or_tn_old/rom/08/20.md

1.1 KiB

For the creation was subjected to futility

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଯାହା ସୃଷ୍ଟି କରିଥିଲେ, ସେସବୁକୁ ସେ ଯାହା ଇଚ୍ଛା କରିଥିଲେ, ତାହା ସାଧନ କରିବାକୁ ଅକ୍ଷମ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

not of its own will, but because of him who subjected it

ଏଠାରେ ପାଉଲ “ସୃଷ୍ଟି”କୁ ଜଣେ ବ୍ୟକ୍ତି ରୂପରେ ବର୍ଣ୍ଣନା କରନ୍ତି ଯେ କି ଇଚ୍ଛା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ନୁହେଁ ଯେ ସୃଷ୍ଟ ବସ୍ତୁ ଏହା ଚାହୁଁଥିଲା, କିନ୍ତୁ ଯେହେତୁ ଏହା ଈଶ୍ବର ଚାହୁଁଥିଲେ” (ଦେଖ:rc://*/ta/man/translate/figs-personification)