ୍କୁ ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])
641TI414t221figs-metaphorμὴ ἀμέλει τοῦ ἐν σοὶ χαρίσματος1Do not neglect the gift that is in youପାଉଲ ତୀମଥିଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହା ଈଶ୍ବରଙ୍କ ଅନୁଗ୍ରହ ଦାନକୁ ଧରି ରଖିପାରିବ I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ଆତ୍ମିକ ଦାନକୁ ଅବହେଳା କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
651TI414hdd9figs-activepassiveμὴ ἀμέλει1Do not neglectଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବହାର କରିବାକୁ ନିଶ୍ଚିତ ହୁଅ”
661TI414xp1kfigs-activepassiveὃ ἐδόθη σοι διὰ προφητείας1which was given to you through prophecyଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀର ନେତାମାନେ ଈଶ୍ବରଙ୍କ ବାକ୍ୟ କହିବା ସମୟରେ ତୁମ୍ଭେ ଯାହା ପ୍ରାପ୍ତ ହୋଇଅଛ” (ଦେଖ: [[rc://en/ta/man/translate/figs-activepassive]])
671TI414rr8fἐπιθέσεως τῶν χειρῶν τοῦ πρεσβυτερίου1laying on of the hands of the eldersଏହା ଗୋଟିଏ ଉତ୍ସବ, ଯେଉଁଥିରେ ମଣ୍ଡଳୀର ନେତାମାନେ ତୀମଥିଙ୍କ ଉପରେ ସେମାନଙ୍କ ହସ୍ତାର୍ପଣ କରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆଜ୍ଞା ଦେଇଛନ୍ତି ତାହା କରିବା ନିମନ୍ତେ ସେ ତାହାଙ୍କୁ ସକ୍ଷମ କରିବେ I
681TI415m65mfigs-metaphorαῦτα μελέτα, ἐν τούτοις ἴσθι1Care for these things. Be in themତୀମଥିଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ଦାନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେଥିରେ ରହିପାରିବେ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟକରି ସେସବୁ ଅନୁସାରେ ଜୀବନ ଯାପନ କର” (ଦେଖ: [[rc://en/ta/man/translate/figs-metaphor]])
691TI415j8zifigs-metaphorἵνα σου ἡ προκοπὴ φανερὰ ᾖ πᾶσιν1so that your progress may be evident to all peopleଈଶ୍ବରଙ୍କ ସେବା କରିବା ନିମନ୍ତେ ତୀମଥିଙ୍କ ବୃଦ୍ଧିପାଉଥିବା ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାକୁ ଅନ୍ୟମାନେ ଅନାଇ ପାରିବେ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟ ଲୋକମାନେ ଜାଣିପାରିବେ ଯେ ତୁମ୍ଭେ ଈଶ୍ବରଙ୍କ ସେବା ଉତ୍ତମରୁ ଉତ୍ତମଭାବେ କରୁଅଛ” (ଦେଖ: [[rc://en/ta/man/translate/figs-metaphor]])
701TI416uq6cἔπεχε σεαυτῷ καὶ τῇ διδασκαλίᾳ1Give careful attention to yourself and to the teachingନିଜର ଆଚରଣ ବିଷୟରେ ସାବଧାନ ହୁଅ ଓ ଶିକ୍ଷାପ୍ରତି ମନଯୋଗୀ ହୁଅ କିମ୍ବା “ନିଜର ବ୍ୟବହାରକୁ ସଂଯତ କର ଓ ଶିକ୍ଷା ପ୍ରତି ମନଯୋଗୀ ହୁଅ”
711TI416zxe7ἐπίμενε αὐτοῖς1Continue in these thingsଏହି ସବୁ କାର୍ଯ୍ୟ କରିବାକୁ ଲାଗିରୁହ
721TI416u7ezκαὶ σεαυτὸν σώσεις καὶ τοὺς ἀκούοντάς σου1you will save yourself and those who listen to youସମ୍ଭାବିତ ଅର୍ଥଗୁଡିକ ହେଲା ୧) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଈଶ୍ବରଙ୍କ ନ୍ୟାୟ ବିଚାରରୁ ରକ୍ଷା କରିବେ କିମ୍ବା ) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ପ୍ରଭାବରୁ ରକ୍ଷା କରିବେ I
731TI5introjx4e0# ୧ ତୀମଥି ୦୫ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ସମ୍ଭ୍ରମ ଓ ସମ୍ମାନ
ପାଉଲ ନୂତନ ଶିଷ୍ୟମାନଙ୍କୁ ଉତ୍ସାହ ଦେଉଛନ୍ତି ଯେପରି ସେମାନେ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସମ୍ଭ୍ରମ ଓ ସମ୍ମାନ ଦେବେ I ବିଭିନ୍ନ ସଂସ୍କୃତି ବିଭିନ୍ନ ଭାବରେ ବୟସ୍କ ଲୋକମାନଙ୍କୁ ସମ୍ଭ୍ରମ ଓ ସମ୍ମାନ କରିଥାଏ I

### ବିଧବା

ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳରେ, ବିଧବାମାନଙ୍କ ଯତ୍ନନେବା ଗୁରୁତ୍ବପୂର୍ଣ୍ଣ ଥିଲା, ଯେହେତୁ ସେମାନେ ନିଜେ ନିଜର ଆବଶ୍ୟକତା ପୁରଣ କରି ପାରୁ ନ ଥିଲେ I

741TI51wt5yfigs-you0General Information:ପାଉଲ ଏହି ଆଜ୍ଞାଗୁଡିକୁ ଜଣେ ବ୍ୟକ୍ତି, ତୀମଥିଙ୍କୁ ଦେଉଛନ୍ତି I ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ”କୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ କିମ୍ବା ଆଜ୍ଞାକୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ ସେଗୁଡ଼ିକ ଏଠାରେ ଏକବଚନ ବ୍ୟବହାର କରି ପାରିବେ I (ଦେଖ: [[rc://en/ta/man/translate/figs-you]])
751TI51h7d10Connecting Statement:ମଣ୍ଡଳୀରେ ପୁରୁଷ, ସ୍ତ୍ରୀ, ବିଧବା ଓ ଯୁବତୀମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ, ତାହା ପାଉଲ ତୀମଥିଙ୍କୁ କହିବା ଜାରିରଖିଛନ୍ତି I
761TI51l4w5πρεσβυτέρῳ μὴ ἐπιπλήξῃς1Do not rebuke an older manବୃଦ୍ଧ ଲୋକଙ୍କୁ କଠୋରଭାବରେ କୁହ ନାହିଁ
771TI51dnf2ἀλλὰ παρακάλει1Instead, exhort himତା’ ପରିବର୍ତ୍ତେ, ତାହାଙ୍କୁ ଉତ୍ସାହ ଦିଅ
781TI51enp9figs-simileὡς πατέρα ... ὡς ἀδελφούς1as if he were a father ... as brothersପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-simile]])
791TI52t1pvfigs-simileὡς μητέρας ... ὡς ἀδελφὰς1as mothers ... as sistersପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-simile]])
801TI52wmi6figs-ellipsisνεωτέρας1younger womenବୁଝିହେଉଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ବିକଳ୍ପ ଅନୁବାଦ: “ଯୁବତୀମାନଙ୍କୁ ଉପଦେଶ ଦିଅ” କିମ୍ବା “ଯୁବତୀମାନଙ୍କୁ ଉତ୍ସାହ ଦିଅ” (ଦେଖ: [[rc://en/ta/man/translate/figs-ellipsis]])
811TI52ivl7ἐν πάσῃ ἁγνίᾳ1in all purityଶୁଦ୍ଧ ଚିନ୍ତା ଓ କାର୍ଯ୍ୟ ଦ୍ବାରା କିମ୍ବା “ପବିତ୍ର ଭାବରେ”
821TI53smp5χήρας τίμα1Honor widowsସମ୍ମାନଦେଇ ବିଧବାମାନଙ୍କୁ ସମାଦର କର
