or_tn_old/php/03/15.md

986 B

All of us who are mature, let us think this way

ପାଉଲ ତାହାଙ୍କ ସହବିଶ୍ବାସୀମାନେ ସେ ଫିଲିପ୍ପୀୟ ୩:୮-୧୧ରେ ତାଲିକା କରିଥିବା ସମାନ ଭାବ ଧାରଣ କରିବା ଚାହୁଁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତ ବିଶ୍ବାସୀମାନଙ୍କୁ ଉତ୍ସାହିତ କରେ ଯେଉଁମାନେ ସମାନ ପ୍ରକାର ବିବେଚନା କରି ବିଶ୍ବାସରେ ଦୃଢ଼ ଅଟନ୍ତି”

God will also reveal that to you

ଈଶ୍ବର ମଧ୍ୟ ଏହା ତୁମ୍ଭମାନଙ୍କୁ ସ୍ପଷ୍ଟ କରିବେ କିମ୍ବା “ତୁମ୍ଭେମାନେ ଏହା ଜାଣିବା ନିମନ୍ତେ ଈଶ୍ବର ନିଶ୍ଚିତ କରିବେ”