or_tn_old/rom/01/28.md

1.2 KiB

Because they did not approve of having God in their awareness

ସେମାନେ ଏହା ଭାବିଲେ ନାହିଁ ଯେ ଈଶ୍ବରଙ୍କୁ ଜାଣିବା ଅବଶ୍ୟକ ଅଟେ

they ... their ... them

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

he gave them up to a depraved mind

ଏଠାରେ “ଏକ ପଥ ଭ୍ରଷ୍ଟ ହୋଇଥିବା ମନ” ର ଅର୍ଥ ହେଉଛି ଗୋଟିଏ ମନ, ଯାହା କେବଳ ଅନୈତିକ ବିଷୟରେ ଭାବିଥାଏ। ଅନ୍ୟ ଏକ ଅନୁବାଦରେ, “ଈଶ୍ବର ସେମାନଙ୍କର ମନକୁ, ଯାହାକୁ ସେମାନେ ମୂଲ୍ୟହୀନ ଓ ଅନୈତିକ ବିଚାରରେ ପୂର୍ଣ୍ଣ କରିଥିଲେ, ସେମାନଙ୍କୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରଣ କରିବା ପାଇଁ ସମର୍ପି ଦେଲେ” (ଦେଖ:rc://*/ta/man/translate/figs-explicit)

not proper

ଅପମାନଜନକ ଓ “ପାପପୂର୍ଣ୍ଣ”