831TI53qc6sτὰς ὄντως χήρας1the real widowsନିରାଶ୍ରୟ ବିଧବାମାନଙ୍କୁ
841TI54w38hμανθανέτωσαν πρῶτον1let them first learnପ୍ରଥମେ ସେମାନେ ଶିଖିବା ଉଚିତ କିମ୍ବା “ସେମାନେ ଏହା ଶିଖିବାକୁ ପ୍ରାଥମିକତା ଦିଅନ୍ତୁ”
851TI54g5muτὸν ἴδιον οἶκον1in their own householdସେମାନଙ୍କ ନିଜ ପରିବାରକୁ କିମ୍ବା “ସେମାନଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ”
861TI54q5c8ἀμοιβὰς ἀποδιδόναι τοῖς προγόνοις1Let them repay their parentsସେମାନଙ୍କ ପିତାମାତାମାନେ ସେମାନଙ୍କ ପ୍ରତି କରିଥିବା ଉତ୍ତମ ବିଷୟର ପ୍ରତିବଦଳେ ସେମାନେ ସେମାନଙ୍କ ପିତାମାତାଙ୍କ ପ୍ରତି ଉତ୍ତମ ବିଷୟ କରନ୍ତୁ
871TI55xp1uἡ δὲ ὄντως χήρα καὶ μεμονωμένη1But a real widow is left all aloneକିନ୍ତୁ ଯେଉଁ ବିଧବାର ପ୍ରକୃତରେ ପରିବାର ନାହିଁ
881TI55u1ljπροσμένει ταῖς δεήσεσιν καὶ ταῖς προσευχαῖς1She always remains with requests and prayersସେ ନିବେଦନ ଓ ପ୍ରାର୍ଥନା କରିବାକୁ ଲାଗିରହେ
891TI55rwp4figs-doubletταῖς δεήσεσιν καὶ ταῖς προσευχαῖς1requests and prayersଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ I ଏହି ବିଧବାମାନେ କେତେ ପ୍ରାର୍ଥନା କରୁଛନ୍ତି, ତା’କୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
901TI55rb9ffigs-merismνυκτὸς καὶ ἡμέρας1both night and day“ସବୁ ସମୟ”କୁ ବୁଝାଇବାପାଇଁ “ରାତ୍ରି” ଓ “ଦିନ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ସବୁ ସମୟରେ” (ଦେଖ: [[rc://en/ta/man/translate/figs-merism]])
911TI56qy5hfigs-metaphorτέθνηκεν1is deadଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମୃତ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ମୃତ ବ୍ୟକ୍ତି ସଦୃଶ, ସେ ଈଶ୍ବରଙ୍କୁ କିଛି କହେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
921TI56p5hiζῶσα1is still aliveଏହା ଶାରୀରିକ ଜୀବନକୁ ବୁଝାଏ I
931TI57qw6mταῦτα παράγγελλε1Give these instructionsଏହି ସମସ୍ତ ଆଜ୍ଞା ଦିଅ
941TI57a13pἵνα ἀνεπίλημπτοι ὦσιν1so that they may be blamelessଯେପରି କେହି ସେମାନଙ୍କଠାରେ ଦୋଷ ପାଇବ ନାହିଁ I “ସେମାନେ”ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏହି ବିଧବାମାନେ ଓ ସେମାନଙ୍କ ପରିବାରଗୁଡିକ” କିମ୍ବା ) “ବିଶ୍ବାସୀମାନେ I” “ସେମାନେ” ବୋଲି କହିବା ସବୁଠାରୁ ଭଲ ହେବ I
951TI58p7h2τις τῶν ἰδίων καὶ μάλιστα οἰκείων οὐ προνοεῖ1does not provide for his own relatives, especially for those of his own householdଯେ ଆପଣା ଆତ୍ମୀୟମାନଙ୍କର, ବିଶେଷକରି ଆପଣା ଗୃହରେ ବାସ କରୁଥିବା ସଦସ୍ୟମାନଙ୍କର ଆବଶ୍ୟକତା ପୁରଣ କରେ ନାହିଁ
961TI58y645τὴν πίστιν ἤρνηται1he has denied the faithସେ ଆମ୍ଭେମାନେ ବିଶ୍ବାସ କରୁଥିବା ସତ୍ୟର ବିପରୀତ କାର୍ଯ୍ୟ କରେ
971TI58evm7ἔστιν ἀπίστου χείρων1is worse than an unbelieverସେ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକଠାରୁ ଅଧମ ଅଟେ I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ ଏହି ଲୋକ ଅବିଶ୍ବାସୀଠାରୁ ମଧ୍ୟ ଅଧମ ଅଟେ, କାରଣ ଏପରିକି ଅବିଶ୍ବାସୀମାନେ ସେମାନଙ୍କ ଆତ୍ମୀୟମାନଙ୍କର ଯତ୍ନ ନିଅନ୍ତି I ତେଣୁ, ଜଣେ ବିଶ୍ବାସୀ ନିଶ୍ଚିତଭାବରେ ଆପଣା ଆତ୍ମୀୟମାନଙ୍କ ଯତ୍ନନେବା ଉଚିତ I 1TI 5 9 s8ql χήρα καταλεγέσθω 1 be enrolled as a widow ଜଣାପଡୁଛି, ଲିଖିତ ହେଉ ବା ନ ହେଉ, ବିଧବାମାନଙ୍କର ଗୋଟିଏ ତାଲିକା ଥିଲା I ମଣ୍ଡଳୀର ସଦସ୍ୟମାନେ ଏହି ସ୍ତ୍ରୀ ଲୋକମାନଙ୍କ ଆଶ୍ରୟ, ବସ୍ତ୍ର ଓ ଖାଦ୍ୟର ଆବଶ୍ୟକତା ପୂର୍ଣ୍ଣ କରୁଥିଲେ ଓ ଏହି ସ୍ତ୍ରୀ ଲୋକମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ ଜୀବନ କାଟିବା ଆଶା କରାଯାଉଥିଲା I 1TI 5 9 i27x translate-numbers μὴ ἔλαττον ἐτῶν ἑξήκοντα 1 who is not younger than sixty ପାଉଲ ୫:୧୧-୧୬ ରେ ବୁଝାଇଥିବା ପ୍ରକାରେ, ୬୦ ବର୍ଷରୁ କମ୍ ବୟସର ବିଧବାମାନେ ପୁନର୍ବିବାହ କରିପାରିବେ I ଅତଏବ, ଖ୍ରୀଷ୍ଟିୟ ସମ୍ପ୍ରଦାୟ କେବଳ ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କର ଯତ୍ନ ନେବେ I (ଦେଖ: [[rc://en/ta/man/translate/translate-numbers]]) 1TI 5 9 q9dj γεγονυῖα ἑνὸς ἀνδρὸς γυνή 1 a wife of one husband ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I 1TI 5 10 l8nm figs-activepassive ἐν ἔργοις καλοῖς μαρτυρουμένη 1 She must be known for good deeds ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: [[rc://en/ta/man/translate/figs-activepassive]]) 1TI 5 10 mik7 ἐξενοδόχησεν 1 has been hospitable to strangers ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି
981TI510ygl3figs-metonymyἁγίων πόδας ἔνιψεν1has washed the feet of the saintsମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://en/ta/man/translate/figs-metonymy]])
991TI510bw4hἁγίων1saintsକେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I
1001TI510ey6ifigs-nominaladjθλιβομένοις ἐπήρκεσεν1has relieved the afflictedଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-nominaladj]])
1011TI510h96jπαντὶ ἔργῳ ἀγαθῷ ἐπηκολούθησεν1has been devoted to every good workସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି
