or_tn_old/rom/06/10.md

752 B

For in regard to the death that he died to sin, he died once for all

“ସମସ୍ତଙ୍କ ପାଇଁ ଥରେ” ବାକ୍ୟାଂଶଟିର ଅର୍ଥ ସଂମ୍ପୂର୍ଣ୍ଣ ରୂପରେ କିଛି ଶେଷ କରିଦେବା I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ଏହାର ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯେତେବେଳେ ସେ ମଲେ, ସେ ପାପର ଶକ୍ତିକୁ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିଦେଲେ” (ଦେଖ:[[rc:///ta/man/translate/figs-idiom]] ଓ [[rc:///ta/man/translate/figs-explicit]])