or_obs/content/07.md

5.9 KiB

7. ଯାକୁବକୁ ପରମେଶ୍ଵର ଆଶ୍ରିବାଦ କରିଲେ

OBS Image

ଯେବେ ପୁତ୍ରମାନେ ବଢିବାକୁ ଲାଗିଲେ, ଘୃହରେ ଯାକୁବ ରହିବାକୁ ପ୍ରେମ କରୁଥିଲେ, କିନ୍ତୁ ଏଷ ଶୀକର କରିବାକୁ ପ୍ରେମ କରୁଥାନ୍ତି I ଯାକୁବକୁ ରିବେକା ପ୍ରେମ କରୁଥିଲେ, କିନ୍ତୁ ଇସାକ ଏଷଙ୍କୁ ପ୍ରେମ ଅରୁଥିଲେ I

OBS Image

ଦିନେ, ଯେବେ ଏଷ ଶୀକାରରୁ ଫେରିଆସିଲେ, ହେ ବହୁତ କ୍ଷୁଦିତ ଥିଲେ I ଏଷ ଜାକୁବଙ୍କୁ କହିଲେ, “ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟରୁ ମତେ କିଛି ଖାଇବାକୁ ଦିଅ” I ପ୍ରତିଉତ୍ତରରେ ଯାକୁବ କହିଲେ, ପ୍ରଥମରେ, ତୁମର ଜ୍ୟଷ୍ଟ ପୁତ୍ରର ଅଧିକାର ମତେ ଦିଅ I ସେଥିପାଇଁ ଏଷ ତାଙ୍କ ଜ୍ୟଷ୍ଟ ପୁତ୍ରର ଅଧିକାର ଜାକୁବଙ୍କୁ ଦେଇଦେଲେ I ତା’ପରେ ତାଙ୍କୁ ଯାକୁବ କିଛି ଖାଦ୍ୟ ଦେଇଥିଲେ I

OBS Image

ଏଷଙ୍କୁ ଇସାକ ତାଙ୍କର ଆଶ୍ରିବାଦ ଦେବାକୁ ଚାହିଁଲେ I କିନ୍ତୁ, ସେ ତାହା କଲାପୂର୍ବରୁ, ଯାକୁବ ଏଷଙ୍କପରି ହୋଇ ଅଭିନୟ ମାଧ୍ୟମରେ ରିବେକା ଓ ଯାକୁବ ତାଙ୍କୁ ପ୍ରତାରଣା କରିଥିଲେ I ଇସାହକ ବୃଦ୍ଧହୋଇଥିଲେ ଓ ସେ ଦେଖି ପାରୁଥିଲେ I ତେଣୁ ଯାକୁବ ଛେଳିର ଚମଡା ବେକରେ ଓ ହାତରେ ଗୋଡାଇହୋଇ ଓ ଏଷଙ୍କର ପୋଷାକ ପିନ୍ଦିଲେ I

OBS Image

ଇଶାକ୍ଙ୍କା ନିକଟକୁ ଯାକୁବ ଆସି କହିଲେ, “ମୁ ଏଷ ଅଟେ” I ମୁ ତୁମ କତିକୁ ଆସିଅଛି, ଯେଉଁଦ୍ଵାରା ଆପଣ ମତେ ଆଶ୍ରିବାଦ କରିବେ I ଇସାକ ଯେତେବେଳେ ପୋଷାକର ଗନ୍ଧ ଓ ଛେଳିର ଲୋମ ଅନୁଭବକାଲେ, ସେ ଏଷ ଭାବି ତାଙ୍କୁ ଆଶ୍ରିବାଦ କାଲେ I

