or_tn_old/rom/11/28.md

2.7 KiB

As far as the gospel is concerned

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ପାଉଲ କାହିଁକି ସୁସମାଚାରର ଉଲ୍ଲେଖ କରନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଯିହୂଦୀମାନେ ସୁସମାଚାରକୁ ଅଗ୍ରାହ୍ୟ କଲେ” (ଦେଖ:rc://*/ta/man/translate/figs-explicit)

they are enemies for your sake

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ସେମାନେ କାହାର ଶତ୍ରୁ ଅଟନ୍ତି, ଓ ଏହା କିପରି ବିଜାତିମାନଙ୍କ ସକାଶେ ହେଲା I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମ୍ଭ ପାଇଁ ଈଶ୍ବରଙ୍କ ଶତ୍ରୁ ଅଟନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ଶତ୍ରୁ ଭାବରେ ବ୍ୟବହାର କରନ୍ତି ଯେପରି କି ତୁମ୍ଭେମାନେ ମଧ୍ୟ ସୁସମାଚାର ଶୁଣିପାରିବ” (ଦେଖ:rc://*/ta/man/translate/figs-explicit)

as far as election is concerned

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ପାଉଲ ନିର୍ବାଚନର ଉଲ୍ଲେଖ କାହିଁକି କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଯିହୂଦୀମାନଙ୍କୁ ନିର୍ବାଚନ କରିଛନ୍ତି” କିମ୍ବା “କାରଣ ଈଶ୍ବର ଯିହୂଦୀମାନଙ୍କୁ ବାଛିଛନ୍ତି” (ଦେଖ: rc://*/ta/man/translate/figs-explicit)

they are beloved because of their forefathers

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ କିଏ ଯିହୂଦୀମାନଙ୍କୁ ପ୍ରେମ କରନ୍ତି ଓ କାହିଁକି ପାଉଲ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଉଲ୍ଲେଖ କରନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏବେ ବି ସେମାନଙ୍କୁ ପ୍ରେମ କରୁଛନ୍ତି, କାରଣ ସେ ସେମାନଙ୍କର ପୂର୍ବପୁରୁଷପାଇଁ ତାହା କରିବାକୁ ପ୍ରତିଜ୍ଞା କରିଥିଲେ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])