or_tn_old/rev/07/15.md

16 lines
1.2 KiB
Markdown

# Connecting Statement:
ପ୍ରାଚୀନ ଜଣକ ଯୋହନଙ୍କୁ କହି ଚାଲିଛନ୍ତି I
# they ... them
ଏହି ଶବ୍ଦଗୁଡିକ ମହାକ୍ଲେଶରୁ ବାହାରି ଆସିଥିବା ଲୋକମାନଙ୍କୁ ବୁଝାଏ I
# day and night
ଦିନର ଏହି ଦୁଇଟି ଭାଗ “ସବୁ ସମୟ” କିମ୍ବା “ନିରବଛିନ୍ନ ଭାବେ”କୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି” (ଦେଖ: [[rc://*/ta/man/translate/figs-merism]])
# will spread his tent over them
ସେମାନଙ୍କ ଉପରେ ତାହାଙ୍କ ତମ୍ବୁ ସ୍ଥାପନ କରିବେ I ସେମାନଙ୍କୁ ସୁରକ୍ଷା ଦେବା ବିଷୟରେ କୁହାଯାଏ ଯେପରି ସେ ସେମାନଙ୍କୁ ବାସ କରିବା ନିମନ୍ତେ ଆଶ୍ରୟ ଦେଉଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଆଶ୍ରୟ ଦେବେ” କିମ୍ବା “ସେମାନଙ୍କୁ ସୁରକ୍ଷା ଦେବେ” (ଦେଖ: [[rc://*/ta/man/translate/figs-metaphor]])