OBS Image

ଏଷ ଯାକୁବକୁ ଘୃଣା କଲେ, ଯେହେତୁ ଯାକୁବ ତାଙ୍କ ଜ୍ୟଷ୍ଟ ଅଧିକାର ମଧ୍ୟ ତାଙ୍କର ଆଶ୍ରିବାଦ ହରଣ କରିଥିଲା I ତେଣୁ ତାଙ୍କ ପିତାଙ୍କର ମୃତପରେ ଜାକୁବଙ୍କୁ ସେ ମାରିବାକୁ ଯୋଜନା କରିଲେ I

OBS Image

କିନ୍ତୁ ରିବେକା ଏଷଙ୍କର ଯୋଜନା ଜାଣି ପାରିଲେ I ତେଣୁ ସେ ଓ ଇସାକ, ଯାକୁବଙ୍କୁ ଦୂରରେ ତାଙ୍କ ପରିଜନମାନଙ୍କ ସହିତ ରହିବାକୁ ପଠାଇଦେଲେ I

OBS Image

ଜାକୁବ ରିବେକଙ୍କର ପ୍ରତିବାସିମାନଙ୍କ ସହିତ ବହୁତ ବର୍ଷ ରହିଲେ I ସେହିସମୟରେ ସେ ବିବାହକରିଲେ ଓ ତାଙ୍କର ବାରଟି ପୁତ୍ର ଓ ଗୋଟିଏ ଝିଅ ଥିଲା I ପରମେଶ୍ଵର ତାଙ୍କୁ ବହୁତ ସମ୍ପତିଶାଳୀ କରିଥିଲେ I

OBS Image

ତାଙ୍କ ଗୃହ କିଣାନ ଠାରୁ କୋଡିଏ ବର୍ଷ ରହିବାପରେ, ଯାକୁବ ତାଙ୍କ ପରିବାର, ତାଙ୍କର ଦାଶ ଓ ତାଙ୍କର ପଶୁପଲ୍ଲ ସହିତ ସେଠାକୁ ଫେରିଲେ I

OBS Image

ଯାକୁବ ବହୁତ ଡରିଯାଇଥିଲେ ଯେହେତୁ ସେ ଚିନ୍ତା କରିନେଇଥିଲେ ଯେ ବର୍ତମାନ ପର୍ଯ୍ୟନ୍ତ ଏଷ ତାଙ୍କୁ ମାରିବାକୁ ଚହୁଁଛନ୍ତି I ତେଣୁ ସେ ଅନେକ ପଶୁପଲ୍ଲ ଏଷଙ୍କୁ ଉପହାର ସ୍ଵରୂପେ ପଠାଇଲେ I ଯେଉଁ ଦାଶମାନେ ପଶୁଗୁଡିକକୁ ଆଣିଲେ, ଏଷଙ୍କୁ କହିଲେ, “ ତୁମର ଦାଶ, ଯାକୁବ, ଆପଙ୍କୁ ଏହି ପଶୁଗୁଡିକ ଦେଇଛନ୍ତି I ସେ ଶୀଘ୍ର ଆସୁଅଛନ୍ତି” I

OBS Image

କିନ୍ତୁ ଏଷ ଯାକୁବଙ୍କୁ କ୍ଷମା କରିସାରିଥିଲେ, ଓ ପରଷ୍ପର ସେମାନେ ଖୁସିରେ ଦେଖିବାକୁ ଚାହୁଁଥିଲେ I ତାପରେ ଯାକୁବ କିଣାନରେ ଶାନ୍ତିରେ ବାସ କରିଲେ I ଏହାପରେ ଇସାକଙ୍କର ମୃତ ହେଲା, ଓ ଏଷ ଓ ଯାକୁବ ତାଙ୍କୁ କବର ଦେଲେ I ଯେଉଁ ନୀୟମର ପ୍ରତିଙ୍ଗ୍ୟା ପରମେଶ୍ଵର ଅବରହାମକୁ କରିଥିଲେ ବର୍ତ୍ତମାନ ଇସାକଙ୍କ ଠାରୁ ଜାକୁବଙ୍କୁ କହିଲେ I

25:27-33:20