2.7 KiB
General Information:
ଏହା ଥୁୟତୀରା ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
the angel
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀକୁ ସୁରକ୍ଷା ଦିଅନ୍ତି କିମ୍ବା ୨) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକଗଣ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:୨୦ରେ ଅନୁବାଦ କରିଅଛ I
Thyatira
ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେ ଥିବା ଏକ ନଗରର ନାମ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)
Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)
who has eyes like a flame of fire
ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଆଲୋକରେ ପରିପୂର୍ଣ୍ଣ ହେବା ସଦୃଶ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ୧:୧୪ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଜଳୁଥିଲା” (ଦେଖ: rc://*/ta/man/translate/figs-simile)
feet like polished bronze
ତେଜିୟାନ ଓ ଆଲୋକିତ କରାଯିବା ନିମନ୍ତେ ପିତ୍ତଳକୁ ପରିଷ୍କାର କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୫ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯାହାଙ୍କ ପାଦ ପରିଷ୍କୃତ ପିତ୍ତଳ ସଦୃଶ ଉଜ୍ଜଳ ଥିଲା” (ଦେଖ: rc://*/ta/man/translate/figs-simile)