Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 01:08:11 +00:00
parent 10448f16d9
commit 55556a62cf
1 changed files with 3 additions and 3 deletions

View File

@ -36,11 +36,11 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:17 qh88 ἀνῆλθον εἰς Ἱεροσόλυμα 1 **ଯିରୂଶାଲମ** ଇସ୍ରାଏଲର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଉଚ୍ଚ ଥିଲା, ତେଣୁ ଲୋକମାନେ ଯିରୂଶାଲମକୁ **ଆରହଣ** ଏବଂ ଏଥିରୁ ଓହ୍ଲାଇବା କଥା କହିବା ସ୍ୱାଭାବିକ ଥିଲା । ଏହି ପରି ପ୍ରସଙ୍ଗରେ **ଯିବା** ପରିବର୍ତ୍ତେ ଆପଣଙ୍କ ଭାଷା “ଆସ” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯିରୂଶାଲମକୁ ଆରହଣ କରିଛି କି?”
1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1 ଯଦି ଏହା ଆପଣଙ୍କ ଭାଷାରେ ପାଉଲ ଏଠାରେ ଏକ ବିବୃତ୍ତି ଦେଇ, ତା’ପରେ ଏହାକୁ ବିରୋଧ କରୁଛନ୍ତି ବୋଲି ବୁଝାଯାଏ, ଆପଣ ଏକ ବ୍ୟତିକ୍ରମ ବାକ୍ୟାଂଶ ବ୍ୟବହାର ନକରିବାକୁ ଏହାକୁ ପୁନଃ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ମଧ୍ୟରୁ କେବଳ ଯାକୁବଙ୍କୁ ଦେଖିଲି”
1:20 lh36 ἐνώπιον τοῦ Θεοῦ 1
1:20 h3cb rc://*/ta/man/translate/figs-litotes ἃ δὲ γράφω ὑμῖν, ἰδοὺ, ἐνώπιον τοῦ Θεοῦ ὅτι οὐ ψεύδομαι 1
1:20 h3cb rc://*/ta/man/translate/figs-litotes ἃ δὲ γράφω ὑμῖν, ἰδοὺ, ἐνώπιον τοῦ Θεοῦ ὅτι οὐ ψεύδομαι 1 ଏଠାରେ, ପାଉଲ ଏକ ବାକ୍ୟାଂଶ ବ୍ୟବହାର କରନ୍ତି ଯାହା ଏକ ନକାରାତ୍ମକ ଶବ୍ଦକୁ ଏକ ଶବ୍ଦ ସହ ବ୍ୟବହାର କରି ଏକ ଦୃଢ଼ ସକରାତ୍ମକ ଅର୍ଥ ପ୍ରକାଶ କରେ ଯାହା ଉଦ୍ଦିଷ୍ଟ ଅର୍ଥର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସତ କହୁଅଛି”
1:21 m25a κλίματα τῆς Συρίας 1
1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1
1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି”
1:23 z8qt μόνον δὲ ἀκούοντες ἦσαν 1
2:intro xe28 0 # ଗାଲତୀୟ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n ପାଉଲ ସତ୍ୟ ସୁସମାଚାର ବିଷୟରେ ପ୍ରତିରକ୍ଷା କରିବା ଜାରି ରଖିଛନ୍ତି । ଏହା [ଗାଲତୀୟ ୧:୧୧] (../../gal/୦୧ /୧୧.md)ରେ ଆରମ୍ଭ ହୋଇଅଛି । \n\n## ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ସ୍ବାଧିନତା ଏବଂ ଦାସତ୍ବ \n\n ଏହି ସର୍ବତ୍ର ପତ୍ରରେ, ପାଉଲ ସ୍ବାଧିନତା ଏବଂ ଦସତ୍ବର ବିପରାର୍ଥକ ବିଷୟରେ କହନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ନିମନ୍ତେ ସ୍ବାଧିନତା ପ୍ରାପ୍ତ ଅଟନ୍ତି । