or_tn_old/rom/12/20.md

1.8 KiB
Raw Permalink Blame History

your enemy ... feed him ... give him a drink ... if you do this, you will heap

“ତୁମ୍ଭେମାନେ” ଓ “ତୁମ୍ଭମାନଙ୍କର” ଏହି ବାକ୍ୟାଂଶଗୁଡ଼ିକ ଗୋଟିଏ ବ୍ୟକ୍ତିଙ୍କୁ ସମ୍ବୋଧନ କରାଯାଇଛି। (ଦେଖ:rc://*/ta/man/translate/figs-you)

But if your enemy is hungry ... his head

୧୨: ପଦରେ ପାଉଲ ପବିତ୍ର ଶାସ୍ତ୍ରର ଅନ୍ୟ ଏକ ଭାଗ ଉଦ୍ଧୃତ କରନ୍ତି । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଶାସ୍ତ୍ର ମଧ୍ୟ କହେ, ‘ଯଦି ତୁମ୍ଭମାନଙ୍କର ଶତ୍ରୁ କ୍ଷୁଧାରେ ଅଛି III ତାହାର ମସ୍ତକ”’

feed him

ତାହାଙ୍କୁ କିଛି ଖାଇବାକୁ ଦିଅ

You will heap coals of fire on his head

ଶତ୍ରୁମାନେ ପାଇବାକୁ ଥିବା ଆଶୀର୍ବାଦ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି କେହି ସେମାନଙ୍କ ମସ୍ତକରେ ଜ୍ବଳନ୍ତ ଅଙ୍ଗାର ଢାଳୁଅଛି । ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭର ଅନିଷ୍ଟ କରିଥିବା ବ୍ୟକ୍ତିଙ୍କୁ ଏପରି ମନ ଦୁଖିଃତ କରିବାକୁ ଦିଅ ଯେ ସେ ତୁମ୍ଭକୁ କେଉଁ ପ୍ରକାରେ ମନ୍ଦ ବ୍ୟବହାର କରିଅଛି” ବା ) “ତୁମ୍ଭମାନଙ୍କର ଶତ୍ରୁକୁ ଅଧିକ କଠୋରଭାବେ ବିଚାର କରିବାପାଇଁ ଈଶ୍ବରଙ୍କୁ ଏକ କାରଣ ଦିଅ” (ଦେଖ:rc://*/ta/man/translate/figs-metaphor)