or_tn_old/php/04/17.md

1.9 KiB
Raw Permalink Blame History

It is not that I seek the gift

ପାଉଲ ବୁଝାଉଛନ୍ତି ଯେ ସେ ସେମାନଙ୍କୁ ଦାନ ବିଷୟରେ ଲେଖିବାର କାରଣ ଏହି ଆଶାରେ ନୁହେଁ ଯେ ସେମାନେ ତାହାଙ୍କୁ ଆହୁରି ଅଧିକ ଅର୍ଥ ପଠାଇବେ I ଅନ୍ୟ ଏକ ଅନୁବାଦରେ: “ମୋହର ଏହା ଲେଖିବାର କାରଣ ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ ଆହୁରି ଅଧିକ ଅର୍ଥ ପଠାଅ ବୋଲି ଚାହୁଁଅଛି”

I seek the fruit that increases to your credit

ପାଉଲ ଦାନ ବିଷୟରେ ଲେଖିବାର କାରଣ ବୁଝାଉଛନ୍ତି I ଏଠାରେ “ତୁମ୍ଭମାନଙ୍କ ଜମାପାଖ ବୃଦ୍ଧି କରୁଥିବା ଫଳ” ଏକ ରୂପକ ଅଟେ, ଯାହାର ଅର୍ଥ ୧) ଅଧିକ ସତ୍କର୍ମ ଯାହା ଫିଲିପ୍ପୀୟମାନଙ୍କ ନିମନ୍ତେ ଉଲ୍ଲେଖ କରଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ ମୁଁ ଚାହେଁ ଯେ ଈଶ୍ବର ତୁମ୍ଭେମାନେ କରୁଥିବା ଅଧିକ ସତ୍କର୍ମକୁ ସ୍ବୀକାର କରିବେ” କିମ୍ବା ) ଫିଲିପ୍ପୀୟମାନେ କରୁଥିବା ଅଧିକ ସତ୍କର୍ମ ନିମନ୍ତେ ଅଧିକ ଆଶୀର୍ବାଦ I ଅନ୍ୟ ଏକ ଅନୁବାଦରେ: “ବରଂ ମୁଁ ଚାହୁଁଛି ଯେ ତୁମ୍ଭେମାନେ କରୁଥିବା ଅଧିକ ସତ୍କର୍ମ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-metaphor)