or_tn/PHM/01/08.md

1.8 KiB
Raw Permalink Blame History

ସମସ୍ତ ସାହସର ସହିତ ଖ୍ରୀଷ୍ଟଙ୍କ ଠାରେ

ସମ୍ଭାବ୍ୟ ଅର୍ଥ ଗୁଡିକ “ଅଧିକାର ଖ୍ରୀଷ୍ଟଙ୍କ ହେତୁ” କିମ୍ବା “ସାହାସ ଖ୍ରୀଷ୍ଟଙ୍କ ହେତୁ.” ଏହା ଏହିପରି ମଧ୍ୟ ତର୍ଜମା କରାଯାଇ ପାରେ “ଅଧିକାର କାରଣ ମୁଁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଅଟେ.”

କେବଳ ପ୍ରେମ ସକାଶୁ ତାହା ପଚାରୁନାହିଁ

“ପ୍ରେମ ହେତୁ ନୁହେଁ କିନ୍ତୁ ମୁଁ ନିଜତରଫରୁ ପଚାରୁଅଛି”

ପ୍ରେମର ହେତୁ

ସମ୍ଭାବ୍ୟ ଅର୍ଥ ଗୁଡିକ ୧) “କାରଣ ମୁଁ ଜାଣେ ତୁମେ ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରେମ କରୁଅଚ୍ଛ” (UDB), ) “କାରଣ ତୁମ୍ଭେ ମୋତେ ପ୍ରେମ କରିଅଛ,” କିମ୍ବା ୩) “କାରଣ ତୁମ୍ଭକୁ ପ୍ରେମ କରେ.”

ପାଉଲ ଜଣେ ଏକ ବୃଦ୍ଧ ହେଇମଧ୍ୟ, ବର୍ତମାନ୍ ମଧ୍ୟ ସେ ଜଣେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଜଣେବନ୍ଦୀ ଅଟନ୍ତି

ଏହି ସମସ୍ତ କାରଣ ଥିଲା ଫିଲୀମୋନଙ୍କ ନିମନ୍ତେ ଯାହା ପାଉଲ ତାହାଙ୍କୁ କରିବା ପାଇଁ କହିଥିଲେ. ଏହା ଏହିପରି ତର୍ଜମା କରାଯାଇ ପାରେ “କାରଣ ମୁଁ ପାଉଲ,ମୁଁ ଜଣେ ବୃଦ୍ଧ, ଓ ବର୍ତମାନ୍ ଜଣେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବନ୍ଦୀ.”