or_tn_old/luk/08/36.md

743 B

those who had seen it

ଯାହା ଘଟିଥିଲା ତାହା ଯେଉଁମାନେ ଦେଖିଥିଲେ

the man who had been possessed by demons had been healed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେଉଁ ଲୋକକୁ ଭୂତମାନେ ଆକ୍ରାନ୍ତ କରିଥିଲେ ଯୀଶୁ ସେହି ଲୋକକୁ ସୁସ୍ଥ କରିଥିଲେ” ବା “ ଯୀଶୁ ସେହି ଲୋକକୁ ସୁସ୍ଥ କଲେ ଯାହାକୁ ଭୂତମାନେ ନିୟନ୍ତ୍ରଣ କରିଥିଲେ” (ଦେଖ: rc://*/ta/man/translate/figs-activepassive)