or_tn/1CO/03/18.md

1.8 KiB

କେହି ଆପଣାକୁ ପ୍ରବଞ୍ଚନା ନ କରୁ

ଏହି ମିଥ୍ୟାକୁ କେହି ବିଶ୍ଵାସ ନ କରୁ ଯେ, ସେ ନିଜେହିଁ ଏହି ଜଗତରେ ଜ୍ଞାନୀ ଅଟେ।

ଏହି ଯୁଗରେ

“ବର୍ତ୍ତମାନ”

ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ

“ସେହି ବ୍ୟକ୍ତି, ଈଶ୍ଵରଙ୍କ ସତ୍ୟ ଜ୍ଞାନ ଉପାର୍ଜନ କରିବା ନିମନ୍ତେ ସଂସାରିକ ଚିନ୍ତାଗୁଡିକ ମୂର୍ଖତା ବୋଲି ଗ୍ରହଣ କରିବା ଉଚିତ।” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)

“ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି”

ଈଶ୍ଵର ଲୋକମାନଙ୍କୁ କୌଶଳରେ ଧରନ୍ତି ଯେଉଁମାନେ ଆପଣାକୁ ଚତୁର ବୋଲି ମନେ କରନ୍ତି,ଏବଂ ସେମାନଙ୍କ ଆପଣାର କପଟତାରେ ସେମାନଙ୍କୁ ଧରନ୍ତି।

“ଜ୍ଞାନୀମାନଙ୍କ ତର୍କବିତର୍କକୁ ପ୍ରଭୁ ଜାଣନ୍ତି”

ଏଠାରେ:“ଯେଉଁମାନେ ଆପଣାକୁ ଜ୍ଞାନୀ ମନେ କରନ୍ତି ସେହି ଲୋକମାନଙ୍କ ଯୋଜନାକୁ ପ୍ରଭୁ ଜାଣନ୍ତି” କିମ୍ବା “ଜ୍ଞାନୀମାନଙ୍କ ସମସ୍ତ ଯୋଜନାକୁ ପ୍ରଭୁ ଜାଣନ୍ତି” (ୟୁଡିବି)

ଅସାର

“ଅଦରକାରୀ” ଏଠାରେ: “ମୂଲ୍ୟହୀନ” କିମ୍ବା “ଅଯଥା।”