1021TI511rv5hνεωτέρας δὲ χήρας παραιτοῦ1But as for younger widows, refuse to enroll them in the listକିନ୍ତୁ ଏହି ତାଲିକାରେ ଯୁବତୀ ବିଧବାମାନଙ୍କୁ ଯୋଗ କର ନାହିଁ I ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କୁ ତାଲିକାଭୁକ୍ତ କର, ଯେଉଁମାନଙ୍କୁ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସାହାଯ୍ୟ କରିବ I 1TI 5 11 vqq9 ὅταν γὰρ καταστρηνιάσωσιν τοῦ Χριστοῦ, γαμεῖν θέλουσιν 1 For when they give in to bodily desires against Christ, they want to marry କାରଣ ଯେତେବେଳେ ସେମାନେ ସେମାନଙ୍କ କାମାଭିଳାଷକୁ ପୂରଣ କରିବାପାଇଁ ବିବାହ କରିବାକୁ ଚାହାନ୍ତି, ସେମାନେ ବିଧବାଭାବରେ ଖ୍ରୀଷ୍ଟଙ୍କ ସେବା କରିବାର ପ୍ରତିଜ୍ଞାକୁ ଲଂଘନ କରନ୍ତି
1031TI512nha7τὴν πρώτην πίστιν ἠθέτησαν1revoke their first commitmentସେମାନଙ୍କର ପୂର୍ବ ପ୍ରତିଜ୍ଞାକୁ ରକ୍ଷା କରନ୍ତି ନାହିଁ କିମ୍ବା “ସେମାନେ ଯାହା ପୂର୍ବରୁ ପ୍ରତିଜ୍ଞା କରିଥିଲେ, ତାହା କରନ୍ତି ନାହିଁ”
1041TI512k9nzπίστιν1commitmentଖ୍ରୀଷ୍ଟିୟ ସମ୍ପ୍ରଦାୟ ସେମାନଙ୍କ ପ୍ରୟୋଜନୀୟ ବିଷୟ ଯୋଗାଇଲେ, ସେମାନେ ସେମାନଙ୍କ ଅବଶିଷ୍ଟ ଜୀବନ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ କଟାଇବା ହେଉଛି ବିଧମାନଙ୍କର ପ୍ରତିଜ୍ଞା I
1051TI513t4ivἀργαὶ μανθάνουσιν1learn to be lazyକୌଣସି କାର୍ଯ୍ୟ ନ କରିବାର ଅଭ୍ୟାସରେ ପଡନ୍ତି
1061TI513nll4φλύαροι καὶ περίεργοι, λαλοῦσαι τὰ μὴ δέοντα1talk nonsense and are busybodies, saying things they should not sayଏହି ତିନୋଟି ବାକ୍ୟାଂଶରେ ସମ୍ଭବତଃ ସମାନ କାର୍ଯ୍ୟକୁ ତିନି ପ୍ରକାରେ କୁହାଯାଇଛି I ଏହି ଲୋକମାନେ ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖିବା ଓ ଯେଉଁମାନେ ସେସବୁ ଶୁଣି ଉପକାର ପାଇବେ ନାହିଁ, ସେମାନଙ୍କୁ କହିବା ଉଚିତ ନୁହେଁ I
1071TI513cym5φλύαροι1nonsenseଯେଉଁମାନେ ସେଗୁଡିକ ଶୁଣିବେ, ସେମାନଙ୍କ ଉପକାରରେ ଆସୁ ନ ଥିବା ବାକ୍ୟ
1081TI513umk2περίεργοι1busybodiesଅନ୍ୟ ଲୋକମାନଙ୍କ ଭଲପାଇଁ ନୁହେଁ, କିନ୍ତୁ ସେମାନଙ୍କ ନିଜର ଭଲପାଇଁ ଅନ୍ୟ ଲୋକମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖୁଥିବା ଲୋକମାନେ
1091TI514bh1qοἰκοδεσποτεῖν1to manage the householdଆପଣା ଗୃହରେ ଥିବା ସମସ୍ତଙ୍କ ଯତ୍ନ ନେବାକୁ
1101TI514u94kτῷ ἀντικειμένῳ1the enemyସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଶୟତାନକୁ ବୁଝାଏ କିମ୍ବା ) ଏହା ଖ୍ରୀଷ୍ଟିୟାନମାନଙ୍କ ବିରୋଧୀ ଥିବା ଅବିଶ୍ବାସୀମାନଙ୍କୁ ବୁଝାଏ I
1111TI514a1w5figs-inclusiveλοιδορίας χάριν1to slander usଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ତୀମଥିଙ୍କୁ ମିଶାଇ ସମଗ୍ର ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]])
1121TI515fy54figs-metaphorἐξετράπησαν ὀπίσω τοῦ Σατανᾶ1turned aside after Satanଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତତାରେ ଜୀବନ କାଟିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଚାଲିବା ନିମନ୍ତେ ଗୋଟିଏ ପଥ I ଏହାର ଅର୍ଥ ହେଉଛି ଯେ ସ୍ତ୍ରୀ ଲୋକଟି ଯୀଶୁଙ୍କ ଆଜ୍ଞା ପାଳନ ବନ୍ଦ କରିଦେଇଛି ଓ ଶୟତାନର ଆଜ୍ଞା ପାଳନ ଆରମ୍ଭ କରିଦେଇଛି I ବିକଳ୍ପ ଅନୁବାଦ: “ଶୟତାନର ଅନୁଗମନ କରିବା ପାଇଁ ଖ୍ରୀଷ୍ଟଙ୍କ ପଥକୁ ପରିତ୍ୟାଗ କରିଛି” କିମ୍ବା “ଖ୍ରୀଷ୍ଟଙ୍କ ପରିବର୍ତ୍ତେ ଶୟତାନର ବାଧ୍ୟ ହେବାକୁ ସ୍ଥିର କରିଛି” (ଦେଖ: [[rc://en/ta/man/translate/figs-metaphor]])
1131TI516g8k5τις πιστὴ1any believing womanଯେ କୌଣସି ଖ୍ରୀଷ୍ଟିଆନ୍ ସ୍ତ୍ରୀଲୋକ କିମ୍ବା “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଯେ କୌଣସି ସ୍ତ୍ରୀଲୋକ”
1141TI516mf4sἔχει χήρας1has widowsତାହାର ଆତ୍ମିୟାମାନଙ୍କ ମଧ୍ୟରେ ଯଦି କୌଣସି ବିଧବା ଥାଆନ୍ତି
1151TI516y6hffigs-metaphorκαὶ μὴ βαρείσθω ἡ ἐκκλησία1so that the church will not be weighed downସେମାନଙ୍କ ସାମର୍ଥ୍ୟ ବାହାରେ ଅଧିକ ଲୋକଙ୍କୁ ସାହାଯ୍ୟ କରୁଥିବା ସମ୍ପ୍ରଦାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ପିଠିରେ ଅଧିକ ବୋଝ ଉଠାଉଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ମଣ୍ଡଳୀକୁ ଆପଣା ସାମର୍ଥ୍ୟ ବାହାରେ ଅଧିକ କାର୍ଯ୍ୟ କରିବାକୁ ନ ପଡ଼େ” କିମ୍ବା “ଯେପରି ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ସେହି ବିଧବାମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ ନାହିଁ ଯେଉଁମାନଙ୍କର ପରିବାର ସେମାନଙ୍କର ଯତ୍ନ ନେବାକୁ ସମର୍ଥ ଥିବେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1161TI516d35mὄντως χήραις1real widowsଯେଉଁ ସ୍ତ୍ରୀଲୋକମାନଙ୍କର ଯତ୍ନ ନେବାପାଇଁ କେହି ନାହିଁ
1171TI517i3l30Connecting Statement:ପାଉଲ ପୁନର୍ବାର କହୁଛନ୍ତି ଯେ ପ୍ରାଚୀନ (ଅଧ୍ୟକ୍ଷ) ମାନଙ୍କ ସହିତ କିପରି ବ୍ୟବହାର କରାଯିବା ଉଚିତ ଓ ତା’ପରେ ତୀମଥିଙ୍କୁ କେତେକ ବ୍ୟକ୍ତିଗତ ପରାମର୍ଶ ଦେଉଛନ୍ତି I
1181TI517u93qfigs-activepassiveοἱ καλῶς προεστῶτες πρεσβύτεροι ... ἀξιούσθωσαν1Let the elders who rule well be considered worthyଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମସ୍ତ ବିଶ୍ବାସୀମାନେ ପ୍ରାଚୀନମାନଙ୍କୁ, ଯେଉଁମାନେ ଉତ୍ତମ ନେତା ହୋଇଥିବେ, ଯୋଗ୍ୟ ବିବେଚନା କରିବା ଉଚିତ” (ଦେଖ: [[rc://en/ta/man/translate/figs-activepassive]])
1191TI517wp9dδιπλῆς τιμῆς1double honorସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସମାଦର ଓ ବେତନ” କିମ୍ବା ) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମାଦର”
