or_tn/MAT/13/31.md

15 lines
1.7 KiB
Markdown

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ
#. ଯୀଶୁ ଅନ୍ୟ ଏକ ଦୃଷ୍ଟାନ୍ତ ସେମାନଙ୍କୁ କହିଲେ
“ଯୀଶୁ ଜନଗହଳିକୁ ଅନ୍ୟ ଏକ ଦୃଷ୍ଟାନ୍ତ କହିଲେ”
#. ସ୍ଵର୍ଗରାଜ୍ୟ ଏହିପରି ଅଟେ
ଦେଖା କିପରି ତୁମ୍ଭେ ୧୩:୨୪ରେ ଅନୁବାଦ କରିଅଛ
#. ସୋରିଷ ଦାନା
ଏକ ଅତି ଛୋଟ ଯାହା ଏକ ବୃହତ୍ ଗଛରେ ବଢିଥାଏ (ଦେଖନ୍ତୁ: ଅଜଣା ଅନୁବାଦ)
#. ଏହି ଦାନା ସମସ୍ତ ଦାନାଗୁଡିକ ମଧ୍ୟରେ ସବୁଠାରୁ ଛୋଟ ଦାନା ଅଟେ
ସୋରିଷ ଦାନାଗୁଡିକ ସବୁଠାରୁ ଛୋଟ ଦାନାଗୁଡିକ ଥିଲା ବୋଲି ଶ୍ରୋତାମାନଙ୍କୁ ଜଣାଯାଏ (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)
#. କିନ୍ତୁ ଯେତେବେଳେ ତାହା ବଢିଲା
"କିନ୍ତୁ ଯେତେବେଳେ ଗଛ ବଢିଲା"
#. ଏକ ଗଛ ହୁଏ
"ଏକ ବୃହତ୍ ବୁଦା ହେଲା" (ଦେଖନ୍ତୁ: ଅତୟୁକ୍ତି ଭାବ ଏବଂ ବାକ୍ୟାଂଶ ଏବଂ ଅଜଣା ଅନୁବାଦ)
#. ଆକାଶର ପକ୍ଷୀ
"ପକ୍ଷୀଗୁଡିକ" (ଦେଖନ୍ତୁ: ବାକ୍ୟାଂଶ)