or_tn_old/rom/08/24.md

1.5 KiB

For in this certain hope we were saved

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି, ଯେହେତୁ ଆମ୍ଭେମାନେ ତାହାଙ୍କଠାରେ ଭରସା ରଖିଅଛୁ” (ଦେଖ:rc://*/ta/man/translate/figs-activepassive)

Now hope that is seen is not hope. For who hopes for what he can see?

ପାଉଲ ତାହାଙ୍କ ପାଠକମାନଙ୍କୁ “ପ୍ରତ୍ୟାଶା ବା ଆଶା” କ’ଣ, ସେ ବିଷୟରେ ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଆମ୍ଭେମାନେବିଶ୍ବାସର ସହିତ ଅପେକ୍ଷା କରୁଅଛୁ, ଏହାର ଅର୍ଥ ଏହା ଯେ ଯାହା ଆମ୍ଭେମାନେ ଚାହୁଁଛୁ, ଆମ୍ଭେମାନେଏପର୍ଯ୍ୟନ୍ତ ପାଇନାହୁ I କେହି ହେଲେ ବିଶ୍ବାସରେ ଅପେକ୍ଷା କରନ୍ତି ନାହିଁ, ଯଦି ସେ ଯାହା ଚାହୁଁଛନ୍ତି, ତାହା ପାଖରେ ଅଛି” (ଦେଖ:rc://*/ta/man/translate/figs-rquestion)