or_tn_old/php/04/03.md

1.1 KiB

Yes, I ask you, my true companion

ଏଠାରେ “ତୁମ୍ଭକୁ” ପ୍ରକୃତ ସହକାରୀଙ୍କୁ ବୁଝାଏ ଓ ଏକବଚନ ଅଟେ I (ଦେଖ: rc://*/ta/man/translate/figs-you)

true companion

ଏହି ରୂପକ କୃଷି ବିଷୟରୁ ଆସିଅଛି, ଯେଉଁଠାରେ ଦୁଇଟି ପଶୁ ଏକତ୍ର କାର୍ଯ୍ୟ କରିବା ସକାଶେ ଗୋଟିଏ ଯୁଆଳିରେ ଯଚାଯାନ୍ତି I ଅନ୍ୟ ଏକ ଅନୁବାଦରେ: “ସହକର୍ମୀ”(ଦେଖ: rc://*/ta/man/translate/figs-metaphor)

along with Clement

କ୍ଲେମେନସ ଜଣେ ବ୍ୟକ୍ତି ଥିଲେ ଯେ ଫିଲିପ୍ପୀର ମଣ୍ଡଳୀରେ ଜଣେ ବିଶ୍ବାସୀ ଓ କାର୍ଯ୍ୟକାରୀ ଥିଲେ I (ଦେଖ: rc://*/ta/man/translate/translate-names)

whose names are in the Book of Life

ଯାହାର ନାମ ଈଶ୍ବର ଜୀବନ ପୁସ୍ତକରେ ଲେଖିଛନ୍ତି