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ପ୍ରୟାସ କରନ୍ତି ସେମାନେ ମୋଶାଙ୍କ ସମ୍ପୁର୍ଣ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି । ପାଉଲ ବର୍ଣ୍ଣନା କରନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବା ଏକ ପ୍ରକାରରେ ଦାସତ୍ବ ଅଟେ । (ଦେଖ: [[rc://or/tw/dict/bible/kt/lawofmoses]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା । \n\n### ”ମୁଁ ଇଶ୍ବରଙ୍କ ଅନୁଗ୍ରହକୁ ଅନ୍ୟଥା କରୁନାହିଁ” \n\n ପାଉଲ ଶିକ୍ଷା ଦିଅନ୍ତି ଯେ, ଯଦି ଜଣେ ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରେ, ଯେଉଁ ଅନୁଗ୍ରହ ଈଶ୍ବର ସେମାନଙ୍କୁ ଦେଖାଇଛନ୍ତି ସେମାନେ ତାହାକୁ ବୁଝି ପାରନ୍ତି ନାହି । ଏହା ଏକ ମୌଳିକ ତ୍ରୁଟି ଅଟେ । କିନ୍ତୁ ପାଉଲ “ମୁଁ ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା କରୁନାହିଁ” ବାକ୍ୟକୁ ଏକ ଅନୁମାନିକ ବାକ୍ୟଭାବେ ବ୍ୟବହାର କରନ୍ତି । ଏହି କଥନର ଉଦ୍ଦେଶ୍ୟ ଏହି ରୂପରେ ପ୍ରକାଶିତ କାରାଯାଇ ପାରିବ ଯେପରିକି, ଯଦି ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଉଦ୍ଧାର ପାଇ ପାରିଥାନ୍ତ, ତେବେ ଏହା ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା ବା ବ୍ୟର୍ଥ କରୁଅଛୁ ।” (ଦେଖ: [[rc://or/tw/dict/bible/kt/grace]] ଏବଂ [[rc://or/ta/man/translate/figs-hypo]])
2:intro xe28 0
2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।
2:1 zth5 ἀνέβην 1 "ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା ।
2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ"

1 Reference ID Tags SupportReference Quote Occurrence Note
36 1:17 qh88 ἀνῆλθον εἰς Ἱεροσόλυμα 1 **ଯିରୂଶାଲମ** ଇସ୍ରାଏଲର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଉଚ୍ଚ ଥିଲା, ତେଣୁ ଲୋକମାନେ ଯିରୂଶାଲମକୁ **ଆରହଣ** ଏବଂ ଏଥିରୁ ଓହ୍ଲାଇବା କଥା କହିବା ସ୍ୱାଭାବିକ ଥିଲା । ଏହି ପରି ପ୍ରସଙ୍ଗରେ **ଯିବା** ପରିବର୍ତ୍ତେ ଆପଣଙ୍କ ଭାଷା “ଆସ” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯିରୂଶାଲମକୁ ଆରହଣ କରିଛି କି?”
37 1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1 ଯଦି ଏହା ଆପଣଙ୍କ ଭାଷାରେ ପାଉଲ ଏଠାରେ ଏକ ବିବୃତ୍ତି ଦେଇ, ତା’ପରେ ଏହାକୁ ବିରୋଧ କରୁଛନ୍ତି ବୋଲି ବୁଝାଯାଏ, ଆପଣ ଏକ ବ୍ୟତିକ୍ରମ ବାକ୍ୟାଂଶ ବ୍ୟବହାର ନକରିବାକୁ ଏହାକୁ ପୁନଃ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ମଧ୍ୟରୁ କେବଳ ଯାକୁବଙ୍କୁ ଦେଖିଲି”
38 1:20 lh36 ἐνώπιον τοῦ Θεοῦ 1
39 1:20 h3cb rc://*/ta/man/translate/figs-litotes ἃ δὲ γράφω ὑμῖν, ἰδοὺ, ἐνώπιον τοῦ Θεοῦ ὅτι οὐ ψεύδομαι 1 ଏଠାରେ, ପାଉଲ ଏକ ବାକ୍ୟାଂଶ ବ୍ୟବହାର କରନ୍ତି ଯାହା ଏକ ନକାରାତ୍ମକ ଶବ୍ଦକୁ ଏକ ଶବ୍ଦ ସହ ବ୍ୟବହାର କରି ଏକ ଦୃଢ଼ ସକରାତ୍ମକ ଅର୍ଥ ପ୍ରକାଶ କରେ ଯାହା ଉଦ୍ଦିଷ୍ଟ ଅର୍ଥର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସତ କହୁଅଛି”
40 1:21 m25a κλίματα τῆς Συρίας 1
41 1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି”
