1.0 KiB
1.0 KiB
from where you have fallen
ସେମାନେ ପୂର୍ବରୁ ଯେପରି କରୁଥଲେ ସେପରି କରୁ ନଥିବା ବିଷୟକୁ କୁହାଯାଏ ଯେପରି ପତିତ ହୋଇ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେତେ ବଦଳି ଯାଇଛ” କିମ୍ବା “ତୁମ୍ଭେ ମୋତେ କେତେ ପ୍ରେମ କରୁଥିଲ” (ଦେଖ: rc://*/ta/man/translate/figs-metaphor)
Unless you repent
ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ
remove your lampstand
ପ୍ରଦୀପ ଗୁଡିକ ସଂକେତ ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୨ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)