or_tn_old/rom/11/32.md

771 B

God has shut up all into disobedience

ଯେଉଁ ଲୋକମାନେ ତାହାଙ୍କର ଅବଜ୍ଞା କରନ୍ତି, ଈଶ୍ବର ସେମାନଙ୍କୁ ଜେଲ୍ ରୁ ଖସି ପଳାଇବାକୁ ଅସମର୍ଥ ବନ୍ଦୀମାନଙ୍କ ପରି ବ୍ୟବହାର କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କର ଅବଜ୍ଞା କରୁଥିବା ଲୋକମାନଙ୍କୁ ବନ୍ଦୀ ବନାଇଛନ୍ତି I ବର୍ତ୍ତମାନ ସେମାନେ ଈଶ୍ବରଙ୍କ ଅବଜ୍ଞା କରିବାରୁ ବିରତ ହେବେ ନାହିଁ” (ଦେଖ:rc://*/ta/man/translate/figs-metaphor)