42 1:23 z8qt μόνον δὲ ἀκούοντες ἦσαν 1
43 2:intro xe28 0 # ଗାଲତୀୟ ୦୨ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n ପାଉଲ ସତ୍ୟ ସୁସମାଚାର ବିଷୟରେ ପ୍ରତିରକ୍ଷା କରିବା ଜାରି ରଖିଛନ୍ତି । ଏହା [ଗାଲତୀୟ ୧:୧୧] (../../gal/୦୧ /୧୧.md)ରେ ଆରମ୍ଭ ହୋଇଅଛି । \n\n## ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ସ୍ବାଧିନତା ଏବଂ ଦାସତ୍ବ \n\n ଏହି ସର୍ବତ୍ର ପତ୍ରରେ, ପାଉଲ ସ୍ବାଧିନତା ଏବଂ ଦସତ୍ବର ବିପରାର୍ଥକ ବିଷୟରେ କହନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ନିମନ୍ତେ ସ୍ବାଧିନତା ପ୍ରାପ୍ତ ଅଟନ୍ତି । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ପ୍ରୟାସ କରନ୍ତି ସେମାନେ ମୋଶାଙ୍କ ସମ୍ପୁର୍ଣ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି । ପାଉଲ ବର୍ଣ୍ଣନା କରନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବା ଏକ ପ୍ରକାରରେ ଦାସତ୍ବ ଅଟେ । (ଦେଖ: [[rc://or/tw/dict/bible/kt/lawofmoses]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା । \n\n### ”ମୁଁ ଇଶ୍ବରଙ୍କ ଅନୁଗ୍ରହକୁ ଅନ୍ୟଥା କରୁନାହିଁ” \n\n ପାଉଲ ଶିକ୍ଷା ଦିଅନ୍ତି ଯେ, ଯଦି ଜଣେ ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରେ, ଯେଉଁ ଅନୁଗ୍ରହ ଈଶ୍ବର ସେମାନଙ୍କୁ ଦେଖାଇଛନ୍ତି ସେମାନେ ତାହାକୁ ବୁଝି ପାରନ୍ତି ନାହି । ଏହା ଏକ ମୌଳିକ ତ୍ରୁଟି ଅଟେ । କିନ୍ତୁ ପାଉଲ “ମୁଁ ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା କରୁନାହିଁ” ବାକ୍ୟକୁ ଏକ ଅନୁମାନିକ ବାକ୍ୟଭାବେ ବ୍ୟବହାର କରନ୍ତି । ଏହି କଥନର ଉଦ୍ଦେଶ୍ୟ ଏହି ରୂପରେ ପ୍ରକାଶିତ କାରାଯାଇ ପାରିବ ଯେପରିକି, ଯଦି ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଉଦ୍ଧାର ପାଇ ପାରିଥାନ୍ତ, ତେବେ ଏହା ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା ବା ବ୍ୟର୍ଥ କରୁଅଛୁ ।” (ଦେଖ: [[rc://or/tw/dict/bible/kt/grace]] ଏବଂ [[rc://or/ta/man/translate/figs-hypo]])
44 2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।
45 2:1 zth5 ἀνέβην 1 ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା । 2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ
46 2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ କାର୍ଯ୍ୟ କରିବା ନିମନ୍ତେ ଏକ ରୂପକଭାବେ ଗମନ କରିବା ଶବ୍ଦକୁ ବ୍ୟବହାର କରୁଛନ୍ତି, ଏବଂ ସେ ଗୁରୁତ୍ବାରୋପ କରିବା ନିମନ୍ତେ ଦ୍ବି-ନକାରାତ୍ମକ ଶବ୍ଦର ବ୍ୟବହାର କରୁଛନ୍ତି ଯେ ସେ ଯେଉଁ କାର୍ଯ୍ୟ କରିଥିଲେ ତାହା ଲାଭଦାୟକ ଥିଲା । ଅନ୍ୟ ଏକ ଅନୁବାଦରେ: “ମୁଁ ଲାଭଦାୟକ କାର୍ଯ୍ୟ କରୁଥିଲି, ଓ କରିଥିଲି,” (ଦେଖ: [[rc://or/ta/man/translate/figs-doublenegatives]] ଏବଂ [[rc://or/ta/man/translate/figs-metaphor]])