or_tn_old/rom/10/13.md

665 B

For everyone who calls on the name of the Lord will be saved

ଏଠାରେ “ନାମ” ଶବ୍ଦ ଯୀଶୁଙ୍କ ପାଇଁ ଏକ ଉପମା ଅଟେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ପ୍ରଭୁ ସେ ସମସ୍ତଙ୍କୁ ଉଦ୍ଧାର କରିବେ” (ଦେଖ:[[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])