1201TI517r8ewfigs-metaphorοἱ κοπιῶντες ἐν λόγῳ καὶ διδασκαλίᾳ1those who work with the word and in teachingବାକ୍ୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଦ୍ବାରା ଜଣେ କାର୍ଯ୍ୟ କରିପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରନ୍ତି ଓ ଶିକ୍ଷା ଦିଅନ୍ତି” (ଦେଖ: [[rc://en/ta/man/translate/figs-metaphor]])
1211TI518kh55figs-personificationλέγει γὰρ ἡ Γραφή1For the scripture saysଏହା ବ୍ୟକ୍ତିରୂପଧାରଣ ଯାହାର ଅର୍ଥ ଏହି ଯେ କେହି ଜଣେ ଶାସ୍ତ୍ରରେ ଏହି ପ୍ରକାର ଲେଖିଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ ଯେ” (ଦେଖ: [[rc://en/ta/man/translate/figs-personification]])
1221TI518vw3afigs-metaphorβοῦν ἀλοῶντα οὐ φιμώσεις1You shall not put a muzzle on an ox while it treads the grainପାଉଲ ଏହି ଉଦ୍ଧୃତିକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି ଯାହାର ଅର୍ଥ ମଣ୍ଡଳୀର ନେତାମାନେ ସେମାନଙ୍କର କାର୍ଯ୍ୟପାଇଁ ଖ୍ରୀଷ୍ଟିୟ ସମ୍ପ୍ରଦାୟଠାରୁ ବେତନ ପାଇବାକୁ ଯୋଗ୍ୟ ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
1231TI518g985translate-unknownφιμώσεις1muzzleଗୋଟିଏ ତୁଣ୍ଡି ଯାହା କୌଣସି ପଶୁର ନାକ ଓ ମୁହଁରେ ଦିଆଯାଏ, ଯେପରି କାର୍ଯ୍ୟକଲା ବେଳେ ସେ କିଛି ଖାଇପାରିବ ନାହିଁ (ଦେଖ: [[rc://en/ta/man/translate/translate-unknown]])
1241TI518t6kpἀλοῶντα1treads the grainଆଉ ବଳଦଟି “ଶସ୍ୟ ଉପରେ ମାଡ଼େ” ଯେତେବେଳେ ଶସ୍ୟର ଶିଁଷାରୁ ଶସ୍ୟ ଦାନାକୁ ଅଲଗା କରିବାପାଇଁ ଏହା ବେଙ୍ଗଳା ଉପରେ ଚାଲେ ବା ଏହା ଉପରେ କୌଣସି ଭାରୀ ପଦାର୍ଥକୁ ଟାଣିଥାଏ I କାର୍ଯ୍ୟ କରିବା ସମୟରେ ବଳଦକୁ କିଛି ଦାନା ଖାଇବାକୁ ଦିଆଯାଏ I
1251TI518kys1ἄξιος1is worthy ofଯୋଗ୍ୟ
1261TI519af68figs-metaphorκατηγορίαν μὴ παραδέχου1Do not receive an accusationପାଉଲ ଅଭିଯୋଗ ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ ଯାହା ଶାରୀରିକ ଭାବେ ଲୋକମାନଙ୍କ ଦ୍ବାରା ଗ୍ରହଣ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ କହୁଥିବା କୌଣସି ଅଭିଯୋଗକୁ ସତ୍ୟବୋଲି ଗ୍ରହଣ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1271TI519kmy5δύο ἢ τριῶν1two or threeଅତି କମ୍ ରେ ଦୁଇ କିମ୍ବା “ଦୁଇ ବା ତହିଁରୁ ଅଧିକ”
1281TI520m4uhτοὺς ἁμαρτάνοντας1sinnersଏହା ଈଶ୍ବରଙ୍କ ଅବାଧ୍ୟ ବା ଅସନ୍ତୁଷ୍ଟ କାର୍ଯ୍ୟକରୁଥିବା ଯେ କୌଣସି ଲୋକକୁ ବୁଝାଏ, ଯେଉଁସବୁ ବିଷୟରେ ଏପରିକି ଅନ୍ୟମାନେ ସୁଦ୍ଧା ଜାଣନ୍ତି ନାହିଁ I
1291TI520db63ἐνώπιον πάντων1before allଯେଉଁଠାରେ ସମସ୍ତେ ଦେଖିପାରିବେ
1301TI520ql4mἵνα καὶ οἱ λοιποὶ φόβον ἔχωσιν1so that the rest may be afraidଯେପରି ଅନ୍ୟମାନେ ପାପ କରିବାକୁ ଭୟଭୀତ ହେବେ
1311TI521t7jqτῶν ἐκλεκτῶν ἀγγέλων1the chosen angelsଏହାର ଅର୍ଥ ଦୂତମାନେ ଯେଉଁମାନଙ୍କୁ ଈଶ୍ବର ଓ ଯୀଶୁ ଏକ ବିଶେଷ ପ୍ରକାରେ ତାଙ୍କର ସେବା କରିବାକୁ ମନୋନୀତ କରିଅଛନ୍ତି I
1321TI521f2q7figs-doubletταῦτα φυλάξῃς χωρὶς προκρίματος, μηδὲν ποιῶν κατὰ πρόσκλισιν1to keep these commands without partiality, and to do nothing out of favoritism“ପକ୍ଷପାତିତା” ଓ “ମୁଖାପେକ୍ଷା”ର ଅର୍ଥ ମୌଳିକ ଭାବରେ ସମାନ ଅଟେ I ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ତୀମଥି ସମସ୍ତଙ୍କୁ ସମାନ ଭାବରେ ସଚ୍ଚୋଟତାର ସହିତ ବିଚାର କରିବା ଉଚିତ I ବିକଳ୍ପ ଅନୁବାଦ: “ପକ୍ଷପାତ ନ କରି ବା କାହାର ମୁଖାପେକ୍ଷା ନ କରି ଏହି ନିୟମ ପାଳନ କରିବାକୁ” (ଦେଖ: [[rc://en/ta/man/translate/figs-doublet]])
1331TI521dph6ταῦτα1these commandsସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଏବେ ପାଉଲ ତୀମଥିଙ୍କୁ କହିଥିବା ନିୟମକୁ ବୁଝାଏ କିମ୍ବା ) ଏହା ପାଉଲ ତୀମଥିଙ୍କୁ କହିବାକୁ ଯାଉଥିବା ନିୟମକୁ ବୁଝାଏ I
1341TI522qb71χεῖρας ... ἐπιτίθει1Place handsହସ୍ତାର୍ପଣ କରିବା ଗୋଟିଏ ଉତ୍ସବ, ଯେଉଁଥିରେ ମଣ୍ଡଳୀର ଜଣେ ବା ତହିଁରୁ ଅଧିକ ନେତାମାନେ ଲୋକମାନଙ୍କ ଉପରେ ହସ୍ତ ଦେଇ ପ୍ରାର୍ଥନା କରନ୍ତି, ଯେପରିକି ଈଶ୍ବର ସେମାନଙ୍କୁ ଈଶ୍ବରଙ୍କର ସନ୍ତୋଷ ଯୋଗ୍ୟ ସେବାକରିବା ନିମନ୍ତେ ସକ୍ଷମ କରିବେ I ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବା କରିବାପାଇଁ ତାହାକୁ ଆନୁଷ୍ଠାନିକ ଭାବରେ ପୃଥକ୍ କରିବା ପୂର୍ବରୁ ସେହି ଲୋକଟି ଉତ୍ତମ ଚରିତ୍ର ଦେଖାଇବା ପର୍ଯ୍ୟନ୍ତ ତୀମଥିଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର I
1351TI522pyl8figs-metaphorμηδὲ κοινώνει ἁμαρτίαις ἀλλοτρίαις1Do not share in the sins of another personପାଉଲ ଜଣକର ପାପ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟମାନଙ୍କ ସହିତ ବଣ୍ଟାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ବ୍ୟକ୍ତିର ପାପରେ ସହଭାଗୀ ହୁଅ ନାହିଁ” କିମ୍ବା "ଅନ୍ୟ ଜଣେ ବ୍ୟକ୍ତି ପାପ କରୁଥିଲେ ତହିଁରେ ଅଂଶ ଗ୍ରହଣ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1361TI522lt3yμηδὲ κοινώνει ἁμαρτίαις ἀλλοτρίαις1Do not share in the sins of another personସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯଦି ତୀମଥି ପାପରେ ଦୋଷୀ ଜଣକୁ ମଣ୍ଡଳୀର କାର୍ଯ୍ୟପାଇଁ ମନୋନୀତ କରନ୍ତି, ତେବେ ସେହି ଲୋକର ପାପପାଇଁ ଈଶ୍ବର ତୀମଥିଙ୍କୁ ଦାୟୀ କରିବେ କିମ୍ବା ) ତୀମଥି ଅନ୍ୟମାନଙ୍କୁ ଯେଉଁ ପାପ କରୁଥିବା ଦେଖିଛନ୍ତି, ସେ ନିଜେ ସେହି ପାପ କରିବା ଉଚିତ ନୁହେଁ I
1371TI523xl32figs-explicitμηκέτι ὑδροπότει1You should no longer drink waterଏହା ସୂଚିତ କରେ ଯେ ପାଉଲଙ୍କ କହିବାର ଅର୍ଥ ହେଉଛି ତୀମଥି କେବଳ ଜଳପାନ କରିବା ଉଚିତ ନୁହେଁ I ସେ ତୀମଥିଙ୍କୁ ଦ୍ରାକ୍ଷାରସ ଔଷଧଭାବରେ ବ୍ୟବହାର କରିବାକୁ କହୁଛନ୍ତି I ସେହି ଅଞ୍ଚଳର ଜଳ ଅନେକ ସମୟରେ ଅସୁସ୍ଥତା ସୃଷ୍ଟି କରୁଥିଲା I (ଦେଖ: [[rc://en/ta/man/translate/figs-explicit]])
