or_tn_old/rev/18/04.md

12 lines
811 B
Markdown

# General Information:
“ସେ” ଓ “ତାହାର” ସର୍ବନାମ ଗୁଡିକ ବାବିଲ ମହାନଗରୀକୁ ବୁଝାଏ, ଯାହାକୁ ଯେପରି ଏକ ବେଶ୍ୟା ସଦୃଶ କୁହାଯାଇଛି I (ଦେଖ: [[rc://*/ta/man/translate/figs-personification]])
# Connecting Statement:
ସ୍ବର୍ଗରୁ ଆଉଏକ ସ୍ବର କହିବାକୁ ଆରମ୍ଭ କଲା I
# another voice
“ସ୍ବର” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ, ଯାହା ସମ୍ଭବତଃ ଯୀଶୁ ଅବା ପିତା ହୋଇପାରନ୍ତି I ଅନ୍ୟଏକ ଅନୁବାଦରେ: “କେହି ଜଣେ” (ଦେଖ: [[rc://*/ta/man/translate/figs-metonymy]])