or_tn_old/rom/01/19.md

1.1 KiB

that which is known about God is visible to them

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ସ୍ପଷ୍ଟଭାବରେ ଦେଖିପାରୁଥିବା ହେତୁ ସେମାନେ ଈଶ୍ବରଙ୍କ ବିଷୟରେ ଜାଣିପାରିବେ” (ଦେଖ:rc://*/ta/man/translate/figs-activepassive)

For God has enlightened them

ଏଠାରେ “ସେମାନଙ୍କ ନିକଟରେ ପ୍ରକାଶମାନ କଲେ” ର ଅର୍ଥ, ଈଶ୍ବର ତାହାଙ୍କ ସତ୍ୟତାକୁ ସେମାନଙ୍କ ନିକଟରେ ଦେଖାଇଅଛନ୍ତି। ଅନ୍ୟ ଏକ ଅନୁବାଦରେ: “କାରଣ ସେ କେଉଁ ପ୍ରକାରର ଅଟନ୍ତି, ଈଶ୍ବର ସମସ୍ତଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି” (ଦେଖ:rc://*/ta/man/translate/figs-explicit)