or_tn_old/rom/09/20.md

1.8 KiB

Will what has been molded say to the one who molds it, ""Why ... way?

କୁମ୍ଭାରର ଯେପରି ଅଧିକାର ଅଛି ଯେ ସେ ଯେଉଁ ପ୍ରକାରର ପାତ୍ର କରିବାକୁ ଚାହେଁ, ସେ ସେହି ପ୍ରକାରର ପାତ୍ର କରିପାରନ୍ତି, ଏହାକୁ ଏକ ରୂପକ ଭାବରେ ନେଇ ପାଉଲ କହନ୍ତି ଯେ ଈଶ୍ବରଙ୍କ ମଧ୍ୟ ଅଧିକାର ଅଛି ଯେ ସେ ଯାହା କରିବାକୁ ଚାହାଁନ୍ତି, ତାହାଙ୍କ ସୃଷ୍ଟିକୁ ସେ କରିପାରନ୍ତି। ପାଉଲ ତାହାଙ୍କ ବିଷୟକୁ ଗୁରୁତ୍ବ ଦେବାପାଇଁ ପ୍ରଶ୍ନ ପଚାରନ୍ତି I ଏହାକୁ ଏକ ଦୃଢ ବାକ୍ୟ ରୂପରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ଯାହା ଗଢିଅଛି, ଗଢାଯାଇଥିବା ଜିନିଷ ତାହାକୁ ପଚାରିବା ଉଚିତ୍ ନୁହେଁ ଯେ ସେ କାହିଁକିIIII ଏପରି ଗଢିଅଛି?”’ (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-rquestion]])

Why did you make me this way?

ଏହା ଏକ ଭର୍ତ୍ସନା ଜନକ ପ୍ରଶ୍ନ ଓ ଏହାକୁ ଦୃଢ ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋତେ ଏହି ପ୍ରକାରେ ଗଠନ କରିବା ଉଚିତ୍ ନ ଥିଲା!” (ଦେଖ:rc://*/ta/man/translate/figs-rquestion)