or_tn_old/rom/01/01.md

1.7 KiB

Paul

ଏହି ପତ୍ରର ଲେଖକଙ୍କ ପରିଚୟ କରାଇବା ପାଇଁ ତୁମ୍ଭମାନଙ୍କର ଭାଷାରେ ଏକ ନିର୍ଦ୍ଧିଷ୍ଟ ମାଧ୍ୟମ ଥାଇପାରେ। ଏହି ପଦରେ ତୁମ୍ଭମାନଙ୍କୁ ମଧ୍ୟ କହିବାକୁ ହେବ ଯେ କେଉଁ ଲୋକମାନଙ୍କ ନିକଟକୁ ପାଉଲ ଏହି ପତ୍ର ଲେଖିଥିଲେ (ରୋମୀୟ ୧:୭)I ଅନ୍ୟ ଏକ ଅନୁବାଦରେ: “ମୁଁ , ପାଉଲ, ଏହି ପତ୍ର ଲେଖିଲି” (ଦେଖ:rc://*/ta/man/translate/figs-explicit)

called to be an apostle and set apart for the gospel of God

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପ୍ରେରିତ ଭାବରେ ଆହ୍ବାନ କରିଅଛନ୍ତି ଓ ଲୋକମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ମୋତେ ମନୋନୀତ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

called

ଏହାର ଅର୍ଥ ଏହା ଯେ ଈଶ୍ବର ଲୋକମାନଙ୍କୁ ତାହାଙ୍କ ସନ୍ତାନ ହେବା ପାଇଁ, ତାହାଙ୍କ ସେବକ ହେବା ପାଇ, ଓ ଯୀଶୁଙ୍କଠାରେ ଯେଉଁ ପରିତ୍ରାଣ ମିଳେ, ସେହି ସୁସମାଚାରର ପ୍ରଚାରକ ହେବା ନିମନ୍ତେ ନିଯୁକ୍ତ ବା ମନୋନୀତ କରିଅଛନ୍ତି, ।