or_tn/MAT/13/57.md

1.6 KiB

ଏହା ଯୀଶୁଙ୍କ ନଗରୀରେ ଥିବା ଲୋକମାନେ ତାହାଙ୍କୁ କିଭଳି ଅଗ୍ରାହ୍ୟ କଲେ ଯେତେବେଳେ ସେ ସେମାନଙ୍କ ଆରାଧନାଳୟରେ ଶିକ୍ଷା ଦେଉଥିବା ବିଷୟର ବିବରଣୀକୁ ଜାରି ରଖେ #. ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ "ଯୀଶୁଙ୍କ ଗୃହନଗରୀରେ ଥିବା ଲୋକମାନେ ତାହାଙ୍କଠାରେ ଅପମାନ ହେଲେ" କିମ୍ବା ......ତାହାଙ୍କୁ ଗ୍ରହଣ କଲେ ନାହିଁ" #. ଜଣେ ଭାବବାଦୀ ଆଦର ବିନା କିଛି ନୁହେଁ "ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦରଣୀୟ ଅଟେ" କିମ୍ବା ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦର ପାଇଥାଏ" କିମ୍ବା "ସମସ୍ତ ସ୍ଥାନରେ ଲୋକମାନେ ଜଣେ ଭାବବାଦୀଙ୍କୁ ଆଦର କରନ୍ତି" #. ତାହାଙ୍କ ଆପଣା ନଗର "ତାହାଙ୍କ ଆପଣା ଅଂଚଳ" କିମ୍ବା "ତାହାଙ୍କ ଆପଣା ଗୃହନଗର" #. ତାହାଙ୍କ ଆପଣା ପରିବାର "ତାହାଙ୍କ ଆପଣା ଘର" #. ସେ ସେଠାରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ ଯୀଶୁ ତାହାଙ୍କ ଆପଣା ନଗରୀରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ"