1.5 KiB
1.5 KiB
ପିତର ବିଶ୍ୱାସୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୧:୧୬ ରେ ଆରମ୍ଭ କରିଥିଲେ|
ଆପଣା ଅଧର୍ମର କାର୍ଯ୍ୟ
“ଆପଣା ଅଧର୍ମର କାର୍ଯ୍ୟ ଯାହା ଯୀଶୁଙ୍କ ଶତ୍ରୁମାନଙ୍କୁ ତାହାଙ୍କ ନିକଟକୁ ପଥ ଦେଖାଇବା|” ଏହା ସ୍ପଷ୍ଟ କରେ କଅଣ “ଅଧର୍ମର କାର୍ଯ୍ୟ” ଦର୍ଶାଏ| (ଦେଖନ୍ତୁ ସ୍ପଷ୍ଟ ଏବଂ ଅସ୍ପଷ୍ଟ ସୂଚ଼ନା)
ପୁଣି, ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରିପଡ଼ିଲା|
ଏହି ଭୂମି ଉପରେ, ଯିହୁଦା ଗୁରୁତର ଭାବରେ ମୁଣ୍ଡ ମାଡି ହୋଇ ପଡିବା କାରଣରୁ ତାହାର ଶରୀର ଫାଟି ଖୋଲାହୋଇଗଲା| ଅନ୍ୟ ଶାସ୍ତ୍ର ଉଲ୍ଲେଖ କରେ, ସେ ଆପଣାକୁ ଫାଶୀରେ ଝୁଲାଇଲା|
ଏହା ଖ୍ୟାତ ହେଲା…ରକ୍ତକ୍ଷେତ୍ର|
ମୃତ୍ୟୁ କାରଣରୁ, ଲୋକେ ଏହି କ୍ଷେତ୍ରକୁ ଏକ ନୂଆ ନାମ କହିବାକୁ ଆରମ୍ଭ କଲେ|