1381TI524uk56figs-activepassiveτινῶν ἀνθρώπων αἱ ἁμαρτίαι πρόδηλοί εἰσιν1The sins of some people are openly knownଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଲୋକଙ୍କର ପାପ ସହଜରେ ପ୍ରକାଶ ପାଇଥାଏ” (ଦେଖ: [[rc://en/ta/man/translate/figs-activepassive]])
1391TI524ug1zfigs-personificationπροάγουσαι εἰς κρίσιν1they go before them into judgmentସେମାନଙ୍କର ପାପ ସେମାନଙ୍କ ବିଚାର ପୂର୍ବରୁ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନଙ୍କର ପାପସବୁ ଏତେ ପ୍ରକାଶିତ ଯେ ସେମାନଙ୍କ ବିରୁଦ୍ଧରେ କେହି ସାକ୍ଷ୍ୟ ଦେବା ପୂର୍ବରୁ ପ୍ରତେକେ ତାହା ଜାଣିପାରିବେ ଯେ ସେମାନେ ଦୋଷୀ ଅଟନ୍ତି କିମ୍ବା ) ସେମାନଙ୍କର ପାପ ସବୁ ପ୍ରମାଣିତ, ଆଉ ଈଶ୍ବର ବର୍ତ୍ତମାନ ସେମାନଙ୍କର ବିଚାର କରୁଛନ୍ତି I (ଦେଖ: [[rc://en/ta/man/translate/figs-personification]]) 1TI 5 24 i1c6 figs-metaphor τισὶν δὲ καὶ ἐπακολουθοῦσιν 1 But some sins follow later କିନ୍ତୁ କେତେକ ପାପ ପରେ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତୀମଥି ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟ କେତେକ ପାପ ବିଷୟରେ ଜାଣିପାରିବେ ନାହିଁ କିମ୍ବା ) ଶେଷ ବିଚାର ନ ହେବା ପର୍ଯ୍ୟନ୍ତ ଈଶ୍ବର କେତେକ ପାପର ବିଚାର କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]]) 1TI 5 25 pd8v τὰ ἔργα τὰ καλὰ πρόδηλα 1 some good works are openly known କେତେକ ସତ୍କାର୍ଯ୍ୟ ପ୍ରକାଶିତ
1401TI525qlu5τὰ ἔργα τὰ καλὰ1good worksକେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I
1411TI525bl51figs-metaphorκαὶ τὰ ἄλλως ἔχοντα, κρυβῆναι οὐ δύναταί1but even the others cannot be hiddenପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1421TI6introrks40# ୧ ତୀମଥି ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଦାସତ୍ବ

ଦାସତ୍ବ ଭଲ କି ମନ୍ଦ, ତାହା ପାଉଲ ଏହି ଅଧ୍ୟାୟରେ ଲେଖୁନାହାନ୍ତି I ପାଉଲ ସମ୍ମାନ ଦେବା, ସମାଦର କରିବା ଓ ଯତ୍ନର ସହିତ କର୍ତ୍ତାମାନଙ୍କ ସେବା କରିବା ବିଷୟରେ ଶିକ୍ଷା ଦେଉଛନ୍ତି I ପାଉଲ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହୋଇ ପ୍ରତ୍ୟେକ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା ଦେଉଛନ୍ତି I

1431TI61zg9b0Connecting Statement:ପାଉଲ ଦାସ ଓ କର୍ତ୍ତାମାନଙ୍କୁ କେତେକ ବିଶେଷ ଉପଦେଶ ଦେଲାପରେ ଏକ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ ଶିକ୍ଷା ଦେଉଛନ୍ତି I
1441TI61nm4nfigs-metaphorὅσοι εἰσὶν ὑπὸ ζυγὸν δοῦλοι1Let all who are under the yoke as slavesପାଉଲ ଦାସଭାବରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଯୁଆଳି ବହନ କରୁଥିବା ବଳଦସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଦାସଭାବରେ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1451TI61ep1lfigs-explicitὅσοι εἰσὶν1Let all who areଏହା ସୂଚିତ କରେ ଯେ ପାଉଲ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସୀ” (ଦେଖ: [[rc://en/ta/man/translate/figs-explicit]])
1461TI61he2nfigs-activepassiveμὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται1the name of God and the teaching might not be blasphemedଏହାକୁ କର୍ତ୍ତୃବାଚ୍ୟଭାବରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ନାମ ଓ ଶିକ୍ଷା ବିଷୟରେ ଯେପରି ଅବିଶ୍ବାସୀମାନେ ସର୍ବଦା ସମାଦରପୂର୍ଣ୍ଣ ଭାବରେ କହିବେ” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-litotes]])
1471TI61xb92figs-metonymyτὸ ὄνομα τοῦ Θεοῦ1the name of Godଏଠାରେ “ନାମ” ଈଶ୍ବରଙ୍କ ସ୍ବଭାବ ବା ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଚରିତ୍ର” କିମ୍ବା “ଈଶ୍ବର” (ଦେଖ: [[rc://en/ta/man/translate/figs-metonymy]])
1481TI61f5pcἡ διδασκαλία1the teachingବିଶ୍ବାସ କିମ୍ବା “ସୁସମାଚାର”
1491TI62fvv7ἀδελφοί εἰσιν1they are brothersଏଠାରେ “ଭାଇମାନେ”ର ଅର୍ଥ “ସହବିଶ୍ବାସୀମାନେ I”
1501TI62hn12figs-activepassiveοἱ τῆς εὐεργεσίας ἀντιλαμβανόμενοι1For the masters who are helped by their workଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯେଉଁ କର୍ତ୍ତାମାନଙ୍କୁ ସେମାନଙ୍କ ଦାସମାନେ ସେମାନଙ୍କ କର୍ମ ଦ୍ବାରା ସାହାଯ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-activepassive]])
1511TI62nmh9figs-activepassiveκαὶ ἀγαπητοὶ1and are lovedଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆଉ ଦାସମାନେ ସେମାନଙ୍କୁ ପ୍ରେମ କରିବା ଉଚିତ କିମ୍ବା ) “ଯେଉଁମାନଙ୍କୁ ଈଶ୍ବର ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-activepassive]])
1521TI64pn8nfigs-genericnounτετύφωται ... νοσῶν1he is proud ... He has an unhealthy interestଏଠାରେ “ସେ” ଅନୁଚିତ ଶିକ୍ଷା ଦେଉଥିବା ଯେ କୌଣସି ଲୋକକୁ ବୁଝାଏ I ଏହାକୁ ସ୍ପଷ୍ଟ କରିବାପାଇଁ, USTରେ କରାଯାଇଥିବା ପ୍ରକାରେ, ତୁମେ “ସେ” କୁ “ସେମାନେ” ଭାବରେ ଅନୁବାଦ କରିପାରିବ I (ଦେଖ: [[rc://en/ta/man/translate/figs-genericnoun]])
1531TI64z2rbμηδὲν ἐπιστάμενος1understands nothingଈଶ୍ବରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ
