1.2 KiB
1.2 KiB
ଆପଣ କଅଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୂନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି
“ଆପଣ କଅଣ ବର୍ତ୍ତମାନ ଇସ୍ରାଏଲକୁ ଏକ ଶକ୍ତିଶାଳୀ ରାଷ୍ଟ୍ର କରିବେ?”
ସମୟ କି କାଳ
“ସମୟ କି ତାରିଖ”|
ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ
“ତୁମ୍ଭେମାନେ ଆତ୍ମିକଭାବେ ଶକ୍ତିଶାଳୀ ହେବ|”
ତୁମ୍ଭେମାନେ ମୋହର ସାକ୍ଷୀ ହେବ
ଏହା ଶକ୍ତିପ୍ରାପ୍ତ ହେବାର ପରିଣାମ ଅଟେ| ଏହା ମଧ୍ୟ ଏହି ପ୍ରକାର ଅନୁବାଦ କରାଯାଇପାରେ “ମୋହର ସାକ୍ଷୀ ହେବା ନିମନ୍ତେ” ଶକ୍ତିର ଉଦ୍ଦେଶ୍ୟ ପ୍ରକାଶ କରିବାକୁ|
ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ
“ସମସ୍ତ ଜଗତରେ” କିମ୍ବା “ପୃଥିବୀରେ ବହୁ ଦୂର ସ୍ଥାନରେ ମଧ୍ୟ”|