or_tn_old/rom/07/04.md

2.1 KiB

Therefore, my brothers

ଏହା ପଛରେ ଥିବା ରୋମୀୟ ୭:୧ସହିତ ସମ୍ବନ୍ଧିତ ଅଟେ I

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

you were also made dead to the law through the body of Christ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଅଛ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ମୃତ୍ୟୁଭୋଗ କରିଅଛ” (ଦେଖ:rc://*/ta/man/translate/figs-activepassive)

to him who was raised from the dead

ଏଠାରେ ଉଠାଇଲେ “ପୁନର୍ବାର ବଞ୍ଚିବା” ନିମନ୍ତେ ଏକ ରୂଢ଼ି ଅଟେ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କରାଗଲା” ବା “ତାହାଙ୍କୁ ଯାହାକୁ ଈଶ୍ବର ମୃତ୍ୟୁରୁ ଉଠାଇଲେ” ଅବା “ତାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କରାଇଲେ” (ଦେଖ:rc://*/ta/man/translate/figs-idiom)

we might produce fruit for God

ଏଠାରେ “ଫଳ” ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାଭଳି କାର୍ଯ୍ୟର ରୂପକ ଅଟେ”। ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ ହେଲା ଭଲି କାର୍ଯ୍ୟ କରିପାରିବା” (ଦେଖ:rc://*/ta/man/translate/figs-metaphor)