1541TI64qu86figs-metaphorνοσῶν περὶ ζητήσεις καὶ λογομαχίας1He has an unhealthy interest in controversies and argumentsନିଷ୍ଫଳ ବାକ୍ ଯୁଦ୍ଧରେ ସମ୍ପୃକ୍ତ ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଅସୁସ୍ଥ ଅଟନ୍ତି I ସେହି ପ୍ରକାର ଲୋକ ଯୁକ୍ତିତର୍କ କରିବାକୁ ପ୍ରବଳ ଇଚ୍ଛା କରନ୍ତି ଓ ସହମତ ହେବା ନିମନ୍ତେ କୌଣସି ଉପାୟ ଖୋଜିବାକୁ ପ୍ରକୃତରେ ଇଚ୍ଛା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେ କେବଳ ଯୁକ୍ତିତର୍କ କରିବାକୁ ଚାହେଁ” କିମ୍ବା “ସେ ବାକ୍ ଯୁଦ୍ଧକୁ ଭଲ ପାଏ” (ଦେଖ: [[rc://en/ta/man/translate/figs-metaphor]])
1551TI64i3lkζητήσεις καὶ λογομαχίας, ἐξ ὧν γίνεται φθόνος1controversies and arguments about words that result in envyବାକ୍ୟ ବିଷୟରେ ବାଦାନୁବାଦ ଓ ଯୁକ୍ତିତର୍କ ପୁଣି ଏହି ବାଦାନୁବାଦ ଓ ଯୁକ୍ତିତର୍କରୁ ଈର୍ଷା ଜନ୍ମେ I
1561TI64xt1zλογομαχίας1about wordsଶବ୍ଦର ଅର୍ଥ ବିଷୟରେ
1571TI64bjt6ἔρις1strifeବାଦାନୁବାଦ, ଯୁଦ୍ଧ
1581TI64y3mxβλασφημίαι1insultsଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି
1591TI64kn69ὑπόνοιαι πονηραί1evil suspicionsଲୋକେ ଅନୁଭବ କରନ୍ତି ଯେ ଅନ୍ୟମାନେ ସେମାନଙ୍କ ପ୍ରତି ମନ୍ଦ ବିଷୟ କରିବାକୁ ଚାହାନ୍ତି
1601TI65z2d8διεφθαρμένων ... τὸν νοῦν1depraved mindsଭ୍ରଷ୍ଟମନା
1611TI65tyf7figs-metaphorἀπεστερημένων τῆς ἀληθείας1They have lost the truthଏଠାରେ “ସେମାନେ” ଶବ୍ଦଟି ଯେ କୌଣସି ଲୋକକୁ ବୁଝାଏ ଯେଉଁମାନେ ଏପରି ଶିକ୍ଷା ଦିଅନ୍ତି ଯାହା ଯୀଶୁଙ୍କ ଶିକ୍ଷାର ଅନୁରୂପ ଶିକ୍ଷା ନୁହେଁ I “ସତ୍ୟବର୍ଜିତ” ଶବ୍ଦଟିର ଅର୍ଥ ଏହାକୁ ଅବଜ୍ଞା କରିବା ବା ଭୁଲିଯିବା I ବିକଳ୍ପ ଅନୁବାଦ: “ସେମାନେ ସତ୍ୟକୁ ଅବଜ୍ଞା କରିଛନ୍ତି” କିମ୍ବା “ସେମାନେ ସତ୍ୟକୁ ଭୁଲିଯାଇଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1621TI66q5sqδὲ1Nowଏହା ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରୁଛି I ଏଠାରେ ପାଉଲ ଦୁଷ୍ଟଲୋକମାନେ ଈଶ୍ବରପରାୟଣତା ଦ୍ବାରା ଖୋଜୁଥିବା ଧନ ([୧ ତୀମଥି ୬:୫](../06/05.md)) ଓ ପ୍ରକୃତ ଈଶ୍ବରପରାୟଣତା ଦ୍ବାରା ଲାଭକରୁଥିବା ସତ୍ୟ ଧନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅବଶ୍ୟ”
1631TI66ya9zfigs-abstractnounsἔστιν ... πορισμὸς μέγας ἡ εὐσέβεια μετὰ αὐταρκείας1godliness with contentment is great gain“ଈଶ୍ବରପରାୟଣତା” ଓ “ସନ୍ତୋଷଭାବ” ଶବ୍ଦଗୁଡିକ ଗୁଣବାଚକ ବିଶେଷ୍ୟ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକ ଈଶ୍ବରପରାୟଣ ହୋଇ କାର୍ଯ୍ୟ କରେ ଓ ସେମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହେ, ସେହି ଲୋକର ବହୁତ ଲାଭ ହୁଏ” (ଦେଖ: [[rc://en/ta/man/translate/figs-abstractnouns]])
1641TI66wzj1ἔστιν ... πορισμὸς μέγας1is great gainବହୁତ ଲାଭଦାୟକ କିମ୍ବା “ଆମ୍ଭମାନଙ୍କ ପାଇଁ ଅନେକ ଉତ୍ତମ ବିଷୟ ସାଧନ କରେ”
1651TI67j6qvοὐδὲν εἰσηνέγκαμεν εἰς τὸν κόσμον1brought nothing into the worldଆମ୍ଭେମାନେ ଜନ୍ମ ହେବା ସମୟରେ ଏ ଜଗତକୁ କିଛି ଆଣିନାହୁଁ
1661TI67jlv8οὐδὲ ἐξενεγκεῖν τι δυνάμεθα1Neither are we able to take out anythingଆଉ ଆମ୍ଭେମାନେ ଯେତେବେଳେ ମୃତ୍ୟୁଭୋଗ କରିବା ସେତେବେଳେ ଏହି ଜଗତରୁ କିଛି ନେଇଯାଇ ପାରିବା ନାହିଁ
1671TI68lbk5ἀρκεσθησόμεθα1let usଆମ୍ଭମାନଙ୍କର ଉଚିତ୍
1681TI69ij4jδὲ1Nowଏହି ଶବ୍ଦ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରେ I ଏଠାରେ ପାଉଲ ସେହି ପ୍ରସଙ୍ଗକୁ ଫେରିଆସୁଛନ୍ତି ଯହିଁରେ ଲୋକମାନେ ଭାବନ୍ତି ଯେ ଈଶ୍ବରପରାୟଣତା ସେମାନଙ୍କୁ ଧନୀ ହେବାକୁ ଦେବ ([୧ ତୀମଥି ୬:୫](../06/05.md)) I
1691TI69pl5dfigs-metaphorπλουτεῖν, ἐμπίπτουσιν εἰς πειρασμὸν, καὶ παγίδα1to become wealthy fall into temptation, into a trapଯେଉଁମାନେ ଅର୍ଥର ପ୍ରଲୋଭନକୁ ସେମାନଙ୍କୁ ପାପରେ ପକାଇବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗର୍ତ୍ତରେ ପଡିଯାଇଥିବା ପଶୁ, ଯାହାକୁ ଜଣେ ଶିକାରୀ ଫାନ୍ଦରେ ପକାଇଅଛି I ବିକଳ୍ପ ଅନୁବାଦ: “ଧନୀ ହେବା ଦ୍ବାରା ସେମାନେ ପ୍ରତିରୋଧ କରିବାକୁ ଯେତିକି ସକ୍ଷମ ତାହାଠାରୁ ଅଧିକ ପ୍ରଲୋଭନର ସମ୍ମୁଖୀନ ହେବେ, ଆଉ ସେମାନେ ଫାନ୍ଦରେ ପଡିଥିବା ପଶୁ ସଦୃଶ ହେବେ I” (ଦେଖ: [[rc://en/ta/man/translate/figs-metaphor]])
1701TI69gfy7figs-metaphorοἱ ... ἐμπίπτουσιν ... ἐπιθυμίας πολλὰς ἀνοήτους καὶ βλαβεράς1They fall into many foolish and harmful passionsଏହା ଫାନ୍ଦ ରୂପକ ବିଷୟ କହିବା ଜାରିରଖୁଛି I ଏହାର ଅର୍ଥ ହେଉଛି ଯେ ସେମାନଙ୍କ ମୁର୍ଖ ଓ କ୍ଷତିଜନକ ଅଭିଳାଷ ସେମାନଙ୍କୁ ପରାସ୍ତ କରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଗୋଟିଏ ପଶୁ ଶିକାରୀର ଫାନ୍ଦରେ ପଡ଼ିଯାଏ, ସେପରି ସେମାନେ ଅନେକ ମୁର୍ଖ ଓ କ୍ଷତିଜନକ ଅଭିଳାଷ ମଧ୍ୟରେ ପଡ଼ିବେ” (ଦେଖ: [[rc://en/ta/man/translate/figs-metaphor]])
1711TI69nc3ifigs-metaphorαἵτινες βυθίζουσι τοὺς ἀνθρώπους εἰς ὄλεθρον καὶ ἀπώλειαν1into whatever else makes people sink into ruin and destructionଯେଉଁମାନେ ପାପକୁ ସେମାନଙ୍କୁ ବିନାଶ କରିବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଉଥିବା ଗୋଟିଏ ନୌକା I ବିକଳ୍ପ ଅନୁବାଦ: “ସେମାନେ ଏ ପ୍ରକାର ମନ୍ଦତାରେ ପଡନ୍ତି ଯେ ତାହା ସେମାନଙ୍କୁ ଧ୍ବଂଶ ଓ ବିନଷ୍ଟ କରିଦିଏ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଇଥିବା ନୌକା ସଦୃଶ ଅଟନ୍ତି” (ଦେଖ: [[rc://en/ta/man/translate/figs-metaphor]])
1721TI610xs9dfigs-metaphorῥίζα γὰρ πάντων τῶν κακῶν ἐστιν ἡ φιλαργυρία1For the love of money is a root of all kinds of evilପାଉଲ ମନ୍ଦତାର କାରଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବୃକ୍ଷର ମୂଳ I ବିକଳ୍ପ ଅନୁବାଦ: “ଏହା ଘଟିଥାଏ, କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ” (ଦେଖ: [[rc://en/ta/man/translate/figs-metaphor]])
