or_tn_old/rom/03/29.md

984 B

Or is God the God of Jews only?

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି। ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ ମନରେ ଏପରି ଚିନ୍ତା ନ କରନ୍ତୁ ଯେ ଆମ୍ଭେମାନଙ୍କୁ ହିଁ କେବଳ ପରମେଶ୍ବର ଗ୍ରହଣ କରିବେ”! (ଦେଖ:rc://*/ta/man/translate/figs-rquestion)

Is he not also the God of Gentiles? Yes, of Gentiles also

ପାଉଲ ତାହାଙ୍କ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଅଣ-ଯିହୂଦୀମାନଙ୍କୁ ମଧ୍ୟ, ଗ୍ରହଣ କରିବେ ଅର୍ଥାତ ବିଜାତିମାନଙ୍କୁ” (ଦେଖ:rc://*/ta/man/translate/figs-rquestion)