2.5 KiB
2.5 KiB
ଆପଣାକୁ ଧର୍ମପରାୟଣ ବୋଲି ମନେ କରେ
“ସେ ଠିକ୍ରୂପେ ଈଶ୍ୱରଙ୍କୁ ଉପାସନା କରେ ବୋଲି ମନେ କରେ”
ତା ଜିହ୍ୱାକୁ ବଶୀଭୂତ କରେ
“ଜିହ୍ୱା” ମୂଳଶବ୍ଦ ସୂଚକ ଅଟେ ଯେ ଏଭଳିରୂପେ ଅନୁବାଦ କରିପାରିବେ “କଣ ସେ କହନ୍ତି” | (ଦେଖ: ମୂଳଶବ୍ଦ ସୂଚକ)
ସେ ପ୍ରବଞ୍ଚନା କରେ
“ନିର୍ବୋଧଗୁଡିକ” ବା “କୌଶଳତାଗୁଡିକ” ବା “ବିପଥଗମନଗୁଡିକ”
ତାଙ୍କ ହୃଦୟ
ଏଠାରେ “ହୃଦୟ” ଗୋଟିଏ ଧର୍ମସମ୍ବନ୍ଧୀୟ ଶବ୍ଦ ଅଟେ ଯେ ସମଗ୍ର ମନୁଷ୍ୟକୁ ବୁଝାଏ | ଏଭଳିରୂପେ ଅନୁବାଦ କରିପାରିବେ “ଆପଣାକୁ” (ଦେଖ: ଧର୍ମସମ୍ବନ୍ଧୀୟ ସମାଜ)
ତାହାର ଧର୍ମପରାୟଣତା ବୃଥା
“ ତାହାର ଧର୍ମକର୍ମ ବୃଥା ଅଟେ ”
ଈଶ୍ୱରଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ଏବଂ ପିତା ଏହା ଅଟନ୍ତି
“ବିଶୁଦ୍ଧ ଓ ନିର୍ମଳ” ଗୋଟିଏ ଦ୍ୱିଅର୍ଥବୋଧକତାକୁ ଯେ ଗୁରୁତ୍ତ୍ୱ ଦିଏ ଯାହା ଈଶ୍ୱରଙ୍କଠାରେ ଗ୍ରହଣ ଯୋଗ୍ୟ ହେବ | ଏଭଳିରୂପେ ଅନୁବାଦ କରିପାରିବେ “ଏହି ଉପାସନାଟି ଯେ ଈଶ୍ୱର ଗ୍ରହଣ କରିବେ ” | (ଦେଖ: ଦ୍ୱିଅର୍ଥବୋଧକ)
ଅନାଥ
“ଯାହାର କି ପିତା ନାହାଁନ୍ତି” ବା “ଅନାଥମାନେ”
ବିଧବାମାନେ ସେମାନଙ୍କର ଦୁଃଖସମୟରେ
ଯାହାରକି ସେମାନଙ୍କର ସ୍ୱାମୀମାନେ ମରିଛନ୍ତି ସେହି ସ୍ତ୍ରୀଲୋକମାନେ ଦୁଃଖରେ ସମୟ କାଟୁଛନ୍ତି |
ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବେ
ତୁମ ପାପର କାରଣ ଯୋଗୁଁ ସଂସାରରୁ ମନ୍ଦତାକୁ ଆପଣା ମଧ୍ୟରେ ନ ଆଣିବା |