or_tn_old/mrk/04/08.md

1.0 KiB

increasing thirty, sixty, and even a hundred times

ପ୍ରତ୍ୟକ ଗୁଳ୍ମର ଯେତିକି ଶସ୍ୟ ଫଳିଲା ତାହାକୁ ବଢୁଥିବା ଗୋଟିଏ ବିହନ ସହିତ ତୁଳନା କରାଯାଇଛି I ଏଠାରେ ବାକ୍ୟରେ ଶବ୍ଦ ଲୋପ ବ୍ୟବହାର ହୋଇଛି ବାକ୍ୟକୁ ସଙ୍କୁଚିତ କରିବା ଧାରଣାରେ କିନ୍ତୁ ସେଗୁଡିକ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ କିଛି ଶସ୍ୟ ୩୦ ଗୁଣ ଫଳିଲା ଯାହା ଓ ଅନ୍ୟ କିଛି ୬୦ ଗୁଣ ଫଳିଲା ଓ ଆଉ କେତେକେ ଶହେ ଗୁଣ ଫଳିଲା” (ଦେଖ: rc://*/ta/man/translate/figs-ellipsis)

thirty ... sixty ... a hundred

୩୦ ... ୬୦...୧୦୦ I ଏଗୁଡିକ ହୁଏତ ସଂଖ୍ୟାରେ ଲେଖାଯାଇ ପାରିବ (ଦେଖ: rc://*/ta/man/translate/translate-numbers)