20 lines
3.3 KiB
Markdown
20 lines
3.3 KiB
Markdown
# between you ... do you have that you did not ... you have freely ... do you boast ... you had not
|
|
|
|
ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଥିଲେ, ତେଣୁ ପ୍ରତି ଥର କହିଥିବା “ତୁମ୍ଭେ” ଏକବଚନ ଅଟେ । (ଦେଖ:[[rc://*/ta/man/translate/figs-you]])
|
|
|
|
# For who sees any difference between you and others?
|
|
|
|
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରି କହୁଛନ୍ତି ଯେ ଅନ୍ୟମାନଙ୍କ ଠାରୁ ସୁସମାଚାର ଶୁଣିଥିବା ଲୋକମାନଙ୍କ ଅପେକ୍ଷା ସେମାନେ ନିଜକୁ ଉତ୍ତମ ବୋଲି ମନେ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ଏବଂ ଅନ୍ୟମାନଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ ।” ବା “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ବଡ ନୁହଁ ।” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# What do you have that you did not freely receive?
|
|
|
|
ସେମାନଙ୍କ ପାଖରେ ଯାହା ଅଛି ତାହା ସେମାନେ ଅର୍ଜନ କରିନାହାନ୍ତି, ଏହି କଥାକୁ ଗୁରୁତ୍ବ ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “ ତୁମ ପାଖରେ ଯାହା କିଛି ଅଛି ତାହା ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ ।” ବା “ତୁମ୍ଭମାନଙ୍କ ପାଖରେ ଯାହା କିଛି ଅଛି ତାହା ଇଶ୍ବର ତୁମ୍ଭମାନଙ୍କୁ ବିନାମୂଲ୍ୟରେ ଦେଇଛନ୍ତି !”(ଦେଖ:[[rc://*/ta/man/translate/figs-rquestion]])
|
|
|
|
# why do you boast as if you had not done so?
|
|
|
|
ସେମାନଙ୍କ ପାଖରେ ଥିବା ବିଷୟକୁ ନେଇ ଗର୍ବ କରୁଥିବା ହେତୁ ପାଉଲ ସେମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ଗର୍ବ କର ନାହିଁ ସତେ ଯେମିତି ତୁମେ ତାହା କରି ନାହଁ ।” ବା “ତୁମ୍ଭମାନଙ୍କର ଗର୍ବ କରିବାର କୌଣସି ଅଧିକାର ନାହିଁ !” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# as if you had not done so
|
|
|
|
“ଏହି ପ୍ରକାରେ କରାଯାଇଛି” ବାକ୍ୟଟି ସେମାନଙ୍କ ପାଖରେ ଯାହା କିଛି ଅଛି ତାହା ବିନାମୂଲ୍ୟରେ ପାଇଥିବା ବିଷୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: ସତେ ଯେମିତି ତୁମ୍ଭେମାନେ ତାହା ବିନାମୂଲ୍ୟରେ ପାଇ ନଥିଲ” ବା “ସତେ ଯେମିତି ତୁମ୍ଭେମାନେ ଏହାକୁ ଅର୍ଜନ କରିଥିଲ”
|