or_tn/HEB/07/11.md

2 lines
566 B
Markdown

# ତାହାହେଲେ ଆଉ କଅଣ ଆବଶ୍ୟକ ଥିଲା … ହାରୋଣଙ୍କ ଶ୍ରେଣୀ ଅନୁସାରେ?
ଏଠାରେ: “ଯେଉଁ ଯାଜକ, ଯିଏ ହାରୋଣ ସଦୃଶ ନୁହେଁ କିନ୍ତୁ ମଲ୍‌କୀଷେଦକଙ୍କ ସଦୃଶ ଥିଲେ, ତାହାଙ୍କ ବ୍ୟତିତ ଉଠିବା ନିମନ୍ତେ ଜଣକୁ ଅନ୍ୟ ଯାଜକର ଆବଶ୍ୟକ ନାହିଁ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)