1731TI610j5z9ὀρεγόμενοι1who desire itଯେଉଁମାନେ ଧନ ଇଚ୍ଛା କରନ୍ତି
1741TI610b83vfigs-metaphorἀπεπλανήθησαν ἀπὸ τῆς πίστεως1have been misled away from the faithମନ୍ଦ ଅଭିଳାଷ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ମନ୍ଦ ପଥ ପ୍ରଦର୍ଶକ, ଯେଉଁମାନେ ଜାଣିଶୁଣି ଲୋକମାନଙ୍କୁ ମନ୍ଦ ପଥରେ କଢାଇ ନିଅନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା ଅଭିଳାଷକୁ ସତ୍ୟତାରୁ ସେମାନଙ୍କୁ ବିମୁଖ କରିବାପାଇଁ ଦେଇଅଛନ୍ତି” କିମ୍ବା "ସତ୍ୟକୁ ବିଶ୍ବାସ କରିବା ବନ୍ଦ କରି ଦେଇଛନ୍ତି" (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1751TI610a1fxfigs-metaphorἑαυτοὺς περιέπειραν ὀδύναις πολλαῖς1have pierced themselves with much griefପାଉଲ ଦୁଃଖ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଖଡ୍ଗ, ଯାହା ସେମାନେ ବ୍ୟବହାର କରି ଆପଣା ଆପଣାକୁ ବିଦୀର୍ଣ୍ଣ କରିଅଛନ୍ତି I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଦୁଃଖଗ୍ରସ୍ତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1761TI611m5gzfigs-youσὺ δέ1But youଏଠାରେ “ତୁମ୍ଭେ” ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])
1771TI611tp97ὦ ἄνθρωπε Θεοῦ1man of Godଈଶ୍ବରଙ୍କ ସେବକ କିମ୍ବା “ଈଶ୍ବରଙ୍କ ଲୋକ”
1781TI611h9c6figs-metaphorταῦτα φεῦγε1flee from these thingsପାଉଲ ଏହି ପରୀକ୍ଷା ଓ ପାପସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ଜିନିଷ, ଯେଉଁଥିରୁ ଜଣେ ଲୋକ ପଳାୟନ କରିପାରିବ I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣଭାବରେ ଏସବୁକୁ ଏଡ଼ାଅ” (ଦେଖ: [[rc://en/ta/man/translate/figs-metaphor]])
1791TI611a88gταῦτα1these things“ଏହି ସବୁ ବିଷୟ"ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଧନଲୋଭ” କିମ୍ବା ) ଅନ୍ୟ ଶିକ୍ଷା, ଗର୍ବ, ଯୁକ୍ତିତର୍କ ଓ ଧନଲୋଭ I
1801TI611zjl3figs-metaphorδίωκε ... δικαιοσύνην1Pursue righteousnessଅନୁଗାମୀ ହୁଅ କିମ୍ବା “ଧାବମାନ ହୁଅ I” ପାଉଲ ଧାର୍ମିକତା ଓ ଅନ୍ୟ ଉତ୍ତମ ଗୁଣସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଏପରି ଜିନିଷ ଯାହା ପଛରେ ଜଣେ ଲୋକ ଧାଇଁପାରିବ I ଏହି ରୂପକ “ପଳାୟନ କରିବାର” ବିପରୀତ I ଏହାର ଅର୍ଥ ହେଉଛି ଯେ ଏସବୁ ଲାଭ କରିବା ନିମନ୍ତେ ଯଥା ସାଧ୍ୟ ଚେଷ୍ଟାକରିବା I ବିକଳ୍ପ ଅନୁବାଦ: “ଲାଭ କରିବାକୁ ଯତ୍ନ କର” କିମ୍ବା “ଯଥାସାଧ୍ୟ କର୍ମ କର” (ଦେଖ: [[rc://en/ta/man/translate/figs-metaphor]]) 1TI 6 12 w21p figs-metaphor ἀγωνίζου τὸν καλὸν ἀγῶνα τῆς πίστεως 1 Fight the good fight of faith ଏଠାରେ ପାଉଲ ବିଶ୍ବାସରେ ଲାଗି ରହିଥିବା ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପ୍ରତିଯୋଗିତାରେ ଜୟଲାଭ କରିବାକୁ ସଂଘର୍ଷ କରୁଥିବା କ୍ରୀଡାବିତ୍ କିମ୍ବା ଜୟଲାଭ ନିମନ୍ତେ ଯୁଦ୍ଧରେ ସଂଘର୍ଷ କରୁଥିବା ଜଣେ ଯୋଦ୍ଧା I ବିକଳ୍ପ ଅନୁବାଦ: “ନିଜର ସମସ୍ତ ଶକ୍ତି ସହିତ ଖ୍ରୀଷ୍ଟଙ୍କ ଶିକ୍ଷାର ବାଧ୍ୟ ହେବାକୁ ଯଥାସାଧ୍ୟ ଚେଷ୍ଟା କର, ଯେପରି ଜଣେ କ୍ରୀଡାବିତ୍ ପ୍ରତିଯୋଗିତାରେ କରିଥାଏ” (ଦେଖ: [[rc://en/ta/man/translate/figs-metaphor]]) 1TI 6 12 y6m8 figs-metaphor ἐπιλαβοῦ τῆς αἰωνίου ζωῆς 1 Take hold of the everlasting life ଏହା ରୂପକଟିକୁ ଜାରିରଖିଛି I ଅନନ୍ତ ଜୀବନ ପାଉଥିବା ଲୋକଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଜୟୀ କ୍ରୀଡାବିତ୍ କିମ୍ବା ପୁରସ୍କାର ପାଉଥିବା ଯୋଦ୍ଧା I ବିକଳ୍ପ ଅନୁବାଦ: “ଜଣେ ବିଜୟୀ କ୍ରୀଡାବିତ୍ ଆପଣା ପୁରସ୍କାର ନେଉଥିବା ସଦୃଶ ତୁମ୍ଭର ପୁରସ୍କାର ସ୍ବରୂପେ ଅନନ୍ତଜୀବନ ନିଅ” (ଦେଖ: [[rc://en/ta/man/translate/figs-metaphor]]) 1TI 6 12 usd1 figs-activepassive εἰς ἣν ἐκλήθης 1 to which you were called ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]]) 1TI 6 12 qw96 ὡμολόγησας τὴν καλὴν ὁμολογία 1 you gave the good confession ଯାହା ଉତ୍ତମ, ତାହା ତୁମ୍ଭେ ସ୍ବୀକାର କରିଅଛ କିମ୍ବା “ତୁମ୍ଭେ ସତ୍ୟକୁ ସ୍ବୀକାର କରିଅଛ”
1811TI612vm6qfigs-metonymyἐνώπιον πολλῶν μαρτύρων1before many witnessesତୀମଥି ଯେଉଁ ଲୋକମାନଙ୍କୁ କଥା କହୁଥିଲେ, ସେହି ଲୋକମାନଙ୍କ ଚିନ୍ତାଧାରା ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ପାଉଲ ସ୍ଥାନ ସମ୍ବନ୍ଧରେ ଆପଣାର ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅନେକ ସାକ୍ଷୀମାନଙ୍କୁ” (ଦେଖ: [[rc://en/ta/man/translate/figs-metonymy]])
1821TI613aj8i0Connecting Statement:ପାଉଲ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କହୁଛନ୍ତି, ଧନୀମାନଙ୍କୁ ନିର୍ଦ୍ଦିଷ୍ଟ ଉପଦେଶ ଦେଉଛନ୍ତି ଓ ଶେଷରେ ତୀମଥିଙ୍କୁ ଗୋଟିଏ ବିଶେଷ କଥାକହି ସମାପ୍ତ କରୁଛନ୍ତି I
1831TI613t6dhπαραγγέλλω σοι1I give these orders to youମୁଁ ତୁମ୍ଭକୁ ଏହି ଆଦେଶ ଦେଉଅଛି
