Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 01:15:11 +00:00
parent 55556a62cf
commit 720c039d98
1 changed files with 1 additions and 1 deletions

View File

@ -40,7 +40,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:21 m25a κλίματα τῆς Συρίας 1
1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି”
1:23 z8qt μόνον δὲ ἀκούοντες ἦσαν 1
2:intro xe28 0
2:intro xe28 0 # ଗାଲାତୀୟ 2 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ସତ୍ୟ ସୁସମାଚାକୁ ପ୍ରତିରକ୍ଷା କରିବା ଜାରିରଖିଛନ୍ତି । ଏହି ପ୍ରତିରକ୍ଷା [ଗାଲାତୀୟ 1:11](../../gal/01/11.md) ରେ ଆରମ୍ଭ ହୋଇଥିଲା ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ସ୍ୱାଧୀନତା ଏବଂ ଦାସତ୍ୱ\n\nଏହି ପତ୍ରରେ, ପାଉଲ ସ୍ୱାଧୀନତା ଏବଂ ଦାସତ୍ୱକୁ ପ୍ରଭେଦ କରନ୍ତି । ପାଉଲ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଏକ ପ୍ରକାର ଦାସତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ରହିବା ଏବଂ ମୋଶାଙ୍କ ବ୍ୟବସ୍ଥା ଆଣିଥିବା ନିନ୍ଦାଠାରୁ ମୁକ୍ତ ଅଟନ୍ତି । ଖ୍ରୀଷ୍ଟିୟାନ, ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ ତାହାଙ୍କ ସହ ମିଳିତ ହେବା ଦ୍ୱାରା, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି, ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହୋଇଛନ୍ତି । ଖ୍ରୀଷ୍ଟିୟାନ ଆତ୍ମା ଦ୍ୱାରା ଆତ୍ମିକ ସ୍ୱାଧୀନତା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ପାଇଁ ଶକ୍ତି ପ୍ରାପ୍ତ ହୁଏ ।(ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n\n
2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।
2:1 zth5 ἀνέβην 1 "ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା ।
2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ"

1 Reference ID Tags SupportReference Quote Occurrence Note
40 1:21 m25a κλίματα τῆς Συρίας 1
41 1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି”
42 1:23 z8qt μόνον δὲ ἀκούοντες ἦσαν 1
43 2:intro xe28 0 # ଗାଲାତୀୟ 2 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ସତ୍ୟ ସୁସମାଚାକୁ ପ୍ରତିରକ୍ଷା କରିବା ଜାରିରଖିଛନ୍ତି । ଏହି ପ୍ରତିରକ୍ଷା [ଗାଲାତୀୟ 1:11](../../gal/01/11.md) ରେ ଆରମ୍ଭ ହୋଇଥିଲା ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ସ୍ୱାଧୀନତା ଏବଂ ଦାସତ୍ୱ\n\nଏହି ପତ୍ରରେ, ପାଉଲ ସ୍ୱାଧୀନତା ଏବଂ ଦାସତ୍ୱକୁ ପ୍ରଭେଦ କରନ୍ତି । ପାଉଲ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଏକ ପ୍ରକାର ଦାସତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ରହିବା ଏବଂ ମୋଶାଙ୍କ ବ୍ୟବସ୍ଥା ଆଣିଥିବା ନିନ୍ଦାଠାରୁ ମୁକ୍ତ ଅଟନ୍ତି । ଖ୍ରୀଷ୍ଟିୟାନ, ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ ତାହାଙ୍କ ସହ ମିଳିତ ହେବା ଦ୍ୱାରା, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି, ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହୋଇଛନ୍ତି । ଖ୍ରୀଷ୍ଟିୟାନ ଆତ୍ମା ଦ୍ୱାରା ଆତ୍ମିକ ସ୍ୱାଧୀନତା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ପାଇଁ ଶକ୍ତି ପ୍ରାପ୍ତ ହୁଏ ।(ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n\n
44 2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।
45 2:1 zth5 ἀνέβην 1 ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା । 2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ
46 2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ କାର୍ଯ୍ୟ କରିବା ନିମନ୍ତେ ଏକ ରୂପକଭାବେ ଗମନ କରିବା ଶବ୍ଦକୁ ବ୍ୟବହାର କରୁଛନ୍ତି, ଏବଂ ସେ ଗୁରୁତ୍ବାରୋପ କରିବା ନିମନ୍ତେ ଦ୍ବି-ନକାରାତ୍ମକ ଶବ୍ଦର ବ୍ୟବହାର କରୁଛନ୍ତି ଯେ ସେ ଯେଉଁ କାର୍ଯ୍ୟ କରିଥିଲେ ତାହା ଲାଭଦାୟକ ଥିଲା । ଅନ୍ୟ ଏକ ଅନୁବାଦରେ: “ମୁଁ ଲାଭଦାୟକ କାର୍ଯ୍ୟ କରୁଥିଲି, ଓ କରିଥିଲି,” (ଦେଖ: [[rc://or/ta/man/translate/figs-doublenegatives]] ଏବଂ [[rc://or/ta/man/translate/figs-metaphor]])