diff --git a/tn_GAL.tsv b/tn_GAL.tsv index c6b1a31..801ab12 100644 --- a/tn_GAL.tsv +++ b/tn_GAL.tsv @@ -40,7 +40,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 1:21 m25a κλίματα τῆς Συρίας 1 1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି” 1:23 z8qt μόνον δὲ ἀκούοντες ἦσαν 1 -2:intro xe28 0 +2:intro xe28 0 # ଗାଲାତୀୟ 2 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ସତ୍ୟ ସୁସମାଚାକୁ ପ୍ରତିରକ୍ଷା କରିବା ଜାରିରଖିଛନ୍ତି । ଏହି ପ୍ରତିରକ୍ଷା [ଗାଲାତୀୟ 1:11](../../gal/01/11.md) ରେ ଆରମ୍ଭ ହୋଇଥିଲା ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ସ୍ୱାଧୀନତା ଏବଂ ଦାସତ୍ୱ\n\nଏହି ପତ୍ରରେ, ପାଉଲ ସ୍ୱାଧୀନତା ଏବଂ ଦାସତ୍ୱକୁ ପ୍ରଭେଦ କରନ୍ତି । ପାଉଲ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଏକ ପ୍ରକାର ଦାସତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ରହିବା ଏବଂ ମୋଶାଙ୍କ ବ୍ୟବସ୍ଥା ଆଣିଥିବା ନିନ୍ଦାଠାରୁ ମୁକ୍ତ ଅଟନ୍ତି । ଖ୍ରୀଷ୍ଟିୟାନ, ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ ତାହାଙ୍କ ସହ ମିଳିତ ହେବା ଦ୍ୱାରା, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି, ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହୋଇଛନ୍ତି । ଖ୍ରୀଷ୍ଟିୟାନ ଆତ୍ମା ଦ୍ୱାରା ଆତ୍ମିକ ସ୍ୱାଧୀନତା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ପାଇଁ ଶକ୍ତି ପ୍ରାପ୍ତ ହୁଏ ।(ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n\n 2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ । 2:1 zth5 ἀνέβην 1 "ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା । 2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ"