2.1 KiB
those whom he foreknew
ଯେଉଁମାନଙ୍କୁ ସେ ସୃଷ୍ଟି କରିବା ପୂର୍ବରୁ ଜାଣିଥିଲେ
he also predestined
ସେ ସେମାନଙ୍କର ଲକ୍ଷ୍ୟସ୍ଥଳ ମଧ୍ୟ ପ୍ରସ୍ତୁତ କରିଅଛନ୍ତି ବା “ସେ ପୂର୍ବରୁ ଯୋଜନା କରିଅଛନ୍ତି”
to be conformed to the image of his Son
ଯେଉଁମାନେ ଈଶ୍ବରଙ୍କ ପୁତ୍ର ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କର ବୃଦ୍ଧି ନିମନ୍ତେ ଈଶ୍ବର ସୃଷ୍ଟି କରିବା ପୁର୍ବରୁ ହିଁ ଯୀଶୁଙ୍କ ପରି ବ୍ୟକ୍ତି ହେବାପାଇଁ ଯୋଜନା କରିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ସେମାନଙ୍କୁ ତାହାଙ୍କ ପୁତ୍ର ରୂପେ ପରିବର୍ତ୍ତନ କରିବେ” (ଦେଖ:rc://*/ta/man/translate/figs-activepassive)
Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)
that he might be the firstborn
ଯେପରି ତାହାଙ୍କ ପୁତ୍ର ପ୍ରଥମଜାତ ହେବେ
among many brothers
ଏଠାରେ “ଭାଇମାନେ” ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅନେକ ଭାଇ ଓ ଭଉଣୀମାନଙ୍କ ମଧ୍ୟରୁ, ଯେଉଁମାନେ ପରମେଶ୍ବରଙ୍କ ପରିବାରର ଅଟନ୍ତି” (ଦେଖ:rc://*/ta/man/translate/figs-explicit)