1841TI613ts65figs-explicitτοῦ ζῳοποιοῦντος τὰ πάντα1who gives life to all thingsଈଶ୍ବରଙ୍କ ସାକ୍ଷାତରେ, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି I ଏହା ସୂଚିତ କରେ ଯେ ପାଉଲ ଈଶ୍ବରଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି, ସେ ମୋହର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-explicit]]) 1TI 6 13 amy1 figs-explicit καὶ Χριστοῦ Ἰησοῦ, τοῦ μαρτυρήσαντος ἐπὶ Ποντίου Πειλάτου 1 before Christ Jesus, who made ... Pilate ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ I ଏହା ସୂଚିତ କରେ ଯେ ପାଉଲ ଖ୍ରୀଷ୍ଟଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ, ମୋହର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-explicit]]) 1TI 6 14 p9n9 figs-metaphor ἄσπιλον ἀνεπίλημπτον 1 without spot or blame “କଳଙ୍କ” ଶବ୍ଦଟି ନୈତିକ ଦୋଷପାଇଁ ଗୋଟିଏ ରୂପକ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ କିମ୍ବା ) ଅନ୍ୟ ଲୋକମାନେ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]]) 1TI 6 14 nk52 μέχρι τῆς ἐπιφανείας τοῦ Κυρίου ἡμῶν Ἰησοῦ Χριστοῦ 1 until the appearance of our Lord Jesus Christ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ
1851TI615qh1pfigs-explicitδείξει1God will reveal Christ's appearingଏହା ସୂଚିତ କରେ ଯେ ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ I ବିକଳ୍ପ ଅନୁବାଦ: “ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ” (ଦେଖ: [[rc://en/ta/man/translate/figs-explicit]])
1861TI615ac6yὁ μακάριος καὶ μόνος Δυνάστης1the blessed and only Sovereignଯେ କି ପରମଧନ୍ୟ ଓ ସମଗ୍ର ଜଗତରେ ରାଜ୍ୟ କରନ୍ତି
1871TI616l9i8ὁ μόνος ἔχων ἀθανασίαν1Only he has immortalityଅନନ୍ତକାଳ ବାସ କରିବା ନିମନ୍ତେ କେବଳ ତାହାଙ୍କର ହିଁ ପରାକ୍ରମ ଅଛି
1881TI616tsz3φῶς οἰκῶν ἀπρόσιτον1dwells in inapproachable lightଅଗମ୍ୟ ଜ୍ୟୋତିଃରେ ବାସ କରନ୍ତି ଯେ କେହି ତାହାଙ୍କର ନିକଟବର୍ତ୍ତୀ ହୋଇପାରନ୍ତି ନାହିଁ
1891TI617te3zfigs-nominaladjτοῖς πλουσίοις ... παράγγελλε1Tell the richଏଠାରେ “ଧନୀ” ଗୋଟିଏ ନାମବାଚକ ବିଶେଷଣ I ଏହାକୁ ଗୋଟିଏ ବିଶେଷଣ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଧନୀମାନଙ୍କୁ କୁହ” (ଦେଖ: [[rc://en/ta/man/translate/figs-nominaladj]])
1901TI617drj6ἐπὶ πλούτου, ἀδηλότητι1in riches, which are uncertainସେମାନେ ଉପାର୍ଜନ କରିଥିବା ଅନେକ ବିଷୟ ସେମାନେ ହରାଇବେ I ଏହା ପାର୍ଥିବ ପଦାର୍ଥକୁ ବୁଝାଏ I 1TI 6 17 iq61 πάντα πλουσίως 1 all the true riches ଯେଉଁସବୁ ବିଷୟ ଆମ୍ଭମାନଙ୍କୁ ପ୍ରକୃତରେ ଆନନ୍ଦ ଦେବ I ଏହି ପଦ ପାର୍ଥିବ ପଦାର୍ଥକୁ ବୁଝାଇ ପାରେ, କିନ୍ତୁ ଅଧିକ ଭାବରେ ଏହା ପ୍ରେମ, ଆନନ୍ଦ ଓ ଶାନ୍ତି ଭଳି ଗୁଣକୁ ବୁଝାଏ, ଯାହା ଲୋକମାନେ ପାର୍ଥିବ ବସ୍ତୁ ଦ୍ବାରା ଲାଭ କରିବାକୁ ଚେଷ୍ଟା କରିଥାନ୍ତି I 1TI 6 18 cii3 figs-metaphor πλουτεῖν ἐν ἔργοις καλοῖς 1 be rich in good works ପାଉଲ ଆତ୍ମିକ ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ପାର୍ଥିବ ଧନ ଅଟେ I ବିକଳ୍ପ ଅନୁବାଦ: “ଅନେକ ପ୍ରକାରେ ଅନ୍ୟମାନଙ୍କୁ ସେବା କରି ସାହାଯ୍ୟ କର” (ଦେଖ: [[rc://en/ta/man/translate/figs-metaphor]]) 1TI 6 19 zc9d figs-metaphor ἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον 1 they will store up for themselves a good foundation for what is to come ଏଠାରେ ପାଉଲ ଈଶ୍ବର ସେମାନଙ୍କୁ ସ୍ବର୍ଗରେ ଦେବାକୁ ଥିବା ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଧନସମ୍ପତ୍ତି, ଯାହା ଜଣେ ଲୋକ ପରବର୍ତ୍ତୀ ବ୍ୟବହାର ପାଇଁ ସଞ୍ଚୟ କରୁଛି I ଆଉ, ଲୋକମାନେ ତାହା କଦାପି ହରାଇବେ ନାହିଁ ବୋଲି ଥିବା ଆଶୀର୍ବାଦର ନିଶ୍ଚୟତା ବିଷୟରେ କୁହାଯାଏ ଯେ ସତେ ଯେପରି ସେସବୁ ଗୋଟିଏ ଗୃହର ଭିତ୍ତିମୂଳ I ବିକଳ୍ପ ଅନୁବାଦ: “ଏହା ଏପରି ଯେ ସତେ ଯେପରି ସେମାନେ ଆପଣା ଆପଣାପାଇଁ ଅନେକ ବିଷୟ ସଞ୍ଚୟ କରୁଛନ୍ତି, ଯାହା ଈଶ୍ବର ସେମାନଙ୍କୁ ଦେବେ” (ଦେଖ: [[rc://en/ta/man/translate/figs-metaphor]]) 1TI 6 19 z5ru figs-metaphor ἐπιλάβωνται τῆς ὄντως ζωῆς 1 take hold of real life ଏହା [୧ ତୀମଥି ୬:୧୨](../06/12.md)ରେ ଉଲ୍ଲେଖ ଥିବା କ୍ରୀଡା ସମ୍ବନ୍ଧୀୟ ରୂପକକୁ ସ୍ମରଣ କରାଇଦିଏ, ଯେଉଁଠାରେ ପୁରସ୍କାରକୁ ଜଣେ ବିଜେତା ପ୍ରକୃତରେ ଆପଣା ହସ୍ତରେ ଧରିପାରିବ I ଏଠାରେ “ପୁରସ୍କାର” ହେଉଛି “ପ୍ରକୃତ ଜୀବନ I” (ଦେଖ: [[rc://en/ta/man/translate/figs-metaphor]]) 1TI 6 20 u9wd figs-activepassive τὴν παραθήκην φύλαξον 1 protect what was given to you ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭକୁ ଯାହା ଦେଇଛନ୍ତି, ସେହି ସତ୍ୟ ବାକ୍ୟକୁ ବିଶ୍ବସ୍ତ ଭାବରେ ଘୋଷଣା କର” (ଦେଖ: [[rc://en/ta/man/translate/figs-activepassive]]) 1TI 6 20 vgr8 ἐκτρεπόμενος τὰς βεβήλους κενοφωνίας 1 Avoid the foolish talk ଅସାର ବକୁଆପଣରୁ ବିମୁଖ ହୁଅ
1911TI620y2u7figs-activepassiveτῆς ψευδωνύμου γνώσεως1of what is falsely called knowledgeଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଭ୍ରାନ୍ତିରେ ଜ୍ଞାନ ବୋଲି କହନ୍ତି” (ଦେଖ: [[rc://en/ta/man/translate/figs-activepassive]])
1921TI621e6rbfigs-metaphorτὴν πίστιν ἠστόχησαν1they have missed the faithପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଲକ୍ଷ୍ୟ କରିବାକୁ ହେବ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ବିଶ୍ବାସକୁ ବୁଝିନାହାନ୍ତି ବା ବିଶ୍ବାସ କରିନାହାନ୍ତି” (ଦେଖ: [[rc://en/ta/man/translate/figs-metaphor]])
1931TI621hix2figs-youἡ χάρις μεθ’ ὑμῶν1May grace be with youଈଶ୍ବର ତୁମ୍ଭ ସମସ୍ତଙ୍କୁ ଅନୁଗ୍ରହ ଦିଅନ୍ତୁ I “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଅଟେ ଓ ସମଗ୍ର ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])