or_tn_old/rom/11/11.md

1.8 KiB

Connecting Statement:

ଇଶ୍ରାୟେଲ ଏକ ଦେଶଭାବରେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଥିବା ସକାଶେ, ପାଉଲ ବିଜାତିମାନଙ୍କୁ ସାବଧାନ ରହିବାକୁ ଚେତାବନୀ ଦିଅନ୍ତି ଯେ ସେମାନେ ସେହି ପ୍ରକାରର ସମାନ ଭୁଲ୍ ନ କରନ୍ତୁ I

Did they stumble so as to fall?

ପାଉଲ ଗୁରୁତ୍ବ ଦେଇ କହିବାପାଇଁ ଏହି ପ୍ରଶ୍ନ ଯୋଗ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ପାପ କଲେ ବୋଲି କ’ଣ ଈଶ୍ବର ସେମାନଙ୍କୁ ଅନନ୍ତ କାଳ ପାଇଁ ଅଗ୍ରହ୍ୟ କରିଅଛନ୍ତି?” (ଦେଖ:rc://*/ta/man/translate/figs-rquestion)

May it never be

ଏହା ସମ୍ଭବ ନୁହେଁ ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରେ ଯେ ଏପରି ହୋଇ ନ ପାରେ I ତୁମ୍ଭମାନଙ୍କ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ଏହାକୁ ତୁମ୍ଭେମାନେ [ରୋମୀୟ ୯:୧୪] (II/୦୯/୧୪Imd) ରେ କିପରି ଅନୁବାଦ କରିଅଛ I

provoke ... to jealousy

ଦେଖ ତୁମ୍ଭେମାନେ ଏହାକୁ ରୋମୀୟ ୯:୧୪ ରେ କିପରି ଅନୁବାଦ କରିଅଛ I