or_tn_old/1jn/02/25.md

985 B

This is the promise he gave to us—eternal life.

ଏହା ସେ ଆମ୍ଭମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି - ଅନନ୍ତ ଜୀବନ କିମ୍ବା “ସେ ଆମ୍ଭମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରଖିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି”

life

ଏହି ପତ୍ରର ସର୍ବତ୍ର “ଜୀବନ” ଶବ୍ଦର ଅର୍ଥ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ସୂଚିତ କରେ । ଏଠାରେ “ଜୀବନ” ଆତ୍ମିକ ରୂପରେ ଜୀବିତ ହେବାକୁ ଦର୍ଶାଏ । ଏହାକୁ [୧ ଯୋହନ ୧:୧] (../୦୧/୦୧.md) ରେ ତମେ କିପରି ଅନୁବାଦ କରିଅଛ ।(See: rc://*/ta/man/translate/figs-metonymy)