or_tn_old/jhn/02/20.md

12 lines
1.5 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
୨୧ ଓ ପଦ ମୁଖ୍ୟ ଘଟଣା ଧାରାର ଅଂଶ ନୁହେଁ, କିନ୍ତୁ ସେଗୁଡିକ ଘଟଣା ସମ୍ବନ୍ଧରେ ଟିପ୍ପଣୀ ଦେଇ ପରେ କଅଣ ଘଟିବ, ସେ ବିଷୟରେ କହନ୍ତି I (ଦେଖ: [[rc://*/ta/man/translate/writing-endofstory]])
# forty-six years ... three days
୪୬ ବର୍ଷ ...୩ ଦିନ (ଦେଖ: [[rc://*/ta/man/translate/translate-numbers]])
# you will raise it up in three days?
ଯୀଶୁ ମନ୍ଦିରକୁ ଭାଙ୍ଗିଦେଇ ତିନି ଦିନ ମଧ୍ୟରେ ତୋଳିଦେବା ନିମନ୍ତେ ଚାହୁଁଥିବା ସଦୃଶ ଯିହୂଦୀନେତାମାନେ ବୁଝୁଥିବା ବିଷୟକୁ ଦେଖାଇବା ନିମନ୍ତେ ଏହି ଟିପ୍ପଣୀ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I “ସ୍ଥାପନ କରିବା” ନିମନ୍ତେ “ଉଠାଇବା” ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଏହାକୁ ତିନିଦିନ ମଧ୍ୟରେ ସ୍ଥାପନ କରିପାରିବ ?” କିମ୍ବା “ତୁମ୍ଭେ ଏହାକୁ ସମ୍ଭବତଃ ତିନିଦିନ ମଧ୍ୟରେ ପୁନଃନିର୍ମାଣ କରିପାରିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-idiom]])